Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀମାନେ ଏମିତି ଶୋଇଲେ,ଦାରିଦ୍ରତା କେବେ ବି ପିଛା ଛାଡିକି ଯାଏ ନାହିଁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ଏମିତି ଶୋଇବା ଦ୍ୱାରା ଗିରିବି ପିଛା ଛାଡେନାହିଁ।

ବନ୍ଧୁଗଣ ମହିଳାମାନେ ରାତି ସମୟରେ ଏହି ଅଙ୍ଗ ଖୋଲା ରଖି ଶୁଅନ୍ତୁ ନାହିଁ। ହିନ୍ଦୁ ପୁରାଣ ଏବଂ ଗ୍ରନ୍ଥରେ ଆମ ଜୀବନ ସହିତ ଜଡ଼ିତ ଅନେକ ରହସ୍ୟ ଏବଂ ସତ୍ୟ ଉଜାଗର କରାଯାଇଥାଏ। ଆମକୁ ନିଜ ଜୀବନରେ କେମିତି ବ୍ୟବହାର କରିବା ଉଚିତ କେମିତି ଆଚାର ବିଚାରର ପ୍ରଦାନ କରିବା ଦରକାର ଆମର ନୀତିନିୟମ ଧର୍ମ ଏବଂ ଏହା ବ୍ୟତୀତ ଆମର ଧର୍ମ ସହିତ ଜଡ଼ିତ ଅନେକ ଗୁଡିଏ ନିୟମ ଏକ ସନ୍ତୁଳିତ ଜୀବନ ବ୍ୟତୀତ କରିବା ପାଇଁ କୁହାଯାଇଛି।

ଯେଉଁ ପ୍ରକାରର ଆମର ଦିନଚର୍ଯ୍ୟର ଦିନର ଭୋଜନ ଏବଂ ରାତିର ଭୋଜନ ବିପରୀତ ହୋଇଥାଏ ଠିକ ସେହିପରି ଆମ ଦିନଚର୍ଯ୍ୟର କାମ ବି ଏମିତି ଭାଗ କରାଯାଇଛି। ଆମର ଶାସ୍ତ୍ରରେ ଏମିତି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହା ରାତି ସମୟରେ କରିବାକୁ ବର୍ଜିତ ମାନାଯାଇଛି। ମାନାଯାଏ କି ଏହି କାମ କରିବା ଦ୍ୱାରା ଆପଣଙ୍କ ଜୀବନ ଉପରେ ଖରାପ କିମ୍ବା ଭୟାନକ ପରିଣାମ ପଡିପାରେ। ଆମେ ଜାଣିଛୁ ଯେ ଆଜିର ଜୀବନ ଶୈଳୀକୁ ଯଦି ଦେଖାଯାଏ ତ ଲୋକେ ଅଧିକାଂଶ ଖାସ କରି ବଡ଼ ସହର ଗୁଡିକରେ ନାଇଟ ଲାଇଫକୁ ଉପଭୋଗ କରିବାକୁ ବେଶୀ ପସନ୍ଦ କରିଥାନ୍ତି।

ସେମାନଙ୍କୁ ରାତିରେ ବାହାରେ ବୁଲିବା ସାଙ୍ଗ ମାନଙ୍କ ସହିତ ମିଶିବା କିମ୍ବା ଲଙ୍ଗ ଡ୍ରାଇଭିଂ ଭଳି ଜିନିଷର ସୌକ ଅଧିକ ରହିଥାଏ। ଏହି କାରଣରୁ ସମସ୍ତଙ୍କ ପାଇଁ ଏମିତି କଥାର ଜ୍ଞାନ ହେବା ଅଧିକ ଆବଶ୍ୟକ ଅଟେ। ଯାହା ଆମର ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ଏମିତି କେଉଁ କାମ ଅଛି ଯାହା ଆମକୁ ରାତି ସମୟରେ କରିବା ଉଚିତ ନୁହେଁ ଏବଂ ଆଉ ଏମିତି କଣ କାମ ଅଛି ଯାହା ମହିଳାମାନଙ୍କୁ ରାତିରେ ଖୋଲି କରି ଶୋଇବା ଉଚିତ ନୁହେଁ

ପ୍ରଥମ କଥା। ରାତି ସମୟରେ ଚାରି ଛକ ରାସ୍ତାରେ ଯିବା କଥା ନୁହେଁ। କୁହାଯାଏ କି ରାତି ସମୟରେ ଖରାପ ନଜର କାଢି ଫିଙ୍ଗିବା ଏବଂ ତୁଟକା ଭଳି ଜିନିଷ ଏହି ଜାଗାରେ ରାତିରେ କରାଯାଏ। ତେଣୁ ରାତି ସମୟରେ ଆପଣଙ୍କୁ ଚାରି ଛକ ରାସ୍ତାରେ କିମ୍ବା ଯେଉଁଠାରେ ଚାରି ଦିଗ ଏକା ସହିତ ମିଶୁଥିବ ଏମିତି ଜାଗାକୁ ଯିବା ଉଚିତ ନୁହେଁ। ଅନ୍ୟ ରାସ୍ତା ଲମ୍ବା ହୋଇଥାଉ ପଛେ କିନ୍ତୁ ସେହି ରାସ୍ତାରେ ଯାଆନ୍ତୁ। କିନ୍ତୁ ଚାରି ଛକ ଥିବା ରାସ୍ତାରେ ଯିବେ ନାହିଁ। ରାତିରେ ହୋଇପାରେ ଏମିତି କିଛି ଜିନିଷକୁ ଅଜାଣତରେ ଛୁଇଁଦେବା କିମ୍ବା ପାଦ ପଡ଼ିଯିବ। ସେଥିପାଇଁ ଏମିତି ରାସ୍ତାରେ ଯାଆନ୍ତୁ ନାହିଁ।

ଦ୍ୱିତୀୟ କଥା। ରାତି ସମୟରେ ସ୍ମଶାନକୁ ଯାଆନ୍ତୁ ନାହିଁ। ରାତିରେ ନକରତ୍ମକ ଶକ୍ତି ଅଧିକ ସକ୍ରିୟ ହୋଇଥାନ୍ତି। ସେମାନେ ନିଜର ମତଲବ ପୁରା କରିବା ପାଇଁ କାହାକୁ ବି ବସରେ କରିପାରନ୍ତି। ଅନେକ ଥର ଦେଖାଯାଏ କି ଅନେକ ଲୋକ ବାହୁଦୂରୀ ଦେଖେଇବା ପାଇଁ ସ୍ମଶାନକୁ ଚାଲିଯାନ୍ତି କିନ୍ତୁ ଏମିତି ଭୁଲ କେବେବି କରନ୍ତୁ ନାହିଁ। ଶାସ୍ତ୍ରରେ ରାତି ୧୨ଟା ସମୟ ପରେ ସ୍ମଶାନକୁ ଯିବା ବିଲକୁଲ ବର୍ଜିତ କରାଯାଇଛି। ଏହା dwaa ଆପଣଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡିପାରେ।

ତୃତୀୟ କଥା। ରାତି ସମୟରେ ପୁରୁଣା ଗଛ ମୂଳରେ ଶୋଇବା ଉଚିତ ନୁହେଁ। ରାତି ସମୟରେ ପୁରୁଣା ଗଛ ମୂଳରେ ଖାସ କରି ବର ଗଛ କିମ୍ବା ପିପଲ ଗଛ ଏବଂ ବହୁତ ବର୍ଷରୁ ପୁରୁଣା ଗଛ ମୂଳରେ ଶୋଇବା ଉଚିତ ନୁହେଁ। ଏହି ଗଛ ମୂଳରେ ଅନେକ ଏମିତି ଶକ୍ତିଥାଏ ଯାହା ରାତି ସମୟରେ ଆପଣଙ୍କ ଉପରେ ଭାରି ପଡିପାରେ। ଯାହାଠାରୁ ମୁକ୍ତି ପାଇବା ବହୁତ ମୁସ୍କିଲ ହୋଇଥାଏ। ଏଥିପାଇଁ ଏହି ଗଛ ମୂଳକୁ ଯିବା କିମ୍ବା ଜଙ୍ଗଲକୁ ରାତି ସମୟରେ ଯିବା ବର୍ଜିତ କରାଯାଇଛି। ଏହା ପଛରେ ବୈଜ୍ଞାନିକ କାରଣ ଏହା ବି ମଧ୍ୟ ଅଛି ଏହି ଗଛ ରାତି ସମୟରେ କାର୍ବନଅକ୍ସାଇଡ଼ ଛାଡ଼ିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ।

ରାତି ସମୟରେ ମହିଳାମାନେ ନିଜ କେଶକୁ ଖୋଲା ରଖି ଶୋଇବା ଉଚିତ ନୁହେଁ। ରାତିରେ ଶୋଇବା ସମୟରେ ମହିଳା ମାନଙ୍କୁ ସବୁବେଳେ କେଶକୁ ବାନ୍ଧି ଶୋଇବା ଉଚିତ। ଏମିତି କୁହାଯାଏ କି ରାତିରେ କେଶ ଖୋଲା କରି ଶୋଇବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଆଡ଼କୁ ଜଲଦି ଆକର୍ଷିତ ହୋଇଥାଏ। ଯଦି ସମ୍ଭବ ସନ୍ଧ୍ୟା ସମୟରୁ ହିଁ କେଶକୁ ବାନ୍ଧି କରି ରଖିଦିଅନ୍ତୁ। ଆଉ ଯଦି ଆପଣ ଜଙ୍ଗଲ ରାସ୍ତାରେ କିମ୍ବା ପୋଲ ତଳେ ଯାଉଛନ୍ତି ତ କେଶକୁ କେବେବି ଖୋଲା କରି ଯିବେ ନାହିଁ। ଏହା ନକରାତ୍ମକ ଉର୍ଜା ଆପଣଙ୍କ ଆଡ଼କୁ ନିମନ୍ତ୍ରଣ ଦେବା ଭଳି ହୋଇଥାଏ।

ରାତି ସମୟରେ କଳା ବସ୍ତ୍ର ପିନ୍ଧି କେବେବି ଛାତ ଉପରେ କିମ୍ବା ଖୋଲା ଜାଗାରେ ଶୁଅନ୍ତୁ ନାହିଁ। କଳା ରଙ୍ଗ କଳା ଶକ୍ତିର ପ୍ରତୀକ ହୋଇଥାଏ। ରାତି ସମୟରେ ଯଦି ଆପଣ କଳା ରଙ୍ଗର ବସ୍ତ୍ର ଧାରଣ କରି ଯଦି ବାହାରେ କିମ୍ବା ଛାତ ଉପରେ ଶୁଅନ୍ତି ତେବେ ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଆସିବା ସହଜ ହୋଇଯାଇଥାଏ। ଏମିତି ଭୁଲ କେବେବି କରନ୍ତୁ ନାହିଁ। କଳା ବସ୍ତ୍ର ଛୋଟ ପିଲାଙ୍କୁ କେବେବି ପିନ୍ଧାଇବେ ନାହିଁ। ଏହା ଦ୍ବାରା ନକରାତ୍ମକ ଶକ୍ତି ପିଲାଙ୍କ ଆଡ଼କୁ ଜଲଦି ଆକର୍ଷିତ ହୋଇଥାନ୍ତି।

ଏହା ବ୍ୟତୀତ ରାତିରେ ସୁଗନ୍ଧିତ ଅତର ଲଗେଇ ଶୋଇବେ ନାହିଁ। ରାତିରେ ଚୁଟି ନଖ କାଟିବେ ନାହିଁ। କୁସଙ୍ଗ ଠାରୁ ଦୂରେଇ ରହିବେ ରାତି ସମୟରେ ଗୋଡ଼ ଏବଂ ଚେହେରାକୁ ଭଲ ଭାବରେ ଧୋଇ ଶୋଇବା ଉଚିତ। ରାତିରେ ଶୋଇବା ସମୟରେ ପରମାତ୍ମାଙ୍କୁ ନମସ୍କାର କରି ତାଙ୍କୁ ଧନ୍ୟବାଦ ଅବଶ୍ୟ କରି ଶୋଇବେ। ଏହା ଦ୍ୱାରା ସକରାତ୍ମକ ଉର୍ଜା ସକ୍ରିୟ ହୋଇଥାଏ। ଖରାପ ନଜର ଏବଂ ଖରାପ ଶକ୍ତି ଆପଣଙ୍କ ଠାରୁ ଦୂରେଇ ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *