Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବା ପାଇଁ ଚାହୁଁଥିଲେ ଚୁପଚାପ ଲୌହୁଡ଼ି ନିଆଁରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଆଉ ତା ପରେ ଦେଖିବେ …..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିପତି ହେବା ପାଇଁ ଚାହୁଁଥିଲେ ଲୌହୁଡ଼ି ନିଆଁରେ ପକାଇ ଦିଅନ୍ତୁ ଚୁପଚାପ ଏହି ଗୋଟିଏ ଜିନିଷ

କୁହାଯାଏ କି ନୂଆବର୍ଷର ଆରମ୍ଭ ଯଦି ସକରାତ୍ମକ ଚିନ୍ତାଧାରାର ହୋଇଥାଏ ତ ପୁରା ବର୍ଷ ଆପଣଙ୍କର ସକରାତ୍ମକ ହୋଇଥାଏ। ଆଉ ପୁରା ଭାରତ ବର୍ଷରେ ନୂଆବର୍ଷର ଆରମ୍ଭ ଲୌହୁଡ଼ିର ପର୍ବରୁ ଆରମ୍ଭ ହୋଇଥାଏ। ସେମିତିରେ ଦେଖାଯାଏ କି ଲୌହୁଡ଼ି ପର୍ବ ଉତ୍ତର ଭାରତ ପଞ୍ଜାବ ହରିୟାଣାରେ ମୁଖ୍ୟ ପର୍ବ ମାନାଯାଏ ଏବଂ ଏହାର ଲୋକପ୍ରିୟତା ଯୋଗୁ ପୁରା ଭାରତ ବର୍ଷରେ ହସ ଖୁସି ଉଲ୍ଲାସର ସହିତ ପାଳନ କରାଯାଏ।

ଲୌହୁଡ଼ିର ଏହି ପର୍ବ ମକର ସଂକ୍ରାନ୍ତିର ଠିକ ଗୋଟେ ଦିନ ପୂର୍ବରୁ ରାତିରେ ପାଳନ କରାଯାଏ। ଏହି ପର୍ବ ନବବିବାହିତ ଜାତକଙ୍କ ପାଇଁ ଏବଂ ସନ୍ତାନଙ୍କ ପାଇଁ ବହୁତ ଶୁଭ ମାନାଯାଏ।

ଲୌହୁଡ଼ି ସହିତ ଜଡିତ ମାନ୍ୟତା ଅନୁସାରେ ଏହି ପର୍ବ ଭଗବାନ ଶିବ ଏବଂ ମା ସତୀଙ୍କ ସମ୍ବଦ୍ଧରେ ପାଳନ କରାଯାଏ। ପ୍ରାଚୀନ କଥା ଅନୁସାରେ ମାତା ସତୀଙ୍କ ପିତା ଦକ୍ଷିଣ ଯେବେ ଏକ ଯଜ୍ଞ ଆୟୋଜନ କରିଥିଲେ ତ ତାଙ୍କର ଜ୍ବାଇଁ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରିନଥିଲେ ଏବଂ ଯେବେ ମା ସତୀ ନିଜର ପିତାଙ୍କ ଯଜ୍ଞରେ ପହଁଚିଲେ ତ ସେଠାରେ ତାଙ୍କ ପିତା ଭଗବାନ ଶିବଙ୍କ ବିଷୟରେ ଅନେକ କଟୁ କଥା କହିଲେ ତ ନିଜର ସ୍ୱାମୀଙ୍କ ବିଷୟରେ ଅନେକ କଟୁ କଥା ଶୁଣିବା ନିଜକୁ ଯଜ୍ଞରେ ସମର୍ପଣ କରିଦେଲେ। ମା ସତୀଙ୍କ ଏହି ତ୍ୟାଗକୁ ଜିଏବି ମନେପକାଇ ନବ ବିବାହିତ ସ୍ତ୍ରୀ ନିଜର ସ୍ୱାମୀଙ୍କର ଦୀର୍ଘାୟୁ ଏବଂ ସଫଳତାର କାମନା କରିଥାଏ ତାଙ୍କୁ ମହାଦେବୀଙ୍କ ଆଶୀର୍ବାଦ ନିଶ୍ଚୟ ପ୍ରାପ୍ତ ହୋଇଥାଏ।

ସେଥିପାଇଁ ଏହି ପର୍ବ ନବବିବାହତ ମହିଳାଙ୍କ ପାଇଁ ଅତ୍ୟନ୍ତ ଶୁଭ ମାନାଯାଏ। ଏହା ସହିତ କ୍ଷେତରେ ନୂଆ ଫସଲ ଏବଂ ମା ଅନ୍ନପୂର୍ଣାଙ୍କ ଧନ୍ୟବାଦ ଜଣାଇବା ପାଇଁ ବି ଏଇ ପର୍ବ ପାଳନ କରାଯାଏ। ଯଦି ଆପଣ ଚାହାଁନ୍ତି କି ଆପଣଙ୍କୁ ମାହା ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ ଆଉ ଆପଣଙ୍କ ଘର ବି ଧନ ଧାନ୍ୟରେ ଭରପୁର ହେଉ ତ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ। ତ ଆସନ୍ତୁ ଜାଣିବା ଲୌହୁଡ଼ି ଦିନ ଏମିତି କେଉଁ କାମ ଅଛି ଯାହାକୁ ଆପଣଙ୍କୁ ନିଶ୍ଚୟ କରିବା ଉଚିତ।

ଯଦି ଆପଣ ନବବିବାହିତ ତ ଆପଣଙ୍କ ପାଇଁ ଉତ୍ତମ ଅଵସର ଏହା ଅଟେ କି ମହାଦେବୀଙ୍କୁ ନିଜର ସୁହାଗ ପାଇଁ ଦୀର୍ଘାୟୁ ଏବଂ ଏହା ସହିତ ଯଦି ଆପଣ ଏହି ଦିନ ନିଜ ବାପ ଘରେ ଅଛନ୍ତି ତେବେ ଶଶୁର ଘରକୁ ଆସି ପୂଜା ବିଧି କରନ୍ତୁ। ନବବିବାହତ ମହିଳା କନିଆ ଭଳି ସଜେଇ ହୋଇ ବଡ଼ ମାନଙ୍କର ଆଶୀର୍ବାଦ ନେବା ସହିତ ଏକ ନଡିଆ ନେଇ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ରାତିରେ ଲୌହୁଡ଼ିର ପବିତ୍ର ଅଗ୍ନିରେ ନିଜର ପତିଙ୍କ ସହିତ ୭ ଥର କିମ୍ବା ୧୧ ଥର ପରିକ୍ରମା କରନ୍ତୁ ଏବଂ ନିଜର ନୂଆ ଜୀବନ ପାଇଁ କାମନା କରନ୍ତୁ। ଲୌହୁଡ଼ିର ଅଗ୍ନି ଶାନ୍ତ ହେବା ପରେ ସେ ନଡ଼ିଆକୁ ପ୍ରସାଦ ଭାବରେ ଅବଶ୍ୟ ଗ୍ରହଣ କରିନେବେ। ଏହା ଏକ ଅଚୁକ ଉପାୟ ଅଟେ। ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ୭ ଜନ୍ମ ପାଇଁ ବନିରହିଥାଏ।

ଦ୍ୱିତୀୟ ଉପାୟ। ଯଦି ଆପଣ ବହୁତ ଦିନରୁ ପୁତ୍ର ପାଇଁ କାମନା କରୁଛନ୍ତି ଏହି ଦିନ ଆପଣଙ୍କ ମନକାମନା ପୂର୍ଣ୍ଣ ହୋଇପାରେ। ଆପଣଙ୍କୁ ଏହା କରିବାକୁ ପଡିବ। ଏହ ଦିନ ଆପଣ ପୁତ୍ର ପ୍ରାପ୍ତିର କାମନା ପାଇଁ ବ୍ରତର ପାଳନ କରିବା ଉଚିତ ଏବଂ ପୁରା ଦିନ ଫଳ ସେବନ କରିବେ। କିନ୍ତୁ ମନେରଖନ୍ତୁ ଯଦି ଆପଣଙ୍କୁ ପୁତ୍ର ପ୍ରାପ୍ତି ହୁଏ ତ ଆପଣଙ୍କୁ ଏହ ବ୍ରତ ପ୍ରତିବର୍ଷ ରଖିବା ଆବଶ୍ୟକ ଅଟେ। ଏହି କଥା ଆଦୌ ଭୁଲିବେ ନାହିଁ। ରାତିରେ ଲୌହୁଡ଼ିର ପବିତ୍ର ଅଗ୍ନିରେ ପୁତ୍ର କାମନା ପାଇଁ ଗୁଡ଼ରେ ତିଆରି ମିଠା ରୁଟି ଅଗ୍ନିରେ ପକାଇ ଦେବେ ଏହା ପରେ ନିଜର ବ୍ରତକୁ ପୁରା କରନ୍ତୁ।

ତୃତୀୟ ଉପାୟ। ଯଦି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରାୟ ଦିନ ଖରାପ ରହୁଥାଏ ତ ଲୌହୁଡ଼ିର ଅଗ୍ନି ଶାନ୍ତ ହେବା ପରେ ତାର ପାଉଁଶକୁ ନିଜ ସହିତ ନେଇଆସନ୍ତୁ। ଏବଂ ରାତିରେ ପାଣିରେ ମିଶାଇ ୭ ଦିନ ପର୍ଯ୍ୟନ୍ତ ସ୍ନାନ କରନ୍ତୁ। ଆପଣଙ୍କୁ ଏହାର ଲାଭ ଜଲଦି ଅନୁଭବ ହେବ। ଆପଣଙ୍କର ସ୍ୱାସ୍ଥ୍ୟ ପୁରା ବର୍ଷଟି ସୁସ୍ଥ ବନିରହିବ। ଆପଣ ରୋଗ ମୁକ୍ତ ରହିବେ।

ଚତୁର୍ଥ ଉପାୟ। ଏହି ଉପାୟରେ ରାବିଡ଼ି ତିଳର ଲଡୁ ହଳଦୀ ସିନ୍ଦୁର ଫୁଲ ବିଶେଷ କରି ଲାଲ ରଙ୍ଗର ଫୁଲର ବ୍ୟବହାର କରିବେ। ପୁରା ଥାଳିକୁ ସୁନ୍ଦର କରି ସଜାନ୍ତୁ ଏବଂ ଘରର ସଦସ୍ୟଙ୍କ ସହିତ ଲୌହୁଡ଼ି ମାତାଙ୍କ ପୂଜା କରନ୍ତୁ ଏବଂ ଲୌହୁଡ଼ିର ପାଉଁଶକୁ ନିଜ ସହିତ ଘରକୁ ଅବଶ୍ୟ ନେଇ ଆସିବେ। ଏବଂ ଘରର ପ୍ରତ୍ୟକ କୋଣରେ ଏହାକୁ ପକାଇ ଦିଅନ୍ତୁ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ଗୁଡିକ ଏବଂ ଖରାପ ନଜର ଘର ଠାରୁ ଦୂରେଇ ରହିବ।

ପଞ୍ଚମ କଥା। ଲୌହୁଡ଼ିର ଅଗ୍ନିକୁ ସର୍ବଦା ପାଣି ଏବଂ କ୍ଷୀର ସହିତ ଶାନ୍ତ କରାଯାଏ। ଯଦି ଆପଣ କୌଣସି ଜିନିଷକୁ ଦୀର୍ଘ ଦିନରୁ କାମନା କରୁଛନ୍ତି କିମ୍ବା ଏମିତି କୌଣସି ମନସ୍କାମନା ଅଛି ଯାହା ଆପଣ ଚାହାନ୍ତି ତ ଆପଣ ଏକ ତମ୍ବା ଘଟିରେ ଅଳ୍ପ ପାଣି ଅଳ୍ପ କଞ୍ଚା କ୍ଷୀର ଏବଂ ସେଥିରେ ଅଳ୍ପ ଚିନି ମିଶାଇ ନେଇ ଯାଆନ୍ତୁ ଏବଂ ଅଗ୍ନି ପରିକ୍ରମା କରିବା ସମୟରେ ତାକୁ ଅଳ୍ପ ଅଳ୍ପ କରି ଅଗ୍ନିରେ ସମର୍ପିତ କରିଦିଅନ୍ତୁ। ଆପଣଙ୍କର ପ୍ରତ୍ୟକ ମନସ୍କାମନା ଅବଶ୍ୟ ପୁର୍ଣ୍ଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *