Excuse Me Odisha

ଯାହା କହିବୁ ସତ କହିବୁ

ଶୁଭ ନା ଅଶୁଭ : ଘରେ ଲେମ୍ବୁ ଗଛ ଯଦି ଲଗେଇଛନ୍ତି ତାହେଲେ ନିଶ୍ଚୟ ଭାବରେ ଥରେ ଏହାକୁ ପଢନ୍ତୁ |

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଘରେ ଲେମ୍ବୁ ଗଛ ଲଗେଇବା ଶୁଭ ନାଁ ଅଶୁଭ।

ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ୨ ଟି ବୃକ୍ଷ ବିଷୟରେ କଥା ହେବା। ଯାହାକି ବହୁତ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଆମ ନିତିଦିନିଆ ଜୀବନରେ। ଆଜି ଆମେ ଲେମ୍ବୁ ଏବଂ ବେଲ ବୃକ୍ଷ ବିଷୟରେ କଥା ହେବା। ଏହି ୨ ଟି ବୃକ୍ଷକୁ ନେଇ ଜଡିତ ଥିବା ଶୁଭ ଏବଂ ଅଶୁଭତା ବିଷୟରେ ଜାଣିବା।

ପ୍ରଥମେ ଆସନ୍ତୁ ଜାଣିବା ଲେମ୍ବୁ ଗଛ ବିଷୟରେ।

ବନ୍ଧୁଗଣ ଲେମ୍ବୁ ଏକ ଏପରି ଗଛ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି। ଯଦି ଆମେ ପୁରୁଣା ଯୁଗ ବିଷୟରେ କଥା ହେବା ତ କିଛି କଥା ସାମ୍ନା ଆସେ କି କଣ ଶୁଭ ହୋଇଥାଏ ଆଉ କଣ ଅଶୁଭ ହୋଇଥାଏ। ଏପରି କିଛି କଥା ଗଛଲତା ଏବଂ ରଙ୍ଗକୁ ନେଇ ହୋଇଥାଏ। ଆଜି ଆମେ ସେହି ଅନୁସାରେ ଭାରତୀୟର କିଛି ଜିନିଷକୁ ଶୁଭ ଏବଂ ଅଶୁଭ ବୋଲି ମାନିଥାନ୍ତି। ଗଛ ଲତା ଲଗାଇବା ଭୁଲ ନୁହେଁ ତାକୁ ବାସ୍ତୁ ଅନୁସାରେ ଲଗେଇବା ଉଚିତ। ଯଦି ଲେମ୍ବୁ ଗଛ ବିଷୟରେ କଥା ହେବା ତ ତାକୁ ମଧ୍ୟ ଲଗେଇବା ଅଶୁଭ ହୋଇନଥାଏ। ଆଗ କାଳରେ ଲୋକେ ବାସ୍ତୁ ବିଷୟରେ ଜାଣି ନଥିଲେ।

ତେଣୁ ସେମାନେ କିଛି ଜିନିଷକୁ ଶୁଭ ଏବଂ ଅଶୁଭ କହୁଥିଲେ। ଏହି ପୋଷ୍ଟରେ ଆମେ ଜାଣିବା ଲେମ୍ବୁ ଏବଂ ବେଲ ବୃକ୍ଷ ଲଗାଇବା ଶୁଭ ନାଁ ଅଶୁଭ। ତ ଏହା ଶୁଭ ହୋଇଥାଏ। ଏହାର କେତେ ପ୍ରକାରର ସକରାତ୍ମକ ପ୍ରଭାବ ରହିଛି। ଯଦି ବାସ୍ତୁ ଦୃଷ୍ଟିରୁ ଦେଖାଯାଏ ତ ଘରେ ଲେମ୍ବୁର ବୃକ୍ଷ ଲଗାଇବା ଉଚିତ। ଯଦି ପୁରୁଣା ସମୟରେ ଲୋକଙ୍କ କଥା ଉପରେ ବିଚାର କରିବା ତ ଘରେ ଲେମ୍ବୁ ଗଛ ଲଗାଇବା ଉଚିତ ନୁହେଁ। ଆଗ କାଳରେ ଲୋକମାନଙ୍କର ମାନ୍ୟତା ଥିଲା କି କୌଣସି ବି କଣ୍ଟା ବୃକ୍ଷକୁ ଘରେ ଲଗାଇବା ଉଚିତ ନୁହେଁ।

ଏହା ଅଶୁଭ ହୋଇଥାଏ। କିନ୍ତୁ ବାସ୍ତୁ ବିଜ୍ଞାନରେ ଏହିପରି କିଛି କଣ୍ଟା ବୃକ୍ଷ ଥାଏ ଯାହାକୁ ଘରେ ଲଗାଇବା ଶୁଭ ହୋଇଥାଏ। ଲେମ୍ବୁ ଆମର ସ୍ବାସ୍ଥ୍ୟକୁ ଲାଭ ଦେଇଥାଏ ଏବଂ ବାସ୍ତୁଦୋଷକୁ ମଧ୍ୟ ଦୂର କରିଥାଏ। ଆପଣ ମାନେ ଦେଖିଥିବେ କି ନଜର ଉତାରିବା ପାଇଁ କିମ୍ବା ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁର ପ୍ରୟୋଗ କରାଯାଏ। ସେପରି ହିଁ ଯଦି ଆପଣ ଘରେ ଲେମ୍ବୁର ଗଛ ଲଗାନ୍ତି ତ ଏହା ବାସ୍ତୁ ଦୋଷକୁ ନଷ୍ଟ କରିଥାଏ। ନକରାତ୍ମକ ଉର୍ଜାକୁ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଲେମ୍ବୁର କିଛି ବିଶେଷ ଉପାୟ।

ଯଦି କୌଣସି ବ୍ୟକ୍ତି ବୀମାର ପଡ଼ିଯାଏ ଯଦି କୌଣସି ମେଡ଼ିସିନ କାର୍ଯ୍ୟ କରୁନାହିଁ ତ ଆପଣ ସେହି ପରିସ୍ଥିତିରେ ଲେମ୍ବୁ ଉପରେ କଳା ରଙ୍ଗରେ ୩୦୭ ଲେଖନ୍ତୁ ଏବଂ ସେହି ଲେମ୍ବୁକୁ ବୀମାର ବ୍ୟକ୍ତି ଉପରେ ୭ ଥର ଘୁରାଇ ଆଣିତାକୁ ପୁଣି ଗଛ ପାଖରେ ନେଇ ପକେଇ ଦିଅନ୍ତୁ ତ ଆପଣ ଦେଖିବେ ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ ଠିକ ହେବାକୁ ଲାଗିବ।

ଡର ଲାଗୁଥିବା ସ୍ୱପ୍ନରୁ ବଞ୍ଚନ୍ତୁ। ଯଦି କାହାକୁ ଡର ଭୟଙ୍କର ସ୍ୱପ୍ନ ଆସୁଥାଏ ଯାହାର କାରଣରୁ ବ୍ୟକ୍ତି ଶୋଇ ପାରୁନଥାଏ ତ ଆପଣ ଗୋଟେ ନୀଳ ରଙ୍ଗର ଲେମ୍ବୁ ନିଅନ୍ତୁ ଆପଣ ତାକୁ ସବୁବେଳେ ପାଖରେ ରଖିକି ଶୁଅନ୍ତୁ। ଯେବେ ତାହା ଶୁଖିଯିବ ତ ଆପଣ ଅନ୍ୟ ଏକ ଲେମ୍ବୁକୁ ନିଅନ୍ତୁ। ଏପରି ଆପଣ ୫ ଥର କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆସୁଥିବା ଭୟଙ୍କର ସ୍ୱପ୍ନ ଗାୟବ ହୋଇଯିବ। ଆପଣ ନିଶ୍ଚିତରେ ଶୋଇପାରିବେ।

ଏବେ ଆସନ୍ତୁ ଜାଣିବା ଲେମ୍ବୁ ଗଛ ଲଗାଇବାଇ ନିୟମ।ଲେମ୍ବୁ ଗଛକୁ ଲଗାଇବାର କିଛି ନିୟମ ଥାଏ।

ପ୍ରତ୍ୟକ ଜାଗାରେ ଲେମ୍ବୁ ଗଛକୁ ଲଗାଇ ପାରିବେ ନାହିଁ। ଏହା ଅଶୁଭ ହୋଇଥାଏ। କେବେବି ଭୁଲରେ ମଧ୍ୟ ମୁଖ୍ୟ ଦ୍ୱାରରେ ଲେମ୍ବୁର ଗଛ ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଲେମ୍ବୁ ଗଛ ଘରେ ଲଗାଇବା ଅଶୁଭ ହୋଇନଥାଏ। ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ଘରକୁ ଅନେକ ପ୍ରକାରର ସମସ୍ୟା ଆସିଥାଏ ଆଉ ଆପଣଙ୍କ ପରିବାରରେ ଅସୁବିଧା ହୋଇପାରେ। ଏଥିପାଇଁ ଆପଣ ଏହି କଥାର ଧ୍ୟାନ ରଖନ୍ତୁ। ଘରର ଅଗଣାରେ ଲଗାନ୍ତୁ ନାହିଁ ଲେମ୍ବୁ ଗଛ।

ଘରର ଅଗଣାରେ ଲେମ୍ବୁ ଗଛ ଲଗାଇବା ଦ୍ୱାରା ଘର ଉପରେ ଅନେକ ପ୍ରକାରର ସମସ୍ୟା ଆସିପାରେ କିନ୍ତୁ ଯଦି ଆପଣ ଲେମ୍ବୁ ଗଛ ଘରର ଅଗଣାରେ ଲଗାଇବାକୁ ଚାହାନ୍ତି ତେବେ ତାର ଚାରିପଟେ ତୁଳସୀ ଗଛ ଲଗାଇଦିଅନ୍ତୁ। ଲେମ୍ବୁ ଗଛରେ ଥିବା ନକରାତ୍ମକ ଉର୍ଜା ନଷ୍ଟ ହୋଇଯିବ। ଲେମ୍ବୁ ଗଛକୁ ସବୁବେଳେ ନିୟମ ଅନୁସାରେ ଲଗାନ୍ତୁ। ଏମିତି କଲେ ଖରାପ ଶକ୍ତି ଘରକୁ ପ୍ରବେଶ କରି ପାରିବ ନାହିଁ। ଏହି ଗଛ ଯଦି ଘରେ ଲଗାଯାଏ ତ କୌଣସି ପ୍ରକାରର ନକରାତ୍ମକ ଉର୍ଜା ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ଯଦି କୌଣସି ନକରାତ୍ମକ ଉର୍ଜା ପ୍ରବେଶ କରିବାକୁ ଚେଷ୍ଟା ମଧ୍ୟ କରେ ତ ସେ ସେହିଠାରୁ ହିଁ ଫେରିଯାଏ। ଏଥିପାଇଁ କୁହାଯାଏ କି ଘରର କୌଣସି କୋଣରେ ଲେମ୍ବୁର ଗଛ ଲଗାନ୍ତୁ।

ପିଲାର ନଜର ଉତାରିବା ପାଇଁ ଲେମ୍ବୁର ପ୍ରୟୋଗ। ଯେବେ ଛୋଟ ପିଲା କ୍ଷୀର ବାହାର କରେ ପାଣି ପିଇବା ବନ୍ଦ କରିଦିଏ ତ ଏହାର ଅର୍ଥ ପିଲାକୁ ନଜର ଲାଗିଛି ଆଉ ସେ ଏଥିପାଇଁ ଏମିତି କରୁଛି। ଯଦି ଏମିତି ହେଇଥାଏ ତ ଆପଣ ଗଛରୁ ଗୋଟେ ଲେମ୍ବୁ ଆଣନ୍ତୁ ଏବଂ ତାକୁ ମଝିରୁ ଗୋଟେ ଫାଳ କରନ୍ତୁ। ଫାଳ କରିଥିବା ଭାଗରେ ରାଶିକୁ ଭରିଦିଅନ୍ତୁ ଏବଂ ତାହାର ଉପରେ କଳା ସୂତା ଘୁରେଇ ଦିଅନ୍ତୁ। ସେହି ଲେମ୍ବୁକୁ ପିଲାର ଚାରିପଟେ ୭ ଥର ବୁଲାଇ ସେହି ଲେମ୍ବୁକୁ ନେଇକି କୌଣସି ଜଳ ନଥିବା ଜାଗାରେ ଫୋପାଡ଼ି ଦିଅନ୍ତୁ। ଦେଖିବେ ପିଲାକୁ କିଛି ସମୟ ପରେ ଆରାମ ମିଳିବ।

ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ମଧ୍ୟ ଲେମ୍ବୁ ବହୁତ ଲାଭଦାୟକ ଅଟେ। ଏଥିପାଇଁ କମସେକମ ଗୋଟେ ଲେମ୍ବୁର ବ୍ୟବହାର ପ୍ରତିଦିନ କରନ୍ତୁ।

ଏବେ ଆସନ୍ତୁ ଜାଣିନେବା ବେଲ ଗଛ ବିଷୟରେ କିଛି ବିଶେଷ ତଥ୍ୟ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାରେ ବେଲ ପତ୍ରର ପ୍ରୟୋଗ କରିବା ପ୍ରତ୍ୟକ ଲୋକ ଜାଣିଥାନ୍ତି। କଣ ଆପଣ ଜାଣିଛନ୍ତି ଏହି ଗଛକୁ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କ ପାଖରେ ଅଧିକ ଜମି ନାହିଁ ତ ଆପଣ ଏହାକୁ ଗୋମ୍ବଲାରେ ମଧ୍ୟ ଲଗାଇ ପାରିବେ। ଅଧିକ ବଡ଼ ହୋଇଗଲେ କୌଣସି ମନ୍ଦିରରେ ନେଇ ଦାନ କରିଦେବେ ଏବଂ ଆଉ ଥରେ ଅଲଗା ଗଛ ଆଣି ଲଗାଇ ପାରିବେ। ଶିବ ପୁରାଣରେ ଘରେ ବେଲ ଗଛ ଲଗାଇବାର ଫାଇଦା ବିଷୟରେ ଉଲ୍ଲେଖ ଅଛି।

ଏହି ଅନୁସାରେ ଯେଉଁ ବି ସ୍ଥାନରେ ବା ଘରେ ଏହି ବୃକ୍ଷ ଥାଏ ଏହା କାଶୀ ତୀର୍ଥ ପୂଜନୀୟ ଭଳି ପବିତ୍ର ସ୍ଥାନ ହୋଇଯାଇଥାଏ। ଏପରି ଘର ତନ୍ତ୍ର ମନ୍ତ୍ର ବାଧାରୁ ମୁକ୍ତି ମିଳିଥାଏ। ଯେଉଁ ଘରେ ଏହି ବୃକ୍ଷ ଥାଏ ସେହି ଘରର ରହୁଥିବା ସଦସ୍ୟଙ୍କୁ ଅକ୍ଷ ପୁଣ୍ୟର ଫଳ ପ୍ରାପ୍ତି ହୋଇଥାଏ। ସେଠାରେ ରହୁଥିବା ଲୋକଙ୍କର କେବେବି ଚନ୍ଦ୍ରମାଙ୍କର ଖରାପ ପ୍ରଭାବ ପଡିନଥାଏ। ସମାଜରେ ଏହି ଘରର ଲୋକଙ୍କୁ ଉଚିତ ସମ୍ମାନ ମିଳିଥାଏ। ଏଥିପାଇଁ ଘରେ ଅଲଗା ଅଲଗା ଦିଗରେ ଏହି ବୃକ୍ଷ ରହିବାର ଅଲଗା ଅଲଗା ଫାଇଦା କୁହାଯାଇଛି।

ଘରର ଉତ୍ତର-ପଶ୍ଚିମ କୋଣରେ ବେଲ ବୃକ୍ଷ ଥିଲେ ସେଠାରେ ରହୁଥିବା ଘରର ସବୁ ସଦସ୍ୟଙ୍କୁ ଜୋସଶ୍ରୀ ଏବଂ ତେଜବାନ ବନାଇଥାଏ। ଏଥିପାଇଁ ସମ୍ମାନ ପାଇବା ପାଇଁ ଏହି ଦିଗରେ ବେଲ ଗଛ ଲଗାନ୍ତୁ।

ଘରର ଉତ୍ତର-ପୂର୍ବ କୋଣରେ ଲଗାଯାଇଥିବା ବେଲ ବୃକ୍ଷ ପରିବାରକୁ ଅର୍ଥ ପ୍ରଦାନ କରିଥାଏ। ଏହା ଦ୍ବାରା ବ୍ୟକ୍ତି ଧନବାନ ବନିଥାଏ ଏବଂ କେବେବି ତାଙ୍କୁ ଧନର କମି ହୋଇନଥାଏ। କରଜରୁ ମୁକ୍ତି ପାଇବା ପାଇଁ ଏହି ଦିଗରେ ବେଲ ଗଛକୁ ଲଗାନ୍ତୁ। ଏହି ପ୍ରକାରର ଘରର ସୁଖ ସମୃଦ୍ଧି ପାଇଁ ମଝିରେ ମଝିରେ ଘରେ ବେଲ ବୃକ୍ଷ ଲଗାଇବା ଉଚିତ। ଏହା ଦ୍ବାରା ପରିବାର ମଧ୍ୟରେ ପ୍ରେମ ବଢିଥାଏ। ଏମାନଙ୍କ ଜୀବନରେ କୌଣସି ପ୍ରକାରର ଦୁଃଖ ଆସିନଥାଏ। କଳହରୁ ଘର ସବୁବେଳେ ବଞ୍ଚିରହେ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଅଗଣାରେ ବେଲ ବୃକ୍ଷ ଲଗାଇବା ଦ୍ୱାରା ଆପଣ ସବୁ ପ୍ରକାରର ନକରାତ୍ମକ ଉର୍ଜାରୁ ବଞ୍ଚି ଥାନ୍ତି। ଏଥିରେ ଆପଣ ନିୟମିତ ପାଣି ଦିଅନ୍ତୁ। ଏହାର ସେବା କରନ୍ତୁ କିନ୍ତୁ ଯେଉଁ ପ୍ରକାରର ଘରେ ତୁଳସୀର ଗଛକୁ ରଖିବା ପାଇଁ କିଛି ନିୟମ ଥାଏ ସେହିପରି ଏହି ଗଛକୁ ରଖିବା ପାଇଁ କିଛି ନିୟମର ପାଳନ କରିବା ଉଚିତ। ତେବେ ଆସନ୍ତୁ ଜାଣିବା।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମହାଅଷ୍ଟମୀ ଅମାବାସ୍ୟା ପୂର୍ଣ୍ଣିମା ତିଥି ସୋମବାର ଦିନ ବେଲ ପତ୍ରକୁ ତୋଳିବା ଉଚିତ ନୁହେଁ। ବହୁତ କମ ଲୋକ ଜାଣିଥାନ୍ତି କି ବେଲ ପତ୍ରକୁ ଭଗବାନ ଶିବଙ୍କର ପୂଜାରେ ବ୍ୟବହାର କରାଯାଏ କଣ ଆପଣ ଗୋଟିଏ ବେଲ ପତ୍ରକୁ ଗୋଟିଏ ଥରରୁ ଅଧିକ ଥର ପୂଜାରେ ବ୍ୟବହାର କରିପାରିବେ। ଚଢା ଯାଇଥିବା ବେଲ ପତ୍ର ଆପଣ ଦୁଇରୁ ତିନି ଥର ବ୍ୟବହାର କରିପାରିବେ।

ଯେଉଁ ପର୍ଯ୍ୟନ୍ତ ପତ୍ରଟି ଖରାପ ନ ହୋଇଛି କିନ୍ତୁ ଧ୍ୟାନ ରଖିବେ ପତ୍ରଟି ଶୁଖି ନଯାଏ। ଯଦି ଆପଣ ପ୍ରତ୍ୟକ ଦିନ ଶିବ ପୂଜା କରୁଛନ୍ତି କିମ୍ବା ସୋମବାର ଦିନ ବେଲ ପତ୍ର ସହିତ ଶିବ ପୂଜା କରୁଥାନ୍ତି ତ ଗୋଟିଏ ଦିନ ଆଗରୁ ବେଲ ପତ୍ର ତୋଳିକି ରଖନ୍ତୁ। ଯେଉଁ ମାସରେ ଦ୍ଵାଦଶୀ ରବିବାର ଦିନ ପଡେତ ଆପଣ ସେହି ଦିନ ସନ୍ଧ୍ୟା ସମୟରେ ଏହି ବୃକ୍ଷ ତଳେ ଦୀପ ଅବଶ୍ୟ ଲଗାନ୍ତୁ। ଦୀପ ଜଳାଇବା ସମୟରେ ନିଜର ମନକାମନା ଅବଶ୍ୟ କୁହନ୍ତୁ ଏହା ଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *