Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଟି ପକ୍ଷୀ ଘରକୁ ଆସିଲେ ହୋଇଥାଏ ଅଶୁଭ,ଦେଖିବା ମାତ୍ରେ ଘଉଡ଼ାଇ ଦେବା ଦରକାର,ନହେଲେ ……..

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୫ ଟି ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ। ଦେଖିବା ମାତ୍ରେ ଘଉଡ଼ାଇ ଦେବା ଦରକାର

ବାସ୍ତୁଶାସ୍ତ୍ର ଅନୁସାରେ କିଛି ପକ୍ଷୀ ଏମତି ହୋଇଥାନ୍ତି ଯେଉଁମାନେ ଘରକୁ ଆସିବା ଦ୍ୱାରା ଘରକୁ ସମ୍ପୂର୍ଣ ଭାବେ ବର୍ବାଦ କରିପାରନ୍ତି। ଏମତିକି ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ଏହି ପକ୍ଷୀ ଗୁଡିକ ଆସିବା ଶୁଭ ମାନାଯାଏ ନାହିଁ। ଏହି ପକ୍ଷୀ ଭୁଲରେ ବି ଘରକୁ ନାସିବା ଦରକାର ନଚେତ ଘରର ପରିଣାମ ଖରାପ ହୋଇପାରେ। ଏମିତି ମାନାଯାଏ କି ଏହି ପକ୍ଷୀ ଘରେ ରହିବା ବହୁତ ଅଶୁଭ ଫଳଦାୟୀ ହୋଇଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ପକ୍ଷୀ ଏମିତି ହୋଇଥାନ୍ତି ଯେଉଁମାନଙ୍କର ଆସିବା ଦ୍ୱାରା ଘରେ ଅଚାନକ ଟଙ୍କାର ଖର୍ଚ୍ଚ ବଢିଯାଏ। ପ୍ରାଚୀନ କାଳରୁ ଲୋକେ କିଛି ପକ୍ଷୀ ଘରକୁ ଆସିବାକୁ ଶୁଭ ଏବଂ ଅଶୁଭ ମାନିଥାନ୍ତି। ସେଥିପାଇଁ ଆଜିର ପୋଷ୍ଟରେ ଆମେ ଜାଣିବା ସେହି ପକ୍ଷୀ ଗୁଡିକ ବିଷୟରେ ଯେଉଁମାନଙ୍କର ଘରକୁ ଆସିବା ବହୁତ ଅଶୁଭ କାରକ ମାନାଯାଏ ତା ସହିତ କାଙ୍ଗାଳ ମଧ୍ୟ ବନେଇ ପାରନ୍ତି ଏବଂ ଆଉ କିଛି ପକ୍ଷୀ ଏମିତି ଅଛନ୍ତି ଯେଉଁମାନଙ୍କର ଘରକୁ ଆସିବା ବହୁତ ଶୁଭ ହୋଇଥାଏ। ତ ଆସନ୍ତୁ ଜାଣିନେବା ସେହି ପକ୍ଷୀ ଗୁଡିକ ବିଷୟରେ।

ପ୍ରଥମେ ଆସନ୍ତୁ ଜାଣିବା ଏମତି ପକ୍ଷୀ ଗୁଡିକ ବିଷୟରେ ଯେଉଁମାନେ ଘରକୁ ଆସିବା ଅଶୁଭ ମାନାଯାଏ।

ପାରା। ଶାସ୍ତ୍ର ଅନୁସାରେ ଏମିତି ମାନାଯାଇଛି ଯେ ଯଦି ଘରେ ପାରା ବସା ବନାଇଛନ୍ତି ତ ଏହା ବହୁତ ଅଶୁଭ ସଂକେତ ମାନାଯାଏ। ଏମିତି ମାନାଯାଏ ଯେଉଁ ସ୍ଥାନ ଉପରେ ପାରା ବାସ କରନ୍ତି ସେ ସ୍ଥାନ ଉପରେ ଅଲକ୍ଷ୍ମୀଙ୍କ ବାସ ହୋଇଥାଏ। ଆଉ ଏମତି ସ୍ଥାନରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ପାରା ଆସିବା ଦ୍ୱାରା ଘର ଅପରିଷ୍କାର ହୋଇଥାଏ ଆଉ ନକରାତ୍ମକ ଶକ୍ତି ବି ବଢିଥାଏ। ଯାହା ଫଳରେ ଟଙ୍କାର ସମସ୍ୟା ବଢିଥାଏ। ଆଉ ଧିରେ ଧିରେ ସବୁ ଧନ ଖର୍ଚ୍ଚ ହୋଇଯାଏ। ସେଥିପାଇଁ ଘରେ କିମ୍ବା ଘରର ଆଖପାଖରେ ପାରାର ବସା ରହିବା ଉଚିତ ନୁହେଁ।

ଚମଚଟା। ପୌରାଣିକ ମାନ୍ୟତା ଅନୁସାରେ ଯଦି ଘରକୁ ଚମଚଟା ପସିଯାଏ ତେବେ ସେହି ଘରେ ରୋଗ ମୃତ୍ୟୁ ବର୍ବାଦିର ବାସ ହୋଇଯାଏ। ଅନେକ ଲୋକ ଏହା ମଧ୍ୟ ମାନନ୍ତି ଘରେ ଚମଚଟା ପସିବା ଦ୍ୱାରା ପରିବାର ଭାଙ୍ଗିଯାଇଥାଏ। ଘରେ ଅଶାନ୍ତି ଛାଇ ଯାଇଥାଏ। ସେଥିପାଇଁ କେବେବି ଘରେ ଚମଚଟା ପସିବା ଉଚିତ ନୁହେଁ।

କୁଆ। ଏହି ପକ୍ଷୀ ବାରମ୍ବାର ଘରକୁ ଆସିବା କିମ୍ବା ଘରେ ବସା ବନାଇବା ଭଲ ମାନାଯାଏ ନାହିଁ। ସ୍ଵପ୍ନରେ କୁଆ ଦେଖିବା ମଧ୍ୟ ଖରାପ ସଂକେତ ଦେଇଥାଏ। ଯେମିତିକି ସ୍ୱପ୍ନରେ କୁଆର ଶବ୍ଦ ଶୁଣା ଯିବା ବା ଶରୀରରେ କୁଆ ବସିବାର ସ୍ୱପ୍ନରେ ଦେଖାଯିବା ଏହା ଦୁର୍ଭାଗ୍ୟ ଆସିବାର ସଂକେତ ଦେଇଥାଏ।

ବଗ। ଏମିତି ମାନ୍ୟତା ଅଛି ଯେ ବଗ ଯଦି କୌଣସି ଗଛ ଉପରେ କିମ୍ବା କୌଣସି ଘରେ ଆସି ରହିବାକୁ ଲାଗେ ତ ବହୁତ ବଡ଼ ଅଶୁଭ ହୋଇଥାଏ। କାହିଁକିନା ବଗ ସବୁବେଳେ ଭୂମି ଉପରେ ରହନ୍ତି ଆଉ ଭୂମି ଉପରେ ହିଁ ଅଣ୍ଡା ଦିଅନ୍ତି। ଏମାନଙ୍କର କାହା ଘର ଉପରେ ଅଚାନକ ବସିବା ଭଲ ସଂକେତ ମାନାଯାଏ ନାହିଁ।

ପେଚା ଯଦି ଘରେ ବାରମ୍ବାର ପେଚା ଆସୁଛି ଆଉ ବାରମ୍ବାର ଗୋଟିଏ ଦିଗକୁ ମୁହଁ କରି ବୁଗାଉଛି ତ ଏହା ବହୁତ ଅଶୁଭ ସଂକେତ ମାନାଯାଏ। ଏମିତି ମାନ୍ୟତା ଅଛି କି ୨ ଥର ଘରକୁ ପେଚା ଆସିବା ଖୁସି ମାନାଯାଏ କିନ୍ତୁ ବାରମ୍ବାର ପେଚା ଘର ସାମ୍ନାରେ ବସି ବାରମ୍ବାର ରାବିବା ଘରେ ବର୍ବାଦି ଆସିବାର ଲକ୍ଷଣ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ସେହି ପକ୍ଷୀ ଗୁଡିକ ବିଷୟରେ ଯେଉଁମାନେ ଘରକୁ ଆସିବା କିମ୍ବା ଘରେ ବସା ବନାଇବା ବହୁତ ଶୁଭ ମାନାଯାଏ।

ବାଇ ଚଢେଇ। ଯଦି ଆପଣଙ୍କ ଘରେ ବାଇ ଚଢେଇ ବସା ବନାଏ ଏବଂ ସେଠାରେ ଅଣ୍ଡା ଦିଏ ତ ଏହାକୁ ବହୁତ ଶୁଭ ମାନାଯାଏ। ଏହା ଆପଣଙ୍କ ସମ୍ପତିର ବୃଦ୍ଧି କରିଥାଏ ଏବଂ ଜୀବନରେ ଚାଲୁଥିବା ସମସ୍ୟାର ଶୀଘ୍ର ଅନ୍ତ ହୋଇପାରେ। ଯଦି ଆପଣଙ୍କ ଘରେ ବାଇ ଚଢେଇ ବସା ବନାଏ ତ ତାହାକୁ ଭୁଲରେ ବି ଭାଙ୍ଗିବେ ନାହିଁ। ନଚେତ ଏହାର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *