Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ନାଭିରେ ଏହାକୁ ଲଗେଇଲେ ଜୀବନରେ ଆପଣ ଯାହା ଚାହିଁବେ ତାହା ପାଇବେ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ନାଭିରେ ଏହାକୁ ଲଗେଇଲେ ଟଙ୍କା ପଇସା ଚୁମ୍ବକ ପରି ଟାଣି ହେବ।

ବନ୍ଧୁଗଣ ଦୁନିଆରେ ଏମିତି କୌଣସି ପ୍ରାଣୀ ନାହିଁ ଯିଏକି ଧନର ଇଛା ରଖିନଥାଏ। ପ୍ରତ୍ୟକ ବ୍ୟକ୍ତି ଏହି ଇଛା ରଖନ୍ତି କି ତା ପାଖରେ ଏତେ ସାରା ଧନ ରହୁ ନିଜର ପ୍ରତ୍ୟକ ଇଚ୍ଛାକୁ ପୂରଣ କରିପାରିବ। ଯଦି ବହୁତ ସାରା ନାହିଁ କମସେ କମ ଏତିକି ତ ରହୁ ସିଏ ନିଜର ଆବଶ୍ୟକତା ପୂରଣ କରିପାରିବ। ଧନ ପ୍ରାପ୍ତ କରିବା ପାଇଁ କିଛି ଲୋକ ଠିକ ରାସ୍ତା ବାଛିଥାନ୍ତି।

ଧନ ପାଇବା ପାଇଁ କଠିନ ପରିଶ୍ରମ କରନ୍ତି କିନ୍ତୁ କିଛି ଲୋକ ଛଳ କପଟର ସାହାରା ନେଇ ଶୀଘ୍ର ଧନ କମାଇବାର କାମନା କରିଥାନ୍ତି। ଅନେକ ଲୋକ ଏମିତି ବହୁତ ଅଛନ୍ତି ଯେଉଁମାନଙ୍କ ପାଖରେ ଧନ ବେସି ଦିନ ପର୍ଯ୍ୟନ୍ତ ରହିନଥାଏ। ସେମାନଙ୍କର ଏହି ଅଭ୍ୟାସକୁ ଏପରି ଜଣା ଯାଏକି ସକାଳେ ଏମାନଙ୍କ ପର୍ସରେ ପଇସା ଭରି ରହିଥାଏ କିନ୍ତୁ ସନ୍ଧ୍ୟା ବେଳକୁ ଏମାନଙ୍କ ପାଖରେ କିଛି ପଇସା ନଥାଏ।

ଏମିତିରେ ଅଧିକାଂଶ ଲୋକ ଭାବନ୍ତି କି ତାଙ୍କ ପାଖକୁ ଧନ ତ ଆସେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ରହେନାହିଁ। ଏହି ପ୍ରକାରର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଶାସ୍ତ୍ର ସହିତ ଜଡ଼ିତ ଉପାୟ ଆଣିଛୁ ଯାହାକୁ ଆପଣେଇଲେ ଆପଣଙ୍କ ପାଖରେ ସବୁବେଳେ ଧନ ରହିବ। ଆପଣଙ୍କର ପର୍ସ କେବେ ମଧ୍ୟ ଖାଲି ହେବ ନାହିଁ।

ଯଦି ଆପଣ ନିଜ ନାଭିରେ କିଛି ଖାସ ଜିନିଷ ଲଗାନ୍ତି ତ ତୁରନ୍ତ ହିଁ ଏହା ଦ୍ୱାରା ଆପଣଙ୍କ ଆଖପାଖରେ ଥିବା ଶକ୍ତି ବଦଳିଯାଏ। ତା ସହିତ ଧନ ପ୍ରାପ୍ତିର ନୂଆ ନୂଆ ମାର୍ଗ ଆପଣଙ୍କ ଜୀବନରେ ଖୋଲିଥାଏ। କାରଣ ଯେବେବି ଆପଣଙ୍କ ଶକ୍ତି ବଦଳିଥାଏ ତ ସୁଖ ଏବଂ ସମୃଦ୍ଧି ନିଜେ ନିଜେ ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇଯାନ୍ତି। ତ ଆଜି ଆମେ ଆପଣଙ୍କୁ ଜଣେଇବୁ ଏହାକୁ ଆପଣ କିପରି ବ୍ୟବହାର କରିବା ଉଚିତ। ଏହି ପ୍ରୟୋଗର ଲାଭ ଆପଣଙ୍କୁ ନିଜ ଜୀବନରେ ମିଳିବ। ଏଣୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣାଇବୁ କି ନାଭି କେନ୍ଦ୍ର ଦ୍ୱାରା ଆପଣ କିପରି ଜୀବନର ସମସ୍ତ ସୁଖ ସମସ୍ତ ଲାଭ ଉଠାଇ ପାରିବେ ଏବଂ ଉନ୍ନତିର ଶିଖରରେ ପହଂଚି ପାରିବେ।

ବନ୍ଧୁଗଣ ଯେତେବେଳେ ସନ୍ତାନ ଛୋଟ ଥାଏ ତାକୁ ତାର ନାଭିରୁ ସବୁ ପୋଷଣ ମିଳିଥାଏ। ମନେ ଯେତେବି ଜିନିଷ ସେ ଗ୍ରହଣ କରିଥାଏ ତାକୁ ମାର ନାଭିରୁ ହିଁ ପ୍ରାପ୍ତ ହୋଇଥାଏ। ଏଥିପାଇଁ ନାଭିକୁ ବହୁତ ମହତ୍ୱ ମାନାଯାଏ। କିନ୍ତୁ ଅଧିକାଂଶ ଲୋକଙ୍କୁ ଏହି ବିଷୟରେ ଜଣା ନଥାଏ ଏଥିପାଇଁ ଏହାର ଲାଭକୁ ଉଠାଇ ପାରନ୍ତି ନାହିଁ। କିନ୍ତୁ ବନ୍ଧୁଗଣ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଯେଉଁ ଯେଉଁ କଥା ସବୁ ଜଣେଇବୁ ଆପଣ ଏହାକୁ ଭଲ ଭାବରେ ବୁଝି ଏହାର ପ୍ରୟୋଗ କରିବେ ତ ଆପଣ ଜୀବନରେ ଯାହାବି ପାଇବାକୁ ଚାହୁଁଛନ୍ତି ତାହା ପାଇପାରିବେ। ସୁଖ ସମୃଦ୍ଧି ଧନ ଆପଣଙ୍କୁ ଆଡ଼କୁ ଆହୁରି ଆକର୍ଷିତ ହୁଏ। ଆପଣ ଏହା ମଧ୍ୟ କରିକି ଦେଖିପାରିବେ।

ବନ୍ଧୁଗଣ ଯେବେବି ଆପଣଙ୍କ ଓଠ ଫାଟି ଥାଏ ତ ଆପଣ ନିଶ୍ଚୟ ଭିନ୍ନ ଭିନ୍ନ ଜିନିଷକୁ ବ୍ୟବହାର କରନ୍ତି କିନ୍ତୁ ତଥାପି ଆପଣଙ୍କୁ ଫାଇଦା ମିଳେନାହିଁ। କିନ୍ତୁ ଯେବେବି ଆପଣଙ୍କ ଓଠ ଫାଟିଥାଏ ତ ଆପଣ କେବଳ ଏତିକି ହିଁ କରନ୍ତୁ। ଆପଣ ନିଜ ନାଭିରେ ସୋରିଷ ତେଲ ଲଗାନ୍ତୁ। ଆପଣ କେବଳ ଏତିକି କଲେ ହିଁ ଆପଣଙ୍କ ଓଠ ଫାଟିବା ବନ୍ଦ ହୋଇଯିବ। ଆଉ ଆପଣଙ୍କୁ ନିଜ ଓଠରେ ଅନ୍ୟ କିଛି ଲଗାଇବାକୁ ପଡିନଥାଏ। ତ ଆପଣ ନିଜେ ହିଁ ଜାଣି ପାରିବେ କି କିଛି ଜିନିଷ ନାଭିରେ ଲଗାଇଲେ ଫାଇଦା ମିଳିଥାଏ।

ବନ୍ଧୁଗଣ ଯଦି ଆପଣଙ୍କର ଗୁରୁ ଗ୍ରହ ଖରାପ ରହିଥାଏ। ଗୁରୁ ଗ୍ରହକୁ ଭାଗ୍ୟ ସହିତ ଯୋଡ଼ା ଯାଇଥାଏ। ଯେଉଁବି ବ୍ୟକ୍ତି ଏହି ଗ୍ରହ ବଳବାନ ଥାଏ ଏପରି ବ୍ୟକ୍ତିର ଜୀବନରେ ଆପେ ଆପେ ଧନ ପ୍ରାପ୍ତିର ମାର୍ଗ ଖୋଲି ଯାଇଥାଏ। ଆଉ ତାକୁ ଧନ ପ୍ରାପ୍ତିର ନୂଆ ଅବସର ମିଳିଥାଏ ଯାହାକୁ ନେଇ ସେ ଏତେ ଆଗକୁ ବଢିଯାଇଥାଏ ଯେ ଜୀବନରେ କେବେବି କୌଣସି ଧନର କମି ହୁଏନାହିଁ। ଗୁରୁ ଗ୍ରହ କାରଣରୁ ବ୍ୟକ୍ତିର ଭାଗ୍ୟ ଏତେ ଅଧିକା ବଳବାନ ହୋଇଯାଏ କି ସେ ଯାହାବି କରେ ତାକୁ ସେ ସବୁଥିରେ ସଫଳତା ନିଶ୍ଚିତ ଭାବରେ ମିଳିଥାଏ।

ଯଦି ଏହି ଗ୍ରହ କୌଣସି ବ୍ୟକ୍ତିର ଖରାପ ଥାଏ ତ ଏପରି ବ୍ୟକ୍ତିକୁ ବହୁତ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ସେ ଯେତେବି ଧନ କମାଇଥାଏ ସେ ସବୁ ବେକାର ଜିନିଷ କାର୍ଯ୍ୟରେ ଖର୍ଚ୍ଚ ହୋଇଯାଏ। ଯେଉଁ ଲୋକ କରଜରେ ବହୁତ ଅଧିକ ଚିନ୍ତିତ ରୁହନ୍ତି ଏପରି ଲୋକଙ୍କର ଗୁରୁ ଗ୍ରହ ବଳବାନ ନଥାଏ। ଗୁରୁଗ୍ରହ କାରଣରୁ ହିଁ ତାଙ୍କର ଜୀବନରେ ସଫଳତା ମିଳିନଥାଏ। କିନ୍ତୁ ଯଦି ଗୁରୁ ଗ୍ରହ ଖରାପ ହୁଏ ତ ଆପଣ ନିଜ ନାଭିରେ ଟିକେ ହଳଦୀର ତିଳକ ଲଗାଇବା ଆରମ୍ଭ କରିଦିଅନ୍ତୁ।

ଯଦି ଆପଣଙ୍କର ଜୀବନରେ ଧନକୁ ଆକର୍ଷଣ କରିପାରୁ ନାହାନ୍ତି କାମ ପୁର୍ଣ ହେବା ଆଗରୁ ତାହା ନଷ୍ଟ ହୋଇଯାଉଛି ଗୁରୁ ଗ୍ରହଙ୍କର କୃପା ପାଇପାରୁନାହାନ୍ତି ତେବେ ପ୍ରତିଦିନ ସ୍ନାନ ସାରିବା ପରେ ନାଭିରେ ପ୍ରତିଦିନ ହଳଦୀ ଅବଶ୍ୟ ଲଗାନ୍ତୁ। ଏଥିପାଇଁ କଞ୍ଚା ହଳଦୀ ଅତ୍ୟନ୍ତ ଲାଭକାରୀ ଅଟେ କିନ୍ତୁ ଏହାର ଅଭାବରେ ଆପଣ ଶୁଖିଲା କିମ୍ବା ହଳଦୀ ଗୁଣ୍ଡର ପେଷ୍ଟ କରି ଲଗାଇ ପାରିବେ। ଏହା ଦ୍ବାରା ଆପଣଙ୍କର ଗୁରୁ ଗ୍ରହ ତୁରନ୍ତ ବଳବାନ ହୋଇଥାନ୍ତି।

ଯେଉଁମାନଙ୍କର ବିବାହ ବିଳମ୍ବ ହେଉଥାଏ କିମ୍ବା ବିବାହ ପରେ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି ସେମାନେ ସ୍ନାନ ପରେ ନାଭିରେ ହଳଦୀ ଅବଶ୍ୟ ଲଗାନ୍ତୁ ଏବଂ ଯେଉଁମାନଙ୍କର ଜୀବନରେ ପାରିବାରିକ ଗୃହ କଳହ ଲାଗି ରହୁଥାଏ ଅବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖା ଦେଉଥାଏ ତେବେ ସେହି ସ୍ତ୍ରୀ କିମ୍ବା ସ୍ୱାମୀ ପ୍ରତିଦିନ ଦୁହେଁ ନାଭିରେ ଚନ୍ଦନର ଲେପ ଲଗାଇବା ଉଚିତ ହୋଇଥାଏ। କାରଣ ଚନ୍ଦନ ଶୁକ୍ର ଗ୍ରହ ସହିତ ସମ୍ବଦ୍ଧିତ।

ଯେବେବି ଆପଣ ଚନ୍ଦନକୁ ନିଜ ନାଭିରେ ସବୁଦିନ ଲଗାଇବେ ଖାସ କରି ସ୍ନାନ କରି ସାରିବା ପରେ ଏହା ଦ୍ବାରା ଆପଣଙ୍କ ଜୀବନରେ ପ୍ରେମ ଆକର୍ଷିତ ହୋଇଥାଏ। ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସୁଖ ମିଳିଥାଏ। ଏହାର ଶକ୍ତି ଏତେ ଅଧିକ ଯେ ଏହା ସକରାତ୍ମକ ଉର୍ଜାର ଭରପୁର ହୋଇଥାଏ କିନ୍ତୁ ଚନ୍ଦନ ଅସଲି ହେବା ବହୁତ ଜରୁରୀ। ଯଦି ଆପଣଙ୍କୁ ଚନ୍ଦନ ମିଳୁନାହିଁ ତେବେ ଆପଣ ଚନ୍ଦନର ପାଉଡର ମଧ୍ୟ ବ୍ୟବହାର କରି ପାରିବେ। ଏହା ଦ୍ବାରା ଆପଣ ଯାହା ଚାହିଁବେ ତାହା ପାଇବେ।

ଏହାର ଲେପ ଦ୍ୱାରା ସାମ୍ନା ଵାଲା ଲୋକ ଆପଣଙ୍କର ସବୁ କଥା ମାନିବେ। ଏହା ଦ୍ବାରା ଗୃହ କଳହ ଦୂର ହୋଇଥାଏ ଏବଂ ଘରକୁ ଧନର ଆକର୍ଷଣ ବଢିଥାଏ। ଏହା ସହିତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ। ଯଦି ଆପଣ ଚନ୍ଦନରେ କେଶର ମିଶାଇ ବ୍ୟବହାର କରିବେ ତ ଏହା ଦ୍ବାରା ଧନ ପ୍ରାପ୍ତିର ମାର୍ଗ ଆପଣଙ୍କ ଜୀବନରେ ଖୋଲି ଥାଏ କିନ୍ତୁ ଆପଣ କେଶର ସବୁଦିନ ବ୍ୟବହାର କରିବା ଉଚିତ ନୁହେଁ। ଆପଣ କେବଳ ସପ୍ତାହରେ କେବଳ ଗୁରୁବାର ଦିନ ହିଁ ବ୍ୟବହାର କରନ୍ତୁ। ସ୍ନାନ କରି ସାରିବା ପରେ ହିଁ ଆପଣ ଚନ୍ଦନର ପ୍ରୟୋଗ କରନ୍ତୁ। ଦେଖିବେ ଏହାର ପ୍ରୟୋଗ ମାତ୍ରେ ହିଁ ଏହାର ଲାଭ ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *