Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ନଖରେ ରହିଛି କି ଏପରି ଚିହ୍ନ? ଜାଣନ୍ତୁ କଣ ରହିଛି ଆପଣଙ୍କ ଭବିଷ୍ୟତ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ମଣିଷର ହାତ ଏବଂ ପାଦର ଉପରି ଭାଗରେ ଏକ ଶକ୍ତିଶାଳୀ କବଚ ଭଳି ରହିଥାଏ, ତାହା ହେଉଛି ନଖ। ମଣିଷକୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ମାନଙ୍କର ମଧ୍ୟ ନଖ ରହିଛି।ପ୍ରୋଟିନ ଏବଂ କ୍ୟାରୋଟିନକୁ ନେଇ ନଖ ପ୍ରସ୍ତୁତ ହୋଇଥାଏ।

ପଶୁ ମାନଙ୍କର ସିଙ୍ଘରେ ମଧ୍ୟ ଏହି ପଦାର୍ଥ ରହିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ଚିହ୍ନର ବିଭିନ୍ନ ପ୍ରକାର ଅର୍ଥ ରହିଥାଏ। ପ୍ରତ୍ୟେକ ଲୋକର କପାଳର ରେଖା ଠାରୁ ଆରମ୍ଭ କରି ହାତର ରେଖା, ଶରୀରରେ ବାହାରି ଥିବା କଳାଜାଇ ଏବଂ ନଖ ମଧ୍ୟ ତାଙ୍କର ଚରିତ୍ର ଓ ଜୀବନ ସହିତ ଜଡିତ ରହିଥାଏ।

ଏହି ଚିହ୍ନ ଗୁଡ଼ିକ ପ୍ରତ୍ୟେକ ଲୋକଙ୍କର ଭବିଷ୍ୟତ ବିଷୟରେ ସୂଚନା ଦେଇଥାଏ। ଏହି ଚିହ୍ନ ଗୁଡ଼ିକ ମାଧ୍ୟମରେ ବ୍ୟକ୍ତି ନିଜର ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଜାଣି ପାରିଥାଏ। ଆପଣ ମାନେ ଅଧିକାଂଶ ସମୟରେ ଲକ୍ଷ୍ୟ କରିଥିବେ କି ଆକାଶରେ ରହିଥିବା ଚିହ୍ନ ଭଳି କିଛି ଲୋକଙ୍କ ନଖରେ ମଧ୍ୟ ଅର୍ଦ୍ଧଚନ୍ଦ୍ର ଭଳି ଏକ ଚିହ୍ନ ବାହାରିଥାଏ।

କିନ୍ତୁ ଏହି ବିଷୟରେ ବହୁତ ଲୋକଙ୍କୁ ଜଣାନଥାଏ। ତେଣୁ ଆଜି ଆମେ ଆପଣ ମାନଙ୍କ ସହିତ ହାତର ନଖରେ ଥିବା ଅର୍ଦ୍ଧଚନ୍ଦ୍ର ଭଳି ଚିହ୍ନ ଦ୍ଵାରା ବ୍ୟକ୍ତିର ଭବିଷ୍ୟତ ବିଷୟରେ କଣ ସଂକେତ ଦେଇଥାଏ, ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବାକୁ ଯାଉଛୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତରେ ଏପରି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ, ସେମାନେ ବହୁତ ଧନବାନ ହୋଇଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁତ କଷ୍ଟକର ହୋଇଥାଏ। ଏମାନେ ବହୁତ ନିର୍ମଳ ସ୍ୱଭାବର ହୋଇଥାନ୍ତି। ଏମାନେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।

ନଖରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ରହିଥିବା ଲୋକେ ନିଜ କଠିନ ପରିଶ୍ରମ ବଳରେ ଭବିଷ୍ୟତରେ ସୁଖରେ ଜୀବନଯାପନ କରିଥାନ୍ତି ପରିଶ୍ରମ କରିଥାନ୍ତି ସେମାନଙ୍କ ଜୀବନ ଆରାମରେ ବିତାଇଥାନ୍ତି। ସବୁ କ୍ଷେତ୍ରରେ ଏମାନେ ସଫଳତା ହାସଲ କରିଥାନ୍ତି। ସମସ୍ତ କାର୍ଯ୍ୟକୁ ଖୁବ୍ ସରଳ ଉପାୟରେ ଏମାନେ ସମ୍ପନ୍ନ କରିଥାନ୍ତି। ଏମାନେ ଜୀବନରେ ଅନେକ ଧନସମ୍ପତ୍ତିର ଅଧିକାରୀ ହୋଇଥାନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ସହିତ ସମାଜ କଲ୍ୟାଣ କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଥାନ୍ତି

ଏମାନଙ୍କୁ ବହୁତ ସୁନ୍ଦର ଜୀବନସାଥୀ ଟିଏ ମିଳେ। ନଖରେ ଏହିଭଳି ଚିହ୍ନ ଥିବା ଲୋକେ ଅଧିକ ରୋମାଣ୍ଟିକ ସ୍ଵଭାବର ମଧ୍ୟ ହୋଇଥାନ୍ତି। ଏହି ଲୋକମାନେ ନିଜ ଦାମ୍ପତ୍ୟ ଜୀବନକୁ ଖୁବ ସୁଖରେ ଅତିବାହିତ କରିଥାନ୍ତି। ଘର ପରିବାର ଏବଂ ସମାଜରେ ଏମାନଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ। ଏମାନଙ୍କ ପରିବାର ଲୋକେ ସର୍ବଦା ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି।

ତେବେ ଆପଣଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ଚିହ୍ନ ରହିଛି କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *