Excuse Me Odisha

ଯାହା କହିବୁ ସତ କହିବୁ

ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲେ କଣ କରିବା ଉଚିତ, ଜାଣନ୍ତୁ……

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହକୁ ନେଇ ଅନେକ ଉତ୍ସାହିତ ରହିଥାନ୍ତି। ବିବାହ ଏକ ଏପରି ବନ୍ଧନ ଅଟେ, ଯାହା ଦୁଇଜଣ ଲୋକଙ୍କୁ ଗୋଟିଏ ସମ୍ପର୍କରେ ବାନ୍ଧି ରଖେ ଓ ଦୁଇଟି ପରିବାରକୁ ଗୋଟେ ପରିବାର କରିଦେଇଥାଏ। ବେଳେବେଳେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ କଳି ଝଗଡ଼ା ହୋଇଥାଏ। ଏହି ଝଗଡ଼ା ବଢ଼ିଗଲେ, ପରିବାରରେ ଅଶାନ୍ତିର ମାହୋଲ ହୋଇଯାଏ।ଏହା ବାସ୍ତୁ ଦୋଷ ସମସ୍ୟା ମଧ୍ୟ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣଙ୍କ ବୈବାହିକ ଜୀବନ ସର୍ବଦା ସୁଖମୟ ରହିବ।

୧/ ସାମାନ୍ୟ କଥାରେ ବିରକ୍ତି ଲାଗୁଥିଲେ, ଦିନରେ ୫ଥର ଗୋଡ ଧୁଅନ୍ତୁ, ଦେଖିବେ ଆପଣଙ୍କର ବିରକ୍ତିଭାବ ଦୂର ହୋଇଯିବ।

୨/ ଯଦି କାହାକୁ ସାପ ଦଂଶନ କରିଛି, ତାହେଲେ ସଙ୍ଗେ ସଙ୍ଗେ ତାଙ୍କୁ ୧୨ ବର୍ଷରୁ ଅଧିକ ହୋଇଥିବା ପୁରୁଷର ପରିସ୍ରା ଆଣି ପିଆଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଶରୀରରୁ ସାପ ବିଷ ଦୂର ହୋଇ ଯାଇଥାଏ।

୩/ ପୁରୁଷ ଲୋକଙ୍କର ଡାହାଣ ହାତ ପାପୁଲି ଏବଂ ମହିଳା ମାନଙ୍କର ବାମ ହାତ ପାପୁଲି କୁଣ୍ଡେଇ ହେଲେ ଶୁଭ ଫଳ ମିଳିଥାଏ। ଏହାସହିତ ପୁରୁଷ ଲୋକଙ୍କର କାନରେ ଚୁଟି ବଢ଼ିଲେ, ଶୁଭ ହୋଇଥାଏ।

୪/ ଠାକୁର ଘରେ ମହାଭାରତ ବହି ଓ ମହାଭାରତ ଯୁଦ୍ଧ ଫଟୋ ରଖନ୍ତୁ। କିନ୍ତୁ ଘରର ଅନ୍ୟ କୌଣସି ସ୍ଥାନରେ ଏହି ଫଟୋ ରଖିଲେ ଅଶୁଭ ହୋଇଥାଏ।

୫/ ଘରେ ଗାଈ ଖୁରାର ଧୂଳି, ଧାନର ଧୂଳି, ଭଣଜାର ପାଦଧୂଳି ଓ ବ୍ରାହ୍ମଣର ପାଦଧୂଳି ପଡ଼ିଲେ ଶୁଭ ହୋଇଥାଏ।

୬/ ସୂର୍ଯ୍ୟାସ୍ତ ପରେ କାହାକୁ କ୍ଷୀର, ହଳଦୀ ଏବଂ ଝାଡୁ ନିଅନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ।

୭/ ଧାନ, ମୁଗ, ମାଣ୍ଡିଆ, ଗହମ, ସୋରିଷ, କଳା ରାଶିକୁ ଏକାଠି କରି ଗୋଟେ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ଘରର ପ୍ରତ୍ୟେକ ରୁମରେ ରଖିଲେ, ଶୁଭ ଫଳ ମିଳିଥାଏ।

୮/ ଆପଣ ରଜସଂକ୍ରାନ୍ତି ଦିନ ଘରର ଦୁଆର ମୁହଁରେ ହଳଦିଆ ଚିତା ଉପରେ ଲାଲ ଚିତା ଆଙ୍କନ୍ତୁ, ଦେଖିବେ ପରିବାର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା।

୯/ ରାତିରେ ଶୋଇବା ପୁର୍ବରୁ ଘରର କୌଣସି ଗୋଟିଏ କୋଣରେ କିଛି ଲୁଣ ରଖନ୍ତୁ ଏବଂ ସକାଳେ ମୁହଁ ନ ଧୋଇ ଏହାକୁ ପାଣିରେ ଭସାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଘରେ ରହିଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ।

୧୦/ ପ୍ରତ୍ୟେକ ମଙ୍ଗଳବାର ଦିନ ଭୂଇଁରେ ମଥା ଲଗାଇ ପ୍ରଣାମ କରନ୍ତୁ, ଯେପରି ମୁଣ୍ଡରେ ମାଟି ଲାଗିବ। ଏଭଳି କରିବା ଦ୍ଵାରା ଚର୍ମରୋଗ ଦୂର ହୋଇ ଯାଇଥାଏ।

୧୧/ ପତିପତ୍ନୀଙ୍କ ମଧ୍ୟରେ ସର୍ବଦା କଳହ ଲାଗୁଥିଲେ, ବିବାହ ଆଲବମରେ ଦୁଇଟି ମୟୂର ପର ରଖି ଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ସୁଫଳ ମିଳିବ।

୧୨/ ଗୋଟିଏ ମାଟି ହାଣ୍ଡିରେ ପାଣି ପୁରାଇ ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଦେଖିବେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ। ଘରେ ସର୍ବଦା ସକାରାତ୍ମକ ବାତାବରଣ ରହିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *