Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ସୁନ୍ଦର ଓ ଉତ୍ତମ ଯୋଡି ହୋଇଥାଏ ଏହି ତିନୋଟି ନାମ ବିଶିଷ୍ଟ ଯୋଡି। ଦେଖନ୍ତୁ ଏଥିରେ ଆପଣଙ୍କ ନାମ ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ଯେକ ଲୋକଙ୍କ ମନରେ ବିବାହକୁ ନେଇ ଅନେକ ସ୍ଵପ୍ନ ରହିଥାଏ।ଏହାସହିତ ବିବାହ ପୂର୍ବରୁ ନିଜ ଜୀବନସାଥୀଙ୍କ ବିଷୟରେ ଭଲ ଭାବରେ ଜାଣିବା ପାଇଁ ମଧ୍ୟ ସମସ୍ତେ ଚାହିଁ ଥାଆନ୍ତି। ସେଥିପାଇଁ ଆଜିକାଲି ଅନେକ ଲୋକେ ପ୍ରେମ ବିବାହ କରିବାକୁ ପସନ୍ଦ କରୁଛନ୍ତି ଜ୍ଯୋତିଷ ମାନଙ୍କ ମତରେ କିଛି ଏପରି ନାମର ଯୋଡି ରହିଛନ୍ତି, ଯେଉଁମାନେ ପରସ୍ପର ପାଇଁ ଉତ୍ତମ ଅଟନ୍ତି। ଆସନ୍ତୁ ଏପରି କିଛି ଯୋଡି ମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

D ଏବଂ B ନାମର ଯୋଡି:-

D ଏବଂ B ନାମର ଯୋଡିଙ୍କୁ ପ୍ରେମରେ ନିଶ୍ଚିତ ଭାବରେ ସଫଳତା ମିଳିଥାଏ। ଏମାନଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ। ଏମାନେ ସର୍ବଦା ପରସ୍ପରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ଯଦି ଶ୍ରାବଣ ମାସରେ ଏହି ଯୋଡି ପ୍ରତ୍ୟେକଦିନ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତି, ତାହେଲେ ଏମାନଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିଥାଏ, ଯାହାଦ୍ଵାରା ଏମାନଙ୍କୁ ସେମାନଙ୍କର ପ୍ରକୃତ ପ୍ରେମ ମିଳିଥାଏ।

K ଏବଂ L ନାମର ଯୋଡି:-

K ଏବଂ L ନାମର ଯୋଡିଙ୍କ ଉପରେ ସର୍ବଦା ଭଗବାନ ରାଧାକୃଷ୍ଣଙ୍କ କୃପାଦୃଷ୍ଟି ରହିଥାଏ। ସେଥିପାଇଁ କୁହାଯାଏ କି ଏହି ଅକ୍ଷର ବିଶିଷ୍ଟ ନାମ ଥିବା ଅଧିକାଂଶ ଲୋକେ ପ୍ରେମ ବିବାହ କରିଥାନ୍ତି।ଏମାନଙ୍କ ଯୋଡି ସ୍ଵୟଂ ଭଗବାନ ବନେଇଛନ୍ତି ବୋଲି ବିଶ୍ବାସ କରାଯାଏ। ଏମାନେ କେବେ ମଧ୍ୟ ପରସ୍ପରକୁ ଧୋକା ଦେବାର ଚିନ୍ତା ମଧ୍ୟ କରନ୍ତି ନାହିଁ । ଏହି ଯୋଡ଼ିଙ୍କ ଜୀବନରେ ଯେତେ ସମସ୍ଯା ଆସିଲେ ମଧ୍ୟ ଏମାନେ ମିଳିମିଶି ସେହି ସମସ୍ୟାର ସାମ୍ନା କରିଥାନ୍ତି।ସେଥିପାଇଁ ଏହି ଯୋଡି ଉତ୍ତମ ବୋଲି କୁହାଯାଏ।

P ଏବଂ S ନାମର ଯୋଡି:-

P ଏବଂ S ଅକ୍ଷର ବିଶିଷ୍ଟ ଯୋଡି ମାନଙ୍କୁ ପ୍ରେମରେ ନିଶ୍ଚିତ ଭାବରେ ସଫଳତା ମିଳିଥାଏ।ଏମାନେ ସାରା ଜୀବନ ପରସ୍ପର ସପକ୍ଷରେ ରହିଥାନ୍ତି। ଏହାସହିତ ଏମାନେ ପରସ୍ପରର ଯତ୍ନ ମଧ୍ୟ ନେଇ ଥାଆନ୍ତି। ଏହି ନାମ ବିଶିଷ୍ଟ ଯୋଡି ପରସ୍ପର ଉପରେ ଆଖି ବନ୍ଦ କରି ମଧ୍ୟ ବିଶ୍ଵାସ କରିଥାନ୍ତି। ସବୁଠାରୁ ଭଲ କଥା ହେଉଛି ଏମାନେ ଜୀବନରେ କେବେବି ପରସ୍ପରର ହାତ ଛାଡନ୍ତି ନାହିଁ। ଏମାନଙ୍କ ଯୋଡି ଉପରେ ସର୍ବଦା ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଦୃଷ୍ଟି ରହିଥାଏ

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *