Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ଟି ନାମର ଯୋଡି ମାନଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଦେଖନ୍ତୁ ସେଥିରେ ଆପଣଙ୍କର ଯୋଡି ନାହିଁ ତ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ସମସ୍ତଙ୍କ ଜୀବନରେ କିଛି ନା କିଛି ସ୍ମରଣୀୟ ଓ ଅଭୁଲା ସ୍ମୃତି ରହିଥାଏ। ଏହାସହିତ ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହକୁ ନେଇ ଅନେକ ଉତ୍ସାହିତ ରହିଥାନ୍ତି। ବିବାହ ଏକ ଏପରି ବନ୍ଧନ ଅଟେ, ଯାହା ଦୁଇଜଣ ଲୋକଙ୍କୁ ଗୋଟିଏ ସମ୍ପର୍କରେ ବାନ୍ଧି ରଖେ ଓ ଦୁଇଟି ପରିବାରକୁ ଗୋଟେ ପରିବାର କରିଦେଇଥାଏ।ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ, ପ୍ରେମ, ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ଯତ୍ନକୁ ନେଇ ସମ୍ପର୍କ ସୁଦୃଢ଼ ହୋଇଥାଏ।

ଶାସ୍ତ୍ର ଅନୁସାରେ ବିବାହ ହେବା ପୂର୍ବରୁ ବର ଓ ବଧୂଙ୍କର ଜାତକ ମିଶା ଯାଇଥାଏ। ଯଦି ଜାତକ ମିଶିଯାଏ, ତାହେଲେ ନିଶ୍ଚିତ ଭାବରେ ବିବାହ ହୋଇଥାଏ। କିଛି ଏଭଳି ପତିପତ୍ନୀଙ୍କର ଯୋଡି ରହିଥାଏ କି ସେମାନଙ୍କୁ ଦେଖିବା କ୍ଷଣି ଏପରି ଲାଗିଯାଏ ଯେ ଏହି ଦୁଇଜଣ ଯେପରି ଦୁହେଁ ଦୁହିଁଙ୍କ ପାଇଁ ଗଢା ହୋଇଛନ୍ତି

ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ୬ଟି ନାମର ଯୋଡିଙ୍କ ବିଷୟରେ। ଯେଉଁମାନଙ୍କ ଯୋଡି ସ୍ଵୟଂ ଭଗବାନ ନିଜେ ବନାଇ ଥାଆନ୍ତି। ପ୍ରଥମ ଯୋଡିଟି ହେଉଛି R ଓ S ନାମ ଥିବା ଯୋଡି। ଦ୍ଵତୀୟ ଯୋଡିଟି ହେଉଛି K ଓ P ନାମ ଥିବା ଯୋଡି। ତୃତୀୟ ଯୋଡିଟି ହେଉଛି A ଓ S ନାମ ଥିବା ଯୋଡି। ଚତୁର୍ଥ ଯୋଡିଟି ହେଉଛି N ଓ S ନାମ ଥିବା ଯୋଡି। ପଞ୍ଚମ ଯୋଡିଟି ହେଉଛି P ଓ S ନାମ ଥିବା ଯୋଡି। ଷଷ୍ଠ ଯୋଡିଟି ହେଉଛି A ଓ P। ଏହି ଅକ୍ଷର ବିଶିଷ୍ଟ ଯୋଡି ମାନେ ପରସ୍ପରକୁ ସଚ୍ଚୋଟ ପ୍ରେମ କରିଥାନ୍ତି।

ଏହି ନାମ ବିଶିଷ୍ଟ ଯୋଡି ଦୁହେଁ ସର୍ବଦା ପରସ୍ପରକୁ ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି। ଏହି ଯୋଡି ପରସ୍ପରକୁ ବହୁତ ଭଲ ପାଇଥାନ୍ତି।ଏମାନେ ଜୀବନରେ କେବେବି ଦୁଃଖ ସମୟରେ ନିଜ ପାର୍ଟନରଙ୍କୁ ଛାଡି ଯାଇ ନଥାନ୍ତି।ଏହି ଦମ୍ପତି ମାନେ ନିଜ ବୈବାହିକ ଜୀବନକୁ ଖୁବ ଆନନ୍ଦ ଓ ସୁଖରେ ଅତିବାହିତ କରିଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କର ବହୁତ ଯତ୍ନ ନେଇଥାନ୍ତି।ଏମାନେ ପରସ୍ପର ଖୁସି ପାଇଁ ନିଜ ଖୁସିକୁ ତ୍ୟାଗ କରି ଦେଇଥାନ୍ତି। ବହୁତ ଭାଗ୍ୟବାନ ଅଟନ୍ତି ଏହି ଯୋଡ଼ିର ଲୋକମାନେ। ଏମାନଙ୍କର ଯୋଡି ସ୍ଵୟଂ ଭଗବାନ ବନେଇ ଥାଆନ୍ତି।ଏମାନଙ୍କୁ କେବେବି କେହି ଅଲଗା କରି ପାରିବେ ନାହିଁ।

ତେଣୁ ସାଙ୍ଗମାନେ ନୂଆବର୍ଷରେ ଘରକୁ କ୍ଯାଲେଣ୍ଡର ଆଣିବା ସମୟରେ ଏହିସବୁ ନିୟମ ଗୁଡ଼ିକର ପାଳନ କରିବା ନିହାତି ଜରୁରୀ ଅଟେ। ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *