Excuse Me Odisha

ଯାହା କହିବୁ ସତ କହିବୁ

କିଏ କେତେବି ମାଗିଲେ ସକାଳ ସମୟରେ ଭୁଲରେ ବି ଏହି ଜିନିଷ କାହାକୁ ଦିଅନ୍ତୁ ନାହିଁ । ନହେଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କିଏ କେତେବି ମାଗିଲେ ସକାଳ ସମୟରେ ଭୁଲରେ ବି ଏହି ଜିନିଷ କାହାକୁ ଦେବେନାହିଁ। ନହେଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯିବେ।

ବନ୍ଧୁଗଣ ବ୍ୟକ୍ତି ନିଜ ଜୀବନରେ ଯେଉଁବି କାମ କରିଥାଏ ଏହା ଭାବି କି କରିଥାଏ ତାହା ଜୀବନରେ ତାକୁ ଲାଭ ଦେବ ଏବଂ ସେ ନିଜ ଜୀବନରେ ସବୁ ସୁଖକୁ ପ୍ରାପ୍ତ କରିବ। ବ୍ୟକ୍ତି ନିଜ ଜୀବନରେ ଏହା ଭାବି କାର୍ଯ୍ୟ କରିଥାଏ କି ନିଜର ଖରାପ ଭାବି ନଥାଏ। ସବୁବେଳେ ନିଜର ଭଲ ହିଁ ଭାବିଥାଏ। କିନ୍ତୁ କିଛି ଭୁଲ ଥାଏ ଯାହା ଆମକୁ ଆଗକୁ ବଢିବାକୁ ଦେଇନଥାଏ ଏବଂ ସେ ଭୁଲ କାରଣରୁ ଆମେ ତାର ପଶ୍ଚାତାପ କରିଥାଉ।

ବନ୍ଧୁଗଣ ଦାନ କରିବା ହିନ୍ଦୁ ଧର୍ମରେ ବହୁତ ବଡ଼ ପୁଣ୍ୟର କାମ ମିଳିଥାଏ। ଦାନ ବା ଉଧାର ଦେବା କୌଣସି ବ୍ୟକ୍ତିକୁ ସାହାର୍ଯ୍ୟ କରିବା କୌଣସି ଖରାପ ନୁହେଁ। ବହୁତ ଭଲ କାମ ମାନାଯାଏ। ଆପଣ ଯାହା ଦେଇଥାନ୍ତି ତାର କେତେ ଗୁଣା ଆପଣଙ୍କ ପାଖକୁ ଫେରିକି ଆସିଥାଏ। ଏମତି ଧାର୍ମିକ ଦୃଷ୍ଟିରୁ ମାନ୍ୟତା ଅଛି ଦାନ କରିବା ବହୁତ ପୁଣ୍ୟର କାମ ମାନାଯାଏ। କିନ୍ତୁ କିଛି ଜିନିଷ ଏମିତି ଅଛି ଯାହାକୁ ସକାଳୁ ସକାଳୁ ଦାନ କରିଥାଉ ବା ଉଧାର ଦେଇଥାଉ ତେବେ ତାହା ଆପଣଙ୍କୁ ହିଁ ଭାରି ପଡିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ରହିଛି ଯାହାକୁ ଦାନ ବା ଉଧାର ଦେବାରୁ ବଞ୍ଚିତ ରହିବେ।

ଦହି। ଯଦି ଆପଣ ବ୍ୟାପାର କରୁଛନ୍ତି ତ ବିକି ପାରିବେ କାରଣ ଆପଣ ସେଥିରେ ଧନ ଅର୍ଜିତ କରୁଛନ୍ତି। ମା ଲକ୍ଷ୍ମୀଙ୍କୁ ନିଜ ଘରକୁ ଆମନ୍ତ୍ରିତ କରୁଛନ୍ତି କିନ୍ତୁ ବନ୍ଧୁଗଣ ଦହିର ସମ୍ବଦ୍ଧ ଶୁକ୍ରଗ୍ରହ ସହିତ ଜଡିତ। ଶୁକ୍ରଙ୍କୁ ସୁଖ ଏବଂ ବୈଭବର କାରକ ମନାଯାଏ। ଏଥିପାଇଁ କୁହାଯାଏ କି ସକାଳୁ ସକାଳୁ ଯଦି କେହି ଆପଣଙ୍କୁ ଦହି ଉଧାର ମାଗିବାକୁ ଆସେ କିମ୍ବା କୌଣସି ଗରିବ ବ୍ୟକ୍ତିଙ୍କୁ ଦହି ଦାନ ରୂପରେ ଦେଉଛନ୍ତି ତେବେ ତାହା ଭଲ ହୋଇନଥାଏ। ଯଦି ଆପଣ ଦେବାକୁ ଚାହୁଁଛନ୍ତି ତେବେ ସକାଳ ୮ ପରେ ଦିଅନ୍ତୁ କିନ୍ତୁ ତା ପୂର୍ବରୁ ଦେଲେ ଆପଣଙ୍କର ସୁଖ ସମୃଦ୍ଧି ବୈଭବ ଉପରେ ବାଧା ଆସିଥାଏ ତେଣୁ ଏଥିରୁ ବଞ୍ଚିବା ଉଚିତ

ବନ୍ଧୁଗଣ ପିଆଜ ଏବଂ ରସୁଣକୁ କେତୁ ଗ୍ରହର କାରକ ମନାଯାଏ। କେତୁ ଗ୍ରହକୁ ଉପରି ବାଧାର ସ୍ୱାମୀ ମନାଯାଇଥାଏ ଏବଂ ଏହାର ସମ୍ବଦ୍ଧ ଯାଦୁ ଟନା ସହିତ ରହିଛି। ତେଣୁ ସକାଳୁ ସକାଳୁ ଏହି ଜିନିଷକୁ ଦାନରେ କେବେବି କାହାରିକୁ ଦିଅନ୍ତୁ ନାହିଁ। ଯଦି କେହି ମଗୁଛି ତେବେ ଟାଳି ଦିଅନ୍ତୁ କିନ୍ତୁ ସକାଳୁ ସକାଳୁ ଏହାକୁ କାହାରିକୁ ଦିଅନ୍ତୁ ନାହିଁ। କାରଣ କେତୁ ଗ୍ରହ ପ୍ରଭାବରେ ଆପଣଙ୍କ ଜୀବନରେ ଶାନ୍ତି ରହିନଥାଏ।

ବନ୍ଧୁଗଣ ଏପରି ମନାଯାଏ କି ସକାଳ ସମୟରେ ଦେବତାଙ୍କ ଆଗମନର ସମୟ ହୋଇଥାଏ। ଯଦି ଆପଣ ସକାଳ ସମୟରେ ଘରର ଦ୍ୱାର ବନ୍ଦ ରଖିଥାନ୍ତି ତେବେ ଘରକୁ ଦେବତା ଆସି ପାରିବେ ନାହିଁ। ତେଣୁ ସକାଳୁ ସମୟରେ ଘରର ଦ୍ୱାର ଖୋଲା ରଖିବେ ଏବଂ ସଫା ସୁତରା ରଖିବେ।

ଏପରି ମନାଯାଏ ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁଗ୍ରହ ମଜବୁତ ହୋଇଥାଏ ତା ଜୀବନରେ ସବୁବେଳେ ଶୁଭ ଏବଂ ମଙ୍ଗଳ କାମ ଚାଲିଥାଏ। ଯଦି ଗୁରୁବାର ଦିନ ସକାଳ ସମୟରେ ହଳଦୀ ବା ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତି ତେବେ ଗୁରୁ ଗ୍ରହ ଦୁର୍ବଳ ହୋଇଥାଏ। ତେଣୁ ସକାଳ ସମୟରେ ହଳଦୀ ବା ହଳଦିଆ ବସ୍ତୁ ଦାନ କରନ୍ତୁ ନାହିଁ। ଯଦି ଦାନ କରିବେ ତେବେ ସକାଳ ୮ ପରେ ହିଁ ଦାନ କରନ୍ତୁ।

ଏହିପରି ପୁରାଣରେ ଏପରି କିଛି ଜିନିଷ କୁହାଯାଇଛି ଯାହାକୁ ଆପଣ ଦାନ କରିବାରୁ ବଞ୍ଚିବା କଥା।

ଖାସ କରି ସକାଳ ସମୟରେ ମହିଳାମାନେ ନିଜ ଲୁଗା ବା ସିନ୍ଦୁର ବା ନିଜର କିଛି ଜିନିଷ ଦାନ କରିବେ ନାହିଁ। ଏହା ଦ୍ବାରା ଦେହ ଖରାପ ହୋଇଥାଏ ଆଉ ଅଶାନ୍ତି ଆସିଥାଏ।

ସକାଳ ସମୟରେ ଧନିଆ କାହାକୁ ଦେବେ ନାହିଁ। ଖାସ କରି ସବୁଜ ରଙ୍ଗର କିଛି ଜିନିଷ ଦାନ କରିବେ ନାହିଁ। କାରଣ ଏହା ମା ଲକ୍ଷ୍ମୀଙ୍କର ପସନ୍ଦ ଅଟେ। ସକାଳୁ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି। ତେଣୁ ସକାଳ ସମୟରେ ଦାନରୁ ବଞ୍ଚନ୍ତୁ। କିନ୍ତୁ ସକାଳ ସମୟରେ ଯଦି କାହାରିକୁ ଭୋଜନ କରାନ୍ତି ତେବେ ତାହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ କିନ୍ତୁ ସକାଳ ସମୟରେ କହାରିକୁ ଧନ ଉଧାର ଦେବେନାହିଁ କାରଣ ଏହା ଫେରି ନଥାଏ। ସକାଳ ସମୟରେ ମା ଲକ୍ଷ୍ମୀଙ୍କୁ ଆମନ୍ତ୍ରିତ କରିବା କଥା।

ଯଦି ଆପଣଙ୍କ ଘର ଆଗକୁ ବା ଘର ଗଳିରେ ଗୋମାତା ଆସନ୍ତି ତେବେ ଆପଣ ରୁଟି ଗୁଡ଼ ଖୁଆଇବା ଉଚିତ। ଏପରି ମନାଯାଏ କି ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ତେଣୁ ସକାଳୁ ସମୟରେ ଯଦି ଗୋମାତା ପ୍ରସନ୍ନ ହୋଇଯିବେ ତେବେ ଆପଣଙ୍କ ଦିନ ମଙ୍ଗଳମୟ ହେବ। ଜୀବନରେ ସୁଖ ଶାନ୍ତି ଭରିଯିବ। ଜୀବନରେ ସବୁ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *