Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଭୁଲରେ କରନ୍ତୁ ନାହିଁ ଏହି ଭୁଲ। ଘର ବର୍ବାଦ ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ଘରେ ଭୁଲରେ କରନ୍ତୁ ନାହିଁ ଏହି ଭୁଲ। ଘର ବର୍ବାଦ ହୋଇଯିବ।

ବନ୍ଧୁଗଣ ଯେଉଁ ଘରର ମନ୍ଦିରରେ ଏହି ଭୁଲ ହେଉଥାଏ ସେଠାରେ ସକାରାତ୍ମକ ଉର୍ଜାର ନାଶ ହୋଇଥାଏ ଏବଂ ସେଠାରେ ଅସ୍ଥାୟୀ ଭାବରେ ନକରାତ୍ମକ ଉର୍ଜା ବାସ କରିଥାଏ। ଏପରି ଭାବେ ଗରିବତା ସେହି ଘରେ ବାସସ୍ଥାନ ବନେଇଥାଏ। ହିନ୍ଦୁ ଧର୍ମରେ ମନ୍ଦିରରେ ବିଶେଷ ମହତ୍ୱ ରହିଥାଏ। ଘରର ସେହି ଜାଗା ଖାସ ହୋଇଥାଏ ଯେଉଁଠାରେ ସକାରାତ୍ମକ ଉର୍ଜାର ପ୍ରାପ୍ତି ହୋଇଥାଏ।

ପ୍ରାୟତଃ ବ୍ୟକ୍ତି ନିଜ ଘରେ ଏପରି ଭୁଲ କରିଥାଏ ଯାହା ଦ୍ୱାରା ସେ ବ୍ୟକ୍ତି କାଙ୍ଗାଳ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଯେବେବି ପୂଜା ଘର ବନେଇବେ ଏହି କଥାର ବିଶେଷ ଧ୍ୟାନ ରଖିବେ। ଯଦି ଆପଣ ଆମର ଏହି କଥା ପ୍ରତି ଧ୍ୟାନ ଦେବେ ତ ନିଶ୍ଚୟ ହିଁ ଭଗବାନଙ୍କର କୃପା ପାଇବେ ଏବଂ ଜୀବନରେ ସଫଳତା ପ୍ରାପ୍ତି କରିବେ। ତେବେ ଆସନ୍ତୁ କଣ ସବୁ ନିୟମ ରହିଛି ପୂଜା ଘରକୁ ନେଇ ଜାଣିବା

ଆପଣଙ୍କ ପୂଜା ଘରେ କେବଳ ଗୋଟିଏ ଭଗବାନଙ୍କର ଗୋଟିଏ ହିଁ ଫୋଟ ରହିବା ଉଚିତ। ଗୋଟେ ଭଗବାନଙ୍କର ୨ ଟି ଫୋଟ ରଖିବା ଉଚିତ ନୁହେଁ। ଏହାକୁ ବହୁତ ଅଶୁଭ ମାନଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଫୋଟ ବ୍ୟତୀତ କୌଣସି ଗୁରୁ କିମ୍ବା କୌଣସି ପୁର୍ବଜ ମାନଙ୍କର ଫୋଟ କେବେବି ଲଗେଇବେ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ। ଏଥିପାଇଁ ଏମିତି ଭୁଲ କରିବେ ନାହିଁ।

ଯେଉଁ ଘରେ ସିଡ଼ି ତଳେ ମନ୍ଦିର ହୋଇଥାଏ ସେଠାରେ ଦୁର୍ଭାଗ୍ୟ ବାସ ବନେଇଥାଏ। ଏପରି ଘରେ ଝଗଡା ଲଢେଇ ବନ୍ଦ ହେବାର ନାମ ନିଏ ନାହିଁ। ଏପରି ଘରେ ଦେବୀ ଦେବତା ମଧ୍ୟ ରୁହନ୍ତି ନାହିଁ। ପୂଜା ଘରକୁ କେବେବି ଦକ୍ଷିଣ ଦିଗମୁହାଁ କେବେବି ବନେଇବେ ନାହିଁ। କାରଣ ଏପରି ମାନାଯାଏ କି ଦକ୍ଷିଣ ଦିଗରେ ନକରାତ୍ମକ ଉର୍ଜାର ପ୍ରଭାବ ବେସି ରହିଥାଏ। ଏଥିପାଇଁ ଘରେ ନେଗେଟିଭିଟି ଆସିଥାଏ।

ପୁର୍ବଜଙ୍କ ଫୋଟ ସବୁବେଳେ ନିଜ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ। କାରଣ ଏହି ଦିଗ ଏମାନଙ୍କ ପାଇଁ ଭଲ ମନାଯାଏ। ଯଦି ଆପଣ ଅନ୍ୟ ଦିଗରେ ଲଗେଇଛନ୍ତି ତେବେ ଘରେ ନେଗେଟିଭିଟି ଆସିଥାଏ।

ଯେଉଁ ଘରେ ଭଗବାନଙ୍କୁ କାନ୍ଥରେ ବାଡେ଼ଇକି ଲଗାଯାଏ ସେଠାରେ ସକାରାତ୍ମକ ଉର୍ଜାର ହାନି ହୋଇଥାଏ। ଏପରି କରିବା ଦ୍ୱାରା ରୋଗ ଆପଣଙ୍କ ଘରେ ବାସ ବନେଇ ପାରିଥାଏ। ଏପରି ଭୁଲରେ ବି କରନ୍ତୁ ନାହିଁ।

ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ପୂଜା ଘର ଉପରେ ଜିନିଷ ରଖିଦିଅନ୍ତି ଯାହାକୁ ବାସ୍ତୁଶାସ୍ତ୍ରରେ ବହୁତ ଅଶୁଭ ମାନାଯାଏ। ଏପରି କରିବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ଏପରି ମଧ୍ୟ ଭୁଲରେ ବି କରନ୍ତୁ ନାହିଁ।

ଏପରି ଅନେକ ଲୋକ ଅଛନ୍ତି ଜଣା ଅଜାଣତରେ ପୂଜା ଘରକୁ ନିଜ ବେଡ଼ରୁମରେ ବନେଇ ଥାନ୍ତି।ଯାହାକି ବହୁତ ଅଶୁଭ ଅଟେ। ବାସ୍ତୁଶାସ୍ତ୍ରରେ ଏପରି କରିବା ଦ୍ୱାରା ସେ ବ୍ୟକ୍ତି ଶୀଘ୍ର ଗରିବ ହୋଇଯାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ରୁମର ପୂଜା ଘର ଅଟେ ସେ ଘରର କାନ୍ଥ ସମ୍ପୂର୍ଣ୍ଣ ଅଲଗା ରଙ୍ଗର ହେବା କଥା। ଅର୍ଥାତ ଘରର ରଙ୍ଗ ସହ ଏହା ମିଶିବା ଅନୁଚିତ। ପୂଜା ଘରର ରଙ୍ଗ କଳା ଧଳା କିମ୍ବା ନୀଳ ରଙ୍ଗ ହେବା ଅନୁଚିତ।

ବହୁତ ଲୋକ ଏମତି ଅଛନ୍ତି ଯେଉଁମାନେ ପୂଜା ଘରର କେତେ ଦିନର ଅଳିଆ ରଖିଥାନ୍ତି। ଏପରିକି ଅଗରବତୀର ପୁରୁଣା ଡବା। ଘିଅର ଖାଲି ଡ଼ବା। ମନ୍ଦିରରେ ବିଛା ହୋଇଥିବା ପୁରୁଣା କପଡା ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତି ନାହିଁ ଏହି ଜିନିଷ ସବୁ ସେହି ଲୋକଙ୍କୁ ଦୁର୍ଭାଗ୍ୟ ଆଡ଼କୁ ଟାଣି ଥାଏ। ଦେବୀ ଦେବତା ସେହି ଘରେ ରୁହନ୍ତି ନାହିଁ। ଏଥିପାଇଁ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *