Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ରେ ଏହି ୭ଟି ରାଶିର ଲୋକଙ୍କର ରହିଛି ପ୍ରେମ ବିବାହ ଯୋଗ !

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ।ଜୀବନରେ ପ୍ରେମର ବହୁତ ମହତ୍ଵ ରହିଥାଏ। କୁହାଯାଏ କି ଯଦି ଆପଣଙ୍କୁ ଜୀବନରେ ଭଲ ଜୀବନସାଥୀଟିଏ ମିଳିଯାଏ, ତାହେଲେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହୋଇଯିବ। କାରଣ ଜଣେ ସଚ୍ଚୋଟ ସାଥୀ ଆପଣଙ୍କର ସବୁ ବିପଦ ସମୟରେ ରହିଥାନ୍ତି ଏବଂ କେବେବି ବିଶ୍ବାସଘାତକତା କରି ନଥାନ୍ତି।

ଆଜି ଆମେ ଆପଣ ମାନଙ୍କୁ ୨୦୨୨ ମସିହାରେ ହେବାକୁ ଯାଉଥିବା ପ୍ରେମ ବିବାହ ବିଷୟରେ କହିବାକୁ ଯାଉଛୁ। କେଉଁ ରାଶି ମାନଙ୍କର ପ୍ରେମ ବିବାହ ହେବାକୁ ଯାଉଛି ଓ କେଉଁ ମାନଙ୍କୁ ସଚ୍ଚୋଟ ପ୍ରେମ ମିଳିବାକୁ ଯାଉଛି, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ଓ ବୃଷ ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ୨୦୨୨ ମସିହା ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି, ତାହେଲେ ଏହି ସମୟ ପ୍ରେମ ସ୍ବୀକାର କରିବା ପାଇଁ ଅନୁକୂଳ ସମୟ ଅଟେ। ଯେଉଁ ଲୋକମାନେ ଅବିବାହିତ ଅଛନ୍ତି, ସେମାନଙ୍କର ଏହି ବର୍ଷ ବିବାହ ଯୋଗ ରହିଛି। ଆପଣଙ୍କୁ ଆଶାନୁରୂପ ଜୀବନସାଥୀଟିଏ ମିଳିବ। ଆପଣ ନିଜ ପାର୍ଟନରଙ୍କ ସହିତ ସୁଖରେ ଦିନ ଅତିବାହିତ କରିବେ।

କର୍କଟ ଓ ସିଂହ ରାଶି –

ଏହି ରାଶିର ଲୋକଙ୍କୁ ୨୦୨୨ ମସିହାରେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ। ଯେଉଁ ଲୋକମାନେ ପ୍ରେମ କରୁଛନ୍ତି ବା ପ୍ରେମ ବନ୍ଧନରେ ବାନ୍ଧି ହୋଇଛନ୍ତି, ସେମାନଙ୍କୁ ବିବାହ କରିବା ପାଇଁ ଏହି ସମୟ ଅନୁକୂଳ ରହିଛି। ଏହାସହିତ ଅବିବାହିତ ଲୋକ ମାନଙ୍କ ପାଇଁ ଏହି ବର୍ଷ ବିବାହର ଯୋଗ ରହିଛି ଏବଂ ବିବାହ ପ୍ରସ୍ତାବ ଆସିପାରେ।ଆପଣଙ୍କୁ ମନ ପସନ୍ଦର ସାଥୀଟିଏ ମିଳିବ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ପାଇଁ ଏହି ବର୍ଷ ବହୁତ ସୁଖମୟ ଓ ରୋମାଣ୍ଟିକ ରହିବ। ଯେଉଁ ମାନଙ୍କର ବିବାହ ହୋଇ ନାହିଁ, ସେମାନଙ୍କୁ ଖୁବ୍ ଶୀଘ୍ର ଆଶାନୁରୂପ ସାଥୀଟିଏ ମିଳିବାକୁ ଯାଉଛି। ପ୍ରେମୀ ଯୁଗଳଙ୍କୁ ଏହି ସମୟରେ ଅନେକ ସଫଳତା ପ୍ରାପ୍ତ ହେବ। ପ୍ରେମ ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ବହୁତ ଅନୁକୂଳ ରହିଛି ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ପ୍ରେମୀ ଯୁଗଳ ନିଜର ସମ୍ପର୍କକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ଘର ଲୋକଙ୍କ ଆଗରେ ପ୍ରସ୍ତାବ ରଖିବେ। ପ୍ରେମ କରୁଥିବା ଲୋକଙ୍କ ଜୀବନରେ ଭରପୁର ସଫଳତା ମିଳିବା ସହିତ ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ।

କୁମ୍ଭ ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ରୋମାଣ୍ଟିକ ରହିପାରେ। ଯଦି ଆପଣ ମନରେ ପସନ୍ଦ କରୁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପ୍ରେମ ସ୍ବୀକାର ପାଇଁ ଅନୁକୂଳ ଅଟେ।କିଛି ଲୋକଙ୍କର ପ୍ରେମ ବିବାହ ହେବାର ଯୋଗ ରହିଛି। ଆପଣଙ୍କ ପ୍ରେମ ଜୀବନରେ ସର୍ବଦା ବିଶ୍ୱାସ ଓ ନିବିଡତା ବୃଦ୍ଧି ହେବ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *