Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ଦିନ ଆଣନ୍ତୁ ଏହି ଗଛର ଚେର,ଯେତେ ଶତ୍ରୁ ଥିବେ ପାଦ ତଳେ ଆସି ପୂଜା କରିବେ,ଅଟକି ଥିବା କାମ ସବୁ ସଙ୍ଗେ ସଙ୍ଗେ ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମକର ସଂକ୍ରାନ୍ତି ଦିନ ଆଣନ୍ତୁ ଏହି ଗଛର ଚେର ଯେତେ ଶତ୍ରୁ ଥିବେ ପାଦ ତଳେ ପୂଜା କରିବେ ଅଟକି ଥିବା କାମ ସବୁ ସଙ୍ଗେ ସଙ୍ଗେ ହୋଇଯିବ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଏହି ମକର ସଂକ୍ରାନ୍ତିକୁ ସବୁ ଲୋକ ଧୁମଧାମରେ ପାଳନ କରନ୍ତି। କାହିଁକିନା ଏହି ମକର ସଂକ୍ରାନ୍ତିର ଗୋଟିଏ ମହତ୍ୱ ଅଲଗା। ଏହି ମକର ସଂକ୍ରାନ୍ତି ଦିନ ଅଧିକାଂଶ ମନ୍ତ୍ର ତନ୍ତ୍ର ଯନ୍ତ୍ରର କାର୍ଯ୍ୟ ମଧ୍ୟ କରାଯାଇଥାଏ। ଏହି ଦିନ ଯାହା ମଧ୍ୟ ତନ୍ତ୍ର ପ୍ରୟୋଗ କରାଯାଏ ତାହା ସଠିକ ଭାବରେ କାର୍ଯ୍ୟ କରିଥାଏ। ତେଣୁ ଅଧିକାଂଶ ତାନ୍ତ୍ରିକ ମାନେ ଏହି ଦିନ ହିଁ ଯାହା କିଛି ତନ୍ତ୍ର ପ୍ରୟୋଗ କରିଥାନ୍ତି। ଏହି ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ସିଏ ସ୍ତ୍ରୀ ହୁଅନ୍ତୁ କି ପୁରୁଷ ହୁଅନ୍ତୁ ସେମାନଙ୍କର ଶତ୍ରୁ କୌଣସି ନାଁ କୌଣସି ଜାଗାରେ ନିଶ୍ଚୟ ଥିବେ।

ଏହି ଶତ୍ରୁ ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରକାରର ପ୍ରୟୋଗ ମଧ୍ୟ କରିଥାଉ। କିନ୍ତୁ କୌଣସି ପ୍ରୟୋଗ ଆମ ପାଇଁ ସେତିକି କାମ କରିନଥାଏ। ଯଦି ଆପଣମାନେ ଏହି ସଂକ୍ରାନ୍ତି ଦିନ ସେହି କାର୍ଯ୍ୟଟି କରିବେ ତାହେଲେ ଆପଣ ମାନଙ୍କ ଶତ୍ରୁ ଆପଣଙ୍କ ପାଦ ତଳକୁ ଆସିବେ। ଆପଣଙ୍କ ଶତ୍ରୁ ଆପଣଙ୍କୁ ଦେଖିବା ମାତ୍ରେ ହିଁ ମୁଣ୍ଡ ନୁଆଁଇ ଦେବେ। ଆପଣଙ୍କର ସବୁ କଥା ସେମାନେ ମାନିବେ। ତା ସହିତ ଏମିତି ଅନେକ ଲୋକ ଅଛନ୍ତି ସିଏ ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ।

କୌଣସି ନାଁ କୌଣସି କାର୍ଯ୍ୟ କରିବା ପାଇଁ ସେମାନେ ଚେଷ୍ଟା କରନ୍ତି କିନ୍ତୁ ସବୁ କାର୍ଯ୍ୟରେ ସେମାନେ ବିଫଳ ହୁଅନ୍ତି କିମ୍ବା ଅନ୍ୟ କୌଣସି ଲୋକ ତାଙ୍କର କାମ କରିବା ପାଇଁ କଥା ଦିଅନ୍ତି କିନ୍ତୁ ସେହି କଥା ସେମାନେ ରଖନ୍ତି ନାହିଁ। ଆପଣଙ୍କ କାମ ଅଧାରେ ହିଁ ବନ୍ଦ ହୋଇଯାଇଥାଏ। ଆପଣଙ୍କ ସେହି କାମଟି ପୁରା ହେବା ପାଇଁ ଆପଣ ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି କିନ୍ତୁ ସବୁ ଚେଷ୍ଟା ଆପଣଙ୍କର ବିଫଳ ହେଉଥାଏ ତ ତାହେଲେ ମଧ୍ୟ ଏହି ଉପାୟ ନିଶ୍ଚୟ କରନ୍ତୁ। ଆସନ୍ତୁ ଜାଣିବା ସେହି ଉପାୟଟି କଣ।

ଏବେ ଆସନ୍ତୁ ଜାଣିବା ଶତ୍ରୁଙ୍କୁ କିପରି ଆପଣ ପାଦ ତଳେ ରଖିପାରିବେ ବା ବସିକରଣ କରିପାରିବେ ତା ସହିତ ଆପଣ ମାନଙ୍କର କାମ ଯଦି ହୋଇ ପାରୁନଥିବ ତାହେଲେ ଆପଣ ମାନଙ୍କର ସେହି କାମ କେମିତି ହେବ ସେହି ବିଷୟରେ। ସମସ୍ତେ ଜାଣିଛନ୍ତି ତୁଳସୀ ଗଛ ବିଷୟରେ। ତୁଳସୀ ଗଛ ୨ ପ୍ରକାରର ହୋଇଥାଏ। କଳା ରଙ୍ଗର ଏବଂ ଆଉ ଗୋଟେ ହେଉଛି ସବୁଜ ରଙ୍ଗର କିନ୍ତୁ ଆପଣଙ୍କୁ କଳା ରଙ୍ଗର ତୁଳସୀ ଏହି ପ୍ରୟୋଗ ପାଇଁ ଦରକାର ପଡିବ।

ଏହି ମକର ସଂକ୍ରାନ୍ତି ଦିନ କଳା ରଙ୍ଗର ତୁଳସୀ ଗଛର ଚେରକୁ ବ୍ରହ୍ମ ମୁହୂର୍ତ୍ତ ସମୟରେ ଉପାଡି କି ଆଣିବେ। ଆଣିବା ପୂର୍ବରୁ କିଛି ପାଣି ଧୂପ ଦୀପ ନୈବେଦ୍ୟ ଇତ୍ୟାଦି ନେଇଥିବେ। ଆଉ ବୃକ୍ଷକୁ ପୂଜା କରି ନିମନ୍ତ୍ରଣ କରି ଖଣ୍ଡିଏ ଚେର ଆଣିବେ। ଆପଣଙ୍କର ଯେଉଁ କାମ ହେଉନଥିବ ଠିକ ସେହି ସମୟରେ ସେହି ଚେରକୁ ନେଇକି ଯିବେ ତାହେଲେ ଦେଖିବେ ସେହି କାମ ଭଲରେ ଏବଂ ସହଜରେ ହୋଇଯିବ।

ଯଦି ଆପଣଙ୍କର ଶତ୍ରୁ ବହୁତ ଅଛନ୍ତି ତାହେଲେ ଗୋଟେ ରୁପା ତାବିଜିରେ ସେହି ଚେରକୁ ଭର୍ତି କରି ନିଜ ହାତରେ ବାନ୍ଧିବେ ଦେଖିବେ ଆପଣଙ୍କ ଶତ୍ରୁ ଆପଣଙ୍କୁ ଦେଖିବା ମାତ୍ରେ କି ଆପଣଙ୍କ ଥରେ ମିତ୍ରତାର ହାତ ବଢ଼େଇବେ। ସେମାନେ ଆଉ ଆପଣଙ୍କ ସହିତ କେବେବି କଳି ଝଗଡା କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *