Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨୮,୨୯,୩୦,୩୧ ତାରିଖରେ ଚମକିବାକୁ ଯାଉଛି ଏହି ୬ ଗୋଟି ରାଶିର ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା କାରଣରୁ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଏହାଦ୍ଵାରା ଆମେ ଜୀବନରେ ସୁଖ ଓ ଦୁଃଖ ଭୋଗ କରିଥାଉ। ଜାନୁଆରୀ ମାସର ୨୮, ୨୯, ୩୦ ଓ ୩୧ ତାରିଖ ଦିନ କିଛି ରାଶିର ଲୋକମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ୪ ଦିନ ମଧ୍ୟରେ ଏହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ୪ ଦିନ ଆପଣ ମାନଙ୍କ ପାଇଁ ବହୁତ ଭଲରେ ଅତିବାହିତ ହେବ। ଆପଣଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ଯଦି ବର୍ତ୍ତମାନ ସମୟରେ ଆପଣ କାହାକୁ ପ୍ରେମ କରୁଛନ୍ତି, ତାହେଲେ ଏହି ୪ ଦିନ ମଧ୍ୟରେ ପ୍ରେମ ସ୍ବୀକାର କରନ୍ତୁ। ଏହି ସମୟ ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିଛି। ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ସହିତ ଧନଲାଭ ମଧ୍ୟ ହେବ। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସଠିକ ଭାବରେ ସମ୍ପନ୍ନ ହେବ। ଘରର ଆର୍ଥିକ ସ୍ଥିତି ସୁଦୃଢ ହେବ। ଆପଣ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ଏହି ଚାରିଦିନ ମଧ୍ୟରେ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ ଆପଣଙ୍କ ବ୍ୟାପାରରେ ବୃଦ୍ଧି ହେବା ସହିତ ଆୟ ବଢିବ। ବ୍ୟବସାୟିକ ମାମଲାକୁ ନେଇ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କର ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ।

ଯଦି ଆପଣ ନୂଆ ଗାଡି ବା ଜମି କିଣିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ।ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ। ପରିବାର ଲୋକଙ୍କ ସହିତ ଆପଣଙ୍କ ସମ୍ବନ୍ଧ ସୁଦୃଢ ହେବ। ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତି କରିବେ। ପରିବାର ଲୋକେ ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।

ବନ୍ଧୁଗଣ ଆମେ ଯେଉଁ ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଆଲୋଚନା କରୁଛୁ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, ତୁଳା ରାଶି, ସିଂହ ରାଶି, ବିଚ୍ଛା ରାଶି, କୁମ୍ଭ ରାଶି ଓ କନ୍ୟା ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *