Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଏହି ୩ଟି ଫୋଟୋ ଲଗାଇଲେ ଆସିଥାଏ ଭୟଙ୍କର ଗରିବୀ,ଏହି ୨ଟି ଫୋଟ ଲଗାଇବା ଶୁଭ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଏହି ୩ ଟି ଫୋଟ ଲଗେଇଲେ ଆସିଥାଏ ଭୟଙ୍କର ଗରିବ। ଏହି ୨ ଟି ଫୋଟ ଲଗାଇବା ଶୁଭ।

ବନ୍ଧୁଗଣ ଏହାକୁ ତ ଆମେ ସମସ୍ତେ ମାନିଥାନ୍ତି ଆମର ଚାରି ପାଖରେ ଯେତିକି ସକାରାତ୍ମକ ଉର୍ଜା ଥାଏ ସେତିକି ହିଁ ଆମର ମନ ଶାନ୍ତ ରହିଥାଏ ଓ ଆମର କାମରେ ସଫଳତା ମିଳିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯେମିତି ଆପଣଙ୍କ ଜୀବନରେ କିଛି ବସ୍ତୁର ପ୍ରଭାବ ପଡିଥାଏ। ଆମ ଘରେ ଭିନ୍ନ ଭିନ୍ନ ଚିତ୍ର ତଥା ଫୋଟ ଲଗାଯାଇଥାଏ କିନ୍ତୁ ଆମେ ସେସବୁର ମହତ୍ୱ ଜାଣିନଥାଉ। ଯାହାର ଖରାପ ପ୍ରଭାବ ଆମକୁ ବେଳେ ବେଳେ ଭୋଗିବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଯେଉଁ ବସ୍ତୁକୁ ଆମ ସାମ୍ନାରେ ଦେଖିଥାଉ ସେହି ବସ୍ତୁ ହିଁ ଆମ ଉପରେ ଅଧିକ ପ୍ରଭାବ ପକାଇଥାଏ।

ଏଥିପାଇଁ ଘର ଭିତରେ ଥିବା ବସ୍ତୁକୁ ଚିହ୍ନିବା ଉଚିତ। ଏକଥା ଭଗବାନ ଶ୍ରୀକୃଷ୍ଣ ଦ୍ଵାରିକା ନଗରୀ ତାଙ୍କର ମିତ୍ର ପ୍ରଦାରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଘରେ କେଉଁ ଫୋଟ ଲଗେଇବା ଉଚିତ ଏବଂ କଣ ଲଗେଇବା ଉଚିତ ନୁହେଁ। ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ପ୍ରତ୍ୟକ ଫୋଟର ପ୍ରଭାବ ଏବଂ ମହତ୍ୱ କହିଥିଲେ। କିଛି ଏମତି କଥା କହିଥିଲେ ଯାହା ବିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି। ତ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଏମିତି କଣ ଫୋଟ ଅଛି ଯାହାକୁ ଘରେ ଲଗାଇବା ଉଚିତ ଏବଂ କେଉଁ ଫୋଟକୁ ଘରେ ଲଗାଇବା ଅନୁଚିତ।

ପ୍ରଥମ ଫୋଟ। ଆପଣଙ୍କ ବ୍ୟାପାରରେ ବାରମ୍ବାର କ୍ଷତି ହେଉଛି ଆପଣଙ୍କୁ ସଫଳତା ମିଳୁନାହିଁ ତ ଆପଣ ଆପଣଙ୍କର ଅଫିସରେ କିମ୍ବା ଦୁକାନରେ ଆପଣ ଯେଉଁଠି କାମ କରୁଛନ୍ତି ସେହି ଜାଗାର ପୂର୍ବ ଦିଗରେ ଦୌଡୁଥିବା ଧଳା ଘୋଡାର ଫୋଟ ଲଗାନ୍ତୁ। ଏହି ଘୋଡା ସବୁବେଳେ ଆପଣଙ୍କୁ ଆଗକୁ ବଢିବାର ଶକ୍ତି ପ୍ରଦାନ କରିଥାଏ। କାରଣ ଏହି ଘୋଡା ଇନ୍ଦ୍ରିୟକୁ ଦର୍ଶାଇ ଥାଏ।

ଦ୍ୱିତୀୟ ଫୋଟ। ଗର୍ଭବତୀ ମହିଳା ମାନଙ୍କ ପାଇଁ ସୁନ୍ଦର ବିଚାର ଭଲ ବାତାବରଣ ମନ ପ୍ରସନ୍ନ ରହିବା ଅତି ଆବଶ୍ୟକ ହୋଇଥାଏ। ତେଣୁ ସେମାନଙ୍କ ରୁମରେ ମା ଜୋସଦାଙ୍କ ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଫୋଟ କିମ୍ବା ଲହୁଣୀ ଖାଉଥିବା ବାଳ କୃଷ୍ଣଙ୍କର ଫୋଟ ଲଗେଇବା ଉଚିତ। କାରଣ ଏହା ମାତା ଏବଂ ଶିଶୁ ଦୁହିଁଙ୍କ ପାଇଁ ଲାଭଦାୟକ ଅଟେ।

ତୃତୀୟ ଫୋଟ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପରିବାର ଗୋଟିଏ ଆଦର୍ଶ ପରିବାର ବନୁ ତ ଆପଣ ଆପଣଙ୍କର ଘରର ଡ୍ରଇଂ ରୁମରେ ରାମ ସୀତାଙ୍କର ରାଜଦରବାରର ଫୋଟକୁ ଲଗାନ୍ତୁ।

ଚତୁର୍ଥ ଫୋଟ। ଯଦି ଆପଣ ଧନ ବଢେଇବା ପାଇଁ ଚାହୁଁଛନ୍ତି ଆଉ ଚାହୁଁଛନ୍ତି କି ଧନ କେବେବି ଆପଣଙ୍କ ଘରୁ ସରି ନଯାଉ ତ ଆପଣ ନିଜ ଘରେ ଭଗବାନ ଧର୍ମେନ୍ଦ୍ରଙ୍କ ଫୋଟ ଅବଶ୍ୟ ଲଗାନ୍ତୁ। ଏହି ଫୋଟ ଲଗାଇବା ଦ୍ୱାରା ଆପଣଙ୍କ ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ତା ସହିତ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହେବ।

ପଞ୍ଚମ ଫୋଟ। ଯଦି ଆପଣଙ୍କ ମନ କୌଣସି କାମରେ ଲାଗୁନାହିଁ। ସବୁବେଳେ ଆପଣଙ୍କ ମନ ବିଚଳିତ ରହୁଛି ତ ଆପଣ ରୁଷେଇ ଘରେ ହସୁଥିବା କିମ୍ବା ଝୁଲୁଥିବା ଫୋଟର ଚିତ୍ର ଲଗାନ୍ତୁ। ଅଥବା ଆପଣ ସୁଗନ୍ଧିତ ଫୁଲ ମଧ୍ୟ ରଖିପାରିବେ। ଏହା ଦ୍ବାରା ଆପଣଙ୍କ ମନ ଫୁଲ ପରି ମହକିତ ରହିବ।

ଷଷ୍ଠ ଫୋଟ। ନୂଆ ବିବାହିତା ଦମ୍ଫତ୍ତିଙ୍କ ରୁମରେ ରାଧାକୃଷ୍ଣଙ୍କର ଫୋଟ ଲଗେଇବା ଉଚିତ। ଏହା କରିବା ଶୁଭ ବୋଲି ମାନାଯାଇଥାଏ। ଦୁଇ ଜଣଙ୍କ ଭିତରେ ପ୍ରେମ ସ୍ନେହ ଭରିଯାଏ। ରାଧାକୃଷ୍ଣଙ୍କ ପ୍ରେମ ପରି ଏମାନଙ୍କ ପ୍ରେମ ଅମର ରହିଥାଏ।

ସପ୍ତମ ଫୋଟ। ମା ସ୍ୱରସ୍ୱତୀ ବୃଦ୍ଧି କୌଶଳ ବିଦ୍ୟା ଆତ୍ମବିଶ୍ୱାସର ଦେବୀ ଅଟନ୍ତି। ଏହି ଫୋଟକୁ ପିଲାମାନଙ୍କର ପାଠ ପଢ଼ୁଥିବା ରୁମରେ ଟେବୁଲ ଉପରେ ରଖନ୍ତୁ। ଏହା ଦ୍ବାରା ମା ସ୍ୱରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏମାନଙ୍କ ମନବି ଅନ୍ୟ କୌଣସି ଆଡ଼କୁ ଯାଏନାହିଁ।

ଏବେ ଆସନ୍ତୁ ଜାଣିବା କେଉଁ ଫୋଟକୁ ଘରେ ଲଗେଇବା ଉଚିତ ନୁହେଁ।

ପ୍ରଥମ ଫୋଟ। ଆମେ ସମସ୍ତେ ଜାଣିଛୁ ଯେ ମହାଭାରତ ଗ୍ରନ୍ଥ ଘରେ ରଖାଯାଇନଥାଏ କି ପଢ଼ା ଯାଇନଥାଏ। ଏଥିପାଇଁ ମହାଭାରତ ସହିତ କୌଣସି ବି ଫୋଟକୁ ଘରେ କେବେବି ଲଗାନ୍ତୁ ନାହିଁ। ଏହା ଘରର ଶାନ୍ତ ବାତାବରଣ ପାଇଁ ଉଚିତ ହୋଇନଥାଏ। ଆଉ ଘରେ କୌଣସି ଯୁଦ୍ଧର ଫୋଟ ମଧ୍ୟ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଘରର ଶାନ୍ତି ଭଙ୍ଗ ହୋଇଥାଏ ଏବଂ ଖରାପ ବିଚାର ଆସିଥାଏ।

ଦ୍ୱିତୀୟ ଫୋଟ। ବହୁଥିବା ପାଣି କିମ୍ବା ନଦୀ ଝରଣାର ଫୋଟ ଘରେ ଲଗାଇବା ଉଚିତ ନୁହେଁ। ଏହା ଦ୍ୱାରା ଆପଣଙ୍କ ଧନ ମଧ୍ୟ ଜଳ ପରି ବହି ଯାଇଥାଏ

ତୃତୀୟ ଫୋଟ। ଘରେ କୌଣସି କାନ୍ଦୁଥିବା ବ୍ୟକ୍ତି ଶିଶୁ ମହିଳାର ଫୋଟ ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଘରର ବାତାବରଣ ନଷ୍ଟ ହୋଇ ଅଶାନ୍ତି ଦୁଃଖ ଉତ୍ପନ ହୋଇଥାଏ। ଘରେ ସବୁବେଳେ ହସୁଥିବା ମନୁଷ୍ୟର ଫୋଟ ଲଗାଇବା ଉଚିତ।

ଚତୁର୍ଥ ଫୋଟ। ସବୁଠୁ ମହତ୍ୱପୂର୍ଣ୍ଣ ଫୋଟ ମା ଲକ୍ଷ୍ମୀଙ୍କର ଫୋଟ ଲଗାନ୍ତୁ। କିନ୍ତୁ ଭୁଲରେ ବି ମଧ୍ୟ ମା ଲକ୍ଷ୍ମୀ ଠିଆ ହେବାର ଫୋଟ ଲଗାଇବେ ନାହିଁ। ସବୁବେଳେ ପଦ୍ମ ଫୁଲ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟ ଲଗାନ୍ତୁ। ଏହା ଦ୍ବାରା ସବୁବେଳେ ଧନ ବୈଭବ ଆପଣଙ୍କ ଘରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *