Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଥିଲେ, ସକାଳୁ ଉଠି ଏହି ମନ୍ତ୍ରକୁ ୩ଥର ଜପ କରନ୍ତୁ। ଜାଣନ୍ତୁ କଣ ସେହି ମନ୍ତ୍ର ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରକୃତି ନିଜର ରୂପ ବଦଳାଇବା ସହିତ ମଣିଷର ଆଖପାଖରେ ଘଟୁଥିବା ଘଟଣା ମଧ୍ୟ ପରିବର୍ତ୍ତନ ହେଉଥାଏ।ଯେପରି ଘରେ ଅଶାନ୍ତି ଲାଗି ରହିବା, କାର୍ଯ୍ୟରେ ବାଧାବି-ଘ୍ନ ଆସିବା, କିଛି ପରିସ୍ଥିତିରେ ଆପଣଙ୍କୁ ଘରେ ରହିବାକୁ ଇଚ୍ଛା ନହେବା, ଆପଣଙ୍କ ମନ ସର୍ବଦା ଅଶାନ୍ତ ରହିବା ଆଦି ଅନେକ ସମସ୍ୟା ଜୀବନରେ ରହିଥାଏ। ଆଜି ଆମେ ଆପଣଙ୍କୁ କିଛି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ନିଶ୍ଚିତ ଭାବରେ ଭଗବାନ ଶିବଙ୍କୁ ଆରାଧନା କରୁଥିବେ। ଯେଉଁମାନେ ଭଗବାନ ଶିବଙ୍କୁ ସଚ୍ଚୋଟ ମନରେ ପୂଜାର୍ଚ୍ଚନା କରନ୍ତି ଓ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତି, ସେମାନଙ୍କ ଉପରେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି। ତେଣୁ ପ୍ରତ୍ୟେକଦିନ ସକାଳୁ ଉଠି ଦୁଇ ହାତ ଯୋଡ଼ି ” କରଗ୍ରେ ବସତେ ଲକ୍ଷ୍ମୀ।। କରମଧ୍ୟେ ସରସ୍ଵତୀ।। କର ମୂଳେତୁ ଗୋବିନ୍ଦ।। ପ୍ରଭାତେ କରଦର୍ଶନମ୍।। ଏହି ମ-ନ୍ତ୍ର ଜପ କରନ୍ତୁ। ଦେଖିବେ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

କହିବାକୁ ଗଲେ ଏହି ମ-ନ୍ତ୍ରକୁ ଆପଣ ସ୍ନାନ ସରିବା ପରେ ଜପ କରିବାର କିଛି ଆବଶ୍ୟକତା ନାହିଁ। ଏହି ମ-ନ୍ତ୍ରକୁ ଆପଣ ସକାଳୁ ଉଠି ଜପ କରି ପାରିବେ। ସ୍ତ୍ରୀ ଲୋକ ମାନେ ଏହି ମନ୍ତ୍ର ଜପ କଲେ, ସେମାନଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ। ବ୍ୟାପାର କରୁଥିବା ଲୋକେ ଏହି ମନ୍ତ୍ରକୁ ସକାଳୁ ଉଠି ଜପ କଲେ, ସେମାନଙ୍କୁ ବ୍ୟବସାୟରେ ଅଧିକ ଲାଭ ମିଳିଥାଏ। ଏହି ମନ୍ତ୍ରକୁ ଜପା କଲେ ଆପଣଙ୍କ କୁଣ୍ଡଳୀରେ ଥିବା ସମସ୍ତ ଦୋ-ଷ ଦୂର ହୋଇଯିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *