Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁଠି ବି ଦେଖନ୍ତୁ ଏହି ଫେଣା,ତୁରନ୍ତ ଭାଙ୍ଗି ଆଣନ୍ତୁ ! ସାରା ଦୁନିଆ ଆପଣଙ୍କ ଇସାରାରେ ନାଚିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଯେଉଁଠି ବି ଦେଖନ୍ତି ଏହି ଫେଣା ତୁରନ୍ତ ଭାଙ୍ଗି ଆଣନ୍ତୁ। ସାରା ଦୁନିଆ ଆପଣଙ୍କ ଇସାରାରେ ନାଚିବ।

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ମହୁ ସାହାର୍ଯ୍ୟରେ ଅନେକ ତ-ନ୍ତ୍ର ଯୁକ୍ତ କ୍ରିୟା କରାଯାଏ। ଏହା ଜାଣିନଥିବେ ମହୁ ଫେଣା ସାହାର୍ଯ୍ୟରେ କାହିଁ କେତେ ଗୁଣା ତନ୍ତ୍ର ଯୁକ୍ତ ପ୍ରୟୋଗ କରାଯାଏ ଯାହାକି ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ। ଏହି ମହୁ ଫେଣାରେ ଭ୍ରାମରି ମାଙ୍କ ବାସସ୍ଥାନ ହେତୁ ଏହା ଏକ ଦୈବୀକ ଅନୁଷ୍ଠାନ ସ୍ୱରୂପ। ଏହି ଫେଣା ମାଧ୍ୟମରେ ଆପଣ କାହାକୁ ପ୍ରେମ ପ୍ରଣୟ ଉଦେଶ୍ୟରେ ରଖିକରି ତୀବ୍ର ସମୂହନ ବସିକରଣ କରିପାରିବେ।

କୌଣସି ଅପୂର୍ଣ୍ଣ ମାନସିକତା ପରିପୂର୍ଣ୍ଣ କରିପାରନ୍ତି। ଆପଣଙ୍କ ଗୃହରେ ଯଦି କେହି ଶ-ତ୍ରୁ ତ-ନ୍ତ୍ର ମ-ନ୍ତ୍ର ଗୁଣି ଗାରିଡି ପ୍ରୟୋଗ କରିକି ଆପଣଙ୍କ ଗୃହରେ ଅଶାନ୍ତି ଭରୁଛି ତେବେ ତାହା ମଧ୍ୟ ଏହି ମହୁ ଫେଣା ମାଧ୍ୟମରେ ଠିକ କରାଯାଇ ପାରିବ। ଯଦି କୌଣସି ଶ-ତ୍ରୁ ଆପଣଙ୍କ ଜୀବନରେ ହଇ-ରାଣ କରି ଚାଲିଛି ଆପଣଙ୍କୁ ବାରମ୍ବାର କଷ୍ଟ ଦେଇ ଚାଲିଛି ତେବେ ତା ଠାରୁ ମଧ୍ୟ ଆପଣଙ୍କୁ ଏହି ପ୍ରୟୋଗ ଦ୍ୱାରା ମୁକ୍ତି ମିଳି ପାରିବ ଏବଂ ଆପଣଙ୍କ ବ୍ୟବସାୟ ସ୍ଥଳୀ ହେଉ ଚାକିରୀରେ ଉନ୍ନତି ହେଉ ଚାକିରୀ ପ୍ରାପ୍ତ ହେଉ ଧନ ଜନିତ ହେଉ ଯେକୌଣସି ସମସ୍ୟାକୁ ଏହି ମହୁ ଫେଣା ମାଧ୍ୟମରେ ଅତ୍ୟନ୍ତ ସହଜରେ ସମାଧାନ କରିହେବ।

ତେବେ ବନ୍ଧୁଗଣ ଏହି ମହୁଫେଣା ସାହାର୍ଯ୍ୟରେ କିପରି ଅତ୍ୟନ୍ତ ସହଜରେ ତ-ନ୍ତ୍ର ଯୁକ୍ତ ପ୍ରୟୋଗ କରିପାରିବେ ଆସନ୍ତୁ ଜାଣିବା। ଯଦି ଆପଣଙ୍କ ମନରେ ବହୁତ ଦିନ ଧରି ଅପୂର୍ଣ୍ଣ ମାନସିକତା ରହିଛି ଆଉ ଆପଣଙ୍କ ମାନସିକତା ପୂର୍ଣ୍ଣ ହେଉନାହିଁ। ତେବେ କୌଣସି ଶନିବାର ଦିନ ଗୋଟିଏ କୋମଳ ଅସ୍ତ ଗଛର ପତ୍ରକୁ ସଂଗ୍ରହ କରି ଆଣିବେ ଏବଂ ସେଥିରେ ମହୁଫେଣାରେ ବିଦ୍ୟମାନ ଥିବା ଏକ ସ୍ୱତନ୍ତ୍ର ଅଠା ବା କେହି କେହି ତାକୁ ମୋମ ବୋଲି କୁହନ୍ତି।

ସେହି ମୋମରେ ଆପଣ ସିନ୍ଦୁର ଭରି କରି ଯେଉଁ କାଳୀ ପ୍ରସ୍ତୁତ କଲେ ସେହି କାଳୀରେ ଆପଣଙ୍କର ଇଛାଟିକୁ ଲେଖନ୍ତୁ। ଏବଂ ସେହି ପତ୍ରଟିକୁ କୌଣସି ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଆପଣ ଏହି କ୍ରିୟାଟିକୁ ଲଗାତାର ୩ ଟି ଶନିବାର କରନ୍ତୁ। ଯେତେ ବଡ଼ ମାନସିକତା ହୋଇଥାଉ ଏହାରି ମାଧ୍ୟମରେ ପରିପୂର୍ଣ୍ଣ ହୁଏ।

ଯଦି ଆପଣଙ୍କ ଜୀବନରେ କାହାକୁ ଭଲ ପାଉଛନ୍ତି ଏବଂ ଶହେ ଚେଷ୍ଟା କଲେ ମଧ୍ୟ ସେ ଆପଣଙ୍କ ଜୀବନକୁ ଆସୁନାହିଁ। ତେବେ ଏକ ସମୁହୁନ ବସିକରଣ କ୍ରିୟା ଏହି ମହୁଫେଣା ମାଧମରେ ଜଣେଇବୁ। ଆପଣ ଏହି କ୍ରିୟାଟିକୁ ପ୍ରୟୋଗ କରି ଉପରସ୍ଥ ଅଧିକାରୀଙ୍କୁ ମଧ୍ୟ ବସିକରଣ କରି ପାରିବେ। ଯେକୌଣସି ଉଦେଶ୍ୟ ରଖିକରି ଆପଣ ସେହି ଜିନିଷକୁ ବସିଭୂତ କରିପାରିବେ। ସେଥିପାଇଁ କଣ କରିବେ ନାଁ ଏହି ମହୁଫେଣାରେ ଥିବା ଅଠା ବା ମୋମ ପ୍ରସ୍ତୁତ କରନ୍ତୁ। କୌଣସି
ଏକ ପାତ୍ରରେ ରଖି ଆପଣ କ୍ଲିଙ୍ଗ ବୀଜ ମ-ନ୍ତ୍ରକୁ ଅଧଘଣ୍ଟା ପାଇଁ ମାଂସ ଉଚାରଣ କରନ୍ତୁ।

ଆପଣଙ୍କର ଯେଉଁ ମଧ୍ୟମା ଆଙ୍ଗୁଠି ଅଛି ସେହି ଆଙ୍ଗୁଠି ସାହାର୍ଯ୍ୟରେ ଟିକେ ମୋମ ରଖିଦିଅନ୍ତୁ। ବସିକରଣ କରିବା ପାଇଁ ଯେଉଁ ଚାହୁଁଛନ୍ତି ତାଙ୍କର ସେହି ଦୁଇ ଭୃକୁଟିର ମଧ୍ୟମା ସ୍ଥାନରେ ସେଠାରେ ଗୋଟିଏ ଟିପା ଲଗାନ୍ତୁ ଏବଂ ସେହି ଟିପାଟିକୁ ଆପଣ ପୁନଃରାୟ ନିଜର ଦୁଇ ଭୃକୁଟିର ମଧ୍ୟମା ସ୍ଥାନରେ ଲଗେଇ ଦିଅନ୍ତୁ ଏବଂ ଏହି କ୍ରିୟା କରିବା ସମୟରେ ମଧ୍ୟ ଏହି ବୀଜ ମନ୍ତ୍ରର କ୍ଲିଙ୍ଗର ଜପ ଉଚାରଣ କରୁଥିବେ। ଏହି ମହୁଫେଣାର ତା-ନ୍ତ୍ରିକ କ୍ରିୟାରେ ତତ୍କାଳ ଜଣେ ବ୍ୟକ୍ତି ବଶୀଭୂତ ହୋଇଥାଏ ଏବଂ ଆପଣଙ୍କର ସମସ୍ତ ଉଦେଶ୍ୟ ସାଧିତ ହୋଇଥାଏ।

ଯଦି ଆପଣଙ୍କର ଶତ୍ରୁ ଅଛନ୍ତି ଆପଣଙ୍କୁ ତିଳ ତିଳ ହଇରାଣ କରୁଛନ୍ତି ତେବେ ଆପଣ ଯେକୌଣସି ଶନିବାର ମହୁଫେଣାରେ ଲୁ-ଚିଥିବା ମୋମ ବା ଅଠାଳିଆ ଧଳା ପଦାର୍ଥକୁ ସଂଗ୍ରହ କରିବେ। ଏଥିରେ କିଛି କଳା ହଳଦି ପାଉଡର ମିଶେଇକି ତାକୁ ଚକଟି କରି କାଳୀ ପ୍ରସ୍ତୁତ କରିବେ। ଏହି କାଳୀରେ ଆପଣଙ୍କର ଯେକୌଣସି ଗୋଟିଏ ଅସ୍ତ ଗଛର ଚେର ଉପରେ ଆପଣ ନିଜର ଆଙ୍ଗୁଳି ସାହାର୍ଯ୍ୟରେ ଏହାକୁ ଲେଖିବେ ତାହା ହେଉଛି ଓଁ ହିଲିଂ ଶ-ତ୍ରୁନାସାୟ ନମଃ ଶ-ତ୍ରୁର ନାମ କ୍ଲିଙ୍ଗ ଫଟ। ଏହି ପରି ଭାବରେ ଆପଣ ଅସ୍ତ ଗଛର ଚେରରେ ହେଉ କିମ୍ବା ତାର ମୂଳ ଭାଗରେ ହେଉ ଏହି କାଳୀ ସାହାର୍ଯ୍ୟରେ ଲେଖିବେ। ଦେଖିବେ ସେହି ବ୍ୟକ୍ତିଟି ଆପଣଙ୍କ ରାସ୍ତାରୁ ହଟି ଯିବେ।

ଯଦି ଆପଣଙ୍କ ଗୃହରେ ବାସ୍ତୁଦୋଷ ଚାଲିଛି ଅବା କେହି ଶ-ତ୍ରୁ ଆପଣଙ୍କ ଗୃହକୁ ତନ୍ତ୍ର ମନ୍ତ୍ର ପେଶଣ କରିକି ବାରମ୍ବାର ଅଶାନ୍ତି କ-ଳହ ଉତ୍ପନ କରୁଛି। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ମେଳ ରହୁନାହିଁ ତେବେ ଏହି ମହୁଫେଣାଟିକୁ ସଂଗ୍ରହ କରିବେ। ଯେକୌଣସି ଶନିବାର ଦିନ ଗୃହର ମଧ୍ୟ ସ୍ଥଳରେ ଆପଣ ଏହାକୁ ପୋତି ଦେବେ। ଯଦି ପୋତିବା ପାଇଁ ବ୍ୟବସ୍ଥା ନଥାଏ ତାହେଲେ ଗୋଟେ ମାଟି କୁଣ୍ଡରେ କିଛି ମାଟି ପୁରେଇ ତାରି ଭିତରେ ଏହାକୁ ରଖିଦେବେ ଏବଂ ଏହାକୁ ଗୃହର ମଧ୍ୟମା ସ୍ଥଳରେ ରଖିବେ।

ମହୁଫେଣାକୁ ଚକଟି କରି ସେଥିରେ କପା ତୁଳା ମିଶେଇ ଗୋଟେ ବଳିତା ପ୍ରସ୍ତୁତ କରିବେ ଏବଂ ଏହି ବଳିତାକୁ ଗୋଟେ ଦୀପ ସହାୟତାରେ ଏହାକୁ ପ୍ରଜ୍ଵ-ଳନ କରିବେ। ଘରର ମୁଖ୍ୟ ଦ୍ୱାର ପାଖରେ ଏହାକୁ ଜ-ଳାଇ ଦିଅନ୍ତୁ। ଏହିପରି ୩ଟି ଶନିବାର ଏମିତି କରନ୍ତୁ। ଗୃହରେ ସମସ୍ତ ତନ୍ତ୍ର ମନ୍ତ୍ର କଟିଯିବ। ହଇରାଣ କରିବାକୁ ଚାହୁଁଥିବା ଶ-ତ୍ରୁ ଉଚିତ ଫଳ ଆପଣା ଛାଏଁ ପାଇଯିବ।

ଯେଉଁମାନେ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟଙ୍କା ପଇସାକୁ ନେଇ ଗମ୍ଭୀର ଚିନ୍ତାରେ ସବୁବେଳେ ରହୁଛନ୍ତି। ସେମାନେ ଏହି ମହୁଫେଣାରେ ଥିବା ଏହି ମୋମ ବା ଅଠାଳିଆ ଧଳା ପଦାର୍ଥକୁ ଏକ ଲାଲ କପଡ଼ାରେ ଭର୍ତି କରିକି ଧନ ବାକ୍ସରେ ରଖିଦିଅନ୍ତୁ। ଏବଂ ଏହି ଅଠାଳିଆ ପଦାର୍ଥକୁ ଆପଣ ସୁନା ଉପରେ ଲଗାଇ ଦିଅନ୍ତୁ କିମ୍ବା ନଟ ଉପରେ ଲଗାଇ ଦିଅନ୍ତୁ। ଦେଖିବେ ତାହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *