Excuse Me Odisha

ଯାହା କହିବୁ ସତ କହିବୁ

ଘରର ଝିଅକୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି ଗୋଟେ ଜିନିଷ ନହେଲେ ହୋଇଯିବେ ବର୍ବାଦ ! ଯଦି ଦେଇସାରିଛନ୍ତି ଶୀଘ୍ର ସୁଧାରି ଦିଅନ୍ତୁ ଏହି ଭୁଲ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଝିଅକୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି ଗୋଟେ ଜିନିଷ ନହେଲେ ହୋଇଯିବେ ବର୍ବାଦ ହୋଇଯିବ। ଯଦି ଦେଇସାରିଛନ୍ତି ଶୀଘ୍ର ସୁଧାରି ଦିଅନ୍ତୁ ଭୁଲ।

ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ହିନ୍ଦୁ ଧର୍ମରେ ଝିଅଙ୍କୁ ମା ଦୁର୍ଗା ମା ଲକ୍ଷ୍ମୀ ଏବଂ ମା ସ୍ୱରସ୍ୱତୀଙ୍କ ପ୍ରତୀକ ମନାଯାଇଥାଏ। ଝିଅମାନେ ପ୍ରତ୍ୟକ ବାପା ମାଙ୍କର ଗେଲ୍ହା ହୋଇଥାନ୍ତି। ରାଜକୁମାରୀଙ୍କ ପରି ଘରେ ରହିଥାନ୍ତି। କିନ୍ତୁ ପର ଘରର ଧନ ହୋଇଥାନ୍ତି। ତେଣୁ ପ୍ରତ୍ୟକ ମା ବାପାଙ୍କୁ କେବେ ନାଁ କେବେ ବିଦା କରିଥାନ୍ତି ଏବଂ ନିଜ କର୍ତ୍ତବ୍ୟ କରିଥାନ୍ତି। ଝିଅର ବାହାଘର କରିବା ବାପା ମାଙ୍କର ବଡ଼ ଦାୟିତ୍ୱ ହୋଇଥାଏ।

ଆଜିକାଲି ବାପା ମା ଝିଅଙ୍କୁ ବିଶେଷ ଉପହାର ଦେଇଥାନ୍ତି। ଆଜିକାଲି ବାପା ମା ଝିଅଙ୍କୁ ଗଣେଶଙ୍କର ମୂର୍ତି ଉପହାରରେ ଦେଇଦଉଛନ୍ତି ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଇଛି। ମାନେ ଯେଉଁ ଠାରେ ସେ ଥାନ୍ତି ସେଠାରେ କେବେବି କୌଣସି ବିଘ୍ନ ଆସିନଥାଏ। ଗଣେଶଙ୍କୁ ଶୁଭତାର ପ୍ରତୀକ ମାନାଯାଏ। ବାସ ଏହି ବିଶ୍ୱାସରେ ମାତା ପିତା ଗଣେଶଙ୍କର ଫୋଟ ଉପହାରରେ ଦେଇଥାନ୍ତି। ଯଦି ଆପଣ ବି ଏପରି ଗିପ୍ଟ ନିଜ ଝିଅଙ୍କୁ ଦେବାର ଭାବୁଛନ୍ତି ତେବେ ନିଜର ଭାବନା ବଦଳାଇ ଦିଅନ୍ତୁ। ଆସନ୍ତୁ ଜାଣିବା ଏପରି କଣ ପାଇଁ।

ଶାସ୍ତ୍ର ଅନୁସାରେ ଝିଅ ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଏକାଠି ରହିବା ଧନ ଆଗମନର ସଂକେତ ଅଟେ। ଏମିତିରେ ଯଦି ଆପଣ ଘରୁ ଯାଉଥିବା ଲକ୍ଷ୍ମୀଙ୍କୁ ଗଣେଶ ଭେଟରେ ଦେଇଦେବେ ତେବେ ତାର ଝିଅର ବାପା ଘରକୁ ଧନର ବହୁତ ହାନି ହୋଇଥାଏ। ସେ ଯିବା ସମୟରେ ଘରେ ଧନ ସହିତ ସୁଖ ସମୃଦ୍ଧି ବି ସାଙ୍ଗରେ ନେଇଯାଏ। ସେଥିପାଇଁ କେବେବି ଝିଅଙ୍କୁ ଭଗବାନ ଗବେଶଙ୍କର ମୂର୍ତି ବା ଫୋଟ ଉପହାରରେ ଦେବେ ନାହିଁ।

ଏମିତି ବହୁତ ଲୋକ ଅଛନ୍ତି ନିଜ ଝିଅଙ୍କୁ ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତି ଉପହାରରେ ଦେଇସାରିଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ଗରିବୀର ସାମ୍ନା କରିବାକୁ ବି ପଡୁଛି। ତେବେ ଏମିତିରେ କଣ କରିବେ। କେମିତି ଏହି ଭୁଲକୁ ଠିକ କରିବେ।

ଏମତିରେ ଆପଣ ଝିଅଙ୍କୁ ଉପହାରରେ ଦେଇଥିବା ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତିକି ଫେରାଇ ଆଣନ୍ତୁ। ଏହା ବହୁତ ଶୁଭ ରହିବ ମାନେ ଘରର ଝିଅ ଗଣେଶଙ୍କ ଫୋଟ ଉପହାରରେ ଦେବ ତେବେ ଏହା ଘରରେ ମା ଲକ୍ଷ୍ମୀ ରହିଥାନ୍ତି ଏବଂ ଯଦି ନୂଆ ମୂର୍ତି କିଣୁଛନ୍ତି ତେବେ ଗଣେଶଙ୍କର ମୂର୍ତି କିଣିବା ବେଳେ କିଛି କଥା ଉପରେ ଧ୍ୟାନ ରଖନ୍ତୁ। ଆପଣ ଏ କଥାର ଧ୍ୟାନ ରଖିବେ କି ତାଙ୍କ ଶୁଣ୍ଢ କେଉଁ ଆଡ଼କୁ ରହିଛି। ଧ୍ୟାନ ରଖିବେ ତାଙ୍କ ଶୁଣ୍ଢ ସବୁବେଳେ ବାମ ଆଡ଼କୁ ହୋଇଥିବ।

ଏହା ସହ ଯଦି ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତି ଘର ସଜେଇବା ପାଇଁ ଅଛି ତେବେ ତାର ପୂଜା କେବେବି କରନ୍ତୁ ନାହିଁ। ଘରେ ସୁଖ ଶାନ୍ତି ପାଇଁ ଭଗବାନ ଗଣେଶଙ୍କର ଧଳା ରଙ୍ଗର ଫୋଟ ରଖିବା ବହୁତ ଶୁଭ ମାନାଯାଇଥାଏ। ଯଦି ଝିଅଙ୍କୁ ଛାଡି କରି ଅନ୍ୟ କାହାରିକୁ ଭଗବାନ ଗଣେଶଙ୍କର ଫୋଟ ବା ମୂର୍ତି ଉପହାରରେ ଦେବାକୁ ଚାହୁଁଛନ୍ତି ତେବେ ଦେଇପାରିବେ କିନ୍ତୁ ମା ଲକ୍ଷ୍ମୀ ଗଣେଶଙ୍କର ଫୋଟ ବା ମୂର୍ତି ଦେବେ ନାହିଁ। ଏହା ଦ୍ୱାରା ଆପଣ ନିଜ ଘରର ସମୃଦ୍ଧି ଆପଣ ନିଜେ ହିଁ ଦେଇଦେଉଛନ୍ତି। ତେଣୁ ଏମିତି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *