Excuse Me Odisha

ଯାହା କହିବୁ ସତ କହିବୁ

ଏହି ସ୍ୱଭାବର ସ୍ତ୍ରୀମାନେ ନିଜ ସ୍ବାମୀକୁ କେବେ ଖୁସିକରି ପାରନ୍ତି ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ସ୍ୱାଭାବର ସ୍ତ୍ରୀମାନେ ନିଜ ସ୍ୱାମୀଙ୍କୁ କେବେବି ଖୁସି କରିପାରନ୍ତି ନାହିଁ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣେଇବାକୁ ଯାଉଛୁ ମହିଳାମାନେ କେଉଁ ସ୍ୱଭାବର ହୋଇଥାନ୍ତି ଓ କେତେ ପ୍ରକାରର ହୋଇଥାନ୍ତି। ଆଉ ସେ ଗୁଡିକ କଣ କଣ। ସେହି ମହିଳା ମାନଙ୍କ କିଛି ଖରାପ ଗୁଣ ବିଷୟରେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳଣି ଗତି ଏବଂ ଅବଧିକୁ ଦେଖି ବ୍ୟକ୍ତିର ଆଗତ ଭବିଷ୍ୟତ ବିଷୟରେ ସୂଚନା ମିଳିଥାଏ। ସେହି ଜ୍ୟୋତିଷ ଶାସ୍ତ୍ରରେ ପୁରୁଷ ଓ ମହିଳାମାନେ କେତେ ପ୍ରକାରର ହୋଇଥାନ୍ତି। ତାହା ମଧ୍ୟ ସୂଚନା ଦିଆଯାଇଛି। ଆଜି ଆମେ ଏମିତି କିଛି ମହିଳାଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣ କେବେବି ଜାଣିନଥିବେ। ତେବେ ଆସନ୍ତୁ ଜାଣିବା।

ଚିତ୍ରୀଣୀ ସ୍ତ୍ରୀ। ଏମାନଙ୍କର ଆଖି ବହୁତ ସୁନ୍ଦର ହୋଇଥାଏ। ଏମାନେ ବହୁତ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି। ଏହି ମହିଳା ମାନଙ୍କୁ ସଂଗୀତ ନାଟକ ଓ ବିଭିନ୍ନ ପ୍ରକାରର ଜିନିଷରେ ରୁଚି ହୋଇଥାଏ। ଏମାନେ ସଜେଇ ହେବାକୁ ବହୁତ ପସନ୍ଦ କରନ୍ତି। ଏମାନଙ୍କର ଧାର୍ମିକ କାର୍ଯ୍ୟରେ ବହୁତ ରୁଚି ରହିଥାଏ। ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି।

ମୃଗୁଣି ସ୍ତ୍ରୀ। ଏମାନଙ୍କ ବୟସ ସୀମା ଦେଖି ମପା ହୋଇପାରିବ ନାହିଁ। ଏମାନେ ଛୋଟ ଯୁବତୀଙ୍କ ପରି ଦେଖିବାକୁ ହୋଇଥାନ୍ତି। ଏମାନଙ୍କର ଆଖି ବଡ଼ ବଡ଼ ହୋଇଥିବା ବେଳେ ଏମାନଙ୍କ ହାତ ଗୋଡ଼ ଛୋଟ ଛୋଟ ହୋଇଥାଏ। ଏମାନେ ବହୁତ କଟୁ ଶବ୍ଦ ବ୍ୟବହାର କରିଥାନ୍ତି। ଏମାନଙ୍କୁ ନିଜ ସ୍ୱାମୀ ଠାରୁ ପର ପୁରୁଷ ଭଲ ଲାଗନ୍ତି।

ପଦ୍ମିନୀ ସ୍ତ୍ରୀ। ଏମାନେ ବହୁତ ସୁନ୍ଦର ଏବଂ ଆକର୍ଷକ ହୋଇଥାନ୍ତି। ଏମାନଙ୍କର ଆଖି ବହୁତ ବଡ଼ ବଡ଼ ହୋଇଥାଏ। ଏମାନଙ୍କୁ ସମାଜରେ ବହୁତ ପ୍ରଶଂସା ମିଳିଥାଏ। ଏମାନେ ସମସ୍ତଙ୍କ ସହିତ ମିଳିମିଶି ଚଳନ୍ତି। କହିବାକୁ ଗଲେ ଏମାନେ ନିଜର ଗୁଣ ପାଇଁ ପ୍ରିୟ ହୋଇଥାନ୍ତି।

ଶୁଖିନି ସ୍ତ୍ରୀ। ଏମାନେ ଦେଖିବାକୁ ପ୍ରାୟତଃ ସିଧାସାଧା ହୋଇଥାନ୍ତି। ଏମାନଙ୍କର ଉଚ୍ଚତା ସାଧାରଣ ହୋଇଥାଏ। ଏମାନେ ବେଶୀ ଡେଙ୍ଗା ନୁହଁନ୍ତି କି ବେଶୀ ଗେଡା ହୋଇନଥାନ୍ତି। ଏମାନଙ୍କର ନାକ ମୋଟା ବା ଲମ୍ବା ହୋଇଥାଏ। ଏମାନେ ସବୁବେଳେ ନିଜ ସ୍ୱାମୀ ଉପରେ ରାଗି ଥାନ୍ତି। ଏମାନେ ନିଜ ପରିବାର ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ସମସ୍ତଙ୍କୁ ଦ୍ୱାର ପତ୍ର ବୋଲି ଭାବିଥାନ୍ତି। ଏମାନଙ୍କ ଜୀବନ ସୀମା ବହୁତ ଲମ୍ବା ହୋଇଥାଏ। ଏମାନଙ୍କର ଶେଷ ସମୟ ବହୁତ କଠିନ ଏବଂ କଷ୍ଟଦାୟକ ହୋଇଥାଏ।

ହଂସୀନି ସ୍ତ୍ରୀ। ଏମାନେ ବହୁତ ଗୋରା ମୋଟା ଅଳସୁଆ ହୋଇଥାନ୍ତି। ଏମାନେ ବହୁତ ସୁନ୍ଦର ପୁରୁଷଙ୍କୁ ବିବାହ କରିଥାନ୍ତି। ଏମାନଙ୍କର ପ୍ରାୟତଃ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଏମାନେ ସମୟ ଅନୁସାରେ ନିଜେ ପରିବର୍ତ୍ତନ ହୋଇଥାନ୍ତି। ଏମାନେ ଅଳସୁଆ ପଣ ପାଇଁ ସବୁବେଳେ ଅସୁବିଧାରେ ସମୁଖୀନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *