Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୧୨ ଶାମ୍ବ ଦଶମୀ ଠାରୁ ଏହି ୫ଟି ରାଶିଙ୍କ ଜୀବନ ବଦଳିଯିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଶାମ୍ବ ଦଶମୀ ପର୍ବ ଦିନ କରନ୍ତୁ ଏହି କାର୍ଯ୍ୟ।ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ରଙ୍କ ନାମ ଶାମ୍ବଙ୍କ ନାମରେ ଏହି ଦଶମୀର ନାମ ରଖା ଯାଇଛି। ଶାମ୍ବ ଦେଖିବା ପାଇଁ ଖୁବ୍ ସୁନ୍ଦର ହୋଇଥିଲେ। ତାଙ୍କୁ ଜଣେ ଋଷିଙ୍କ ଠାରୁ ଅଭିଶାପ ମିଳିଥିଲା ଏବଂ ତାଙ୍କୁ କୁଷ୍ଠ ରୋଗ ହୋଇ ଯାଇଥିଲା। ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ସେ ସୂର୍ଯ୍ୟ ମନ୍ଦିର କୋଣାର୍କ ଯାଇ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଥିଲେ ଏବଂ ଚନ୍ଦ୍ରଭାଗାରେ ସ୍ନାନ କରିଥିଲେ। ଏଭଳି କରିବା ପରେ ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଥିଲେ।ସେହିଦିନ ଠାରୁ ଶାମ୍ବ ଦଶମୀ ପାଳିତ ହୋଇ ଆସୁଛି।

ଏହି ଶାମ୍ବ ଦଶମୀ ଏବର୍ଷ ଜାନୁଆରୀ ୧୨ ତାରିଖରେ ପଡୁଛି।ଏହି ସମୟରେ ୫ଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏମାନଙ୍କ ଜୀବନରେ ସୁଖର ଆଗମନ ହେବ।ଏହି ରାଶିର ଲୋକଙ୍କ ଭାଗ୍ୟ ଶାମ୍ବ ଦଶମୀ ଠାରୁ ବଦଳି ଯିବ।ଏହାସହିତ ଚାକିରି ଖୋଜୁଥିବା ଲୋକଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଏହି ଶାମ୍ବ ଦଶମୀ ଠାରୁ ବ୍ୟବସାୟରେ ଲାଭ ପ୍ରାପ୍ତ ହେବ। ଆପଣଙ୍କର ଖରାପ ସମୟ ଶେଷ ହୋଇ ଭଲ ସମୟ ଆରମ୍ଭ ହେବାକୁ ଯାଉଛି।

ଆପଣ ମାନଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତ ଆପଣଙ୍କ ପାଇଁ ସୁଖମୟ ରହିବ। ବନ୍ଧୁ ତଥା ସମ୍ପର୍କୀୟ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।ଏହାସହିତ ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ସର୍ବଦା ରହିବ। ଏହି ସମୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ସେମାନଙ୍କ ପରିଶ୍ରମ ସାର୍ଥକ ହେବ।

ତେବେ ବନ୍ଧୁଗଣ ଆମେ ଯେଉଁ ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଆଲୋଚନା କରୁଛୁ, ସେହି ରାଶି ଗୁଡ଼ିକ ହେଉଛି – ବୃଷ ରାଶି, କନ୍ୟା ରାଶି, ମିଥୁନ ରାଶି, କୁମ୍ଭ ରାଶି, ମୀନ ରାଶି।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *