Excuse Me Odisha

ଯାହା କହିବୁ ସତ କହିବୁ

” B ” letter ଥିବା ଲୋକେ ଏହାକୁ ନିଶ୍ଚୟ ଥରେ ପଢନ୍ତୁ,ଆଉ ରହସ୍ୟମୟ କଥା ଜାଣନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନାମର ପ୍ରଥମ ଅକ୍ଷର B ଥିଲେ ଲୁଚି ରହିଥିବା ରହସ୍ୟ।

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ପୁଅ କିମ୍ବା ଝିଅଙ୍କ ବିଷୟରେ ଜାଣିବା ଯାହାଙ୍କର ନାମ ଇଂରାଜି ଅକ୍ଷର B ରୁ ଆରମ୍ଭ ହୋଇଥାଏ। ସମସ୍ତଙ୍କ ଜୀବନରେ ପ୍ରାୟତଃ ତାଙ୍କର ନାମର ମହତ୍ତ୍ୱ ଅଧିକ ରହିଥାଏ। ପ୍ରତ୍ୟକ ବ୍ୟକ୍ତିଙ୍କ ନାମର ଅକ୍ଷର ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜଣାଯାଇପାରେ। ପ୍ରାୟତଃ ପ୍ରତ୍ୟକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜର ଭାଗ୍ୟ ବିଷୟରେ ଜାଣିବାକୁ ଚାହିଁଥାନ୍ତି।ଏହା ମଧ୍ୟ ସତ୍ୟ ଯେ ନିଜ ନାମର ପ୍ରଥମ ଅକ୍ଷରରୁ ହିଁ ନିଜ ଭାଗ୍ୟ ବିଷୟରେ ଜାଣିପାରିବେ। ଯଦି ଆପଣବି ନିଜ ନାମର ପ୍ରଥମ ଅକ୍ଷର ହିଁ ନିଜର ବ୍ୟକିତ୍ୱ ବିଷୟରେ ଜାଣିବାକୁ ଚାହୁଁଥାନ୍ତି ତ ସେମାନେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ତ ବନ୍ଧୁଗଣ ପ୍ରଥମେ ଜାଣିବା  B ନାମ ଥିବା ବ୍ୟକ୍ତିଙ୍କର ଶାରୀରିକ ଗଠନ ସୈଇଳି ବିଷୟରେ।ଏହି ବ୍ୟକ୍ତିମାନେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି

ଏବେ ଆସନ୍ତୁ ଜାଣିବା B ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କର ସ୍ୱଭାବ କିପରି ହୋଇଥାଏ। ଏହି ବ୍ୟକ୍ତିମାନେ ନିଜ ରାସ୍ତା ନିଜେ ତିଆରି କରିଥାନ୍ତି। ଏହି ବ୍ୟକ୍ତିମାନେ ସବୁବେଳେ ନୂଆ ରାସ୍ତା ଖୋଜିବାରେ ଲାଗିଥାନ୍ତି। B ନାମଧାରୀ ବ୍ୟକ୍ତିମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ରହିନଥାନ୍ତି। ଏହି ବ୍ୟକ୍ତିମାନେ କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ୱାସ କରନ୍ତି ନାହିଁ। ଏଥିପାଇଁ ଏମାନଙ୍କ ସାଙ୍ଗମାନଙ୍କ ସଂଖ୍ୟା ବହୁତ କମ ରହିଥାଏ।

ଏହି ଲୋକମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି। ଏବଂ B ନାମ ଥିବା ବ୍ୟକ୍ତିମାନେ ଯେଉଁମାନଙ୍କୁ ବିଶ୍ୱାସ କରିଥାନ୍ତି ସେମାନଙ୍କ ସାଥିରେ ହିଁ ମିଳାମିଶା କରିଥାନ୍ତି। ଏହି ନାମ ଥିବା ବ୍ୟକ୍ତିମାନେ ସୌନ୍ଦର୍ଯ୍ୟ ପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି। ଏହି ବ୍ୟକ୍ତିମାନଙ୍କୁ ପ୍ରକୃତି ସହିତ ରହିବାକୁ ଭଲ ଲାଗିଥାଏ। ଏହି ବ୍ୟକ୍ତିମାନେ ନିଜର ବିଚାରକୁ ନିଜ ମଧ୍ୟରେ ରଖିଥାନ୍ତି। ଏହା ବ୍ୟତୀତ ଏମାନେ ଅଯଥା ବିବାଦରୁ ସବୁବେଳେ ଦୁରେଇ ରହିଥାନ୍ତି। ଏହି B ନାମଧାରୀ ବ୍ୟକ୍ତିମାନେ ବହୁତ ଶାନ୍ତ ସରଳ ସ୍ୱଭାବର ହୋଇଥାନ୍ତି। କିନ୍ତୁ ଯେବେ ଏମାନଙ୍କୁ କ୍ରୋଧ ଆସିଥାଏ ତେବେ ସେମାନେ କାହାର କଥା ଶୁଣନ୍ତି ନାହିଁ।

ସାଧାରଣ ଭାବେ ଏମାନଙ୍କ ଠାରେ କୌଣସି କୌଣସି ତର୍କରେ ଜିତିବା ବହୁତ କଷ୍ଟ ହୋଇଥାଏ। ଏହି ବ୍ୟକ୍ତିମାନେ ନିଜର କ୍ୟାରୀୟରକୁ ନେଇ ବହୁତ ଚିନ୍ତା କରିଥାନ୍ତି। କିନ୍ତୁ ସେହିସବୁକୁ ପୂରଣ କରିବା ପାଇଁ ପଛରେ ରହି ଯାଇଥାନ୍ତି। ଏହି ବ୍ୟକ୍ତିମାନେ ନିଜର କାମକୁ ଚୁପଚାପ ହିଁ କରନ୍ତି। ଏବଂ ଏନନଙ୍କର ଏହି ଗୁଣ ଏମାନଙ୍କୁ ସଫଳତା ଆଡ଼କୁ ନେଇଯାଏ। ଏମାନେ ନିଜର ପ୍ରତ୍ୟକ କାମ ସମ୍ପୂର୍ଣ ମନ ଲଗାଇ କରିଥାନ୍ତି ଓ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ରହିଥାନ୍ତି। ଏପରି ଲୋକମାନେ ବହୁତ ଭାବୁକ ସ୍ୱଭାବରେ ହୋଇଥାନ୍ତି।

ଏଥିପାଇଁ ଏମାନେ ବହୁତ ଶୀଘ୍ର ହିଁ ଭଲ ପାଇବସନ୍ତି। କିନ୍ତୁ ଭଲ ପାଇବା ପୂର୍ବରୁ ଏମାନେ ନିଜ ସାଥୀର ସମସ୍ତ ସ୍ୱଭାବ ଓ ଅଭ୍ୟାସକୁ ଭଲ ଭାବରେ ପରୀକ୍ଷା କରିଥାନ୍ତି। ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। ଏଥିପାଇଁ ଏମାନେ କେବଳ ଜଣଙ୍କୁ ହିଁ ଭଲ ପାଇଥାନ୍ତି। ଏବଂ ତାଙ୍କୁ ଜୀବନସାଥୀ ଭାବେ ପାଇବା ପାଇଁ ଇଚ୍ଛା ରଖିଥାନ୍ତି। ଭଲ ପାଇବା କ୍ଷେତ୍ରରେ ଏମାନେ ବହୁତ ଉଚ୍ଚ କଟିର ହୋଇଥାନ୍ତି କିନ୍ତୁ ଭଲ ପାଇବା କ୍ଷେତ୍ରରେ ଏମାନେ ଧୋକା ମଧ୍ୟ ଅଧିକ ପାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *