Excuse Me Odisha

ଯାହା କହିବୁ ସତ କହିବୁ

ଏହି ୨ ଚୌପାଇକୁ ଶୋଇବା ପୂର୍ବରୁ କେବଳ ଥରେ ଜପ କରନ୍ତୁ,ସବୁ ସମସ୍ୟା ଶୀଘ୍ର ଦୂର ହେବ ! ୨୪ ଘଣ୍ଟାରେ ଦେଖିବେ ପ୍ରଭାବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୁନ୍ଦରକାଣ୍ଡର ଏହି ୨ ଚୌପାଇ ଶୋଇବା ପୂର୍ବରୁ କେବଳ ଥରେ ଜପ କରନ୍ତୁ ସବୁ ସମସ୍ୟା ଶୀଘ୍ର ଦୂର ହେବ। ୨୪ ଘଣ୍ଟାରେ ଦେଖିବେ ପ୍ରଭାବ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସୁନ୍ଦରକାଣ୍ଡର ଚମତ୍କାରୀ ଚୌପାଇ ବିଷୟରେ ଜଣେଇବୁ। ଏହି ଯେଉଁ ଉପାୟ ଦ୍ୱାରା ମାନ୍ୟତା ଅଛି ଯଦି କେଉଁ ମନୁଷ୍ୟ ଏହି ଚୌପାଇକୁ ପବିତ୍ର ମନରେ ଶୁଣିବି ନିଏ ତେବେ ତାର ସବୁ ସମସ୍ୟା ସଙ୍କଟ ମୋଚନ ହନୁମାନ ଦୂର କରିଦିଅନ୍ତି ଏବଂ ସବୁ ପ୍ରକାରର ଦୁଃଖ ଏବଂ ଦାରିଦ୍ର୍ୟତା ଦୂର କରି ଦେଇଥାନ୍ତି। ସେମିତିରେ ତ ସୁନ୍ଦରକାଣ୍ଡର ପ୍ରତ୍ୟକ ଚୌପାଇ ଚମତ୍କାରୀ ଏବଂ ଶକ୍ତିଶାଳୀ ଅଟେ କିନ୍ତୁ ଏହି ଦୁଇ ଚୌପାଇ ଏହାର ପ୍ର-ଭାବ ତୁରନ୍ତ ହିଁ ଦେଇଥାଏ। ଏଥିପାଇଁ ଶାସ୍ତ୍ରରେ ଏହି ଚୌପାଇ ବିଷୟରେ ବିଶେଷ ରୂପରେ ଆପଣଙ୍କୁ କୁହାଯାଇଛି।

ଆପଣଙ୍କୁ ଜଣେଇ ଦେଉଛୁ କି ଏହି ଚମତ୍କାରୀ ଚୌପାଇ ପ୍ରଭାବରେ ଆପଣଙ୍କ ଜୀବନରେ କୌଣସି ପ୍ରକାରର କିଛିବି ସମସ୍ୟା ଆସିନଥାଏ। ଏହି ଚୌପାଇ ଏତେ ଶକ୍ତିଶାଳୀ ଯେ ଆପଣଙ୍କର ବଡ଼ରୁ ବଡ଼ ସଂ-କଟ ଆସିବା ପୂର୍ବରୁ ହିଁ ନଷ୍ଟ ହୋଇଯାଏ। ଏହା ସହ ବଡ଼ରୁ ବଡ଼ ସମସ୍ୟା କ୍ଷଣକରେ ହିଁ ଦୂର ହୋଇଯାଏ। ମାନ୍ୟତା ଅଛି କି ଯେବେ ଭକ୍ତର ଆତ୍ମବିଶ୍ୱାସ କମ ହୋଇଯାଏ ବା ଜୀବନରେ କୌଣସି କାମ ହେଉନାହିଁ ତେବେ ଏହି ସୁନ୍ଦରକାଣ୍ଡର ୨ ଟି ଚୌପାଇ ପ୍ରତିଦିନ ଜପ କରିବା ଦ୍ୱାରା ସବୁ କାମ ଆପେ ଆପେ ହେବାକୁ ଲାଗିଥାଏ। ସବୁ କାର୍ଯ୍ୟର ସଫଳତା ମିଳିବାକୁ ଲାଗିଥାଏ।

ସୁନ୍ଦରକାଣ୍ଡ ଏକ ମାତ୍ର ଏପରି ଅଧ୍ୟାୟ ଅଟେ ଯାହା ଶ୍ରୀ ରାମଙ୍କ ଭକ୍ତ ହନୁମାନଙ୍କ ବିଜୟର ଅଟେ। ସୁନ୍ଦରକାଣ୍ଡର ପାଠ ଦ୍ୱାରା ବ୍ୟକ୍ତିକୁ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ। କୌଣସି ବି କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ଆତ୍ମବିଶ୍ୱାସ ଥାଏ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମଙ୍ଗଳବାର ଦିନ ସ-ଙ୍କଟ ମୋଚନ ହନୁମାନଙ୍କର ହୋଇଥାଏ ଏବଂ ଏହି ଦିନ କରାଯିବା ହନୁମାନଙ୍କ ପୂଜା ଭକ୍ତଙ୍କୁ କେତେ ଗୁଣା ଫଳ ଦେଇଥାଏ। ଏହା ସହିତ ମନ ବାଂଛିତ ଫଳର ପ୍ରାପ୍ତି ହୋଇଥାଏ।

ବନ୍ଧୁଗଣ କଳିଯୁଗରେ ଭଗବାନ ହନୁମାନ ଏକମାତ୍ର ଏମିତି ଭଗବାନ ଯିଏ ନିଜର ଭକ୍ତର ଅଳ୍ପ ପୂଜା ପାଠରେ ବି ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କର ସବୁ ପ୍ରକାରର ବାଧା ଦୂର କରିଥାନ୍ତି। ଶାସ୍ତ୍ରରେ ବର୍ଣ୍ଣିତ ଅଛି କି କଳିଯୁଗ ସମୟରେ ଭଗବାନ ହନୁମାନ ଜାଗ୍ରତ ହୋଇ ରହିବେ ଏବଂ ଭକ୍ତଙ୍କର କଲ୍ୟାଣ କରିବେ। ଯେଉଁ ଭକ୍ତ ପ୍ରକୃତ ମନରେ ହନୁମାନଙ୍କୁ ଭକ୍ତି କରିଥାନ୍ତି ତାଙ୍କୁ ହନୁମାନଙ୍କ ସହ ଭଗବାନ ଶ୍ରୀରାମଙ୍କର ବହୁତ ଆଶୀର୍ବାଦ ମିଳିଥାଏ।

ଏବେ ଆସନ୍ତୁ ଜାଣିବା ଖାସ ଶକ୍ତିଶାଳୀ ଚୌପାଇ ବିଷୟରେ।

ବନ୍ଧୁଗଣ ସବୁଠାରୁ ପ୍ରଥମ ଚୌପାଇ ହେଉଛି। ପ୍ରବିସି ନଗର କିଜେ ସବ କାଜା ହୃଦୟ ରଖି କୌଶଲ ପୁରେ ରାଜା ଗରଲ ସୁଦ୍ଧା ରିପୁ କରହିଁ ମିତାଇ ଗୌପଦ ସିଦ୍ଧୁ ଅନଲ ସୀତାଲାଇ। ଏହାର ତାତ୍ପର୍ଯ୍ୟ ହେଉଛି କୌଣସି କାମକୁ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କର ସ୍ମରଣ କରିବା ଦ୍ୱାରା ସଫଳତା ମିଳିଥାଏ। ଯିଏ ଏହି କାମ କରିଥାଏ ତା ପାଇଁ ବିଷ ବି ଅମୃତ ହୋଇଯାଏ। ଶ-ତ୍ରୁ ମିତ୍ର ବନିଯାଏ।

ଏପରି ମାନାଯାଏ କି ଯେତେବେଳେ ହନୁମାନ ଲଙ୍କାରେ ମା ସୀତାଙ୍କୁ ଖୋଜିବାକୁ ଯାଇଥିଲେ ସେତେବେଳେ ତାଙ୍କ ମନରେ କାମନା ସଫଳତା ହେବାକୁ ନେଇକି ଆଶଙ୍କା ଥିଲା ତେବେ ସେତେବେଳେ ଶ୍ରୀରାମଙ୍କ ଧ୍ୟାନ କରି ଲଙ୍କାରେ ପ୍ରବେଶ କରିଥିଲେ ଏବଂ ନିଜ କାର୍ଯ୍ୟରେ ସଫଳ ହୋଇଥିଲେ। ଏଥିପାଇଁ ଏହା ମାନାଯାଏ କି କୌଣସି କାମକୁ କରିବା ପୂର୍ବରୁ ବା ଇଣ୍ଟରବ୍ୟୁ ଦେବା ପୂର୍ବରୁ ଏହି ମନ୍ତ୍ର ବୋଲିବା ଦ୍ୱାରା ଏବଂ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମନେ ପକେଇବା ଦ୍ୱାରା ସବୁ କାମ ବନି ଯାଇଥାଏ।

ଦ୍ୱିତୀୟ ଚୌପାଇ। ହନୁମାନ ଅଂଗଦ ରନ ଗାଜେ ହାଁକେ ସୁନକୁତ ରଜନୀଚର ଭାଜେ। ଏହି ଚୌପାଇର ଅର୍ଥ ରାମ ରାବଣ ଯୁଦ୍ଧରେ ହନୁମାନ ଅଂଗଦ ରୂପୀ ସତଗୁଡି ଶକ୍ତିର ଭୟ ଏବଂ ଆକ୍ର-ମଣରେ ରଜନୀଚରମାନେ ବା ରକ୍ଷାସ ରୂପୀ ଖରାପ ଶକ୍ତି ପଡ଼ିଆ ଛାଡି ପଳେଇଲେ ସେହିପରି ଜୀବନରେ ଦୁଃଖର ରସ କରୁଥିବା ରୁଦ୍ରଙ୍କର ଅଂଶ ମହାବୀର ହନୁମାନଙ୍କ ସ୍ମରଣରେ ରାକ୍ଷସରୂପୀ ଭୟ ସମସ୍ୟା ଏବଂ ଚିନ୍ତାର ଅନ୍ତ ହୋଇଥାଏ।

ବବ୍ଦଗୁଗଣ ଆପଣ ସୁନ୍ଦରକାଣ୍ଡର ଏହି ୨ଟି ଚୌପାଇର ଜପ ମଙ୍ଗଳବାର ଦିନ କଲେ ମାତ୍ର କିଛି ଦିନରେ ଆପ ଆପଣଙ୍କୁ ଏହାର ଶୁଭ ପରିଣାମ ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *