Excuse Me Odisha

ଯାହା କହିବୁ ସତ କହିବୁ

ଅବୀରର ଏହି ଉପାୟକୁ ଆପଣାନ୍ତୁ ! ସହଜରେ ମିଳିବ ଚାକିରୀ ! ସବୁ ପ୍ରକାରର ଚିନ୍ତା ହେବ ଦୂର !

ସେୟାର୍ କରନ୍ତୁ

ସାଧାରଣତଃ ପୂଜାପାଠ ସମୟରେ ଅବିରକୁ ବ୍ୟବହାର କରାଯାଇଥାଏ। ଅବିରର ଏହି ଉପାୟ ମଧ୍ୟ ବହୁତ ଚମତ୍କାରୀ ଲାଭ ପ୍ରଦାନ କରିଥାଏ। ହନୁମାନ ମନ୍ଦିରରେ ଅଶ୍ୱତ୍ଥ ଗଛ ତଳେ ଧଳା ଅବିର ଓ ପାନ ବିଡା ଅର୍ପଣ କରିବା ଦ୍ୱାରା ରୋଜଗାରରେ ଉନ୍ନତି ହୋଇଥାଏ। ଚାକିରୀରେ ଖୋଜୁଥିବା ଲୋକଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଚାକିରି ମିଳି ଯାଇଥାଏ।

– ଅତ୍ୟନ୍ତ ଚମତ୍କାରୀ ହୋଇଥାଏ ଏହି ଅବିରକୁ ନେଇ ପ୍ରସ୍ତୁତ ଉପାୟ।

– ଧଳା ଅବିରକୁ ନେଇ ଉପାୟ କଲେ, ମିଳିଥାଏ ଲାଭ।

– ଚାକିରି ଖୋଜୁଥିବା ଲୋକଙ୍କର ଦୂର ହୋଇଥାଏ ସମସ୍ୟା।

ପୂଜାପାଠ ସମୟରେ ଅବିରର ପ୍ରୟୋଗ କରାଯାଇଥାଏ। ଏହାସହିତ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଅବିର ବ୍ୟବହାର କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଅବିରକୁ ନେଇ ଅନେକ ପ୍ରୟୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଅବିରକୁ ନେଇ ହେଉଥିବା ପ୍ରୟୋଗ ବିଷୟରେ ବିସ୍ତାର ରୂପରେ ଜାଣିବା।

– ଯଦି ଆପଣ ୧୧ଟି ସୋମବାର ଧଳା ଅବିର ଭଗବାନ ଶିବଙ୍କ ବାହନ ନନ୍ଦିକୁ ଅର୍ପଣ କରନ୍ତି, ତାହେଲେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହୋଇଯିବ। ପୂର୍ଣ୍ଣିମା ଦିନ ରୁପାର ପାତ୍ରରେ ଧଳା ଅବିର ରଖି ଏହି ପାତ୍ରକୁ ପୂଜା ଘରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ସବୁ ବାଧାବିଘ୍ନ ଦୂର ହୋଇଯିବ।

– ହନୁମାନ ମନ୍ଦିରରେ ଅଶ୍ୱତ୍ଥ ଗଛ ତଳେ ଧଳା ଅବିର ଓ ପାନ ବିଡା ଅର୍ପଣ କରିବା ଦ୍ୱାରା ରୋଜଗାରରେ ଉନ୍ନତି ହୋଇଥାଏ। ଚାକିରୀରେ ଖୋଜୁଥିବା ଲୋକଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଚାକିରି ମିଳି ଯାଇଥାଏ।

– ଯେଉଁ ପୂର୍ଣ୍ଣିମା ଦିନ ଶୁକ୍ରବାର ପଡୁଛି, ସେହିଦିନ ଆପଣ ଚାଉଳ ଓ ଗହମର ଅଟା ମିଶାଇ ଚୌମୁଖୀ ଦୀପ ତିଆରି କରନ୍ତୁ। ଏହାପରେ ସେଥିରେ ତିଳର ତେଲ ଦେଇ ଘରର ମୁଖ୍ୟ ଫାଟକ ସ୍ଥାନରେ ସେହି ଦୀପକୁ ଜଳାନ୍ତୁ। ଏହାପରେ ଶିବଲିଙ୍ଗ ଉପରେ ଧଳା ଅବିର ଅର୍ପଣ କରନ୍ତୁ। ଏହାଦ୍ଵାରା ଆପଣଙ୍କ ମନ ଶାନ୍ତ ରହିବ ଏବଂ ସର୍ବଦା ସଫଳତାର ସହିତ ଆଗକୁ ବଢ଼ିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *