Excuse Me Odisha

ଯାହା କହିବୁ ସତ କହିବୁ

ଲୁହା କଣ୍ଟା ଓ ଘୋଡା ନାଲକୁ ଭୁଲରେ ବି ଏହି ଜାଗାରେ ଲଗାନ୍ତୁ ନାହିଁ,ନହେଲେ ଶନିଙ୍କ କୋପରୁ ଜୀବନସାରା ଭିକ ମାଗିବାକୁ ପଡିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲୁହା କଣ୍ଟା ଘୋଡା ନାଲ ଭୁଲରେ ବି ଏହି ଜାଗାରେ ଲଗାନ୍ତୁ ନାହିଁ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଘୋଡା ନାଲ ଏବଂ ଲୁହା କଣ୍ଟା ସହିତ ଜଡ଼ିତ କିଛି ସହଜ ଉପାୟ ବିଷୟରେ ଜଣେଇବୁ।

ବନ୍ଧୁଗଣ ଯଦି ଆମେ କଥା ହେବା ଲୁହା କଣ୍ଟା ବା ଘୋଡାର ନାଲ ବିଷୟରେ ତ ଆମେ ସମସ୍ତେ ଜାଣିଛୁ ଯେ ଏହା ଶନିଦେବଙ୍କ ସହିତ ଜଡ଼ିତ। ଯଦି କୌଣସି ବ୍ୟକ୍ତିକୁ ସୁଖ ଐଶ୍ୱର୍ଯ୍ୟର ପ୍ରାପ୍ତି ଦରକାର ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ନିହାତି ଦରକାର। ଆସନ୍ତୁ ଜାଣିବା ଭଗବାନ ଶନିଦେବଙ୍କୁ କିପରି ପ୍ରସନ୍ନ କରିବା

ଅଧିକାଂଶ ଲୋକ ଭଗବାନ ଶନିଦେବଙ୍କୁ ଡରି ଥାନ୍ତି କିନ୍ତୁ ଯଦି ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତି ତେବେ ଆପଣଙ୍କର ସମସ୍ତ ଇଛା ପୁର୍ଣ୍ଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଉପାୟ ବିଷୟରେ। କେମିତି ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ଗୋଟେ ପାତ୍ର ନେବେ ସେଥିରେ ଆପଣ ରାଶି ତେଲ ଭରିଦେବେ। ଏଥିରେ ଆପଣ ନିଜର ଚେହେରା ଦେଖିବେ ଏହା ପରେ କୌଣସି ଗରିବ ଲୋକଙ୍କୁ ଦାନ କରିଦେବେ। ଏହା ସହ କଳା କପଡ଼ାରେ କଳା ବିରି ଡାଲି ୨ ଟି ଲଡୁ କଳା କଇଲା ଏବଂ ଲୁହାର ଗୋଟେ କଣ୍ଟା ରଖିବେ ଏହା ପରେ କିଛି ଦକ୍ଷିଣା ରଖିଦେବେ। ଏଇ ଉପାୟକୁ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣ ଚାହୁଁଛନ୍ତି କି ଶନିଦେବଙ୍କ ସହ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁ ତେବେ ଅଧ କିଲୋ ଚଣା ଡାଲି ନେଇ ଶନିଦେବଙ୍କ ମନ୍ଦିରରେ କିମ୍ବା ଅସ୍ତ ଗଛ ମୂଳରେ ରଖିଦେବେ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କ ସହ ଭଗବାନ ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ।

ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶନିବାର ଦିନ ଏକ ଲୁହା କଣ୍ଟା ନେବେ ଏବଂ ଘରର ଉତ୍ତର-ପୂର୍ବ ଦିଗରେ ରଖିବେ। ଗୋଟେ ରାତି ରଖିବା ପରେ ତାପର ଦିନ ଅର୍ଥାତ ରବିବାର ଦିନ କୌଣସି ଶନି ମନ୍ଦିର ବା ଅସ୍ତ ଗଛ ତଳେ ଏହାକୁ ରଖିଦେବେ ଏବଂ ନିଜର ମନକାମନା କହିବେ।

ଯଦି ଆପଣଙ୍କୁ ଶନିଦେବଙ୍କ କୃପା ଜଲଦି ଦରକାର ତେଣେ ଶନିବାର ଦିନ ପିମ୍ପୁଡିକୁ କଳା ରାଶି ଅଟା ଚିନି ଖୁଆନ୍ତୁ ଏହା ଦ୍ବାରା ଶନିଦେବଙ୍କ କୁଦୃଷ୍ଟି ବହୁତ ଶୀଘ୍ର ଚାଲିଯାଏ।

କଳା ଘୋଡା ନାଲକୁ କଳା କପଡ଼ାରେ ବାନ୍ଧି ଯଦି ଆପଣ ନିଜ ଘରେ ରଖିବେ ତେବେ ଆପଣଙ୍କ ଘରେ କେବେବି ଅଭାବ ରହିନଥାଏ। ଭୁତ ପ୍ରେତ ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିନଥାନ୍ତି।

ଯଦି ଆପଣଙ୍କୁ ଶତ୍ରୁ ବହୁତ ହଇରାଣ କରୁଛନ୍ତି ତେବେ ଲେମ୍ବୁ ନେଇକି ସେଥିରେ ନିଜ ଶତ୍ରୁର ନାଁ ସିନ୍ଦୁରରେ ଲେଖନ୍ତୁ ଏହା ପରେ ଏହି ଲେମ୍ବୁର ୪ଟି କଣ୍ଟା ଲଗାନ୍ତୁ ଏବଂ ମାଟିରେ ପୋତି ଦିଅନ୍ତୁ ବା ପାଣିରେ ଭସେଇ ଦିଅନ୍ତୁ। ଏହା ଦ୍ୱାରା ଶତ୍ରୁ ଶାନ୍ତ ହୋଇଯିବ।

ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାହାର୍ଯ୍ୟ କରୁନି ତେବେ ଶନିବାର ଦିନ ଶୁଭ ମୁହୂର୍ତ୍ତରେ ସନ୍ଧ୍ୟା ସମୟରେ ନିଜ ହାଇଟ ଅନୁସାରେ ଲାଲ ରଙ୍ଗର ଏକ ସୂତା ନିଅନ୍ତୁ ଏହାକୁ ବର ପତ୍ରରେ ଗୋଡେଇକି ବହୁଥିବା ନଦୀରେ ପ୍ରଭାହିତ କରିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ଭାଗ୍ୟ ଖୋଲିଯିବ।

ଯଦି ଆପଣ ଶନିଙ୍କ ପ୍ରକୋପରୁ ଚିନ୍ତିତ ଅଛନ୍ତି ତେବେ ସବୁ ଚିନ୍ତାରୁ ମୁକ୍ତି ପାଇବା ପାଇଁ କଳା ଘୋଡାର ନାଲରେ ଆଙ୍ଗୁଠି କରି ଶନିବାର ଦିନ ସୂର୍ଯ୍ୟାସ୍ତ ସମୟରେ ମଧ୍ୟମା ଆଙ୍ଗୁଠିରେ ପିଦ୍ଧନ୍ତୁ। ଏହା ଦ୍ବାରା ଶନିଙ୍କର ନକରାତ୍ମକ ପ୍ରଭାବ ଶୁଭ ଫଳ ଦେଇଥାଏ।

ଯଦି ଜୀବନରେ ବହୁତ ସମସ୍ୟା ରହିଛି ପରିଶ୍ରମର ଫଳ ମିଳୁନାହିଁ ସବୁଆଡୁ ବିଫଳତା ମିଳୁଛି ତେବେ ୨ ଟି ଲୁହା କଣ୍ଟା ନିଅନ୍ତୁ ନିଜ ଘର ମନ୍ଦିରରେ ହନୁମାନଙ୍କ ଚରଣରେ ଏହାକୁ ରଖନ୍ତୁ ଏହାପରେ ହନୁମାନ ଚାଳିସାର ୫ ଥର ପାଠ କରନ୍ତୁ। ଏହା ପରେ ଏହି କଣ୍ଟାକୁ ଡାହାଣ ହାତରେ ରଖିକି ନିଜ ମନକାମନା କୁହନ୍ତୁ ଏବଂ ଏହା ପରେ ଏହି କଣ୍ଟାକୁ ଘରର ମୁଖ୍ୟ ଦ୍ୱାର ଦୁଇ ପଟରେ ବାଡେଇ ଦିଅନ୍ତୁ। ଏହା ଦ୍ବାରା କିଛି ଦିନ ପରେ ଜୀବନରେ ସକାରାତ୍ମକ ଦେଖାଦେବ। ଶନିଙ୍କରୁ ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *