Excuse Me Odisha

ଯାହା କହିବୁ ସତ କହିବୁ

ଯିଏ ଯେତେବି ମାଗୁ ନ କାଁହିଁକି ଭୁଲରେ ବି ନିଜ ରୋଷେଇ ଘରୁ ଏହି ୩ ଟି ଜିନିଷ ଦିଅନ୍ତୁ ନାହିଁ। ନହେଲେ ଆପଣଙ୍କ ଘରର ଲକ୍ଷ୍ମୀ ଚାଲିଯିବେ ଅନ୍ୟ ଘରକୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁବକିଏ କେତେବି ମାଗି ମରିଗଲେ ବି ନିଜ ରୋଷେଇ ଘରରୁ ଏହି ୩ ଟି ଜିନିଷ ଦିଅନ୍ତୁ ନାହିଁ। ନହେଲେ ଆପଣଙ୍କ ଘରର ଲକ୍ଷ୍ମୀ ଚାଲିଯିବେ ଅନ୍ୟ ଘରକୁ।

ବନ୍ଧୁଗଣ ପିଲା ଦିନରୁ ହିଁ ଆମକୁ କୁହାଯାଇଥାଏ କି କାହାକୁ ସାହାର୍ଯ୍ୟ କରିବା, ଅଭାବୀ ଲୋକଙ୍କୁ ଦାନ କରିବା କିମ୍ବା କୌଣସି ବ୍ୟକ୍ତି କିଛି ମାଗନ୍ତି ତେବେ ସେହି ବ୍ୟକ୍ତିକୁ କେବେ ମନା କରିବା ଉଚିତ ନୁହେଁ କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଆପଣଙ୍କ ଘରୁ କେବେ କାହାରିକୁ ଦେବା ଉଚିତ ନୁହେଁ କାରଣ ଏହି ଜିନିଷ ଦେଲେ ଆପଣ ନିଜେ ଏବଂ ନିଜ ଘରର ସୁଖ ଏବଂ ସମୃଦ୍ଧି ଅନ୍ୟ କାହାକୁ ଦେବାକୁ ଯାଉଛନ୍ତି। ବିଷ୍ଣୁପୁରାଣରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି।

ଯାହାକୁ ଆମେ ଭୁଲରେ ବି ମଧ୍ୟ ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ କାରଣ ଏହି ଜିନିଷ ଗୁଡିକ ସହିତ ମା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତୁ ଏବଂ ଆମେ ସମସ୍ତେ ଜାଣୁ ଆମ ଜୀବନରେ ମା ଲକ୍ଷ୍ମୀଙ୍କ ଉପସ୍ଥିତି କେତେ ଆବଶ୍ୟକ ଅଟେ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟକ ଘରେ ସୁଖ ବୈଭବ ଶାନ୍ତିର ଆଗମନ ହୋଇଥାଏ। ଯଦି ମା ଲକ୍ଷ୍ମୀ କୌଣସି କାରଣରୁ ଅସନ୍ତୋଷ ହୁଅନ୍ତି ତାହେଲେ ତାର ଦୁଷ୍ଟ ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ଦେଖାଦେଇଥାଏ। ଯଦି ଆପଣ ମାନେ ଚାହାନ୍ତି ଯେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ଉପସ୍ଥିତ ରୁହନ୍ତୁ ଏବଂ ଆପଣଙ୍କ ଘରେ ଧନ ବୈଭବର କେବେ ଅଭାବ ନରହୁ ତାହେଲେ ଆପଣଙ୍କ ଘରର ଏହି ଜିନିଷ କେବେବି କାହାରିକୁ ଦାନରେ ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କୋଣ କୋଣ।

ପତ୍ନୀଙ୍କ ଅଳଙ୍କାର। ମା ଲକ୍ଷ୍ମୀଙ୍କୁ ଅଳଙ୍କାରର ଦେବୀ ବୋଲି ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ଆମେ ଅଳଙ୍କାର କିଣିଥାଉ ସର୍ବ ପ୍ରଥମେ ଆମେ ମା ଲକ୍ଷ୍ମୀଙ୍କ ପୂଜା ପରେ ଏହାକୁ ପିଦ୍ଧିଥାଉ। ଆପଣଙ୍କ ସ୍ତ୍ରୀଙ୍କ ଅଳଙ୍କାର ଆପଣଙ୍କ ସମୃଦ୍ଧିକୁ ପ୍ରତିଫଳିତ କରିଥାଏ। ଏଥିପାଇଁ ଭୁଲରେ ବି ମଧ୍ୟ ଆପଣ ସ୍ତ୍ରୀଙ୍କର ଅଳଙ୍କାର ଅନ୍ୟ କାହାକୁ ଋଣରେ ବା ଦାନରେ ଦୀଅନ୍ତୁ ନାହିଁ। ଖାସ କରି ବିବିହାତା ମହିଳାମାନେ ନିଜର ମଙ୍ଗଳସୂତ୍ର, ପାଉଁଜି, ଏମିତି ଜିନିଷକୁ ଭୁଲରେ ବି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏଥି ଦ୍ୱାରା ଘରର ଉନ୍ନତର ବାଧା ଆସେ। ଆଉ ଘରର ସମୃଦ୍ଧି ଚାଲିଯାଏ ଏବଂ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏଥିପାଇଁ ଘରର ଅଳଙ୍କାର ଏବଂ ସୌଭାଗ୍ୟ ନିଜ ପାଖରେ ହିଁ ରଖନ୍ତୁ। ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ଝାଡୁ। ଆପଣ ଅନେକ ଥର ଶୁଣିଥିବେ ଯେ ଘରର ଝାଡୁ କେବେହେଲେ ଅନ୍ୟ କାହାକୁ ଦିଆଯିବା ଉଚିତ ନୁହେଁ କାରଣ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପରିଗଣିତ ହୁଏ। ଝାଡୁ ସ୍ଵଛତା ଏବଂ ସମୃଦ୍ଧତାର ସଂକେତ ଅଟେ। ଏହା ଘରୁ ନାକାରାତ୍ମକ ଶକ୍ତିକୁ ଘରୁ ବାହାରକୁ ବାହାର କରିଦେଇଥାଏ। ଏଣୁ ଆପଣଙ୍କ ଘରର ଝାଡୁ କେବେ କାହାରିକୁ ଦେବେ ନାହିଁ।ଏହି କାରଣରୁ ଆପଣଙ୍କ ଘରର ସୁଖ ଶାନ୍ତି ଝାଡୁ ସହିତ ଚାଲିଯାଏ। ଝାଡୁର ମହତ୍ତ୍ୱ ସବୁଠାରୁ ଅଧିକ ହୋଇଥାଏ। କାରଣ ଏହି ଜିନିଷରେ ଆପଣ ଆପଣଙ୍କୁ ଘରକୁ ସ୍ଵଛତା ରଖିଥାନ୍ତି ଏବଂ ସ୍ଵଛତା ପାଇଁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏଥିପାଇଁ ଖାସ କରି ଏହି କଥାକୁ ମନେ ରଖନ୍ତୁ ଯେ କେବେବି କିଏବି ଆପଣଙ୍କ ଘରର ଝାଡୁ କେତେବି ମାଗୁ ତାକୁ କେବେବି ଦେବେ ନାହିଁ।

କ୍ଷୀର। ସନ୍ଧ୍ୟା ସମୟରେ କ୍ଷୀର,ଦହି,ନଡ଼ିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାକୁବି ଦିଆଯିବା ଉଚିତ ନୁହେଁ। ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶକ୍ତି ଜଲଦି ଲାଗିଯାଏ। ଏଥିପାଇଁ ସୂର୍ଯ୍ୟସ୍ତ ହେବା ପରେ ଆପଣଙ୍କ ଘରର ଏହି ଜିନିଷ କଦାପି କାହାରିକୁ ଦିଅନ୍ତୁ ନାହିଁ। ଯଦି ଜରୁରୀ ଅଟେ ବଜାରରୁ କିଣିଦେଇ ପାରିବେ। ଆପଣଙ୍କ ରୋଷେଇ ଘରୁ ଆଣି କଦାପି ଦିଅନ୍ତୁ ନାହିଁ।

ଟଙ୍କା। ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଯେଉଁ ଘରେ ଧନର ବୃଦ୍ଧି ହୋଇଥାଏ ମାନେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏମାନଙ୍କର ଧନର ବୃଦ୍ଧି ହୋଇଥାଏ ତେଣୁ ଆପଣଙ୍କ ଘରେ ରଖାଯାଇଥିବା ଟଙ୍କା ପଇସା କାହାକୁ ବି ଉଧାରରେ ଦେବା ଉଚିତ ନୁହେଁ। ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ରଖାଯାଉଥିବା ଟଙ୍କା କିମ୍ବା ଆପଣଙ୍କ ସ୍ତ୍ରୀଙ୍କ ପାଖରେ ଗଛିତ ଟଙ୍କା ଆପଣ କାହାକୁ ଉଧାରରେ ଦିଅନ୍ତୁ ନାହିଁ। କିମ୍ବା କୌଣସି ପର୍ବ କିମ୍ବା ଏକାଦଶୀ ଦିନରେ ଭୁଲରେ ବି ଦିଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଧନ ବୃଦ୍ଧିରେ ବାଧା ପ୍ରାପ୍ତ ହୋଇପାରେ।

ମା ଲକ୍ଷ୍ମୀ ଧନର ଦେବୀ ସମ୍ପର୍ଣ୍ଣତା ବୈଭବ, ସୌଭାଗ୍ୟ ଦେଉଥିବା ମମତାଙ୍କ ସ୍ୱରୂପ ସହିତ ଅନ୍ନପୂର୍ଣା ମଧ୍ୟ ଅଟନ୍ତି। ଅନ୍ନ ଗ୍ରହଣ କରିବା ପୂର୍ବରୁ ଦେବୀଙ୍କୁ ଧନ୍ୟବାଦ କରିଥାଉ। ତେଣୁ ରୋଷେଇ ଘରର ଶୁଦ୍ଧତା ରଖିବା ନିହାତି ଦରକାର ଅଟେ। ଯେତିକି ଧନ ପାଇଁ ଆବଶ୍ୟକ ହୋଇଥାଏ।

ଆପଣଙ୍କ ରୋଷେଇ ଘରର ରୁଟି ବେଲଣା ବା ବାଡ଼ି ଆପଣ ବୟସ୍କ ମାନଙ୍କୁ ଠାରୁ ମଧ୍ୟ ଶୁଣିଥିବେ ତାବା ଉପରେ ପ୍ରଥମ ରୁଟି ମା ଲକ୍ଷ୍ମୀଙ୍କ ନାମରେ ହୋଇଥାଏ।ସେଥିପାଇଁ ଯଦି ଆପଣ ରୋଷେଇ ଘରର ଜିନିଷ ଅନ୍ୟ କାହାକୁ ବ୍ୟବହାର କରିବା ପାଇଁ ଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ସେମାନଙ୍କ ସହିତ ଚାଲିଯାଏ। ଏବଂ ମା ଲକ୍ଷ୍ମୀଙ୍କୁ ଏହା ଅପ୍ରିୟ ଅଟେ। ଯଦି ଆପଣ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦୟାକରି ବଜାରରୁ କିଣନ୍ତୁ ଏବଂ ସେହି ଜିନିଷକୁ ଦେଇପାରିବେ। କିନ୍ତୁ ଆପଣଙ୍କ ରୋଷେଇ ଘରର ରୁଟି ବେଲଣା ଓ ବାଡ଼ି କେବେବି କାହାରକୁ ଦିଅନ୍ତୁ ନାହିଁ।

ବନ୍ଧୁଗଣ ନିଜର ବି ହୋଇଥାଉନା କାହିଁକି କିଛି ଏପରି ଜିନିଷ ଅଛି ଯାହା କେବେବି କାହାକୁ ଦେବା ଉଚିତ ନୁହେଁ।ନାହିଁ ତ ମହା ଲକ୍ଷ୍ମୀ ଆପଣଙ୍କର ସାଥ ଛାଡିଦିଅନ୍ତି। ତ ଆସନ୍ତୁ ଆରମ୍ଭ କରିବା ମହିଳାଙ୍କ ଠାରୁ। ମହିଳା ମାନେ ବହୁତ ସରଳ ହୋଇଥାନ୍ତି। ଅନ୍ୟର କଥାରେ ବହୁତ ଶୀଘ୍ର ଆସିଯାନ୍ତି ବନ୍ଧୁଗଣ କୌଣସି ବି ମହିଳାଙ୍କୁ ଭୁଲରେ ବି ନିଜର ଗୋଡ଼ର ମୁଦି ଯାହା ଗୋଡ଼ର ଆଙ୍ଗୁଳିରେ ପିନ୍ଧନ୍ତି। କମସେକମ ପିନ୍ଧିଥିବା ମୁଦିକୁ କେବେ କାହାରିକୁ ଦିଅନ୍ତୁ ନାହିଁ। ନାହିଁ ଏହା ଆପଣଙ୍କ ପାଇଁ ବହୁତ ବଡ଼ ବିନାଶକାରୀ ସାଜି ପାରେ। ପିନ୍ଧିଥିବା ମୁଦିକୁ ନିଜର ଭଉଣୀ, ମା, ନଣନ୍ଦ କାହାରିକୁ ବି ଦିଅନ୍ତୁ ନାହିଁ। ଏହି କଥାର ଧ୍ୟାନ ରଖନ୍ତୁ।

ସିନ୍ଦୁର।ବନ୍ଧୁଗଣ ଆମର ବହୁତ ସାରା ମହିଳା କଣ କରନ୍ତି ନାଁ ସିନ୍ଦୁରକୁ ମାନେ ସିନ୍ଦୁର ରଖିଥିବା ଡ଼ବାକୁ ଅନ୍ୟ ମାନଙ୍କ ସହିତ ବି ସେୟାର କରିଥାନ୍ତି। କଣ ଆପଣ ଆପଣଙ୍କ ସ୍ୱାମୀଙ୍କୁ ସେୟାର କରୁଛନ୍ତି ନାହିଁନା ତ ସିନ୍ଦୁରକୁ କଣ ପାଇଁ ସେୟାର କରୁଛନ୍ତି। ଏହା ବିଲକୁଲ ବି କରନ୍ତୁ ନାହିଁ। ଅନ୍ୟ ଏକ ନୂଆ ଡ଼ବାରେ ସିନ୍ଦୁର ରଖନ୍ତୁ। ଏବଂ ତାକୁ ବ୍ୟବହାର କରିବା ପାଇଁ ଅନ୍ୟକୁ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଭଲ ରହିବ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଏମିତି କଣ ଜିନିଷ ଅଛି ଯାହାକୁ ଅନ୍ୟକୁ କେବେ ଦେବା ଉଚିତ ନୁହେଁ।

ଆପଣ ଯେଉଁ ପେନକୁ ବ୍ୟବହାର କରୁଛନ୍ତି ଲେଖିବା ପାଇଁ ସାଇନ କରିବା ପାଇଁ ସେହି ପେନକୁ କେବେ କାହାରିକୁ ଦିଅନ୍ତୁ ନାହିଁ। ଅନ୍ୟ କୌଣସି ପେନ ଦିଅନ୍ତୁ। ଆପଣ ଯାହାକୁ ବ୍ୟବହାର କରୁଛନ୍ତି ତାକୁ ଦିଅନ୍ତୁ ନାହିଁ। ନଚେତ ଆପଣଙ୍କ ଆଡ଼କୁ ଆର୍ଥିକ ସମସ୍ୟା ମାଡି ଆସିବ।

ଅନ୍ୟର ଘଡିକୁ ପିନ୍ଧିବା ଦ୍ୱାରା ଆପଣଙ୍କ ପର୍ସନାଲ ଲାଇଫରେ ଆର୍ଥିକ କ୍ଷତି ହୋଇଥାଏ। ତ ଆଗକୁ ଧ୍ୟାନ ରଖନ୍ତୁ ଆପଣ ନିଜର ଘଡିକୁ ପିନ୍ଧିବେ ନାଁ ନାହିଁ କିନ୍ତୁ ଅନ୍ୟର ଘଡିକୁ ପିନ୍ଧନ୍ତୁ ନାହିଁ। ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ନୁହେଁ।

ଆଉ କିଛି ଲୋକ ଧୁମଧାମରେ ବାହା ହୁଅନ୍ତି କିନ୍ତୁ କରଜରେ ବୁଡି ଯାଆନ୍ତି। ଏହା ଠିକ କଲା ପରେ ଏଥିରୁ ଲୋକେ ଧୀରେ ଧୀରେ ମୁକୁଳି ଯାଆନ୍ତି। କିନ୍ତୁ ବାହାଘରରେ ଆପଣ ଯେଉଁ ଆଙ୍ଗୁଠି ପିନ୍ଧନ୍ତି ତାହା କରଜ ପଇସାରେ ଆଣା ହୋଇଥାଏ।

ବନ୍ଧୁଗଣ ସାବୁନ ଯାହାକୁ ଆମେ ସ୍କିନରେ ଲଗାଇ ଥାଉ। ଅନ୍ୟ କିଏ ବ୍ୟବହାର କରିଥିବା ସାବୁନ ଆପଣ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଦ୍ବାରା ବୀମାର ହେବାର ସମ୍ଭାବନା ଥାଏ।

ତକିଆରେ ବେକ୍ଟ୍ରିୟଲ ସଙ୍ଗ ସବୁ ରହିଥାଏ। ତେଣୁ ନିଜର ତକିଆକୁ କେବେବି କାହାରି ସହିତ ସେୟାର କରନ୍ତୁ ନାହିଁ। କାରଣ ଅନ୍ୟର ଶରୀରରେ କଣ ଅଛି କଣ ନାହିଁ ତାହା ଆପଣଙ୍କ ପାଖକୁ ଆସିଯାଏ। ଏଥି ପାଇଁ ଘରେ ସମସ୍ତେ ନିଜ ନିଜର ତକିଆ ବ୍ୟବହାର କରିବା ଉଚିତ। ବହୁତ ସାରା ରୋଗ ଚାରିଆଡେ ବ୍ୟାପୁଛି ତେଣୁ ନିଜର ଜିନିଷକୁ କାହାକୁ ମଧ୍ୟ ବ୍ୟବହାର ପାଉଁ ଦିଅନ୍ତୁ ନାହିଁ।

ନେଲ ପସୋଲିସ। ଯାହାକୁ ଆପଣ ନେଲରେ ଲଗାନ୍ତି। ତାହା ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ।

ମହିଳା ମାନଙ୍କୁ କେବେବି ଭୁଲରେ ମଧ୍ୟ ରାତିରେ ଦହି କାହାକୁ ମଧ୍ୟ ଦେବା ଉଚିତ ନୁହେଁ। ଯଦି ଦିଅନ୍ତି ତ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲିଯାନ୍ତି। ତେଣୁ ଏହି କଥାର ଧ୍ୟାନ ରଖନ୍ତୁ।ଦହି ଦେବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୁଅନ୍ତି। ଲାଭ କରିବା ବଦଳରେ ମଧ୍ୟ ଆପଣଙ୍କ ଘରେ ଧନ ରହେ ନାହିଁ।

ଶନିବାର ଦିନ ଚାନ୍ଦିର ଜିନିଷ କିଣି କେବେବି କାହାରିକୁ ମଧ୍ୟ ଉପହାରରେ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣ କରଜରେ ଫସିଯାନ୍ତି। ମନେ ରଖନ୍ତୁ ଶନିବାର ଦିନ ଧଳା ରଙ୍ଗର ମୂର୍ତି କିଣି କେବେବି କାହାରିକୁ ଉପହାରରେ ଦିଅନ୍ତି ତେବେ ଏହା ଦୁର୍ଘଟଣାର ଯୋଗ ବନେଇ ଥାଏ। ତେବେ ବନ୍ଧୁଗଣ ମନେ ରଖନ୍ତୁ ଚାନ୍ଦି ଏବଂ ଧଳା ରଙ୍ଗର ମୂର୍ତ୍ତିକୁ କିଣନ୍ତୁ ନାହିଁ। ସୁନା କିଣିବା ଶୁଭ ମାନାଯାଏ। ଶନିବାର ଦିନ ତମ୍ବା ଦାନ କରିବା ଦ୍ୱାରା ବ୍ୟାପାରରେ ବୃଦ୍ଧି ହୁଏ ନାହିଁ। ଏବଂ ଶନିବାର ଦିନ ତେଲ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ବୀମାର ବଢିଥାଏ। ବନ୍ଧୁଗଣ ଗଣେଶ ଏବଂ ଲକ୍ଷ୍ମୀଙ୍କର ମୂର୍ତି କିମ୍ବା ଫୋଟ ଗିପ୍ଟ କରନ୍ତି ତ ଏହା ବହୁତ ବଡ଼ ଭୁଲ ଅଟେ। ଗଣେଶ ଯିଏ ଆପଣଙ୍କ ଘରର ଖୁସିକୁ ଆଣିଥାନ୍ତି। ମା ଲକ୍ଷ୍ମୀ ଯିଏ ଧନର ବର୍ଷା କରନ୍ତି ଯଦି ଆପଣ କାହାକୁ ଗିପ୍ଟ କରିଦିଅନ୍ତି ତ ଆପଣଙ୍କ ପାଖରେ ଆଉ କଣ ରହିବ। ଏଥିପାଇଁ ଆପଣ ଏହାର ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *