Excuse Me Odisha

ଯାହା କହିବୁ ସତ କହିବୁ

ଯେତେବେଳେ ଘରେ ହେବାକୁ ଲାଗେ ପଇସାର ଅଭାବ କରନ୍ତୁ ଏହି ଗୋଟେ କାମ ! ବଡ ବଡ ଧନୀ ବ୍ୟକ୍ତିଙ୍କ ସଫଳତାର ରହସ୍ୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେତେବେଳେ ଘରେ ପଇସାର ଅଭାବ ହେବାକୁ ଲାଗେ ତେବେ କରନ୍ତୁ ଏହି ଗୋଟେ କାମ। ବଡ଼ ବଡ଼ ଧନୀ ଲୋକଙ୍କ ସଫଳତାର କାରଣ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନରେ ବହୁତ ପଇସା କମେଇବାକୁ ଚାହେଁ କାରଣ ଆଜିକାଲି ଧନ ବିନା କିଛି ବି ସମ୍ଭବ ନୁହେଁ। ସୁଖ ସୁବିଧା ଜିନିଷ ବି ସମ୍ଭବ ନୁହେଁ। ବହୁତ ଲୋକ ଏମିତି ଅଛନ୍ତି ସେମାନେ ପଇସା ତ ବହୁତ କମାନ୍ତି କିନ୍ତୁ ସେମାନଙ୍କ ପାଖରେ ପଇସା ବଞ୍ଚିନଥାଏ। ଯାହା ଦ୍ୱାରା ସେମାନେ ବହୁତ ଚିନ୍ତାରେ ରହିଥାନ୍ତି। ଏମିତିରେ ଆଜି ଏହି ପୋଷ୍ଟରେ ଏମିତି ଉପାୟ ଜଣାଇବୁ ଯାହାକୁ ଆପଣଙ୍କୁ ରବିବାର ଦିନ କରିବାର ଅଛି। କାରଣ ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କର ଦିନ ଅଟେ ଏବଂ ଭଗବାନ ସୂର୍ଯ୍ୟଦେବଙ୍କୁ ସୁଖ ସମୃଦ୍ଧିର ପ୍ରତୀକ ମାନାଯାଇଥାଏ।

ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ରବିବାର ଦିନ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଗୋଟେ ଗ୍ଲାସ ପାଣିରେ ଅଳ୍ପ କ୍ଷୀର ପକେଇକି ଶୁଅନ୍ତୁ। ଏହାକୁ ଏମିତି ଜାଗାରେ ରଖିବେ ଯେଉଁଠାରେ ରଖିଲେ ଆପଣଙ୍କ ହାତ ବାଜି ପଡିନଯାଏ ଏବଂ ତାପର ଦିନ ସକାଳୁ ଉଠି କରି ଏହାକୁ ଗଛରେ ଦେଇଦେବେ। ଖାସ କରି ବବୁଲ ଗଛ ହେଲେ ବହୁତ ଭଲ। ଏହା ଦ୍ୱାରା ଘରେ ଶାନ୍ତିର ବାସ ହେବ।

ଯଦି ଆପଣଙ୍କର କୌଣସି କାମ ହେଉନାହିଁ ବା କାମରେ କୌଣସି ପ୍ରକାରର ବାଧା ଆସୁଛି ତେବେ ରବିବାର ଦିନ କଳା କୁକୁରକୁ ରୁଟି ଖୁଆନ୍ତୁ। ବା କଳା ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସବୁ ବାଧା ଦୂର ହେବ। ଏପରି ମାନାଯାଏ କି ରବିବାର ଦିନ କଳା ରାଶି ବା କଳା ବିରି ଦାନ କରିବା ଦ୍ୱାରା ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହେବ।

ରବିବାର ଦିନ ଅସ୍ତ ଗଛରେ ଚାରି ମୁଖୀ ଘିଅ ଦୀପ ଜାଳନ୍ତୁ। ଏହା ଦ୍ବାରା ଘରକୁ ଧନ ଆସିବାର ରାସ୍ତା ଖୋଲିଥାଏ। ଘରେ ସମସ୍ତ ସମସ୍ୟା ଦୂର ହୋଇଥାଏ

ଯଦି ଆପଣ ପଇସା କମଉ ଛନ୍ତି କିନ୍ତୁ କୁଳାଉ ନାହିଁ ଏମତିରେ ଏକ ଲାଲ କପଡା ନେବେ ଏଥିରେ ୨୧ ଟି ଅକ୍ଷତ ଚାଉଳ ନେଇ ବାନ୍ଧି ଦେବେ। ପୂଜା ସମୟରେ ମା ଲକ୍ଷ୍ମୀଙ୍କ ପାଖରେ ଏହାକୁ ରଖି ନିଜ ମନ କାମନା କହି ଓଁମ ମହା ଲକ୍ଷ୍ମୀ ନମଃ ମନ୍ତ୍ର ୧୦୮ ଥର ଜପ କରିବେ ଏବଂ ଏହି ପୁଟୁଳିକୁ ନିଜ ପର୍ସରେ କିମ୍ବା ଧନ ରଖୁଥିବା ଜାଗାରେ ରଖିଦେବେ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବ।

ସକାଳୁ ଉଠି କରି ପ୍ରଥମେ ହାତ ଯୋଡି ମା ଲକ୍ଷ୍ମୀଙ୍କୁ ଧ୍ୟାନ କରିବେ। ବୁଧ ବାର ଦିନ କାହାକୁ ଉଦ୍ଧାର ଦେବେ ନାହିଁ।

ସୂର୍ଯ୍ୟାସ୍ତ ପରେ କାହାକୁ କ୍ଷୀର ଦହି ବା ପିଆଜ ଦେବେ ନାହିଁ।

ଘରେ ଝାଡୁ ସଫା ଜାଗାରେ ଏବଂ ଲୁଚେଇକି ରଖିବେ। ଘରକୁ ସଫା ରଖିବେ।

ଘରେ ଏମିତି ଜିନିଷ ଯାହାକୁ ବ୍ୟବହାର କରୁନାହାନ୍ତି ତାକୁ ରଖନ୍ତୁ ନାହିଁ। ଏହିପରି ଛୋଟ ଛୋଟ ଉପାୟ ବା ନିୟମ ନିଜ ଜୀବନରେ କରିକି ଦେଖନ୍ତୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *