Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୧୪ରୁ ଏହି ୪ଟି ରାଶିର ଲୋକଙ୍କର ଆସୁଛି ଭଲ ଦିନ,ଏମାନଙ୍କୁ ମିଳିପାରେ ସରକାରୀ ଚାକିରୀ !

ସେୟାର୍ କରନ୍ତୁ

ସୂର୍ଯ୍ୟ ଗ୍ରହକୁ ପ୍ରତ୍ୟେକ ରାଶି ଗୁଡ଼ିକର ରାଜା ମାନା ଯାଇଥାଏ। ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଖରମାସ ଶେଷ ହୋଇଯିବ ଏବଂ ଏହାର ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବ। ଏହା କିଛି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

– ଚାକିରୀରେ ମିଳିପାରେ ପଦୋନ୍ନତୀ।

– ସୂର୍ଯ୍ୟର ଗୋଚର ଯୋଗୁଁ କିଛି ରାଶିର ଲୋକଙ୍କର ଭଲ ଦିନ ଆରମ୍ଭ ହେବ।

– ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଗୋଚର ବରଦାନ ସାବ୍ୟସ୍ତ ହେବ।

ବନ୍ଧୁଗଣ ଏହିବର୍ଷ ଜାନୁୟାରୀ ୧୪ ତାରିଖ ଦିନ ସୂର୍ଯ୍ୟର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ସୂର୍ଯ୍ୟ ଏହି ସମୟରେ ଧନୁ ରାଶିର ଅବସ୍ଥାନ କରିଛନ୍ତି ଏବଂ ଆସନ୍ତା ୧୪ ତାରିଖରେ ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ପ୍ରତ୍ୟେକ ରାଶିର ରାଜା ଅଟନ୍ତି। ସୂର୍ଯ୍ୟର ଏହି ରାଶି ପରିବର୍ତ୍ତନ ଯୋଗୁଁ ଖରମାସ ଶେଷ ହୋଇଯିବ ଏବଂ ଏହାର ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବ। ଏହା କିଛି ରାଶିର ଲୋକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଏହି ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ସୂର୍ଯ୍ୟର ଗୋଚର ହେବା କ୍ଷଣି ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିବ। ଆପଣ ସର୍ବଦା ଖୁସିରେ ରହିବେ। ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି। ସର୍ବଦା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ, ଦେଖିବେ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ ଏବଂ ଆପଣଙ୍କ ରୋଜଗାରରେ ପ୍ରଗତି ହେବ।

ସିଂହ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ଗୋଚର ଶୁଭ ସାବ୍ୟସ୍ତ ହେବ। ଏହି ଗୋଚର ପରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ। ଚାକିରି ପେଶାରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଅଚାନକ ଶୁଭ ସମାଚାର ମିଳିପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ।ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। ଆପଣ ନିଜର କଠିନ ପରିଶ୍ରମର ଉଚିତ ପରିଣାମ ଲାଭ କରିବେ।

ବିଛା ରାଶି –

ସୂର୍ଯ୍ୟର ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।ଚାକିରୀରେ ଆପଣଙ୍କୁ ସଫଳତା ମିଳିବା ସହିତ ଆପଣ ପ୍ରଶଂସିତ ହେବେ। ଆପଣଙ୍କର ଦୈନିକ ଆୟାରେ ବୃଦ୍ଧି ହେବ। ଜମିବାଡ଼ି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମକର ରାଶି –

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ।ସରକାରୀ ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। କ୍ୟାରିୟରରେ ସଫଳତା ମିଳିବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ ଅଫିସ ଓ ପରିବାର ମଧ୍ୟରେ ଉଚିତ ତାଳମେଳ ରଖିବେ। ଏହି ଗୋଚର ଆପଣଙ୍କ ପାଇଁ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *