Excuse Me Odisha

ଯାହା କହିବୁ ସତ କହିବୁ

ଚୁପଚାପ ଘରର ଏହି ସ୍ଥାନରେ ଜଳାଇ ଦିଅନ୍ତୁ ଗୋଟିଏ ଲବଙ୍ଗ,ତା ପରେ ରାତାରାତି ଦେଖନ୍ତୁ ଚମତ୍କାର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବେଳେବେଳେ ଆପଣ କୌଣସି କାର୍ଯ୍ୟ କରିବା ସମୟରେ କଠିନ ପରିଶ୍ରମ କରିଥାନ୍ତି, କିନ୍ତୁ କଠିନ ପରିଶ୍ରମ କରିବା ପରେ ମଧ୍ୟ ନିଜ ଉଚିତ ପରିଣାମ ପାଇ ନଥାନ୍ତି। ତାହେଲେ ଆଜି ଆମେ ଆପଣଙ୍କୁ ଲବଙ୍ଗକୁ ନେଇ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ।ଏହି ଉପାୟ କରିବା ଦ୍ଵାରା ଆପଣ ନିଜ ଭାଗ୍ୟ ବଦଳାଇ ପାରିବେ। କହିବାକୁ ଗଲେ ଲବଙ୍ଗକୁ ରୋଷେଇ ଘରର ମସଲା ରୂପରେ ବ୍ୟବହାର କରାଯାଇଥାଏ।

ଲବଙ୍ଗକୁ ଆମେ ଗୋଟା ମସଲା ଭାବେ ବ୍ୟବହାର କରିଥାଉ। ଏହାର ଗୁଣ୍ଡକୁ ଆମେ ଖାଦ୍ୟ ରାନ୍ଧିବା ସମୟରେ ପକାଇ ଥାଉ, ଯାହାଦ୍ଵାରା ଖାଦ୍ୟର ସ୍ଵାଦ ବହୁତ ବଢ଼ି ଯାଇଥାଏ। ଏହାସହିତ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଲବଙ୍ଗକୁ ଆମେ ପ୍ରାକୃତିକ ଔଷଧ ରୂପରେ ମଧ୍ୟ ବ୍ୟବହାର କରିଥାଉ। ଏହାର ସେବନ କଲେ ଦାନ୍ତ ବିନ୍ଧା ସମସ୍ୟା ଦୂର ହୋଇଥାଏ।ଏହା ଆମ ଦାନ୍ତ ବ୍ୟଥାକୁ କମ କରି ଦେଇଥାଏ।

କିନ୍ତୁ କାର୍ଯ୍ୟରେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଉତ୍ତମ ପରିଣାମ ନ ମିଳିବା ଏକ କଷ୍ଟକର ପରିସ୍ଥିତି ଅଟେ। ତେଣୁ ଯଦି ଆପଣ ଅଧିକ ପରିଶ୍ରମ କରିବା ପରେ କିଛି ଉତ୍ତମ ପରିଣାମ ପାଉ ନାହାଁନ୍ତି, ତେବେ ଆପଣଙ୍କୁ ଏହି ଲବଙ୍ଗକୁ ନେଇ ନିଜ ପୂଜାଘରେ ରଖନ୍ତୁ ଏବଂ ଠାକୁରଙ୍କୁ ଆଳତି କରିବା ସମୟରେ କର୍ପୂର ଓ ସେହି ଲବଙ୍ଗକୁ ଜଳାଇ ଦିଅନ୍ତୁ।

ଜଳାଇ ସାରିବା ପରେ ଆପଣ ଏହାକୁ ଗୋଟିଏ ସ୍ଥାନରେ ଫୋପାଡି ଦିଅନ୍ତୁ। ଯଦି ଆପଣ କୌଣସି ଋଣ ଓ କରଜରେ ଚିନ୍ତାଗ୍ରସ୍ତ ଅଛନ୍ତି ଏବଂ ଅନେକ ଚେଷ୍ଟା ପରେ ମଧ୍ୟ ସେଥିରୁ ବାହାରି ପାରୁ ନାହାଁନ୍ତି, ତାହେଲେ ପାଞ୍ଚଟି ଲବଙ୍ଗ ଆଣି ଏହାକୁ ପୂଜା କରନ୍ତୁ। ଏହାପରେ ଆପଣ ଏହାକୁ ନେଇ ଏକ ଫାଙ୍କା ସ୍ଥାନକୁ ଯାଆନ୍ତୁ। ସେଠାରେ ଗୋଟେ ଲବଙ୍ଗକୁ ଆଗକୁ ଫୋପାଡି ଦିଅନ୍ତୁ ଏବଂ ଆଉ ଗୋଟେ ଲବଙ୍ଗକୁ ପଛକୁ ଫୋପାଡି ଦିଅନ୍ତୁ।

ଆଉ ଦୁଇଟି ଲବଙ୍ଗକୁ ଆପଣ ନିଜର ବାମ ପାର୍ଶ୍ଵ ଓ ଡାହାଣ ପାର୍ଶ୍ଵରେ ପକାଇ ଦିଅନ୍ତୁ। ଶେଷ ଲବଙ୍ଗ ଖଣ୍ଡକୁ ଆପଣ ନିଜ ମୁଣ୍ଡ ଉପରେ ପକାଇ ଦିଅନ୍ତୁ। ଏହାପରେ ଆପଣ ପଛକୁ ବୁଲି ଦେଖନ୍ତୁ ନାହିଁ। ଦେଖିବେ ଏହି ଉପାୟ କରିବା ଦ୍ୱାରା କିଛିଦିନ ପରେ ଆପଣଙ୍କର ପରିସ୍ଥିତି ସୁଧୁରିବା ପାଇଁ ଲାଗିବ। କିନ୍ତୁ ଧ୍ୟାନ ରଖନ୍ତୁ ଏହି ବିଷୟରେ କାହା ସହିତ ଆଲୋଚନା କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *