Excuse Me Odisha

ଯାହା କହିବୁ ସତ କହିବୁ

ନିଜର ପିତାମାତାଙ୍କୁ ଭୁଲରେ କେବେ ବି କୁହନ୍ତୁ ନାହିଁ ନିଜର ଏହି ଗୁପ୍ତ କଥା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଦୁନିଆର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଉଛି ଦୃଷ୍ଟି, ଦୃଷ୍ଟିକୋଣ, ଚିନ୍ତାଧାରା, ବୁଝିବାର ଶକ୍ତି। ଏଗୁଡ଼ିକ ମନୁଷ୍ୟ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ମଣିଷ ତାର ବିଚାର, ସମାନତା ଓ ଚିନ୍ତାଧାରା ଦ୍ଵାରା ନିଜ ଜୀବନକୁ ଶ୍ରେଷ୍ଠ ଓ ଆନନ୍ଦମୟ କରିଥାଏ

ଦୃଷ୍ଟିକୋଣ ଓ ଚିନ୍ତାଧାରାକୁ ଅନ୍ୟମାନଙ୍କ ଦୃଷ୍ଟିରେ ଦେଖିବାକୁ ଗଲେ ପରିସ୍ଥିତି ଭିନ୍ନ ପ୍ରକାରର ହୋଇଯାଇଥାଏ। ଗ୍ରୀଷ୍ମ ଋତୁରେ ମଣିଷ ଗରମ ସହ୍ୟ କରିପାରେ ନାହିଁ, କିନ୍ତୁ ସେହି ଗରମ ସାଗର ଓ ସମୁଦ୍ର ପାଣିକୁ ବାଷ୍ପୀଭୂତ କରିଥାଏ। ସେହିପରି ବର୍ଷା ଋତୁ ଆମକୁ ମନୋରଞ୍ଜନ ଭଳି ଆନନ୍ଦ ଦେଇଥାଏ। ତେଣୁ ସେହିପରି ଭାବରେ କଠିନ ପରିଶ୍ରମ କଲେ, ବ୍ୟକ୍ତି ଜୀବନରେ ନିଶ୍ଚିତ ରୂପରେ ସଫଳତା ହାସଲ କରିଥାଏ।ଅଧିକ ପରୀକ୍ଷା ଦେବା ପରେ ଆମକୁ ଆମର ସଠିକ ଲକ୍ଷ୍ୟ|

ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ମନରୁ ହାରି ଯାଆନ୍ତୁ ନାହିଁ। କାରଣ ଜୀବନର ପରୀକ୍ଷା ସବୁଠାରୁ ବଡ଼ ପରୀକ୍ଷା ଅଟେ। ଏହି ପରୀକ୍ଷା ଆମକୁ ସଠିକ ଲକ୍ଷ୍ୟ ପାଖକୁ ପହଞ୍ଚାଇ ଦେଇଥାଏ। ଏହାସହିତ ଆମକୁ ସାହସର ସହିତ ଜୀବନରେ ଆଗକୁ ବଢିବା ଉଚିତ। ଯଦି କୌଣସି ବ୍ୟକ୍ତି ଜୀବନରେ କଠିନ ପରିଶ୍ରମ କରି କିଛି ଅର୍ଜନ କରେ, ତାହେଲେ ତାହାକୁ ବଡ ସଫଳତା ଭାବରେ ବିବେଚନା କରାଯାଇଥାଏ। କିନ୍ତୁ ଯଦି ସେହି ବ୍ୟକ୍ତି ପରିଶ୍ରମ ନକରି ସଫଳତା ପାଇବା ପାଇଁ ଆଶା ରଖେ, ତାହେଲେ ଏହାକୁ ମୂର୍ଖାମି କୁହାଯାଇଥାଏ।

ତେଣୁ ଆପଣ ଜୀବନରେ ସର୍ବଦା ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ।କେବେ ବି ନିଜ ଲକ୍ଷ୍ୟକୁ ପଛରେ ପକାଇ ହାର ମାନନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣଙ୍କ ମନରେ ସାହସ ଓ ମନୋବଳ ସୁଦୃଢ ହେବ। ଜୀବନରେ ଯେତେ ବଡ ସମସ୍ୟା ବା ଦୁଃଖକଷ୍ଟ ଆସୁ ନା କାହିଁକି, ତାହାର ସମାଧାନ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପ୍ରୟାସ ଜାରି ରଖନ୍ତୁ।

ତେବେ ଏଗୁଡ଼ିକ ଭଗବାନ ଶ୍ରୀକୃଷ୍ଣଙ୍କର ନୀତିବାଣୀ ଥିଲା।ଏଗୁଡ଼ିକୁ ଆପଣଙ୍କୁ କେବେ ମଧ୍ୟ ନିଜ ପିତାମାତାଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଜୀବନରେ ସଫଳତା ପାଇବା ପରେ ଆପଣଙ୍କ କାହାଣୀ ଅନ୍ୟମାନଙ୍କ ଆଗରେ କହିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ।ତେଣୁ ଭୁଲରେ ମଧ୍ୟ ନିଜର ଲକ୍ଷ୍ୟ ବିଷୟରେ ଅନ୍ୟମାନଙ୍କୁ କହିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଅନ୍ୟମାନେ ଆପଣଙ୍କ ଉପରେ ଈର୍ଷାପରାୟଣ ହୋଇ ପାରନ୍ତି ଏବଂ ଆପଣଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ୟା ହୋଇପାରେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *