ପୁଅ କିମ୍ବା ଝିଅଙ୍କ ହାତରେ ଅଛି କି M ଚିହ୍ନ ! ଜାଣନ୍ତୁ ଏହାର ଭୟଙ୍କର ଅର୍ଥ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହାତରେ ଯଦି ଏମିତି ଚିହ୍ନ ରହିଛି ତାହେଲେ ଜାଣନ୍ତୁ ଏହାର ମାନେ କଣ।
ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଜାଣିବା ହାତର ରେଖାରେ ଲୁଚି ରହିଥିବା ଏକ ଅକ୍ଷର M ଚିହ୍ନ ବିଷୟରେ। ହାତରେ ରେଖାରେ ଏମିତି କେତେଯେ ସତ୍ୟ ଲୁଚି ରହିଥାଏ ତାହା ଆମେ ବୁଝି ପାରିନଥାଉ କି ଯାହାର ଅର୍ଥ ହୁଏତ ଆମେ ମାନେ ଜାଣି ପାରନଥାଉ କିନ୍ତୁ ତାହାର ମହତ୍ୱ ବହୁତ ହିଁ ଅଧିକ ରହିଥାଏ। ଆପଣ ଟିଭି ମାନଙ୍କରେ ଦେଖିଥିବେ କି ସ୍ତ୍ରୀ ମାନଙ୍କ ହାତ ରେଖାକୁ ଦେଖି ଲୋକମାନେ ରାଙ୍କ ପତିଙ୍କ ବିଷୟରେ କହି ଦେଇଥାନ୍ତି। ଅର୍ଥାତ ହାତରେ କିଛି ରେଖା ଏପରି ହୋଇଥାଏ ଯାହା ଆମକୁ କୌଣସି ଅକ୍ଷର ପରି ଦେଖାଯାଇଥାଏ।
ତେବେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଏପରି ହିଁ ଏକ ଅକ୍ଷର ଯାହାକି ଇଂରାଜୀର ଅକ୍ଷର M ବିଷୟରେ। ଯଦି କାହା ହାତରେ ଯଦି ଅଛି ଏହି M ଚିହ୍ନ ତାହେଲେ ତାଙ୍କର ଜୀବନ ଉପରେ କଣ ପ୍ରଭାବ ପକାଇଥାଏ life lineର ରେଖା fatelineର ରେଖା ହୃଦୟ ରେଖା ଏବଂ mine lineର ରେଖା ଏହି ସମସ୍ତ ରେଖା ମିଶି କରି କିଛି ଏମିତି ପ୍ରକାରର ଯାହାକି M ଅକ୍ଷର ପରି ଦେଖାଯାଇଥାଏ। ତ ଏହାର ଫଳ କଣ ହୋଇଥାଏ ତ ଆସନ୍ତୁ ସେହି ବିଷୟରେ ଆମେ ମାନେ ଜାଣିବା।
ଯେଉଁ ବ୍ୟକ୍ତିଙ୍କ ପାପୁଲିରେ M ଚିହ୍ନ ଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ତା ସହିତ କୌଣସି ବିଜନେସରେ ଏକ ଭଲ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି। ଯଦି ଆପଣ କାହାକୁ ଭଲ ପାଉଛନ୍ତି ଏବଂ ଯଦି ତାଙ୍କ ହାତରେ M ରେଖା ରହିଛି ତ ଆପଣ ତାଙ୍କୁ ବିଲକୁଲ ମିଛ କହିପାରିବେ ନାହିଁ। କାରଣ ସେମାନେ ଯେକୌଣସି ମିଛକୁ ସହଜରେ ହିଁ ଧରି ଦେଇଥାନ୍ତି। ଏମାନଙ୍କର ସିକସେନ୍ସ ବହୁତ ଶକ୍ତିଶାଳୀ ହୋଇଥାଏ। ଏମାନେ ମନର କଥାକୁ ବହୁତ ଶୀଘ୍ର ଧରି ନେଇଥାନ୍ତି। ସ୍ତ୍ରୀ କି ପୁରୁଷ ଦୁହେଁଙ୍କ ମଧ୍ୟରୁ କାହା ହାତରେ ବି ଏହି M ଅକ୍ଷର ରେଖା ଥିଲେ ଦୁଇଜଣ ଦୁହିଁଙ୍କ ପାଇଁ ଉଚ୍ଚ କଟିର ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି।
ଦୁହିଁଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ। ଯଦି ଆପଣଙ୍କ ହାତରେ ଏହି ଚିହ୍ନ ରହୁଅଛି ତ ବିଶ୍ୱାସ କରନ୍ତୁ ଆପଣ ବହୁତ ହିଁ ଲକି ଅଟନ୍ତି। ଏପରି ଲୋକ ଜୀବନରେ ଯେକୌଣସି ସମସ୍ୟାକୁ ସହଜରେ ହିଁ ସମାଧାନ କରିବାର ଅଦ୍ଭୂତ କ୍ଷମତା ରଖିଥାନ୍ତି। ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି। ବହୁତ ହିଁ ସାହସୀ ହୋଇଥାନ୍ତି। ଏକ ପୌରାଣିକ ମାନ୍ୟତା ଅନୁସାରେ ଏପରି ବ୍ୟକ୍ତିଙ୍କୁ ଭଗବାନଙ୍କର ବିଶେଷ ଆଶୀର୍ବାଦ ମିଳିଥାଏ। ସେ ପ୍ରାୟତଃ ପ୍ରତ୍ୟକ କ୍ଷେତ୍ରରେ ସଫଳ ହୋଇଥାନ୍ତି ଏବଂ ଉଚ୍ଚକଟିର ଭାଗ୍ୟ ସମ୍ପର୍ଣ୍ଣ ହୋଇଥାନ୍ତି।
ଏପରି କି କୁହାଯାଇଥାଏ କି ଯେଉଁମାନଙ୍କର ହାତରେ ଏହି M ର ଚିହ୍ନ ରହିଥାଏ ସେହି ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ହୋଇଥାନ୍ତି। ଭଗବାନ ଏମାନଙ୍କର ପ୍ରାର୍ଥନା ବହୁତ ଶୀଘ୍ର ହିଁ ଶୁଣିଥାନ୍ତି। ଏମାନେ ଯଦି କାହା ପାଇଁ କିଛି ପ୍ରାର୍ଥନା କରିଥାନ୍ତି ତ ତାଙ୍କର ପ୍ରାର୍ଥନା ଅତିଶୀଘ୍ର ହିଁ ପୂରଣ ହୋଇଥାଏ ଏବଂ ଯଦି ଏମାନଙ୍କ ମୁହଁରୁ କାହା ପାଇଁ ବି ଅଭିଶାପ ବାହାରି ଥାଏ ତ ତାହା ମଧ୍ୟ ଘଟିବାର ସମ୍ଭାବନା ରହିଥାଏ। ଏପରି ବ୍ୟକ୍ତିଙ୍କର ଏକ ଦୁର୍ଲଭ ଗୁଣ ଏହା ଅଟେ କି ଏମାନେ ଯାହା ସହିତ ବି ମିତ୍ରତା ରଖିଥାନ୍ତି ତାଙ୍କର ମଧ୍ୟ ଭାଗ୍ୟ ଚମକି ଉଠିଥାଏ।
ଅର୍ଥାତ ଯଦି ଆପଣଙ୍କ ବୟଫ୍ରେଣ୍ଡ କିମ୍ଵା ଗାର୍ଲଫ୍ରେଣ୍ଡ ସ୍ୱାମୀ କି ସ୍ତ୍ରୀ ଯାହାର ହାତରେ ବି M ଅକ୍ଷରର ରେଖା ଥାଏ ତ ଆପଣ ଜାଣିନିଅନ୍ତୁ କି ତାଙ୍କର କାରଣରୁ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଏପରି ଲୋକ ଯଦି କାହାର ମିତ୍ରବି ହୋଇଥାନ୍ତି ତ ଆପଣଙ୍କର ବି ଭାଗ୍ୟ ବଦଳି ଯାଇଥାଏ। ସବୁଠାରୁ ମୁଖ୍ୟ କଥା ଏହା ଅଟେ କି ଯାହା ଆମ ମାନଙ୍କର ଡ଼ମ୍ୟୁନେଟିଂ ହ୍ୟାଣ୍ଡରେ ନୁହେଁ ପରନ୍ତୁ ଆର ହାତଟିରେ ରହିବା ଆବଶ୍ୟକ।
ଏହି ଯେଉଁ M ଚିହ୍ନ ଅଟେ ଯଦି ଆପଣ ଡାହାଣ ହାତରେ ସମସ୍ତ କାମ କରୁଛନ୍ତି ତ ତାହା ଆପଣଙ୍କ ବାମ ହାତରେ ରହିଲେ ଅତି ଭଲ ହୋଇଥାଏ। ଏବଂ ଯଦି ଆପଣ ବାମ ହାତରେ ସମ୍ପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି ତ ଏହି M ଚିହ୍ନଟି ବାମ ହାତରେ ରହିଲେ ସେତେ ଲାଭକାରୀ ହୋଇନଥାଏ ଯେପରି ଡାହାଣ ହାତରେ ରହିବା ଦ୍ୱାରା ଲାଭ ମିଳିଥାଏ।
ଯଦି ଏହା କୌଣସି ବ୍ୟକ୍ତିଙ୍କର ଦୁଇଟି ଯାକ ହାତରେ ରହିଥାଏ ତ ଆପଣ ନିଜେ ହିଁ ଅନୁଭବ କରି ପାରିବେ ଯେ ଆପଣ ସମସ୍ତଙ୍କ ତୁଳନାରେ କିପରି ଉଚ୍ଚ ସ୍ଥିତିରେ ରହିଛନ୍ତି। ଆପଣ ବହୁତ ଲକି ଅଟନ୍ତି। ଏପରି M ର ଚିହ୍ନ ବହୁତ ହିଁ କମ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ। ଏହି ଚିହ୍ନ ରହିବା ବହୁତ ହିଁ ଲକି ଅଟେ। ଆପଣ ନିଜ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ତା ସହିତ ଆପଣ ନିଜ ଲାଇଫରେ ଧନର ଏବଂ ସୁଖ ସୁବିଧାର କୌଣସି ଅଭାବ ରହିବନାହିଁ।