Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଟଙ୍କାର ଅଭାବ ଅଛି ତ ଘରେ ଆଣି ଲଗାନ୍ତୁ ଏହି ଗଛ, ଚୁମ୍ବକ ଭଳି ଟାଣିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଟଙ୍କାର ଅଭାବ ଅଛି ତ ଘରେ ଆଣି ଲଗାନ୍ତୁ ଏହି ଗଛ ଚୁମ୍ବକ ଭଳି ଟଙ୍କା ଟାଣିବ।

ବନ୍ଧୁଗଣ ଘରେ ଟଙ୍କାର ଅଭାବ ଅଛି ତ ଘରେ ଆଣି ଲଗାନ୍ତୁ ଏହି ଗଛ ଚୁମ୍ବକ ଭଳି ଟାଣିବ ଟଙ୍କା । ଏଦୁନିଆର ସମସ୍ତେ କୋଟିପତି ବା ଲକ୍ଷପତି ହେବାକୁ ଚାହାଁନ୍ତି କିନ୍ତୁ କିଛି କାରଣରୁ ଆପଣ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଆପଣଙ୍କ ପାଖରେ ଟଙ୍କା ରହେନାହିଁ। ଆପଣ ବହୁତ ପରିଶ୍ରମ କରୁଛନ୍ତି ଅନେକ ପ୍ରକାରର ଉପାୟ କରୁଛନ୍ତି ତଥାପି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ ଏହା ପଛରେ କିଛି ନାଁ କିଛି ବଡ଼ କାରଣ ରହିଛି ନଚେତ ଘରର କୌଣସି ବାସ୍ତୁଦୋଷ ଲୁଚି ରହିଛି ଯେଉଁ କାରଣରୁ ଆପଣଙ୍କର ଉନ୍ନତି ହେଉନାହିଁ।

ସେଥିପାଇଁ ଆପଣ ଘରେ କ୍ଳାସୁଳା ଗଛ ଲଗାନ୍ତୁ। ଏହା ଅନଲାଇନ କିମ୍ବା ଗଛ ବିକ୍ରି କରୁଥିବା ଷ୍ଟୋରରେ ମିଳିଯିବ। ଏହି ଗଛ ଘରେ ଲଗାଇଲେ ଧନ ବୃଦ୍ଧି ହୋଇଥାଏ। ଏହା କ୍ଳାସୁଳା ଗଛ ମନିପ୍ଲାଣ୍ଟ ନାମରେ ମଧ୍ୟ ଜଣାଯାଏ। ଏହି ଗଛ ଛୋଟ ସବୁଜ ରଙ୍ଗର ହୋଇଥାଏ। ଏହାକୁ ଆପଣଙ୍କ ଘରର ମାଟି କୁଣ୍ଡରେ ଲଗାଇପାରିବେ। କୁହାଯାଏ କି କ୍ଳାସୁଳା ଗଛ ଘରକୁ ଚୁମ୍ବକ ପରି ଟଙ୍କା ଟାଣି ଆଣିଥାଏ ଏବଂ ଆପଣ ବହୁତ ପରିଶ୍ରମ କରୁଛନ୍ତି ତଥାପି ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଏହି ଗଛ ଆପଣ ଘରେ ଲଗାନ୍ତୁ।

ଏହି ଗଛକୁ ଆପଣ ନିଜ ଘରର ମାଟି କୁଣ୍ଡରେ ଲଗାନ୍ତୁ ଏହା ଆପେ ଆପେ ବଢିଯିବ। ଏହାକୁ ଉଭୟ ଖରା କିମ୍ବା ଛାଇ ଥିବା ସ୍ଥାନରେ ଲଗାଇପାରିବେ। ଏହି ଗଛ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ପ୍ରଭାବ ହୋଇଥାଏ। ଏହାକୁ ଘରର ମୁଖ୍ୟ ଦ୍ୱାର କିମ୍ବା କୋଣରେ ଲଗାଇପାରିବେ। ଏହି ଗଛର ଅଧିକ ଯତ୍ନନେବାର କୌଣସି ଆବଶ୍ୟକତା ନାହିଁ। ଏଥିରେ ଅଧିକ ପାଣି ବି ଦେବାକୁ ପଡେନାହିଁ। ଏହି ଗଛରେ ଯଦି ଫୁଲ ଫୁଟେ ତେବେ ଆପଣଙ୍କ ଭାଗ୍ୟ ଫିଟିଯିବ। ଯଦି ଆପଣଙ୍କର ଉନ୍ନତି ହେଉନାହିଁ ତାହେଲେ ଏହାକୁ ନିଶ୍ଚୟ ଘରେ ଲଗାନ୍ତୁ।

ଏହି ଗଛ ଲଗାଇବା ପରେ ଦେଖିବେ ଆପଣଙ୍କ ଘରର ଉନ୍ନତି ଆରମ୍ଭ ହୋଇଯିବ। ଯଦି ଆପଣଙ୍କ ଜୀବନରେ ସଫଳତା ମିଳୁନାହିଁ ଚାକିରୀରେ ଉନ୍ନତି ହେଉନାହିଁ ବ୍ୟବସାୟରେ ବି ଆପଣଙ୍କର ବୃଦ୍ଧି ହେଉନାହିଁ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି ଏହି କ୍ଳାସୁଳା ଗଛ ଲଗାଉଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ପରିବର୍ତନ ଘଟିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *