Excuse Me Odisha

ଯାହା କହିବୁ ସତ କହିବୁ

ଶାଶୁଘର ପାଇଁ ସ୍ଵୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ଏହି ୫ ନାମର ଝିଅ, ଏମାନଙ୍କ ପାଦ ପଡିବା ମାତ୍ରେ ଘରକୁ ଆସିଥାନ୍ତି ଲକ୍ଷ୍ମୀ ! ଜାଣନ୍ତୁ କେଉଁ କେଉଁ ନାମର ଝିଅ ?

ସେୟାର୍ କରନ୍ତୁ

ବନ୍ଧୁଗଣ ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। ବିବାହ ପରେ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ବେଳେବେଳେ କୌଣସି ଝିଅ ବିବାହ ପରେ ଶାଶୂଘରକୁ ଯିବା ମାତ୍ରେ ଶାଶୂଘରର ଉନ୍ନତି ହୋଇଥାଏ। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଜଣା ପଡ଼ିଥାଏ। ଏହାଛଡା କିଛି ଅକ୍ଷର ବିଶିଷ୍ଟ ଝିଅମାନେ ନିଜ ସ୍ଵାମୀ ଏବଂ ତାଙ୍କ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

D ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର D ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହି ଝିଅମାନେ ଯେଉଁ ଘରକୁ ମଧ୍ୟ ବୋହୂ ହୋଇ ଯାଆନ୍ତି ସେଠାରେ ସ୍ଵୟଂ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହି ଅକ୍ଷର ବିଶିଷ୍ଟ ଝିଅମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି।

G ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର G ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଶାଶୂଘର ଲୋକଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏମାନେ ବିବାହ ପରେ ଘରକୁ ପ୍ରବେଶ କରିବା ମାତ୍ରେ ହିଁ ତାଙ୍କ ସ୍ଵାମୀଙ୍କ ସହିତ ପରିବାର ଲୋକଙ୍କ ଭାଗ୍ୟ ମଧ୍ୟ ଖୋଲିଯାଏ।ଏହି ନାମ ବିଶିଷ୍ଟ ଝିଅମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ।

K ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ। ଏମାନେ ଯେଉଁ ଘରେ ରହିଥାନ୍ତି, ସେଠାରେ କେବେବି ଧନର ଅଭାବ ହୁଏ ନାହିଁ ଏବଂ ପ୍ରଚୁର ପରିମାଣରେ ଧନସମ୍ପତ୍ତି ବଢ଼ିଥାଏ।ଏମାନଙ୍କ ସ୍ବାମୀ ଓ ପରିବାର ଲୋକେ ବହୁତ ସ୍ନେହ ଭଲପାଇବା ଦେଇଥାନ୍ତି।ଏହାସହିତ ସେହି ଘରେ ସୁଖଶାନ୍ତି ଭରି ଯାଏ।

L ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଯେଉଁ ଘରକୁ ବିବାହ କରି ଯାଆନ୍ତି, ସେହି ଘରେ କେବେବି ଆର୍ଥିକ ଅଭାବ ଦେଖା ଦେଇ ନଥାଏ।ଏହାସହିତ ସେହି ଘରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ।ଏହି ନାମ ବିଶିଷ୍ଟ ଝିଅମାନଙ୍କ ଯୋଗୁଁ ସେମାନଙ୍କ ସ୍ଵାମୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ ଓ ବହୁତ ଲାଭ ପ୍ରାପ୍ତ ହୋଇଥାଏ।

P ନାମ ଥିବା ଝିଅମାନେ –

P ନାମ ବିଶିଷ୍ଟ ଝିଅମାନଙ୍କର ବୈବାହିକ ଜୀବନ ସୁଖଶାନ୍ତିରେ ଅତିବାହିତ ହୋଇଥାଏ।ପରିବାର ଲୋକେ ଏମାନଙ୍କୁ ବହୁତ ସମ୍ମାନ କରିଥାନ୍ତି। ଏହି ନାମ ଥିବା ଝିଅମାନେ ନିଜ ସ୍ଵାମୀ ଏବଂ ପରିବାର ଲୋକଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏମାନଙ୍କୁ ବିବାହ କରିବା ପରେ ଏମାନଙ୍କ ସ୍ଵାମୀଙ୍କ ଭାଗ୍ୟ ବଦଳି ଯାଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *