Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ : ଲେମ୍ବୁ ଉପରେ ଲେଖିଦିଅନ୍ତୁ ଏହି ସଂଖ୍ୟା ! ହେବ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲେମ୍ବୁ ଉପରେ ଲେଖି ଦିଅନ୍ତୁ ଏହି ସଂଖ୍ୟାଟିକୁ ୨୦୨୨ ରେ ଏତେ ଟଙ୍କା ଆସିବ ଯେ ଗଣି ଗଣି ଥକି ଯିବେ।

ବନ୍ଧୁଗଣ ଲେମ୍ବୁ ଉପରେ ଲେଖିଦିଅନ୍ତୁ ଏହି ସଂଖ୍ୟାଟିକୁ ଚମତ୍କାର ହୋଇଯିବ। ଆପଣଙ୍କର ଘର ଅନ୍ନ ଧନ ଓ ସୁଖ ଶାନ୍ତିରେ ଭରିଉଠିବ। ଘରେ ଖାଲି ଧନର ବର୍ଷା ହେବ। ଆପଣଙ୍କର ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଯିବ। ଯେଉଁ ଜିନିଷ ଆପଣଙ୍କୁ ଦୁଃଖ ଦେଉଛି ଆପଣଙ୍କୁ ହଇରାଣ କରୁଅଛି ସେହି ଜିନିଷ ନଷ୍ଟ ହୋଇଯିବ। କେବଳ ୨୦୨୨ ମସିହାରେ ଏହି ଉପାୟଟିକୁ ଆପଣଙ୍କୁ କରିବାର ଅଛି।

ଏହା ଦ୍ବାରା ଆପଣଙ୍କର ଅନେକ ମାତ୍ରାରେ ଲାଭ ହେବ। ଆପଣଙ୍କର ଜୀବନରେ ପରିବର୍ତ୍ତନ ଆସିବାକୁ ଲାଗିବ। ଏହି ଉପାୟଟିକୁ ଆପଣ କଲେ ନିଜେ ଅନୁଭବ କରିପାରିବେ ଆପଣଙ୍କର ସିନ୍ଦୁକ ଟଙ୍କା ସୁନାରେ ଭରି ଯିବ। ତେବେ ଆସନ୍ତୁ ଜାଣିନେବା ଏହି ଉପାୟଟି କଣ ଅଟେ ଏବଂ ଏହାକୁ କିପରି କରିବେ। ଏହି ଉପାୟ କରିବା ମାତ୍ରେ ହିଁ ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଭାଗ୍ୟ ଆପଣଙ୍କର ଉଜ୍ଵଳ ମୟ ହୋଇ ଉଠିବ। ଆପଣଙ୍କର ସମସ୍ତ ପ୍ରକାରର ମନକାମନା ପୁର୍ଣ ହୋଇଯିବ।

ବନ୍ଧୁଗଣ ଏହି ଉପାୟଟି ଅଙ୍କ ଶାସ୍ତ୍ରରୁ ଉଧୃତ ଅଟେ। ଅଙ୍କ ଶାସ୍ତ୍ର ଏପରି ଏକ ଶାସ୍ତ୍ର ଯାହାକି ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ। ଏହି ଅଙ୍କ ମଧ୍ୟରେ ରହିଥାଏ। ସମସ୍ତ ବ୍ରହ୍ମାଣ୍ଡର ଶକ୍ତି। ଏଣୁ ଏହି ଅଙ୍କକୁ ନେଇ ଜ୍ୟୋତିଷ ଶାସ୍ତ୍ର ତାନ୍ତ୍ରିକ ପଣ୍ଡିତ ସମସ୍ତେ ଯନ୍ତ୍ର ତିଆରି କରିଥାନ୍ତି। ମନ୍ତ୍ର ତନ୍ତ୍ର ଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ ଓ ଚମତ୍କାରୀ ମଧ୍ୟ ହୋଇଥାଏ। ତେବେ ଏହି ଉପାୟଟିକୁ କରିବା ପାଇଁ ନିଖୁଣ ଓ ପାଚିଲା ଲେମ୍ବୁଟିଏ ଆଣନ୍ତୁ। ଯାହାକି ସମ୍ପୂର୍ଣ୍ଣ ସଫା ସୁତରା ଓ ହଳଦୀ ରଙ୍ଗର ହୋଇଥିବା ଦରକାର। ଏହାକୁ କେବଳ ଗୁରୁବାର ଦିନ କିମ୍ବା ଶୁକ୍ରବାର ଦିନ ହିଁ କରିବାକୁ ହୋଇଥାଏ ଅନ୍ୟଥା ବିଫଳ ହୋଇଥାଏ।

ଗୋଟିଏ ଲେମ୍ବୁ ଆଣିବା ପରେ ସେହି ଲେମ୍ବୁ ଉପରେ ଏହି ସଂଖ୍ୟାଟିକୁ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସର ସହକାରେ ଲେଖିବାକୁ ହେବ। ଏହି ଚମତ୍କାରୀ ସଂଖ୍ୟାଟି କିଛି ଏପରି ହୋଇଥାଏ କି ଆପଣଙ୍କର ଭାଗ୍ୟକୁ ଉଜ୍ଵଳମୟ କରିବା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ନକରାତ୍ମକତାକୁ ନଷ୍ଟ କରିଥାଏ। ଏହି ସଂଖ୍ୟା ଟିକୁ ଲେମ୍ବୁ ଉପରେ ହଳଦୀ କିମ୍ବା ଶ୍ୱେତ ଚନ୍ଦନରେ ହିଁ ଲେଖିବାକୁ ହେବ। ସଂଖ୍ୟାଟି ହେଉଛି ୩୦୩। ଏହାର ମହତ୍ୱ ଏହା ଯେ ଲେମ୍ବୁ ଟି ଏକ ଏପରି ଚମତ୍କାରୀ ଓ ପବିତ୍ର ଫଳ ଟିଏ ଯାହାକୁ ପୂଜା ପାଠ ତନ୍ତ୍ର ମନ୍ତ୍ର ବା ତାନ୍ତ୍ରିକ କାର୍ଯ୍ୟ ଶୁଭ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ ସମସ୍ତ କ୍ଷେତ୍ରରେ ଏହାର ବ୍ୟବହାର ହୋଇଥାଏ।

ଲେମ୍ବୁ ଉପରେ ସଂଖ୍ୟାଟିକୁ ଲେଖିବା ପରେ ଲେମ୍ବୁଟିକୁ ଘରେ ଏପ୍ରିଲ ସ୍ଥାନରେ ଲୁଚାଇ ଦିଅନ୍ତୁ କି ଯେଉଁଠିକି କାହାରିବି ନଜର ପଡୁ ନଥିବ। ପୂଜା ଘରେ ମଧ୍ୟ ଏହାକୁ ଲୁଚାଇ ରଖି ପାରିବେ। ଚେଷ୍ଟା କରିବେ କି ଏପରି ସ୍ଥାନରେ ରଖିବା ପାଇଁ ଯେଉଁଠିକି କାହାରିବି ନଜର ପଡୁନଥିବ। ଲୋକ ମାନଙ୍କର ନଜରରୁ ଏହାକୁ ଲୁଚାଇ ରଖିବାକୁ ହେବ ଏବଂ ସଂଖ୍ୟାଟି ଆପଣ ୩୦୩ ଲେଖିବାକୁ ହେବ। ଏହା ଦ୍ବାରା ଆପଣଙ୍କର ଜୀବନରେ ପରିବର୍ତ୍ତନ ହେବାକୁ ଲାଗିବ। ଜ୍ୟୋତିଷ ଶାସ୍ତ୍ର ଓ ଅଙ୍କ ଶାସ୍ତ୍ରରେ ଏହି ୩୦୩ ସଂଖ୍ୟାଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସଂଖ୍ୟା ହୋଇଥାଏ।

ଏହି ୩୦୩ ଏହି ସଂଖ୍ୟାରେ ସମସ୍ତ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ୩ ଅର୍ଥାତ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର। ୦ ହେଉଛି ଶୂନ୍ୟ ମଣ୍ଡଳ ଓ ୩ ହେଉଛି ମହା ଲକ୍ଷ୍ମୀ ମହା ସ୍ୱରସ୍ୱତୀ ଓ ମହା କାଳୀ ଅଟନ୍ତି। ଏଣୁ ଏହି ୩୦୩ ସଂଖ୍ୟାକୁ ଏକ ଦିବ୍ୟ ସଂଖ୍ୟା ବୋଲି କହିଥାନ୍ତି ଏବଂ ଚମତ୍କାରି ସଂଖ୍ୟା ବୋଲି ମଧ୍ୟ କହିଥାନ୍ତି। ଏହି ସଂଖ୍ୟା ମଧ୍ୟରେ ସମସ୍ତ ସଂସାର ସମାହିତ ଅଟେ।

ସମସ୍ତ ସଂସାର ଏଥିରେ ବାସ କରିଥାନ୍ତି। ସମସ୍ତ ସଂସାର ଏହି ସଂଖ୍ୟା ଉପରେ ନିର୍ଭରଶୀଳ ଅଟନ୍ତି। ଆପଣ ନିଜେ ହିଁ ଅନୁଭବ କରିପାରିବେ ଏହି ୩୦୩ ସଂଖ୍ୟା କୁ ଲେମ୍ବୁ ଉପରେ ଲେଖି ଯଦି କୌଣସି ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖିଦିଅନ୍ତି। ତେବେ ଆପଣଙ୍କୁ ଏତେ ମାତ୍ରାରେ ଲାଭ ମିଳିବ ଯେ ଯେତିକି ଆପଣ ଆଶା କରିଥିବେ ତା ଠାରୁ ବି ଅଧିକ ଯାହା ଆପଣ କେବେବି କଳ୍ପନା କରିନଥିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *