Excuse Me Odisha

ଯାହା କହିବୁ ସତ କହିବୁ

କୋଟିଏରେ ଗୋଟିଏ ହୋଇଥାନ୍ତି ଏହି ୬ ଟି ନାମର ଝିଅ। ଏଥିରେ ଆପଣଙ୍କ ନାମ ଅଛି କି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିଏରେ ଗୋଟିଏ ହୋଇଥାନ୍ତି ଏହି ୬ ଟି ନାମର ଝିଅ।

ବନ୍ଧୁଗଣ ଆଜିକାଲି ପ୍ରତ୍ୟକ ବ୍ୟକ୍ତି ଦୁନିଆରେ ନିଜର ଅଲଗା ପରିଚୟ ବନେଇବାକୁ ଚାହିଁଥାଏ। ପଛେ ଏହି ପରିଚୟ ତାଙ୍କର ସ୍ୱାଭାବରୁ ମି କାମରୁ। ଜ୍ୟୋତିଷ ଙ୍କ ଅନୁସାରେ କିଛି ଖାସ ନାମର ଲୋକ ଜନ୍ମରୁ ହିଁ ଭାବୁକ ବା ସଫା ମନର ହୋଇଥାନ୍ତି। ସେମାନେ କେବେବି କାହାର ଖରାପ ଚିନ୍ତା କରନ୍ତି ନାହିଁ। ଭିତରେ ଯେତେ ଦୁଃଖରେ ଥିଲେ ମଧ୍ୟ ବାହାରେ ଖୁସିରେ ଥାନ୍ତି। ଆଜି ଆମେ ଏମତି ୬ ଟି ମହିଳାଙ୍କ ବିଷୟରେ ଜଣେଇବୁ ଯେଉଁମାନେ ମନରୁ ବହୁତ ସଫା ଏବଂ ଖୋଲା ହୋଇଥାନ୍ତି। ଆଉ ସର୍ବଦା ହିଁ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଥାନ୍ତି।

A ନାମର ଝିଅମାନେ। ଏହି ନାମର ଝିଅମାନେ ମନରୁ ଅଧୁକ ସଫା ହେବା ସହିତ ବହୁତ ଭାବୁକ ହୋଇଥାନ୍ତି। ନିଜର ଅଧିକ ଭାବୁପ୍ରବଣତା କାରଣରୁ ଏମାନେ କେତେ ଥର ଲୋକଙ୍କ ଠାରୁ ଧକା ଖାଇଯାଇଥାନ୍ତି। ଏମାନେ ବିଶ୍ୱାସର ପାତ୍ର ହୋଇଥାନ୍ତି ଏବଂ ପ୍ରମିଶ କରିଥିବା କଥା କେବେବି ଭାଗନ୍ତିନାହିଁ। ଏମାନେ ନିଜର ବ୍ୟବହାର ଯୋଗୁ ସମାଜରେ ଅଧିକ ଇଜତ ପାଇଥାନ୍ତି। ଏମାନଙ୍କର ଖାସ କଥା ଏହା ଯେ ଏମାନେ କୌଣସି ବି ପରିସ୍ଥିତିରେ ନିଜକୁ ଏଡ଼ଜଷ୍ଟ କରିନିଅନ୍ତି।

D ନାମର ଝିଅମାନେ। ଯେଉଁ ଝିଅ ମାନଙ୍କର ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀ ଙ୍କ କୃପାଥାଏ। ଏହି ଅକ୍ଷରଥିବା ଝିଅମାନେ ଯେଉଁ ଗୃହକୁ ବାହା ହୋଇଯାନ୍ତି ସେଠି କେବେବି ଧନ ଓ ଖୁସିର ଅଭାବ ରହେନାହିଁ। ଏମାନେ ମନରୁ ବହୁତ ସଫା ହୋଇଥାନ୍ତି। କାରଣ ଏମାନଙ୍କ ସହିତ କିଏ କେତେବି ଖରାପ କରୁନା କାହିଁକି କିନ୍ତୁ ଏମାନେ କେବେବି ସେମାନଙ୍କର ଚିନ୍ତା କରନ୍ତି ନାହିଁ। ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଏମାନେ ସବୁବେଳେ ଆଗରେ ଥାନ୍ତି। ନିଜର ବ୍ୟବହାର ଯୋଗୁ ଏହି ନାମର ଝିଅମାନେ ସମସ୍ତଙ୍କ ମନ ଜିତି ନିଅନ୍ତି।

L ନାମର ଝିଅମାନେ। ଯେଉଁ ଝିଅମାନଙ୍କ ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ୱଭାବରୁ କୋମଳ ଏବଂ ଲାଜୁଆ ହୋଇଥାନ୍ତି। ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ। ଏମାନେ ଶାନ୍ତି ପ୍ରିୟ ହୋଇଥାନ୍ତି କିନ୍ତୁ ଏମାନଙ୍କ ମନ ବହୁତ ଅସ୍ଥିର ଥାଏ। ଏହି ଝିଅ ମାନଙ୍କର ଖାସ କଥା ଏହା ହୋଇଥାଏ କି ଏମାନେ ନିଜ ଜୀବନର ଛୋଟ ଛୋଟ ଜିନିଷରୁ ଖୁସି ହୋଇଯାନ୍ତି। ଏହି ଝିଅ ମାନେ ବହୁତ ଭାବିବା ଝିଅ ହୋଇଥାନ୍ତି।

S ନାମର ଝିଅମାନେ। ଏମାନଙ୍କ ମନ ବହୁତ ସଫା ହୋଇଥାଏ। ଏମାନେ ସ୍ୱଭାବରୁ ପରିଶ୍ରମୀ ଏବଂ ଖୁସି ରହିବା ଝିଅ ହୋଇଥାନ୍ତି। ଏମାନେ ଅନ୍ୟ କାହା ସହିତ ନିଜ କଥା ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। ଏହି ନାମର ଝିଅ ମାନେ ଯଦି ଆପଣଙ୍କ ସହିତ କଥା ସେୟାର କରୁଛନ୍ତି ତ ବୁଝିଯାଅନ୍ତୁ କି ଏମାନେ ଆପଣଙ୍କୁ ତାଙ୍କ ଲାଇଫର ଗୋଟେ ଖାସ ଜାଗା ଦେଇଛନ୍ତି। ଏମାନେ ନିଜ କାମକୁ ବହୁତ ସହଜରେ ଆଉ ଠିକ ସମୟରେ ପୂରଣ କରିଥାନ୍ତି। ଏମାନେ ନିଜ ଭାବନା ପ୍ରତି ବହୁତ କ୍ୟାରିଙ୍ଗ ହୋଇଥାନ୍ତି।

M ନାମର ଝିଅମାନେ। ଯେଉଁ ଝିଅମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସଫା ମନର ହୋଇଥାନ୍ତି। ଏମାନେ ନିଜ କାରଣରୁ ଅନ୍ୟ ମାନଙ୍କୁ କଷ୍ଟରେ ଦେଖିବା ବିଲକୁଲ ପସନ୍ଦ କରନ୍ତି ନାହିଁ। ଏମାନେ ସବୁବେଳେ ଗଭୀର ଚିନ୍ତାରେ ବୁଡି ରହିଥାନ୍ତି। ଏହା ବ୍ୟତୀତ ଏମାନେ ପ୍ରତ୍ୟକ ଛୋଟ ଛୋଟ କଥାକୁ ମନକୁ ନେଇଯାନ୍ତି। ଏହା ବ୍ୟତୀତ ଏମାନଙ୍କୁ ଇନଡାଇରେକ୍ଟ କଥା ବିଲକୁଲ ପସନ୍ଦ ନଥାଏ। ଏମାନେ ମନରୁ ବହୁତ ଭଲ ହୋଇଥିବା କାରଣରୁ ଏମାନେ ଲୋକଙ୍କୁ ଶୀଘ୍ର ମନେଇ ନିଅନ୍ତି।

P ନାମର ଝିମାନେ। ଏହି ନାମର ଝିଅମାନେ ମନରୁ ବହୁତ ସଫା ଏବଂ ଭାବୁକ ହୋଇଥାନ୍ତି। ଏମାନେ ପରିଶ୍ରମ କରିବା ପସନ୍ଦ କରିଥାନ୍ତି। ଏହି ନାମର ଝିଅମାନଙ୍କୁ ରାଗ ବି ଶୀଘ୍ର ଆସିଯାଏ। ପରନ୍ତୁ ଏମାନେ ଭିତରୁ କେତେବି ଅଶାନ୍ତ ରୁହନ୍ତୁ ନାଁ କାହିଁକି କିନ୍ତୁ ବାହାରକୁ ସବୁବେଳେ ଶାନ୍ତ ଦେଖାଇବାକୁ ଚେଷ୍ଟା କରିଥାନ୍ତି। ଯଦି କୌଣସି ବ୍ୟକ୍ତି ଏମାନଙ୍କ ନଜରରେ ଖରାପ ହୋଇଯାଏ ତ ସେ ସବୁବେଳେ ଖରାପ ହିଁ ରହିଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *