Excuse Me Odisha

ଯାହା କହିବୁ ସତ କହିବୁ

ବାସ କିଛି ଅଚଳ ପଇସା ଓ ଗୋଟିଏ ଖାଲି ଢାଳ ଘରେ ଭରିଦେବ ଟଙ୍କା ପଇସା ! ଜାଣନ୍ତୁ କିପରି ….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାସ କିଛି ଅଚଳ ପଇସା ଓ ଗୋଟିଏ ଖାଲି ଢାଳ ଘରେ କରିଥାଏ ଟଙ୍କାର ପଇସା।

ବନ୍ଧୁଗଣ କିଏ ଅବା ଧନୀ ହୋଇ ବଞ୍ଚିରହିବାକୁ ଚାହିଁନଥାଏ। କିଏ ଅବା ଭୋଗ ବିଳାସ ପୂର୍ଣ୍ଣ ଜୀବନ ଚାହିଁନଥାଏ କିନ୍ତୁ ଆଜିର ଏହି ସମାଜରେ ବହୁତ ଅଧିକ ପରିଶ୍ରମରେ କମ ରୋଜଗାର ହୋଇଥାଏ। ଅବା ଅନେକ ଲୋକ ତ ରୋଜଗାରର ରାସ୍ତା ପାଇନଥାନ୍ତି ଆଉ ଅନେକ ଲୋକ ରୋଜଗାରର ତ ବହୁତ ଭଲ ଭାବରେ କରିଥାନ୍ତି କିନ୍ତୁ ତାହା ଅଣ୍ଟି ନଥାଏ ଅବା ଘରେ ତାହା ସଞ୍ଚୟ ହୋଇପାରିନଥାଏ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ସହଜ ଓ ଚମତ୍କାରୀ ଉପାୟ ବିଷୟରେ ଜଣାଇବୁ ଯାହାକୁ କରିବା ଦ୍ୱାରା ଆପଣଙ୍କର ଘରେ ଧନର ବର୍ଷା ହୋଇଥାଏ। ଧନ ରୋଜଗାରର ସବୁ ବାଟ ଖୋଲିଯାଇଥାଏ। ମା ଲକ୍ଷ୍ମୀ ଟାଣି ହୋଇ ଆସନ୍ତି। ତେବେ ଆସନ୍ତୁ ସେହି ସହଜ ଉପାୟଟି ଜାଣିନେବା।

ପ୍ରଥମ ଉପାୟ। ସାଧାରଣତଃ ଆପଣ ମାନେ ସର୍ବଦା କିଛି ନାଁ କିଛି କର୍ମରେ ବାହାରକୁ ଯାଇଥାନ୍ତି ଏବଂ ସେହି କର୍ମ ସାରି ଘରକୁ ଫେରିଥାନ୍ତି କିନ୍ତୁ ଅନେକ ସମୟରେ ଆପଣ ଖାଲି ହାତରେ ଘରକୁ ଫେରିଥାନ୍ତି। ଏପରି କରିବା ସମ୍ପୂର୍ଣ୍ଣ ଭୁଲ ହୋଇଥାଏ। କାରଣ ଏପରି କରିବା ଦ୍ୱାରା ମଙ୍ଗଳଙ୍କର ଖରାପ ଦୃଷ୍ଟି ପଡିଥାଏ। ଯାହା ଦ୍ୱାରା ଘରେ ସର୍ବଦା ନିଅଣ୍ଟ ଧରିଥାଏ। ସେଥିପାଇଁ ଘରକୁ ଫେରିବା ସମୟରେ କିଛି ନାଁ କିଛି ଘରକୁ ଆଣନ୍ତୁ।

ତାହା ଯେତେ କମ ପଇସାର ହୋଇଥାଉନା କାହିଁକି ଏବଂ ଯଦି କିଛି କିଣି ଆଣିବାର ସମ୍ଭବ ନହୁଏ ତେବେ କୌଣସି ଏକ ଗଛର ପତ୍ରଟିଏ ଛିଣ୍ଡାଇ ନେଇ ଆସନ୍ତୁ ଏବଂ ପରେ ତାହାକୁ ଫୋପାଡ଼ି ଦିଅନ୍ତୁ। ଏପରି କିଛି ଦିନ କରନ୍ତୁ ଏହାର ଶୁଭ ପରିଣାମ ନିଶ୍ଚୟ ଦେଖିବାକୁ ପାଇବେ।

ଦ୍ୱିତୀୟ ଉପାୟ। ଧଳା ରଙ୍ଗର ଛିଡା ହୋଇଥିବା ଭଗବାନ ଗଣେଶଙ୍କର ମୂର୍ତିଟିଏ ଘରକୁ ଆଣନ୍ତୁ। ଏହି ଭଗବାନ ଗଣେଶଙ୍କର ମୂର୍ତିଟିକୁ ଘରର ପୂର୍ବ ଦିଗରେ ରଖିଦିଅନ୍ତୁ ଏବଂ ଏହି ଭଗବାନ ଗଣେଶ ମୂର୍ତିଙ୍କ ଆଗରେ କିଛି ଅରୁଆ ଚାଉଳ ରଖିଦିଅନ୍ତୁ। ସେହି ଅରୁଆ ଚାଉଳ କିଛି ଦିନ ପରେ ଖରାପ ହୋଇଗଲେ ପୁଣି ଥରେ ସେହି ପୁରୁଣା ଚାଉଳକୁ କାଢି ନୂଆ ଚାଉଳ କିଛି ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ କିମ୍ବା ବିଳମ୍ବ ହେଉଥିବା ସମସ୍ତ କାର୍ଯ୍ୟ ଖୁବଶୀଘ୍ର ହୋଇଥାଏ ଏବଂ ଧନ ସମ୍ବଦ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

ତୃତୀୟ ଉପାୟ। କିଛି ଲୋକ ଅନେକ ରୋଜଗାର କରିଥାନ୍ତି କିନ୍ତୁ ସର୍ବଦା ନିଅଣ୍ଟ ପଡିଥାଏ। ଘରେ ସର୍ବଦା ଦାରିଦ୍ର୍ୟତା ଲାଗି ରହିଥାଏ। ତ କିଛି ଲୋକ ରୋଜଗାରର ବାଟ ପାଇନଥାନ୍ତି ସେମାନଙ୍କ ଜୀବନରେ ସର୍ବଦା ଅଭାବ ଲାଗିରହେ। ତ ଏହିପରି ଦରିଦ୍ରତା ଯଦି ଘରେ ଲାଗିରହୁଛି ତ ଏକ ଛୋଟ ପିତଳ ଢାଳଟିଏ ବା ଲୋଟାଟିଏ ଘରକୁ ଆଣନ୍ତୁ। ଚଳନ୍ତି ହେଉ ଅବା ଅଚଳନ୍ତି ହେଉ ସେଥିରେ ମୁଦ୍ରା ବା କଏନ ଦ୍ୱାରା ଭରି ଦିଅନ୍ତୁ ବା ଫୁଲ କରି ଦିଅନ୍ତୁ

ଏହି ଢାଳଟିକୁ ପଶ୍ଚିମ ଘରର ପଶ୍ଚିମ ପଟେ ରଖିଦିଅନ୍ତୁ ଏବଂ ପ୍ରତିଦିନ ସକାଳେ ଏହାକୁ ଭୂମିଷ୍ଠ ପ୍ରଣାମ କରନ୍ତୁ ବା ମୁଣ୍ଡିଆ ମାରନ୍ତୁ ଦେଖିବେ କିଛି ଦିନ ଏପରି କରିବା ଦ୍ୱାରା ଘରକୁ ଧନ ଆସିବାର ବାଟ ଭୁଲିଯିବ। ଧନର ଅଭାବ ରହିବ ନାହିଁ। ଘରେ ଧନର ସଞ୍ଚୟ ବଢିବାକୁ ଲାଗିବ। ଜୀବନରେ ଏକ ଉନ୍ନତ ବା ଧନୀ ହେବାର ସହାୟ ହୋଇଥାଏ। ମା ଲକ୍ଷ୍ମୀ ଏବଂ କୁବେରଙ୍କର ଅସୀମ କୃପା ମିଳିଥାଏ। ଦରିଦ୍ରତା ଖୁବଶୀଘ୍ର ଦୂର ହୋଇଥାଏ। ଘରେ ଧନର ବର୍ଷା ହେବାକୁ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *