Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2022 | ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ ଜାଣନ୍ତୁ ନିଜର ଭବିଷ୍ୟତ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷ ୨୦୨୨। ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ।

ବନ୍ଧୁଗଣ ଆଜିର ବିଷୟଟି ରହିଛି ଏହି ୩ ଟି ରଙ୍ଗରୁ ବାଛନ୍ତୁ କୌଣସି ବି ଗୋଟିଏ ରଙ୍ଗ ଆଉ ଜାଣନ୍ତ ନିଜର ଭବିଷ୍ୟତ ସହିତ ଜଡ଼ିତ କିଛି ଗୁପ୍ତ ରହସ୍ୟ ଏବଂ ଭାଗ୍ୟ। ଆପଣଙ୍କ ଭାଗ୍ୟ ଆପଣଙ୍କୁ କେଉଁ ଆଡ଼କୁ ନେଇଯିବ ତାହା ମଧ୍ୟ ରଙ୍ଗର ଆଧାରରେ ଜାଣିପାରିବେ। ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବିଶ୍ୱାସ ରଖିଥାନ୍ତି ଜ୍ୟୋତିଷ ଶାସ୍ତ୍ର ପ୍ରତି ଅଧିକ ବିଶ୍ୱାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ୟା ଗୁଡିକୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି।

ଏହା ସହିତ ନିଜ ଭବିଷ୍ୟତ ସହିତ ଜଡ଼ିତ ବିଷୟରେ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମ ଦ୍ୱାରା ଦିଆଯାଥିବା ୩ ଟି ରଙ୍ଗର ବିକଳ୍ପ କୁ ବାଛିକରି ଆପଣ ମାନେ ଭବିଷ୍ୟତ ବିଷୟରେ କିଛି ଘଟଣା ଜାଣିପାରିବେ ଏବଂ ଏପରି କିଛି କଥା ମାନ ଜାଣିବେ ଯାହାକି ଆପଣଙ୍କର ଭବିଷ୍ୟତକୁ ଆହୁରି ସୁଦୃଢ଼ କରିବ। ସେଥିପାଇଁ ଏହି ୩ ଟି ରଙ୍ଗରୁ ଗୋଟିଏ ରଙ୍ଗକୁ ବାଛିବାକୁ ପଡିବ। ଏଥିରେ ରହିଛି ନୀଳ ରଙ୍ଗ ହଳଦିଆ ରଙ୍ଗ ଏବଂ ଲାଲି ରଙ୍ଗର ସଂକେତ। ଯାହାର ନିର୍ଣ୍ଣୟରେ ହିଁ ଆପଣଙ୍କୁ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି କହିବ।

ତ ଆସନ୍ତୁ ଏହି ବିଷୟରେ ଜାଣିବା। ତ ପ୍ରଥମେ ଆପଣ ଗୋଟିଏ ରଙ୍ଗ ବାଛନ୍ତୁ। ଗୋଟିଏ ରଙ୍ଗ ହିଁ ବାଛିବେ। ଆପଣ ରଙ୍ଗ ବାଛିବା ପରେ ଆପଣ ଯେଉଁବି ରଙ୍ଗ ବାଛିଛନ୍ତି ତାହା କଣ କହିଥାଏ ଆପଣଙ୍କ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ନୀଳ ରଙ୍ଗ। ଯଦି ଆପଣ ଏହି ରଙ୍ଗଟିକୁ ବାଛିଛନ୍ତି ତ ଆପଣଙ୍କର ବହୁତ ଲମ୍ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଅଛି, ଜୀବନରେ ଚାଲିଥିବା ଉଚ୍ଚା ନିଚା କାରଣରୁ ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ନଦେବାର ଅନୁଭବ କରୁଛନ୍ତି। ଏହି କାରଣରେ ଆପଣଙ୍କ ଚିନ୍ତାରେ ଏବଂ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଛି। କିନ୍ତୁ ଏହା ଜାଣିନିଅନ୍ତୁ କି ଏହା ଆପଣଙ୍କୁ ଆହୁରି ଅଧିକ ଶକ୍ତିଶାଳୀ ମଧ୍ୟ କରିଦେଇଛି। ଆପଣ ବହୁତ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି। ଅଯଥାରେ ସମୟ ନଷ୍ଟ କରିବା କେବେବି ପସନ୍ଦ କରନ୍ତି ନାହିଁ।

ନିଜର ଭବିଷ୍ୟତ ଏବଂ କ୍ୟାରୀୟରକୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି ଏବଂ ଏହା ହିଁ କାରଣ ଅଟେ କି ଆପଣ ଆପଣଙ୍କର ଅନୁଭବ ଏବଂ ଅଭିଜ୍ଞତା ଆଧାରରେ ନିଜର ଜୀବନରେ ନିଶ୍ଚୟ ହିଁ ସଫଳତା ଲାଭ କରିବେ କିନ୍ତୁ ଆପଣ କୌଣସି ବି ନିର୍ଣ୍ଣୟ ନେବାରେ ସର୍ବଦା ଦ୍ଵନ୍ଦାଆତ୍ମକ ସ୍ଥିତିରେ ରହିଥାନ୍ତି। ଯେଉଁବି କାମକୁ ବା ଯେଉଁବି କାର୍ଯ୍ୟ କୁ ଆରମ୍ଭ କରିବେ ଆପଣ ସେହି କାର୍ଯ୍ୟକୁ ହାତକୁ ନେବା ପୂର୍ବରୁ ବହୁତ ଅଧିକ ଚିନ୍ତା ବିଚାର କରିଥାନ୍ତି କିନ୍ତୁ ଏହି ସ୍ଵଭାଵ କାରଣରୁ ସମୟ ସମୟରେ ଆପଣ ଭଲ ସୁଯୋଗକୁ ମଧ୍ୟ ହାତ ଛଡା କରିଦେଇଥାନ୍ତି।

ତ ଆପଣଙ୍କର ଏହି ସ୍ୱାଭାବକୁ ବଦଳାଇବାର ଅଛି ଆଉ ଭଲ ସୁଯୋଗକୁ କେବେବି ହାତ ଛଡା କରନ୍ତୁ ନାହିଁ। ଆପଣ ଅବିବାହିତ ହୋଇଥିଲେ ଏବଂ ବିବାହିତ ହୋଇଥିଲେ ନିଜର ଜୀବନସାଥୀଙ୍କ କଥାକୁ ଶୁଣନ୍ତୁ। ଆପଣ ଜୀବନରେ ନିଶ୍ଚୟ ହିଁ ସଫଳ ହେବେ।

ହଳଦିଆ ରଙ୍ଗ। ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତ ଜାଣିନିଅନ୍ତୁ କି ଆପଣ ବହୁତ ଧର୍ଯ୍ୟବାନ ବିବେକବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ବି ରହିଥାନ୍ତି ସବୁବେଳେ ଉଚ୍ଚ ସ୍ଥିତିରେ ରହିଥାନ୍ତି। ପବିତ୍ର ସମ୍ପର୍ଣ୍ଣତା ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡିଚିଡା ସ୍ଵଭାଵ ମଧ୍ୟ ଅଧିକ ରହିଥାଏ। ଟିକେ ଟିକେ କଥାରେ ରାଗିଯିବା ଭଳି କିଛି ଗୁଣ ଆପଣଙ୍କ ଠାରେ ରହିଥାଏ।ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣ ମାନଙ୍କୁ ଭୁଲ ବୁଝିଥାନ୍ତି

ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ କେବେବି ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ଏବଂ ସର୍ବଦା ଆପଣଙ୍କ ସହିତ ରହୁଥାନ୍ତି। ଏହା ସହିତ ଆପଣ ବହୁତ ଖର୍ଛି ସ୍ଵଭାବର ହୋଇଥାନ୍ତି। ଏହି କାରଣରୁ ଆପଣଙ୍କୁ ଜୀବନରେ ବହୁତ ପ୍ରକାରର ସମସ୍ୟା ଆସିଥାଏ। ଏହା ସହିତ ଆପଣ ଧନ ସଞ୍ଚୟ କରିବାରେ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ଏହା ଜାଣିନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟ ସୀମା ମଧ୍ୟରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ। ତାହା ୨୧ ବର୍ଷ, ୩୭ ବର୍ଷ କିମ୍ବା ୪୭ ବର୍ଷ ହୋଇପାରେ। ଗୋଟିଏ ନିଶ୍ଚିତ ବୟସ ଯିବା ପରେ ଆପଣଙ୍କ ପାଖକୁ ଏତେ ଧନ ଆସିବ କି ଆପଣ ସ୍ୱପ୍ନରେ ବି ଭାବି ନଥିବେ।

ନାଲି ରଙ୍ଗ। ଯଦି ଆପଣ ନାଲି ରଙ୍ଗ ବାଛିଛନ୍ତି ତ ଜାଣିନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ଆକର୍ଷକ ଏବଂ ସମସ୍ତଙ୍କ ମନ ମୋହି ନେବା ଭଳି ବ୍ୟକ୍ତି ଅଟନ୍ତି। ଯିଏ ଆପଣଙ୍କ ସହିତ ଥରୁଟିଏ ବି ମିଶିଥାନ୍ତି ସେ ଜୀବନରେ ଆପଣଙ୍କୁ କେବେବି ଭୁଲି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଅଧିକ ଗପିବାକୁ ପସନ୍ଦ କରିଥାନ୍ତି ଏବଂ ସର୍ବଦା ହିଁ କାହା ସହିତ ରହିବାକୁ ଏବଂ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି। ଆପଣଙ୍କ ହୃଦୟ ପୂର୍ଣ୍ଣ ଭାବରେ ସଫା ହୋଇଥାଏ କିନ୍ତୁ କେବେ କେବେ ଆପଣ ଠକାମୀର ଶିକାର ମଧ୍ୟ ହୋଇଥାନ୍ତି।

ଆପଣଙ୍କର ସବୁଠାରୁ ଅଧିକ ରୁଚି ଭାବନାତ୍ମକ କାର୍ଯ୍ୟରେ ରହିଥାଏ। ଏହା ସହିତ ଆପଣଙ୍କ ଭିତରେ କଠିନରୁ କଠିନ ସ୍ଥିତିକୁ ସହଜରେ ହିଁ ସମୁଖୀନ ହେବାର କଳା ଆପଣଙ୍କୁ ଖୁବ ଜଣା। ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣଙ୍କ ଭବିଷ୍ୟ ନିଜେ ହିଁ ଲେଖିଥାନ୍ତି। କଳା ଏବଂ ସଂଗୀତରେ ରୁଚି ରଖୁଥିବା ବ୍ୟକ୍ତି ଅଟନ୍ତି ସର୍ବଦା ହସ ହସ ମୁହଁ ଆପଣଙ୍କର ହସ ହସ ମୁହଁ ଆପଣଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରାଇ ଥାଏ। ଆପଣ ଭଲ ମୋଟୀଭେଟର କଳାକାର ସଙ୍ଗୀତଜ୍ଞ ଶିକ୍ଷକ ଏବଂ ଭଲ ବ୍ୟାପାରି ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *