Excuse Me Odisha

ଯାହା କହିବୁ ସତ କହିବୁ

ନୂଆଁ ବର୍ଷ ୨୦୨୨ : ଆଜି ଠାରୁ ଏହି ୬ଟି ରାଶିର ଲୋକଙ୍କର ଖୋଲିଲା ଭାଗ୍ୟ ! ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ଆଜିଠାରୁ ଆରମ୍ଭ ନୂଆବର୍ଷ। ୬ଟି ରାଶିରେ କେବଳ ଧନର ବର୍ଷା।

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ମାନଙ୍କ ବିଷୟରେ ଯେଉଁମାନଙ୍କର ଭାଗ୍ୟ ଏହି ନୂଆବର୍ଷରେ ବଦଳିବାକୁ ଯାଉଅଛି। ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଅଛି। ବନ୍ଧୁଗଣ ନୂଆବର୍ଷର ଅପେକ୍ଷାତ ଆମେ ମାନେ ସମସ୍ତେ କରିଥାଉ। ତା ସହିତ ଆହୁରି ମଧ୍ୟ ଯଦି ଏହି ନୂଆବର୍ଷର ଆମ ମାନଙ୍କ ଦିନ ଗୁଡିକ କିପରି କଟିବ କଣ ସବୁ ଖୁସିର ସମୟ ଆମ ମାନଙ୍କ ପାଇଁ ଏହି ନୂଆବର୍ଷଟି ଆଣିକରି ଆସୁଅଛି ଯଦି ତାହା ଆମେ ଜାଣିପାରିବା ତ ନୂଆବର୍ଷର ଆରମ୍ଭ ଦୁଇଗୁଣା ବଢିଯାଇଥାଏ।

ଆଜିର ଏହି ପୋଷ୍ଟରେ ସେହି ୬ ଗୋଟି ରାଶି ମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କପାଇଁ ଏହି ୨୦୨୨ ର ନୂଆବର୍ଷଟି କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି। ଏମାନଙ୍କର ଗୃହକୁ ଧନର ଆଗମନ ହେବ। ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତି କରିବେ। ତେବେ ଆସନ୍ତୁ ଜାଣିବା କଣ କଣ ସେହି ଭାଗ୍ୟଶାଳୀ ରାଶି। ଯେଉଁମାନଙ୍କର ଭାଗ୍ୟ ଏହି ନୂଆବର୍ଷରେ ଚମକିବାକୁ ଯାଉଛି।

ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ। ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନାଁ କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ। ଆଜି ରାତି ପର ଠାରୁ ରାଶି ଚକ୍ରରେ ୧୨ ଗୋଟି ରାଶି ମଧ୍ୟରୁ ଏଭଳି ୬ ଗୋଟି ରାଶି ଅଛନ୍ତି ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଅଛି। ତେବେ ଆସନ୍ତୁ ସେହି ରାଶି ଗୁଡିକ ସମ୍ବଦ୍ଧରେ ଜାଣିବା। ଯେଉଁମାନଙ୍କର ଭାଗ୍ୟ ମା ଲକ୍ଷ୍ମୀଙ୍କ କୃପାରୁ ଆଜି ରାତି ପରଠାରୁ ସମ୍ପୂର୍ଣ୍ଣ ଭାବେ ବଦଳିବାକୁ ଯାଉଅଛି ଏବଂ ସେମାନଙ୍କର ଭାଗ୍ୟ ଚମକିବାକୁ ଯାଉଅଛି। ଆସନ୍ତୁ ଏହି ସମ୍ବଦ୍ଧରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି। ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ବନୁଅଛି। ଭବିଷ୍ୟତରେ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ରମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିଙ୍କର ଥିବା ଧନ ସମସ୍ୟା ଦୁରୀଭୂତ ହେବ ଏବଂ ଏମାନଙ୍କ ଜୀବନ ଧନ ଦୌଲତରେ ପରିପୂର୍ଣ୍ଣ ହେବ।

କର୍କଟ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ଦାମ୍ଫତ୍ୟ ଜୀବନ ସୁଖମୟ ହେବ। ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୁରୀଭୂତ ହେବ। ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନସାଥୀଙ୍କ ସହିତ ନିଜର ସମୟ ଅତିବାହିତ କରିବେ। ଭାଗ୍ୟର ଏମାନଙ୍କୁ ପୁର୍ଣ ସହଯୋଗ ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ। ଭାଗ୍ୟର ସହଯୋଗରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭର ମଧ୍ୟ ଯୋଗ ବନୁଅଛି।

ସିଂହ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁବଶୀଘ୍ର ଶୁଭ ସମୟର ଆଗମନ ହେବ। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଏମାନଙ୍କର ଜୀବନରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟର ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ।

ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟାପାରି ମାନେ ନିଜ ବ୍ୟାପାରରେ ଦୁଇଗୁଣା ଲାଭ ପାଇବେ। ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ପ୍ରୋମସନ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ମନେ କରିବେ।

କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କର ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ।

ତୁଳା ରାଶି। ଏହି ରାଶିର ଜାତକ ଖୁବଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି। ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଏହି ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ମା ଲକ୍ଷ୍ମୀ ଏବଂ ଧନର ଦେବତା କୁବେର ମହାରାଜଙ୍କ କୃପାରୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତିଙ୍କର ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।

କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟଟି ବହୁତ ଭାଗ୍ୟଶାଳୀ ରହିବ। ଏହି ଯୋଗ କାରଣରୁ ଆପଣ ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ଯଦି ଆପଣ ବ୍ୟାପାର କ୍ଷେତ୍ରରେ ଅଛନ୍ତି ତେବେ ବହୁତ ଶୀଘ୍ର ଉନ୍ନତି ଦେଖିପାରିବେ। କୌଣସି ଦୁଃଖୀ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ଏହି ସମୟରେ ଆପଣ ଅତିରିକ୍ତ ଉର୍ଜାର ଅନୁଭବ କରିବେ। ପ୍ରତ୍ୟକ କାମକୁ ଆପଣ ସଫଳତାର ସହିତ ପୂର୍ଣ୍ଣ କରିବେ। ତେବେ ସ୍ୱାସ୍ଥ୍ୟ ପ୍ରତି ଆପଣ ସଚେତନ ରୁହନ୍ତୁ। ଆଉ ଖାଦ୍ୟ ପେୟ ବିଷୟରେ ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *