ଶୁକ୍ରବାର ଦିନ ୮ ଟି ଗୁଜୁରାତି ଏହିଠାରେ ଜଳେଇ ଦିଅନ୍ତୁ, ଚମକିଯିବ ଭାଗ୍ୟ, ପୂରଣ ହେବ ସବୁ ଇଚ୍ଛା ଏବଂ ସ୍ବପ୍ନ
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ୮ ଟି ଗୁଜୁରାତି ଏହିଠାରେ ଜଳେଇ ଦିଅନ୍ତୁ ଚମକିଯିବ ଭାଗ୍ୟ। ହେବ ସବୁ ଇଛା ପୂର୍ଣ୍ଣ
ବନ୍ଧୁଗଣ ଶୁକ୍ରବାର ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କର କୃପା ପାଇବା ହେତୁ ଏହି ଦିନକୁ ଅଧିକ ଉତ୍ତମ ଏବଂ ଖାସ କୁହାଯାଇଛି। ଖାସ କରି ସେହି ଲୋକ ମାନଙ୍କ ପାଇଁ କି ଯାହା ଜୀବନରେ ଶୁକ୍ର ଗ୍ରହ ଖରାପ ଚାଲିଥାଏ। ଆଉ ଯେମିତିକି ଆମେ ଆପଣଙ୍କୁ କହିଛୁ ଶୁକ୍ରଗ୍ରହ ବହୁତ ମହତ୍ୱପୂର୍ଣ୍ଣ ଅଟେ। ସାଂସାରିକ ଜୀବନରେ ଜେକେହି ସାଂସାରିକ ସୁଖର କାମନା ରଖିଥାଏ ସେ ତାର ଶୁକ୍ରଗ୍ରହକୁ ବଳବାନ କରିବା କଥା। କାରଣ ଯଦି ଶୁକ୍ର ଗ୍ରହ ବଳବାନ ନଥାଏ ତ ସେ ବ୍ୟକ୍ତିର ଜୀବନରେ ଖୁସି ଵାଲା ସମୟ ଆସିନଥାଏ।
ତେବେ ଆଜିର ଏହି ପୋଷ୍ଟରେ କିଛି ଉପାୟ ଜଣେଇବୁ ଯାହା ବହୁତ ସହଜ ଏବଂ ସରଳ ଅଟେ। ଯେକେହି ଏହି ଶୁକ୍ରବାର ଦିନ ଏହି ଉପାୟ କରିବେ ତାଙ୍କ ଜୀବନରେ ସୁଖ ସମୃଦ୍ଧିର କେବେବି ଅଭାବ ରହିବନାହିଁ। ଯାହା କାମନା କରିବେ ସେ ଜିନିଷ ତା ପାଖକୁ ଆସିଯିବ। ସବୁଜ ଗୁଜୁରାତି ଏକ ମସଲା ଅଟେ। ଯାହା ଦେହରେ ଅଦ୍ଭୁତ ଶକ୍ତି ନିହିତ ଥାଏ। ଏହା କେତେ ତନ୍ତ୍ର ସାଧନାରେ ବି ବ୍ୟବହୃତ ହୋଇଥାଏ। ଆପଣ ଶୁକ୍ରବାର ଦିନ ୮ ଟି ସବୁଜ ଗୁଜୁରାତି ନେଇକି ମା ଲକ୍ଷ୍ମୀଙ୍କୁ ଭେଟ ଚଢ଼େଇବେ ଏବଂ ଭେଟ ଚଢ଼େଇବା ସମୟରେ ବର ଗଛର ପତ୍ରର ବ୍ୟବହାର କରିବେ।
ତାପରେ କର୍ପୁରରେ ଏହି ସବୁଜ ଗୁଜୁରାତି ରଖିକରି ଜଳେଇବେ। ଏହା ପରେ ଏହି ଭସ୍ମକୁ ଶୁକ୍ରବାର ଦିନ ନିଜ ମଥାରେ ତିଳକ କରିବେ। ଏହି ଭସ୍ମକୁ ନିଜ ମଥାରେ ଲଗେଇବେ। ଅତି କମରେ ଅଧ ଘଣ୍ଟା ବସି କରି ଶ୍ରୀଙ୍ଗ ବୀଜ ମନ୍ତ୍ରର ଜପ କରିବେ। ଯେକେହି ଶୁକ୍ରବାର ଦିନ ଶ୍ରୀଙ୍ଗ ବୀଜ ମନ୍ତ୍ରର ଜପ ଅଧ ଘଣ୍ଟା ବି କରିବେ ତାଙ୍କର ଶୁକ୍ରଗ୍ରହ ବଳବାନ ହୋଇଥାଏ ଏହା ସହିତ ଧନ ଜନିତ ଯେତେବି ଅସୁବିଧା ଥାଏ ତାହାବିI ଦୂର ହୋଇଥାଏ। ଧନ ତା ଆଡ଼କୁ ଆକର୍ଷିତ ହୋଇଥାଏ। ଶ୍ରୀଙ୍ଗ ବୀଜ ମନ୍ତ୍ର ଧନ ଆକର୍ଷଣର ମନ୍ତ୍ର ଅଟେ। କେବଳ ଶୁକ୍ରବାର ଦିନ ଏହି ମହା ପ୍ରୟୋଗ କରିଦେଲେ ହିଁ ସବୁ ସାଂସାରିକ ସୁଖର ପ୍ରାପ୍ତି ହୋଇଥାଏ।
ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ କ୍ଷୀର ଭୋଗ ଅବଶ୍ୟ ଦେବା ଉଚିତ। ଯେକେହି ବି ବ୍ୟକ୍ତି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ କ୍ଷୀର ଭୋଗ ଲଗାଇଥାଏ ତା ଜୀବନରେ ଖିରି ପରି ମଧୁରତା ଆସିଥାଏ। ଜୀବନରେ ଉନ୍ନତି ହୋଇ ଚାଲେ।
ଶୁକ୍ରବାର ଦିନ କୌଣସି ଅସ୍ତ ଗଛ ପାଖକୁ ଯାଇକି ତା ଚେରରେ ୮ ଟି ସବୁଜ ଗୁଜୁରାତି ଦବେଇ ଦେବେ। ଏହା ଦ୍ବାରା ବି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଖାସ କୃପା ପ୍ରାପ୍ତ ହେବ। ଅସ୍ତ ଗଛକୁ ଭଗବାନ ବିଷ୍ଣୁଙ୍କର ସ୍ଥାନ ମନାଯାଏ ଏବଂ ଗୁଜୁରାତି ମା ଲକ୍ଷ୍ମୀଙ୍କର କାରକ ବସ୍ତୁ ଅଟେ। ତେଣୁ ଅସ୍ତ ଗଛ ଚେରରେ ୮ ଟି ଗୁଜୁରାତି ଶୁକ୍ରବାର ଦିନ ସକାଳେ ଯାଇ ପୋତିକି ଆସିବେ ତ ବଡ଼ରୁ ବଡ଼ ଦୁର୍ଭାଗ୍ୟ ସମାପ୍ତ ହୋଇଯାଏ। ଏହି ପ୍ରୟୋଗ ଦ୍ୱାରା ଧନ ପ୍ରାପ୍ତିର ସବୁ ମାର୍ଗ ଖୋଲି ଯାଏ। ଏହି ସବୁ ଉପାୟ ଶୁକ୍ରବାର ଦିନ କରିବା ଦ୍ୱାରା ସମସ୍ତ ସାଂସାରିକ ସୁଖ ମିଳିଥାଏ।