Excuse Me Odisha

ଯାହା କହିବୁ ସତ କହିବୁ

ମଧୁମେହ, ହୃଦରୋଗ, ଓଜନ ବଢିବା ଭଳି ସମସ୍ୟା ଦୂର କରି ଦେଇଥାଏ ଏହି ଫଳ। ଜାଣନ୍ତୁ ଏହା କେଉଁ ଫଳ ଅଟେ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିୱି ଫଳ ବିଷୟରେ କହିବାକୁ ଯାଉଛୁ। ଯାହାକୁ ସେବନ କରିବା ଦ୍ୱାରା ଶରୀରର ସମସ୍ତ ରୋଗରୁ ମୁକ୍ତି ମିଳିଥାଏ। ଏହି ଫଳରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ, ଯେପରି ଭିଟାମିନ E, ଫାଇବର, ଭିଟାମିନ C, ଫୋଲିକ ଏସିଡ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଅନେକ ପ୍ରକାରର ମିନେରାଲ ରହିଥାଏ। ଏହି ଆମେ ଆପଣଙ୍କୁ କିୱି ଫଳର ଚମତ୍କାରୀ ଗୁଣ ବିଷୟରେ କହିବାକୁ ଯାଉଛୁ।

କିୱି ଫଳ ବହୁତ ସ୍ଵାଦିଷ୍ଟ ହୋଇଥାଏ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ଵ ଭରି ରହିଛି।ଏହାସହିତ ଏଥିରେ ଭିଟାମିନ C ପ୍ରଚୁର ପରିମାଣରେ ଭରି ରହିଥାଏ। ଏହାକୁ ଅମୃତ ସମାନ ମଧ୍ୟ କୁହାଯାଇଥାଏ ଏବଂ ଏହି ଫଳର ସେବନ କରିବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ।

କିୱି ଫଳର ସେ ଅନ କରିବା ଦ୍ୱାରା ତ୍ଵଚା ନରମ ହୋଇଥାଏ। ଡେଙ୍ଗୁ କିମ୍ବା ଜ୍ଵର ଭଲ ହୋଇଯାଇଥାଏ। ଅଧିକ ଓଜନ ଥିବା ଲୋକେ ଏହି ଫଳକୁ ଖାଇଲେ ଶରୀରର ଓଜନ କମ ହୋଇଥାଏ। ମଧୁମେହ ରୋଗୀ କିୱି ଫଳ ସେବନ କଲେ, ସେମାନଙ୍କର ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ। ମହିଳା ମାନଙ୍କୁ ଗର୍ଭାବସ୍ଥା ସମୟରେ ୪୦୦ ରୁ ୬୦୦ ମାଇକ୍ରୋଗ୍ରାମ ଫୋଲିକ ଏସିଡର ଆବଶ୍ୟକ ହୋଇଥାଏ।

ଏହାର ସେବନ ଦ୍ଵାରା ଗର୍ଭରେ ଥିବା ଶିଶୁର ମୁଣ୍ଡର ମସ୍ତିଷ୍କ ବିକାଶ ହୋଇଥାଏ। ତେଣୁ ଗର୍ଭବତୀ ମହିଳାଙ୍କ ପାଇଁ କିୱି ଫଳ ବହୁତ ଜରୁରୀ ଅଟେ। ଏଥିରେ ରହିଥିବା ଫାଇବର ଓ ଅନ୍ୟାନ୍ୟ ଭିଟାମିନ ଆମ ଶରୀରର ହଜମ ଶକ୍ତିକୁ ବୃଦ୍ଧି କରିଥାଏ।

କିୱି ଫଳ ସେବନ କରିବା ଦ୍ୱାରା ହଆଣ୍ଠୁ ଗଣ୍ଠି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।ଏହାସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ସୃଦୃଢ଼ ରହିଥାଏ ଏବଂ ଆମ ଶରୀରର ସମସ୍ତ ରୋଗ ଦୂର ହୋଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *