Excuse Me Odisha

ଯାହା କହିବୁ ସତ କହିବୁ

ନୂତନ ବର୍ଷ ୨୦୨୨ : ୮ଟି ରାଶି ଉପରେ ହେବ ଧନର ବର୍ଷା,କିନ୍ତୁ ଏହି ୪ ଟି ରାଶିର ଲୋକମାନେ ହୋଇଯାନ୍ତୁ ସାବଧାନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷ ୨୦୨୨ ୮ ଟି ରାଶି ଧନର ବର୍ଷା ୪ ଟି ରାଶି ସାବଧାନ।

ବନ୍ଧୁଗଣ ନୂଆ ବର୍ଷର ଅପେକ୍ଷା ତ ଆମେ ମାନେ ସମସ୍ତେ କରିଥାଉ। ତା ସହିତ ଆହୁରି ମଧ୍ୟ ଆସିବାକୁ ଥିବା ନୂଆବର୍ଷରେ ଆମ ମାନଙ୍କର ଦିନ ଗୁଡିକ କିପରି ରହିବ। କଣ ସବୁ ଖୁସିର ସମୟ ଆମ ମାନଙ୍କ ପାଇଁ ଏହି ବର୍ଷଟି ଆଣି କରି ଆସୁଅଛି ଯଦି ତାହା ଆମେ ଜାଣିପାରିବା ତ ନୂଆବର୍ଷର ଆନନ୍ଦ ଦୁଇଗୁଣା ବଢି ଯାଇଥାଏ।

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ସମ୍ପୂର୍ଣ ୧୨ ଗୋଟି ରାଶି ପାଇଁ କିପରି ରହିବ ୨୦୨୨ର ନୂଆବର୍ଷ। କଣ ସବୁ ଖୁସିର ସମୟ ଆପଣଙ୍କ ଜୀବନରେ ଆଣିକରି ଆସୁଅଛି। ଆଉ କେଉଁ ବିଷୟ ପ୍ରତି ଆପଣ ସାବଧାନ ରହିବେ। ଆଉ କେଉଁ ରାଶି ପାଇଁ ଅଧିକ ଖରାପ ମଧ୍ୟ ରହୁଅଛି। ତ ସବୁକିଛି ଆମେ ଏହି ପୋଷ୍ଟ ମାଧ୍ୟମରେ ଜାଣିପାରିବା।

ମେଷ ରାଶି।

ଏହି ରାଶିର ଜାତକଙ୍କ ପାଇଁ ନବବର୍ଷ ବହୁତ ହିଁ ଭଲ ସମୟ ନେଇକରି ହିଁ ଆସିବ। ବ୍ୟକ୍ତିଙ୍କର ଭାଗ୍ୟ ରେଖାରେ ସୁର୍ଯ୍ୟ ବୁଧ ବୃହସ୍ପତି ଶନି ଏବଂ କେତୁ ରହିଥିବାରୁ ବର୍ଷର ଦିନ ଗୁଡିକ ବହୁତ ଭଲରେ କଟିବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଯେଉଁ କାର୍ଯ୍ୟକୁ ହାତ ନେବେ ସେଥିରେ ସଫଳତାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତି ପର୍ଯ୍ୟନ୍ତ ପ୍ରତ୍ୟକ କ୍ଷେତ୍ରରେ ବ୍ୟକ୍ତିଙ୍କର ଉନ୍ନତି ହେବ। ତେବେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନବବର୍ଷରେ ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ସ୍ଵାଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭାଗ୍ୟର ପୁର୍ଣ ସହଯୋଗ ରହୁଅଛି କିନ୍ତୁ ସ୍ୱାସ୍ଥ୍ୟର ଯତ୍ନ ନନେଲେ ଏବେ ସବୁ କ୍ଷେତ୍ରରୁ ପଛେଇ ଯିବେ ସେଥିପାଇଁ ଆପଣ ଏହି ବର୍ଷଟିକୁ ସଠିକ ଜୀବନ ଶୈଳୀ ଆପଣାନ୍ତୁ। ସକାଳୁ ସକାଳୁ ଉଠିଯାଇ ଯୋଗ ବ୍ୟାୟାମ ପାରାୟାଣମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ତା ସହିତ ଭାଗ୍ୟର ଭାଗ୍ୟର ସହଯୋଗ ମଧ୍ୟ ଆପଣଙ୍କୁ ଅଧିକରୁ ଅଧିକ ସଫଳତା ପ୍ରଦାନ କରିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହି ନବବର୍ଷ ଟି ଅନେକ ସଫଳତା ନେଇ କରି ଆସୁଅଛି।

ବୃଷ ରାଶି।

ଏହିର ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ନବବର୍ଷଟି ବେସ ଭଲରେ କଟିବ। ନବବର୍ଷଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅନେକ ସଫଳତା ଅନେକ ନୂଆ ନୂଆ ଅନୁଭୂତି ଏବଂ ଆପଣମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ନେଇ କରି ଆସୁଅଛି ଯାହା ଆପଣ କେବେ ଚିନ୍ତା ବି କରିନଥିବେ। ବର୍ଷର ଆରମ୍ଭରେ ବୃଷ ରାଶିର ସ୍ୱାମୀ ଶୁକ୍ର ଭାଗ୍ୟ ରେଖାରେ ବିରାଜିତ ହେଉଛନ୍ତି। ଏହା ବ୍ୟତୀତ ଏହି ରାଶି ପାଇଁ ନବବର୍ଷ ଉଜ୍ଵଳ ଏବଂ ଉନ୍ନତି ମୂଳକ ବର୍ଷ ହୋଇ ରହିବ ଏହା ବ୍ୟତୀତ ଆପଣ ଏହି ବର୍ଷଟିକୁ ଭୁଲି ପାରିବେ ନାହିଁ। ନବବର୍ଷ ଆପଣଙ୍କ ବୈବାହିକ ଜୀବନ ଏବଂ ବ୍ୟବସାୟରେ ଅନେକ ସଫଳତା ନେଇ ଆସୁଛି।

ମିଥୁନ ରାଶି।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷ ବିଶେଷ ଫଳପ୍ରଦ ହେଉନାହିଁ। ଏମାନଙ୍କ ପାଇଁ ଜୀବନ ସାଧାରଣ ଜଣା ପଡୁଅଛି। ଏମାନଙ୍କ ଜୀବନରେ କିଛି ଅସୁବିଧାର ସମୁଖୀନ ହେବାକୁ ମଧ୍ୟ ପଡିପାରେ। ଏଣୁ ଯେକୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ବୁଝି ବିଚାରି ନେବା ଆବଶ୍ୟକ। ଏହି ରାଶିର ସ୍ୱାମୀ ବୁଧ। ବର୍ଷର ଆରମ୍ଭରେ ବ୍ୟକ୍ତିଙ୍କ ମନରେ ଶକ୍ତି ଓ ଉତ୍ସାହ ଭରି ଦେବା ସହିତ ମାର୍ଗଦର୍ଶନ ମଧ୍ୟ କରାଇବେ।

ବୁଝି ବିଚାରି କାର୍ଯ୍ୟ କଲେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବୁଧ ଏହି ବର୍ଷର ରାଜା ହୋଇ ରହିବେ। ଏଣୁ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବର୍ଷଟି ଅତି ଭଲ ଫଳ ପ୍ରଦନ ନରହିଲେ ମଧ୍ୟ ବିଶେଷ କିଛି କ୍ଷତି ମଧ୍ୟ ଘଟାଉନାହିଁ। ନାଁ ଅଧିକ ଭଲ ନାଁ ଅଧିକ ଖରାପ ଏହିଭଳି ସ୍ଥିତି ରହିବ।

କର୍କଟ ରାଶି।

ଏହି ରାଶିର ବ୍ୟକ୍ତି ମାନେ ଯେପରି ଚାହିଁବେ ସେହିପରି ଭାବେ ବର୍ଷଟି କଟାଇପାରିବେ। ନବବର୍ଷ ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଦେଖାଦେବ। ଏହା ସହିତ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରି ଆପଣ ପ୍ରଶଂସାର ପାତ୍ର ମଧ୍ୟ ହେବେ। ପରିଶ୍ରମ ଅନୁଯାୟୀ ଫଳ ମଧ୍ୟ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ଭାଗ୍ୟ ଉପରେ ଭରସା ରଖି ବସି ରୁହନ୍ତୁ ନାହିଁ। କର୍ମ ଉପରେ ବିଶ୍ୱାସ ରଖନ୍ତୁ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଗ୍ରହ ମାନଙ୍କର ସପଟ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ ତ ଯେଉଁମାନେ ବି ଉଚିତ ପରିଶ୍ରମ କରିବେ ସେମାନେ ଫଳରୁ ବଞ୍ଚିତ ହେବେନାହିଁ।

ସିଂହ ରାଶି।

ଏହି ରାଶିର ଜାତକ ମାନେ ମାନ ସମ୍ମାନ ପଦ ପ୍ରତିଷ୍ଠା ପାଇବେ। ସମାଜରେ ଆପଣଙ୍କର ଖ୍ୟାତି ବଢିବ। ଲୋକମାନଙ୍କ ପାଇଁ ଆପଣ ଆଦର୍ଶ ପାଲଟି ପାରନ୍ତି। କ୍ୟାରିୟର କ୍ଷେତ୍ରରେ ବେଶ ଉନ୍ନତି କରିବେ। ଅବିବାହିତ ମାନଙ୍କ ପାଇଁ ବିବାହର ଯୋଗ ବନୁଅଛି। ବିବାହିତ ଦମ୍ଫତ୍ତିଙ୍କ ଜୀବନ ବେସ ଭଲରେ କଟିବ। ସମ୍ପୂର୍ଣ ବର୍ଷଟି ଦାମ୍ଫତ୍ୟ ଜୀବନ ଅତ୍ୟନ୍ତ ହିଁ ମହତ୍ୱପୂର୍ଣ୍ଣ ରହିବ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଘର ଗାଡି ଜମି ଏବଂ କିଛି ଦାମୀ ଜିନିଷ କିଣିବାର ମଧ୍ୟ ଯୋଗ ବନୁଅଛି। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଦ୍ୟାର୍ଥୀ ମାନଙ୍କ ପାଇଁ ହେଉ ଆର୍ଥିକ ପାଇଁ ହେଉ କିମ୍ବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ହିଁ ହେଉ ପ୍ରତ୍ୟକ ଦୃଷ୍ଟିରୁ ନୂଆବର୍ଷଟି ଆପଣଙ୍କ ପାଇଁ କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି।

କନ୍ୟା ରାଶି।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ବେସ ଫଳ ଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ ବେସ ଉନ୍ନତି ହେବା ସହିତ ମାନ ସମ୍ମାନର ମଧ୍ୟ ବୃଦ୍ଧି ହେବ। ବର୍ଷ ସାରା ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ଦେବ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ତ ବସି ରୁହନ୍ତୁ ନାହିଁ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କୁ ମିଳିବ। କାର୍ଯ୍ୟ କରନ୍ତୁ ନିଶ୍ଚୟ ସଫଳତା ମିଳିବ। ବର୍ଷଟି ଆପଣଙ୍କର ସୁଖ ଶାନ୍ତିରେ କଟିବ। ଯେଉଁ ମାନଙ୍କର ବିବାହର ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ସମସ୍ୟା ଦୂର ହେବ। ବିବାହର ଯୋଗ ବନୁଅଛି। ଦାମ୍ଫତ୍ୟ ଜୀବନ ମଧ୍ୟ ସୁଖମୟ ରହିବ।

ତୁଳା ରାଶି।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ସୁଖ ସମୃଦ୍ଧି ଆଣି କରି ଆସୁଅଛି। ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନବବର୍ଷରେ ପାରିବାରିକ କଳହ ଦୂର ହୋଇ ପରିବାର ମଧ୍ୟରେ ଯାହାବି ଆଗରୁ କିଛି କଳହ ରହୁଥିଲା ତାହା ସବୁ ନିଶ୍ଚୟ ଦୂର ହୋଇଯିବ। ଆଉ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ। ନୂତନ ଯାନ ବାହନ କିଣିବାର ଯୋଗ ବନୁଅଛି। କିଛି ଦାମୀ ଜିନିଷ କିଣି ପାରନ୍ତି। ନିଜ ପାଇଁ ଯେଉଁ ଘର କରିବାର ସ୍ୱପ୍ନ ଦେଖୁଛନ୍ତି ତାହା ମଧ୍ୟ ସଫଳ ହୋଇପାରେ। ଗୃହ ପ୍ରବେଶ କରିପାରନ୍ତି। ଏହି ସମ୍ପୂର୍ଣ୍ଣ ବର୍ଷଟି ଆପଣ ରୋମାଣ୍ଟିକ ସ୍ଵଭାବରେ ରହିବେ।

ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କ ସହିତ ରହୁଅଛି। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହୁଅଛି। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଦ୍ୟାର୍ଥୀ ମାନଙ୍କ ପାଇଁ ହେଉ ଆର୍ଥିକ ପାଇଁ ହେଉ କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ ପ୍ରତ୍ୟକ ଦୃଷ୍ଟିରୁ ନୂଆବର୍ଷଟି ଆପଣଙ୍କ ପାଇଁ କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି। ଏହି ସମୟକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ ଆପଣଙ୍କର ଲକ୍ଷ୍ୟ ପୂରଣ କରିବା ପାଇଁ ଲାଗିଯାନ୍ତୁ।

ବିଛା ରାଶି।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ନବବର୍ଷ ସୁଖ ସମୃଦ୍ଧି ଆଣି କରି ଆସୁଅଛି। କାର୍ଯ୍ୟ କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରେ ସଫଳତା ପାଇବେ। ଯାନ ବାହନ କିଣିବାର ଯୋଗ ବନୁଅଛି। ଚାକର ବାକରର ସୁଖ ପ୍ରାପ୍ତ କରିବେ। କୌଣସି କ୍ଷେତ୍ରରେ ଧନ ନିବେଶ ପାଇଁ ମନ ବଳାଇବେ ଏବଂ ଏହି ବର୍ଷ ଆପଣ ଯାହାବି ନିବେଶ କରିବେ ତାହା ଆପଣଙ୍କୁ ନିଶ୍ଚୟ ହିଁ ଲାଭ ପ୍ରଦାନ କରିବ। ଆପଣଙ୍କର ବିବାହ ଯୋଗ ବନୁଅଛି।

ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହୁଅଛି ଯେଉଁ କାରଣରୁ ଧନର ବୃଦ୍ଧି ହେବ। ଆପଣଙ୍କର ଆୟ ଦୁଇ ଗୁଣା ହେବ। ସମସ୍ତ ମନର ଇଛା ପୂରଣ ହେବ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ରଖନ୍ତୁ କାରଣ ବର୍ଷର ଆରମ୍ଭରୁ ଏବଂ ମଧ୍ୟ ଭାଗରୁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ କିନ୍ତୁ ତାହା ମଧ୍ୟ ସେତେ ଚିନ୍ତା ଜନକ ରହିବ ନାହିଁ କିନ୍ତୁ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଯୋଗ ବ୍ୟାୟାମ ପାରାୟଣାମ କରନ୍ତୁ।

ଧନୁ ରାଶି।

ଏହି ନବବର୍ଷଟି ଆପଣଙ୍କ ପାଇଁ ଶୁଭ ଫଳ ନେଇ କରି ଆସୁଅଛି। ଭିଭିନ୍ନ ଦିଗରୁ ଆପଣଙ୍କୁ ସଫଳତା ମିଳୁଅଛି। ସୁଖ ସମୃଦ୍ଧି ଆଣି କରି ଆସୁଅଛି। କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଇଛା କରିବେ। ବୌବାହିକ ଜୀବନ ବହୁତ ଭଲରେ କଟିବ। ପୂର୍ବରୁ ଯାହା ବି ମତାନ୍ତର ରହୁଥିଲା ତାହା ସବୁ ଦୂର ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟୁଅଛି। ଆପଣ ଆୟର ନୂଆ ନୂଆ ସ୍ରୋତ ମଧ୍ୟ ପ୍ରାପ୍ତ କରିବେ।

ବ୍ୟବସାୟୀ ମାନଙ୍କର ମଧ୍ୟ ଉନ୍ନତି ହେବ। ତା ସହିତ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ବର୍ଷଟି ବହୁତ ଭଲ ପରିଣାମ ଦେବ। ଯେଉଁମାନେ ଚାକିରୀ ଖୋଜୁଥିଲେ ବା ଚାକିରି ଚାଲି ଯାଇଛି ସେମାନଙ୍କ ପାଇଁ ବର୍ଷଟି ଶୁଭ ଫଳ ନେଇ ଆସୁଛି ତେଣୁ ବସି ରୁହନ୍ତୁ ନାହିଁ। ଏହି ନୂଆବର୍ଷଟିକୁ ଆପଣ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। ଆପଣ ଯେଉଁବି କର୍ମ କରିବେ ତାର ୪ ଗୁଣା ଲାଭ ପ୍ରାପ୍ତ ହୋଇପାରେ।

ମକର ରାଶି।

ଏହି ନବବର୍ଷଟି ଏହି ରାଶି ପାଇଁ ବିଶେଷ ଫଳ ପ୍ରଦ ହେଉନାହିଁ। ଏହି ବର୍ଷ ଖର୍ଚ୍ଚ ବଢ଼ିପାରେ। ଅଯଥାରେ କିଛି ଖର୍ଚ୍ଚ ହେବ। ଆପଣ ଅନିଛାରେ ବାଧ୍ୟରେ କିଛି ଖର୍ଚ୍ଚରେ ପଡିଯିବେ। ଆର୍ଥିକ ସମସ୍ୟା ଦେଖା ନଦେଲେ ମଧ୍ୟ କିନ୍ତୁ ଯାହା ଆପଣ ଆୟ କରିବେ ତାହା ବ୍ୟୟ ହୋଇଯିବ। ଧନ ସଞ୍ଚୟ କରିବାକୁ ଇଛସ ଥିଲେ ମଧ୍ୟ ଧନ ସଞ୍ଚୟ କରିପାରିବେ ନାହିଁ। ପ୍ରାୟତଃ କିଛି ନା କିଛି ଧନ ଜନିତ ସମସ୍ୟା ଲାଗି ରହିବ। କିନ୍ତୁ ଯଦି ଆପଣ ସତର୍କତାର ସହିତ ପ୍ରତ୍ୟକ କାର୍ଯ୍ୟକୁ କରନ୍ତି ତ ତାହା ମଧ୍ୟ ଦୁରେଇ ଯିବ। ଆପଣଙ୍କର ସେମିତି କିଛି କ୍ଷତି ହେବନାହିଁ।

ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି ଏବଂ ଏହି ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଆଉ ସେମାନଙ୍କ ପାଇଁ ଏହି ନବବର୍ଷଟି ଲାଭ ହିଁ ଲାଭ ଆଣି କରି ଆସିବ। ବର୍ଷର ଆରମ୍ଭ ସେତଟା ଲାଭ ନହେଲେ ମଧ୍ୟ କିନ୍ତୁ ବର୍ଷର ଶେଷ ଆଡ଼କୁ ଏହି ନୂଆବର୍ଷଟି ଆପଣଙ୍କୁ ନିରାଶ କରିବ ନାହିଁ।

କୁମ୍ଭ ରାଶି।

ଏହି ବର୍ଷ ଆପଣଙ୍କ ପାଇଁ କେବଳ ଭଲ ହିଁ ଭଲ ପରିଣାମ ନେଇ ଆସିବ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହିବ। ଆର୍ଥିକ ସ୍ଥିତି ଆଉ ଦାମ୍ଫତ୍ୟ ଜୀବନ ପାରିବାରିକ ସ୍ଥିତି ସ୍ୱାସ୍ଥ୍ୟ କ୍ଷେତ୍ର ଚାକିରୀ ଆଉ ବ୍ୟବସାୟ ପ୍ରତ୍ୟକ ଦୃଷ୍ଟିରୁ ଆପଣ ମାନଙ୍କ ପାଇଁ କେବଳ ଶୁଭ ପରିଣାମ ନେଇ ଆସିବ। ସ୍ୱାସ୍ଥ୍ୟ ଅନୁକୂଳ ରହିବ। ଆର୍ଥିକ ସମସ୍ୟା ଯାହା ବି ଦେଖାଦେବ ତାହା ସହଜରେ ହିଁ ଦୂର ହୋଇଯିବ।

ଧନ ସମ୍ବଦ୍ଧିତ କାର୍ଯ୍ୟ ଯେକୌଣସି ମତେ ସମ୍ପର୍ଣ୍ଣ ହୋଇଯିବ। ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ପ୍ରାପ୍ତ ହେବ। ପିତା ମାତାଙ୍କର ଆଶୀର୍ବାଦ ଓ ପରିବାରର ବ୍ୟକ୍ତି ମାନଙ୍କର ସହଯୋଗ ଆପଣ ମାନଙ୍କ ଜୀବନରେ ବହୁତ ହିଁ ଆଗକୁ ନେଇ କରି ଯିବ। ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ନୂଆ ବ୍ୟବସାୟର ଯୋଗ ବନୁଅଛି।ସମାଜରେ ମାନ ପ୍ରତିଷ୍ଠାର ବୃଦ୍ଧି ହେବ।

ମୀନ ରାଶି।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ନବବର୍ଷଟି ଅନେକ ସଫଳତା ନେଇ କରି ଆସୁଅଛି। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ। ଅଧିକରୁ ଅଧିକ ଲୋକ ଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ। କାର୍ଯ୍ୟ କ୍ଷେତ୍ରରେ ବେସ ଉନ୍ନତି ମିଳିବ। ବର୍ଷ ସାରା ଆପଣଙ୍କ ଭାଗ୍ୟ ସର୍ବଦା ହିଁ ଆପଣଙ୍କ ସାଥ ଦେବ ତ ସମୟକୁ ବ୍ୟର୍ଥ ଭାବରେ ଯିବାକୁ ଦିଅନ୍ତୁ ନାହିଁ। ଠିକ ଢଙ୍ଗରେ କାର୍ଯ୍ୟ କରିବେ ତ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ଅଟକି ରହିଥିବା ଅନେକ କାର୍ଯ୍ୟ ଏହି ବର୍ଷରେ ପୁରା ହୋଇଯିବ।

ଜୀବନରେ ପ୍ରତ୍ୟକ କ୍ଷେତ୍ରରେ ଶୁଭ ଫଳ ହିଁ ମିଳିବାର ଅଛି। ବିଶେଷ କରି ବର୍ଷଟି ଆପଣଙ୍କ ପାଇଁ ସୁଖ ଶାନ୍ତି ନେଇ କରି ଆସୁଛି। ବିବାହର ଯୋଗ ମଧ୍ୟ ବନୁଅଛି। ଅବିବାହିତ ବ୍ୟକ୍ତିଙ୍କ ପାଇଁ ଯାହାବି ବିବାହକୁ ନେଇ ସମସ୍ୟା ରହୁଥିଲା ତାହା ଦୁରୀଭୂତ ହେବ। ଆପଣଙ୍କୁ ଭଲ ଜୀବନସାଥୀ ମିଳିପାରେ ଏବଂ ଦାମ୍ଫତ୍ୟ ଜୀବନ ବହୁତ ହିଁ ଭଲରେ ବ୍ୟତୀତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *