Excuse Me Odisha

ଯାହା କହିବୁ ସତ କହିବୁ

ମାତ୍ର ୨ ଟି ଲବଙ୍ଗ ଆଉ ପାନ ପତ୍ର ଭିକାରୀକୁ ବି କରିଦେବ ଧନୀ ! ଜାଣନ୍ତୁ କିପରି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାତ୍ର ୨ ଟି ଲବଙ୍ଗ ଆଉ ପାନ ପତ୍ର ଭିକାରୀକୁ ବି ଧନବାନ ବନେଇଦିଏ।

ବନ୍ଧୁଗଣ ଜୀବନରେ ଯଦି କେବେ ଭାରି ସଙ୍କଟରେ ପଡିଯାନ୍ତି ତ କଣ କରିବେ କିଛି ବୁଦ୍ଧି ବାଟ କିଛି ନପାନ୍ତି ତେବେ ଏହି ଛୋଟ ଉପାୟକୁ ନିଶ୍ଚୟ କରିକି ଦେଖନ୍ତୁ। ତତ୍କାଳ ସେହି ସମସ୍ୟାରୁ ଉଦ୍ଧାର ପାଇଯିବେ। ଏହି ଉପାୟ କଲେ ଯେକୌଣସି ଭାରି ବିପଦ ହେଉ କିମ୍ବା ଆପଣଙ୍କର ଟଙ୍କା ପଇସା ଅଭାବ ଜନିତ ହେଉ ଋଣ ଗ୍ରସ୍ତ ସମସ୍ୟାରେ ହେଉ ରୋଗ କ୍ଷେତ୍ରରୁ ଉଦ୍ଧାର ପାଇଁ ହେଉ ପ୍ରେମ କ୍ଷେତ୍ରରେ ବିବାହ ଜନିତ ସମାଜରେ ସମସ୍ୟା ବିଷୟରେ ହେଉ ଯେକୌଣସି ପ୍ରକାରର କଠିନ ସମସ୍ୟାରୁ ଆପଣ ତତ୍କାଳ ମୁକ୍ତି ପାଇଯିବେ।

ବନ୍ଧୁଗଣ ଏହା ଏକ ସହଜ ଉପାୟ ଅଟେ। ବନ୍ଧୁଗଣ ଭଗବାନ ହନୁମାନ କଳିଯୁଗରେ ଏପରି ଏକ ଦେବତା ସେ ଡାକିବା ମାତ୍ରେ ଶୁଣିଥାନ୍ତି। ଅନ୍ୟ ଦେବା ଦେବୀମାନେ ହୁଏତ ବିଳମ୍ବରେ ଶୁଣିଥାନ୍ତି ଭକ୍ତର ଆବେଦନ ମାତ୍ର ଭଗବାନ ହନୁମାନ ସେ ତତ୍କାଳ ଭକ୍ତର ଡାକ ଶୁଣିଥାନ୍ତି। ଆତୁର ପ୍ରାର୍ଥନା ସେ କେବେବି ସହି ପାରନ୍ତି ନାହିଁ। କେହି ଯଦି ବିପଦରେ ପଡି ତାଙ୍କୁ ଆକୁଳ ପ୍ରାର୍ଥନା କରୁ ସେ ତତ୍କାଳ ବ୍ୟକ୍ତିର ଡାକ ଶୁଣିଥାନ୍ତି। ଏହି ଉପାୟଟିକୁ ଆପଣ ଯେକୌଣସି ମଙ୍ଗଳବାର ଦିନ କରନ୍ତୁ। ଏହା ପାଇଁ ଆବଶ୍ୟକ ପଡିବ ଗୋଟେ ଛୋଟ ଲାଲ ପତକା।

ଭଗବାନ ହନୁମାନଙ୍କର ସିନ୍ଦୁର ଆଉ କିଛି ଗୁଆ ଘିଅ ଗୋଟି ପାନ ଆଉ ଦୁଇଟି ଅକ୍ଷତ ଲବଙ୍ଗ। ଯେଉଁ ଲବଙ୍ଗରେ ଫୁଲ ଥିବ ଏବଂ ଲବଙ୍ଗ ହୃଷ୍ଟ ପୃଷ୍ଟ ହୋଇଥିବ। ଏହିସବୁ ସଂଗ୍ରହ କରିବା ପରେ ନିଜର ଅନାମିକା ଆଙ୍ଗୁଳିରେ ହନୁମାନଙ୍କ ସିନ୍ଦୁର ଏବଂ ଘିଅକୁ ମିଶ୍ରଣ କରିକି ଏହି ଅନାମିକା ଆଙ୍ଗୁଳିରେ ସେହି ପତକା ଉପରେ ଜୟ ଶ୍ରୀରାମ ଏହି ଶବ୍ଦଟିକୁ ଲେଖନ୍ତୁ। ପୁରୁଷ ନାରୀ ଉଭୟ ନିଜର ଦକ୍ଷିଣ ହସ୍ତରେ ଅନାମିକା ଆଙ୍ଗୁଳି ବ୍ୟବହାର କରିବେ। ଏହା ପରେ ଗୋଟି ପାନ ତାହା ଉପରେ ରଖିବେ ଏବଂ ଦୁଇ ଗୋଟି ଲବଙ୍ଗକୁ ରଖିବେ ଏବଂ ଗୋଟେ ଗୋଟିକିଆ ଗୁଆ ତାର ଚୋପା ଛଢେଇ ଗୁଆ ବାହାର କରି ଆପଣ ସେହି ଗୁଆଟିକୁ ତାରି ଉପରେ ରଖିବେ ଏବଂ ତାକୁ ଗୋଟିଏ ପୁଟୁଳି ହିସାବରେ ବାନ୍ଧି ଦେବେ।

ଯେକୌଣସି ମଙ୍ଗଳବାର ଦିନ ଏହି କାମ କରିବା ପରେ ସ୍ନାନ ଶୌଚ ଆଦି ସାରି ଯେକୌଣସି ହନୁମାନ ମନ୍ଦିରକୁ ଯିବେ କେହି ଭକ୍ତ ଆସିବା ପୂର୍ବରୁ ଆପଣ ଯିବେ। ଭଗବାନ ହନୁମାନଙ୍କୁ ମନେ ମନେ ନିଜର ଅଭିଷ୍ଟ ଯାହାକି ଆପଣଙ୍କର ପୁର୍ଣ ହେବା ନିହାତି ଦରକାର ତାକୁ ଆପଣ ସେଇଠି ଜଣେଇବେ ଏବଂ ସେହି ପୁଟୁଳାଟିକୁ ହନୁମାନଙ୍କ ମନ୍ଦିର ପାହାଚ ପାଖରେ ରଖି ଦେଇକି ଆସିବେ। ଆଉ ତାକୁ ପଛକୁ ବୁଲି ଚାହିଁବେନି କି ଭାବିବେନି ଯେ ମୁଁ ୟାକୁ ଯେଉଁ ଛାଡିଲି ତାକୁ ପୂଜାରୀ କଣ କରିବ ନାଁ କୌଣସି ଭକ୍ତ କଣ କରିବ।

ଆପଣ କିଛିବି ନଭାବି ସିଧା ଘରକୁ ଏକ ମୁହାଁ ହୋଇ ଆସିବେ। ଆଉ ନିଜର ଅପୂର୍ଣ ମାନସିକକୁ ମନେ ମନେ ସ୍ମରଣ କରିଥିବେ। ଏହି କ୍ରିୟାଟିକୁ ଆପଣ ୩ଟି ମଙ୍ଗଳବାର କରନ୍ତୁ। ଦେଖିବେ ସମ୍ପୂର୍ଣ୍ଣ ଭାବରେ ତତ୍କାଳ ଆପଣଙ୍କର ଅପୂର୍ଣ୍ଣ ଇଛା ପୂର୍ଣ ହୋଇଯିବ। ଭଗବାନ ହନୁମାନ କୌଣସି ବଡ଼ ଭୋଗରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ବରଂ ଭକ୍ତର ଆକୁଳ ଭକ୍ତିରେ ସନ୍ତୁଷ୍ଟ ହୋଇଥାନ୍ତି। ଆପଣ ଏହି କ୍ରିୟାଟିକୁ କୌଣସି ଭକ୍ତ ହନୁମାନ ମନ୍ଦିରକୁ ଯିବା ପୂର୍ବରୁ କରିବେ ଅର୍ଥାତ ସେହି ଦିନ ଆପଣ ପ୍ରଥମ ଭକ୍ତ ହୋଇଥିବେ। ପ୍ରାତଃ ସ୍ନାନ ଶୌଚ ସାରି ଆପଣ ଏହି କ୍ରିୟାଟିକୁ କରିବେ। ଦେଖିବେ ଭଗବାନ ହନୁମାନଙ୍କ କୃପାରୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *