Excuse Me Odisha

ଯାହା କହିବୁ ସତ କହିବୁ

ଗଙ୍ଗା ଠାରୁ ବି ଅଧିକ ପବିତ୍ର ହୋଇଥାନ୍ତି ଏହି 5ଟି ନାମର ଝିଅମାନେ। ଯାହାକୁ ବାହା ହୁଅନ୍ତି ତା ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ

ସେୟାର୍ କରନ୍ତୁ

ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ ବନେଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନରେ ପ୍ରତ୍ୟକ ମୋଡ଼ରେ ବ୍ୟବହାରିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତମର୍ଯ୍ୟଙ୍କୁ ରାଜଗାଦିରେ ବସାଇ ଦେଇଥିଲେ। ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟକଙ୍କର କିଛି ନୀତି ଯାହା ଆପଣଙ୍କ ଜୀବନରେ କୌଣସି ନାଁ କୌଣସି ମୋଡ଼ରେ କାମରେ ଆସିପାରେ। ଆଜିର ଏହି ପୋଷ୍ଟରେ ଆମେ ଜ୍ୟୋତିଷ ଶାସ୍ତ୍ର ବିଷୟରେ ବହୁତ ଅଦ୍ଭୁତ ଜ୍ଞାନ ବିଷୟରେ ଜଣେଇବାକୁ ଯାଉଛୁ। ବନ୍ଧୁଗଣ କୁହାଯାଏ ଯେ ଗଙ୍ଗା ଜଳ ପରି ସ୍ୱଚ୍ଛ ଏବଂ ପବିତ୍ର ହୋଇଥାନ୍ତି ଏହି ୫ଟି ନାମର ଝିଅ। ଏହି ଦୁନିଆରେ କୌଣସି ବି ଝିଅଙ୍କୁ ବୁଝିବା କଷ୍ଟକର। ଏହା କଣ ପାଇଁ ନାଁ ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ଏହା କେହି କହିପାରନ୍ତି ନାହିଁ। ସେଥିପାଇଁ ତ ଝିଅଙ୍କୁ ଏକ ପହିଲି ବୋଲି କୁହାଯାଏ।

ଯାହାର ରହସ୍ୟ ବୁଝିବା ବାସ୍ତବରେ କଷ୍ଟକର ଅଟେ। ଏମିତିରେ ଆପଣ କହିବାରେ ଶୁଣିଥିବେ କି ଯେବେ ଭଗବାନ ମହିଳାଙ୍କୁ ବୁଝିପାରନ୍ତି ନାହିଁ ତ ମନୁଷ୍ୟ କେମିତି ବୁଝିପାରିବ। କଥା ଏହାକି ଝିଅଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ କି ସେମାନେ କେବେ କେଉଁଠି କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ତାହା କହିପାରନ୍ତି ନାହିଁ। ଏହି ଦୁନିଆରେ କିଛି ଝିଅ ଏମିତି ବି ହୋଇଥାନ୍ତି ଯେଉଁମାନେ ପାଣି ପରି ସଫା ହୋଇଥାନ୍ତି ଏବଂ ବହୁତ ଶାନ୍ତ ହୋଇଥାନ୍ତି। ଆଉ କିଛି ଝିଅ ଏମିତି ବି ହୋଇଥାନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି। ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି। ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ପବିତ୍ର ବୋଲି ମାନାଯାଆନ୍ତି। ଏଥିପାଇଁ ଆପଣ ମଧ୍ୟ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

B ନାମର ଝିଅ। ଯେଉଁ ଝିଅର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଶାନ୍ତ ସ୍ୱାଭାବର ହୋଇଥାନ୍ତି। ଆଜ୍ଞା ହଁ ଏହି ଝିଅ ନିଜ ପାର୍ଟନର ପ୍ରତି ବହୁତ ସଚେତନ ରହେ। ଏହି ଝିଅମାନେ କୌଣସି ବି ପରିସ୍ଥିତିରେ ନିଜର ପାର୍ଟନରର ସାଥ ଛାଡି ନଥାନ୍ତି। ଏହା ଗୌରବର କଥା କି ଏମାନଙ୍କ ବ୍ୟବହାର ବହୁତ କମଳ ହୋଇଥାଏ। ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଏ।

N ନାମର ଝିଅ। ଯେଉଁ ଝିଅର ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ତେଜ ସ୍ୱାଭାବର ହୋଇଥାନ୍ତି। ଏହି ଝିଅ ମାନେ ନିଜ ପରିବାର ଏବଂ ପାର୍ଟନରଙ୍କର ବହୁତ ଧ୍ୟାନ ରଖିଥାନ୍ତି। କିନ୍ତୁ ଏମାନେ କେବେ କେବେ ଏମିତି କିଛି କାମ କରିନଥାନ୍ତି ଯେଉଁଥିରେ ଏମାନଙ୍କ ପରିବାରର ନାମ ଖରାପ ହେବ କିମ୍ବା ଏମାନଙ୍କ ପାର୍ଟନରଙ୍କର କିଛି ଅସୁବିଧା ହେବ। ଏମାନଙ୍କର ସ୍ଵଭାଵ ମଧ୍ୟ ବହୁତ ଭଲ ହୋଇଥାଏ। ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଏ।

P ନାମର ଝିଅ। ଯେଉଁ ଝିଅର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କକୁ ବହୁତ ଭଲ ଭାବରେ ବାନ୍ଧି ରଖିବା ଜାଣିଥାନ୍ତି। ଏହି ନାମର ଝିଅ ବ୍ୟକ୍ତିର ଭାବନାକୁ ଧ୍ୟାନରେ ରଖିଥାନ୍ତି। ସେ ଛୋଟ ହୋଇଥାନ୍ତୁ କି ବଡ଼। ସେମାନେ କାହାରି ମନରେ ଦୁଃଖ ଦିଅନ୍ତି ନାହିଁ। ସମସ୍ତଙ୍କ ସହ ପ୍ରେମର ସହିତ କଥାବାର୍ତା କରିଥାନ୍ତି। ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଏ।

V ନାମର ଝିଅ। ଯେଉଁ ଝିଅର ନାମ V ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ମାନାଯାଏ। ଏହି ଝିଅମାନେ ବହୁତ ଲାଜେଇ ହୋଇଥାନ୍ତି କିନ୍ତୁ ଏମାନେ ନିଜ ପରିବାରର ମାନ ମର୍ଯ୍ୟାଦାର ଧ୍ୟାନ ରଖନ୍ତି। ଯଦି ଆମେ ସିଧା ଶବ୍ଦରେ କହିବା ତ ଏମାନେ ପୁରା ଚେଷ୍ଟା କରିଥାନ୍ତି ପରିବାରକୁ ଖୁସିରେ ରଖିବା ପାଇଁ ଏବଂ ସେମାନଙ୍କର ଇଚ୍ଛାକୁ ମଧ୍ୟ ପୂରଣ କରିଥାନ୍ତି।

Y ନାମର ଝିଅ। ଏମିତିରେ ବହୁତ କମ ଝିଅଥାନ୍ତି Y ନାମରେ। ଯେଉଁ ଝିଅର ନାମ Y ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ଅନ୍ୟପ୍ରତି ବହୁତ ଭଲ ହୋଇଥାଏ। ଏହି ନାମର ଝିଅ ସମସ୍ତଙ୍କ ସହିତ ବହୁତ ଭଲରେ କଥା ହୋଇଥାନ୍ତି ଏବଂ କେବେବି କମାରି ଅନିଷ୍ଟ କରନ୍ତି ନାହିଁ ଏବଂ ନିଜର ପାର୍ଟନରକୁ ଖୁସି ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି।

ତ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ହିଁ ଏହି ୫ ଟି ନାମର ଝିଅଙ୍କ ବିଷୟରେ କୁହାଯାଇଛି। ଯେଉଁମାନେ ନିଜର ପାର୍ଟନରର ପରିବାରର ବହୁତ ଅଧିକ ଯତ୍ନ ରଖିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *