Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷର ପ୍ରଥମ ଦିନରେ ଚୁପଚାପ ଏଠି ରଖିଦିଅନ୍ତୁ ଏକ ଟଙ୍କାର କଏନ,ପୁରା ବର୍ଷ ଜମିକି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧ ଜାନୁଆରୀ ଶନିବାର ନୂଆବର୍ଷ ର ପ୍ରଥମ ଦିନରେ ଚୁପଚାପ ରଖିଦିଅନ୍ତୁ ଏଇଠି ଏକ ଟଙ୍କାର କଏନ ପୁରା ବର୍ଷ ଜମିକି ଆସିବ ଟଙ୍କା।

ବନ୍ଧୁଗଣ ଏହି ନୂଆବର୍ଷରେ ଏହି ଛୋଟିଆ ପ୍ରୟୋଗ କଲେ ଆପଣଙ୍କର ଭାଗ୍ୟ ବଦଳିଯାଇପାରେ। କାରଣ ଏହି ବର୍ଷ ଭଲ ଏବଂ ଶୁଭ ସଂଯୋଗ ନେଇକି ଆସୁଛି। ପ୍ରତ୍ୟକ ବ୍ୟକ୍ତି ଧନ ପାଇଁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପରିଶ୍ରମ କରିଥାନ୍ତି। ଆଜିକାଲିକା ସମୟରେ ତ ଆପଣ କେତେବି କମାନ୍ତୁ କିନ୍ତୁ ଆପଣଙ୍କୁ କମ ହିଁ ପଡିଯାଏ କିନ୍ତୁ ଏହି ଛୋଟିଆ ପ୍ରୟୋଗ ଯାହାକି ଚାନ୍ଦିର ପଇସାର ପ୍ରୟୋଗ। ଯଦି ଆପଣ କରନ୍ତି ତ ଆପଣଙ୍କ ଜୀବନରେ ଯେଉଁ ଧନର କମି ଥିଲା ତାହା ଦୂର ହେବ।

ପ୍ରଥମ ଉପାୟ। ଯେବେବି ଆପଣ କାହା ଠାରୁ ଟଙ୍କା ନିଅନ୍ତି ତ ଆପଣ ଆପଣଙ୍କର ୫ ଟି ଆଙ୍ଗୁଠିରେ ଧରିକି ନିଅନ୍ତୁ। ଏହା ଦ୍ବାରା ଆପଣଙ୍କର ଉନ୍ନତି ବଢି ଚାଲିଥାଏ। ଆପଣଙ୍କୁ ୯ ଗୋଟି ନବଗ୍ରହର ସାଥ ମିଳିବ। ସେହି ଧନକୁ ଆହୁରି ବଢ଼େଇବା ପାଇଁ କୌଣସି ବ୍ୟକ୍ତି ଆପଣଙ୍କୁ ଯଦି ଟଙ୍କା ଦେଉଛି ତ ସେହି ବ୍ୟକ୍ତି ମଧ୍ୟ ୫ ଟି ଆଙ୍ଗୁଠିରେ ଧରିକି ଦେଉ ଆଉ ଆପଣ ମଧ୍ୟ ଯାହା ଠାରୁ ଆଣୁଛନ୍ତି ୫ ଟି ଆଙ୍ଗୁଠିରେ ମୁଠା କରିକି ଆଣନ୍ତୁ।

ଦ୍ୱିତୀୟ ଉପାୟ। ଚାନ୍ଦିର କଏନ। ଆପଣ ଯେବେବି କାହାକୁ କଏନ ଦେଉଛନ୍ତି ନାଁ ଆପଣ ସେହି ବ୍ୟକ୍ତିକୁ ୧୧ ଟଙ୍କା କିମ୍ବା ୨୧ ଟଙ୍କା ଏପରି ଦିଅନ୍ତୁ। କେବେବି ୧୦,୨୦,୫ ଏପରି ଦିଅନ୍ତୁ ନାହିଁ। ଆପଣଙ୍କୁ ବେଳେ ବେଳେ ଏପରି ଲାଗେ ଆପଣଙ୍କ ପର୍ସ ଖାଲି ହୋଇଯାଏ ତ ଆପଣ ଭାବନ୍ତି କି ଧନର କମ ପଡିଗଲା। ତ ଆପଣ ଗୋଟିଏ ପଇସାକୁ ନିଅନ୍ତୁ ଏହାକୁ ଲାଲ ରଙ୍ଗର କପଡ଼ାରେ ଘୋଡାଇ ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦିଅନ୍ତୁ। ଏହି ଉପାୟ ଆପଣ କୌଣସି ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ କରନ୍ତୁ। ଆପଣ ଏହାକୁ ରଖି ପରେ ଆପଣ ଚାହିଁଲେ ମା ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରିପାରିବେ। ଓମ ଶ୍ରୀମ ଶ୍ରୀୟାୟ ନମଃ। ଏହାପରେ ଏହାକୁ ବାନ୍ଧିକି ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଏମିତି କଲେ ଧନ ବଢିବାକୁ ଲାଗିବ।

ତୃତୀୟ କଥା। କେତେଥର ଏପରି ହୋଇଥାଏ କି ଆପଣଙ୍କ ଜୀବନରେ ଧନର ସମସ୍ୟା ଅଧିକ ଦେଖା ଦେଇଥାଏ। ତ ସେତେବେଳେ ଆପଣ ଗୋଟେ କଏନକୁ ନିଅନ୍ତୁ। ସେଥିରେ ଆପଣଙ୍କ ନାମର ପ୍ରଥମ ଅକ୍ଷରକୁ ସିନ୍ଦୁରରେ କିମ୍ବା ଲାଲ ରଙ୍ଗର ପେନରେ ଲେଖିଦିଅନ୍ତୁ। ଆପଣ ସେହି ପଇସାକୁ ନିଜ ଘରର ଛାତ ଉପରେ ପାଣି ଟାଙ୍କି ଯଦି ଥାଏ ତ ତାହା ଉପରେ ରଖନ୍ତୁ। ଆପଣଙ୍କ ନାମ ଲେଖାହୋଇଥିବା ପଟଟି ଯେମିତି ଆକାଶ ଆଡ଼କୁ ରହିବ। ରାତିସାରା ଆପଣ ଚନ୍ଦ୍ରମାର କିରଣରେ ମଧ୍ୟ ସେହି ପଇସାକୁ ଆପଣ ରଖିପାରିବେ। ପୁଣି ତାକୁ ତା ପର ଦିନ ସକାଳୁ ଆଣି ନିଜ ପର୍ସରେ ରଖିଦିଅନ୍ତୁ। ଯେପର୍ଯ୍ୟନ୍ତ ଏହି ପଇସା ଆପଣଙ୍କ ପର୍ସରେ ଥିବ ଦେଖିବେ ଧନର କମି କେବେ ମଧ୍ୟ ହେବନାହିଁ।

କେତେ ଥର ଏମିତି ହୋଇଥାଏ କି କରଜ ବହୁତ ଚିନ୍ତା ବଢ଼ାଇ ଥାଏ। ତ ଆପଣ ଧଳା ରଙ୍ଗର ଗୋଟେ କପଡାକୁ ନିଅନ୍ତୁ ସେହି କପଡା ଉପରେ ଗୋଟିଏ ମୁଠା ଚାଉଳ ମାନେ ଅକ୍ଷତ ଖଣ୍ଡ ହୋଇନଥିବା ଚାଉଳ ଏବଂ ଗୋଟିଏ ମୁଠା ମସୁର ଡାଲି ଏବଂ ଗୋଟିଏ ପଇସା ନିଅନ୍ତୁ। ଏହାକୁ ବାନ୍ଧିକି ନିଜ ଉପରେ ୭ ଥର ଓଲଟା ଭାବେ ଘୋରାଇ ଆଣନ୍ତୁ। ଏହାପରେ ତାକୁ ନେଇକି କୌଣସି ଅସ୍ତ ଗଛ ମୂଳେ ରଖିଦିଅନ୍ତୁ। ଆଉ ପଛକୁ ନବୁଲି କି ଘରକୁ ସିଧା ଆସିଯାନ୍ତୁ। ଆପଣଙ୍କର ଋଣ ଦୂର ହେବ।

ଯଦି ଧନ ସମସ୍ୟା ଅଧିକ ଚିନ୍ତା ଦେଉଥାଏ ତ ଆପଣ ଗୋଟିଏ ଛୋଟ କାମ କରନ୍ତୁ। ଆପଣ ଗୋଟେ କଳସ ନିଅନ୍ତୁ ଯଦି କଳସ ନଥିବ ତାହେଲେ ଦୀପ ମଧ୍ୟ ନେଇ ପାରିବେ। ସେହି ଦୀପରେ ବା କଳସରେ ସିନ୍ଦୁରରେ ସ୍ବାସ୍ତିକ ବନାନ୍ତୁ। ଆଉ ସେଥିରେ ପାଣି ରଖନ୍ତୁ ଆଉ ଗୋଟିଏ ପଇସା ମଧ୍ୟ ରଖନ୍ତୁ। ପର ଦିନ ସେହି ପାଣିକୁ ଗଛ ମୂଳେ ଢାଳି ଦିଅନ୍ତୁ। ଆଉ ସେହି ଦୀପକୁ ସୁରକ୍ଷିତ ଜାଗାରେ ରଖିଦିଅନ୍ତୁ। ଆଉ ପଇସାକୁ ଅଲଗା ରଖନ୍ତୁ। ଆପଣ ଏହି ଉପାୟକୁ ଲଗାତାର ୫ ଦିନ କରନ୍ତୁ। ତା ପରେ ଆପଣ ସେହି ପଇସାକୁ ନେଇ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ।

ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତୁ ତ ଆପଣ ନିଜ ଘରେ ଗୋଟେ ମାଟିର କଳସରେ ବା ଯଦି ମାଟିର କଳସ ନାହିଁ ତେବେ ଆପଣ ମାଟିର ଦୀପ ମଧ୍ୟ ନେଇପାରିବେ। ସେଥିରେ ଆପଣ ଚାଉଳ ଏବଂ ଦୁବ ଘାସ ପଇସା ରଖନ୍ତୁ। ଏହାକୁ ଲାଲ କପଡ଼ାରେ ବାନ୍ଧି ଘରର ଉତ୍ତର-ପଶ୍ଚିମ କୋଣରେ ରଖିଦିଅନ୍ତୁ। ଧନ ବଢିବ। ଏହା ଦ୍ବାରା ଧନର କମି ମଧ୍ୟ କେବେବି ଦେଖାଦେବ ନାହିଁ।

ଯଦି ଆପଣଙ୍କୁ ଶନିଦେବଙ୍କର ସମସ୍ୟା ଥାଏ ତ ଆପଣ ଗୋଟେ କଳା ରଙ୍ଗର କପଡ଼ା ନିଅନ୍ତୁ। ସେଥିରେ କଏନକୁ ରଖି କିଛି କଳା ତେଲକୁ ନିଅନ୍ତୁ। ଏହାକୁ ବାନ୍ଧିକି ନିଜ ଉପରେ ୩ ଥର ଘୁରାଇ ଆଣି ତାକୁ କୌଣସି ଅସ୍ତ ଗଛ ମୂଳରେ ରଖିଦିଅନ୍ତୁ। ଶନି ସମ୍ବଦ୍ଧିତ ଯାହା ବି ଦୋଷ ଥିବ ତାହା ସମାପ୍ତ ହୋଇଯିବ। ଏହି ଉପାୟ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ। ପ୍ରତ୍ୟକ ସମସ୍ୟାରୁ ମୁକ୍ତି ମିଳିବ।

ଭଗବାନ ଗଣେଶଙ୍କର ପାଖରେ ଗୋଟେ କଏନ ଅର୍ପଣ କରନ୍ତୁ। ଆଉ ତାକୁ ପୂଜା କରନ୍ତୁ। ଆଉ ତାହାକୁ କୌଣସି ଶୁଭ କାମରେ ବାହାରକୁ ଗଲାବେଳେ ସାଙ୍ଗରେ ନେଇକି ଯାଆନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ସହଜରେ ହୋଇଯିବ। ଆପଣ ପୁଣି ସେହି ପଇସାକୁ ଆଣି ଭଗବାନ ଗଣେଶଙ୍କର ପାଖରେ ରଖିଦିଅନ୍ତୁ।

ଏହିସବୁ ଉପାୟ କଲେ ଆପଣଙ୍କର ଏହି ବର୍ଷ ଧନର କମି ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *