Excuse Me Odisha

ଯାହା କହିବୁ ସତ କହିବୁ

ଯାହା ଚାହିଁବେ ସଙ୍ଗେ ସଙ୍ଗେ ତାହା ପ୍ରକଟ ହେବ ! ଧନ ଟାଣିବାରେ ମହା ଚୁମ୍ବକ ! ଗଣିଗଣି ଥକି ଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଏହିଭଳି ୪ ଟି ତନ୍ତ୍ର ଯୁକ୍ତ ବୃକ୍ଷ ବିଷୟରେ ଜଣେଇବୁ ଯାହାକି ଅତ୍ୟନ୍ତ ସାଧାରଣ ଏବଂ ପରିଚିତ ବୃକ୍ଷ ଅଟେ। ଆପଣ ଏହି ବୃକ୍ଷକୁ ନିଜ ବାଡ଼ି ବଗିଚାରେ ସଂଗ୍ରହ କରିପାରିବେ। ଏହି ବୃକ୍ଷ ସାହାର୍ଯ୍ୟରେ ସମୁହୁନ ବସିକରଣ କରିପାରିବେ ଧନ ଆକର୍ଷଣ କରିପାରିବେ। ଶତ୍ରୁ ମାନଙ୍କ କବଳରୁ ରକ୍ଷା ପାଇପାରିବେ ଯେକୌଣସି ଅପୂର୍ଣ ଇଛା ସେ ଆପଣଙ୍କର ବିବାହ କିମ୍ବା ପ୍ରେମ ସମ୍ପର୍କ ହେଉ ଚାକିରୀ ବୃତ୍ତି ସମ୍ପର୍କୀତ ହେଉ ବ୍ୟବସାୟରେ ଲାଭ କରିବା ନିମନ୍ତେ ହେଉ ଯେକୌଣସି ଅପୂର୍ଣ ଇଛା ନିମନ୍ତେ ଏହି ଉପାୟ ମାଧ୍ୟମରେ ପୂରଣ କରିପାରିବେ। ଆପଣଙ୍କ ଜୀବନରେ ଧନର ଆଗମନ ଘଟିବା ସହ ଋଣ କରଜରେ ଯଦି ବୁଡିକି ରହିଛନ୍ତି ଅର୍ଥ ହାନି ଘଟୁଛି ଏବଂ ରୋଗ ଗ୍ରସ୍ତ ଏବଂ ଚିନ୍ତା ଗ୍ରସ୍ତ ଅବସ୍ଥାରେ ରହିକରି ଭୟର ବିପଦରେ ସାମ୍ନା କରୁଛନ୍ତି ଅତ୍ୟନ୍ତ ସହଜରେ ଆପଣ ମାନେ ଏହି ଚମତ୍କାର ବୃକ୍ଷ ଲତାଙ୍କର ବ୍ୟବହାରରେ ସୁଫଳ ପାଇବେ। ସେଥିପାଇଁ ଏହାର ବ୍ୟବହାର କେମିତି କରିବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଯଦି ଆପଣ କେବେବି ଭାରି ବିପଦରେ ସାମ୍ନା କରନ୍ତି ତେବେ ଏହି ଉପାୟ କରନ୍ତୁ। ଦେଖିବେ ଆପଣଙ୍କୁ ଶୀଘ୍ର ରେଜଲ୍ଟ ମିଳିବ। ସେହି ସମସ୍ୟାର ସମାଧାନର ରାସ୍ତା ଆପଣା ଇଛା ଖୋଲିଯାଇଥାଏ। ଏଥିପାଇଁ ଆପଣ ଗୋଟେ ପୁରାତନ ତୁଳସୀ ଗଛ ଯିଏକି ପୂଜା ପାଉଥିବ ତାର ଚେରକୁ ଆପଣ ପୂର୍ବ ପଟରୁ ସଂଗ୍ରହ କରିବେ ଏବଂ ତାକୁ ଗଙ୍ଗା ଜଳରେ ଧୌତ କରି ଲାଲ କପଡ଼ାରେ ପୁରାଇ ଆପଣ ତାକୁ ଯଦି ପୁରୁଷ ଦକ୍ଷିଣ ହସ୍ତରେ ବାନ୍ଧିବେ ଏବଂ ଯଦି ନାରୀ ତାହେଲେ ବାମ ହସ୍ତରେ ବାନ୍ଧିବେ। ତେବେ ଆପଣ ଏହାକୁ ସ୍ନାନ ଶୌଚ ହୋଇ କରିବେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ କରିବେ କାରଣ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛ ଛୁଇଁବା ନିଷେଧ।

ଏହି ଉପାୟ କରନ୍ତୁ ଦେଖିବେ ଖୁବଶୀଘ୍ର ଆପଣଙ୍କର ସମସ୍ୟା ଦୂର ହୋଇଯିବ। ଆପଣ ଜାଣିଛନ୍ତି ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ ଭୋଜନ ସ୍ୟୁକାର କରନ୍ତି ନାହିଁ। ସେଥିପାଇଁ ତୁଳସୀର ଯେଉଁ ଅପୂର୍ବ ମହତ୍ୱ ଆପମାନେ ଏହି ଚେରଟିକୁ ବ୍ୟବହାର କରି ଦେଖନ୍ତୁ। ଏହା ଆପଣଙ୍କୁ ଭାରି ବିପଦରୁ ରକ୍ଷା କରିବା ସହ ଜୀବନରେ ଧନ ମଧ୍ୟ ଆକର୍ଷଣ କରିଥାଏ। ଜୀବନରେ ସୁଖ ଶାନ୍ତି ପ୍ରେମ ମୈତ୍ରୀ ଭରି ଯାଇଥାଏ।

ଠିକ ସେହିପରି ଆଉ ଗୋଟିଏ ଉପାୟ। ଯେତେବେଳେ ଆପଣ ଶୋଉଛନ୍ତି ସେତେବେଳେ ଆପଣଙ୍କ ଚାରିପାଖରେ ନକରାତ୍ମକ ଶକ୍ତି ମାନେ ବିଚରଣ କରିବାକୁ ଆରମ୍ଭ କରିଥାନ୍ତି। ଯେଉଁଥି ପାଇଁ ମନୁଷ୍ୟ ନିଦ୍ରା ଅବସ୍ଥାରେ ତାର ଅବସ୍ତାଵ ସ୍ୱପ୍ନ ଦେଖିବା ଯେଉଁ ସ୍ୱପ୍ନକୁ ଜୀବନ ସହ ସମ୍ପୃକ୍ତ ନଥାଏ ଏହିଭଳି କିଛି ଆସିଥାଏ। ପିତୃପୁରୁଷ ମାନେ ବି ମଧ୍ୟ ସ୍ୱପ୍ନରେ ଆସିଥାନ୍ତି। ମନୁଷ୍ୟ ନିଦ୍ରା ଅବସ୍ଥାରେ ତାର ଶରୀର ଓ ମନ ଉପରେ ନିୟନ୍ତ୍ରଣ ହରେଇ ଥାଏ ଆଉ ଏହିସବୁ ସମୟରେ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତିମାନେ ତାକୁ କାବୁ କରିଥାନ୍ତି। ତେଣୁ ଯଦି କୌଣସି ବ୍ୟକ୍ତିର ଜୀବନରେ ନକରାତ୍ମକ ଶକ୍ତି ଭରିକି ରହୁ ତେବେ ଗୋଟିଏ କାମ କରିବେ ଆପଣ ଗୋଟିଏ ହଳଦୀ ଗଛର ଖଣ୍ଡିଏ ଚେର ସଂଗ୍ରହ କରିବେ ଏବଂ ସେହି ଚେରଟିକୁ ଆପଣ ନିଜର ମଥାର ଠିକ ସିଧା ତକିଆ ତଳେ ଆପଣ ରାତିରେ ଦେଇକି ଶୋଇବେ।

ଯଦି ହଳଦୀ ଗଛର ଚେର ସଂଗ୍ରହ କରି ପାରୁନାହାନ୍ତି ତେବେ ହଳଦୀ ଖଣ୍ଡ ତାକୁ ମଧ୍ୟ ଠିକ ମୁଣ୍ଡର ସିଧା ତକିଆ ତଳେ ରଖିକି ଶୁଅନ୍ତୁ। ଆପଣଙ୍କର ନିଦ୍ରା ଅବସ୍ଥାରେ ଯାହା ନକରାତ୍ମକ ଶକ୍ତି ଆପଣଙ୍କ ନିଦ୍ରା ଅବସ୍ଥାରେ ଆସୁଛି ଏବଂ ଆପଣଙ୍କୁ ଦୁଃଖ ଦେଇ ଚାଲୁଛି ତ ସେ ଆପଣଙ୍କର ମସ୍ତିଷ୍କକୁ ବିଭ୍ରାନ୍ତ କରୁଛି ଚତୁରପାର୍ଶ୍ଵରେ ଔରକୁ ନଷ୍ଟ କରୁଛି ଦେଖିବେ ନକରାତ୍ମକ ଶକ୍ତିଟି ଆଉ ଆପଣଙ୍କ ପାଖକୁ ଆସି ପାରିବ ନାହିଁ। ସକରାତ୍ମକ ଶକ୍ତିର ଆଗମନ ହେବ। ଏହା ସହିତ ଆପଣଙ୍କର ଉନ୍ନତି ପରିଲକ୍ଷିତ ହେବ।

ଯେଉଁ ମାନଙ୍କର ଗୁରୁ ବୃହସ୍ପତିଙ୍କର ଦୋଷ ଏବଂ ଶୁକ୍ର ଗ୍ରହଙ୍କର ଦୋଷ ହେତୁ ଜୀବନରେ ପ୍ରେମ ହୋଇପାରୁନାହିଁ ବିବାହ ଭଳି ମାଙ୍ଗଳିକ କର୍ମ ଫିଟି ପାରୁନାହିଁ କିମ୍ବା ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପଡୁନାହିଁ ସବୁବେଳେ ମତଭେଦ ଲାଗିରହୁଛି ତ ଏପରି କ୍ଷେତ୍ରରେ ଆପଣ ଏହି ଉପାୟ କରନ୍ତୁ। ଆପଣ ଯେକୌଣସି ଗୁରୁବାର ଦିନ ଗୋଟିଏ କଦଳୀ ଗଛର ଚେରକୁ ସଂଗ୍ରହ କରନ୍ତୁ।

ଚେରଟିକୁ ସଂଗ୍ରହ କରିବା ପୂର୍ବରୁ ଆପଣ ସେହି କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରିବେ ଏବଂ ତାର ଚେରଟିକୁ ପୂର୍ବ ପଟରୁ ସଂଗ୍ରହ କରି ଆଣି ତାକୁ ଶୁଖାଇ ଗୁଣ୍ଡ କରିବେ ଏବଂ ସେହି ଗୁଣ୍ଡରେ ଆଉ କିଛି ହଳଦୀ ଗୁଣ୍ଡ ମିଶାଇ ତାକୁ ଗୋଟିଏ ଧଳା କପଡ଼ାରେ ବାନ୍ଧି ଆପଣ ଯଦି ପୁରୁଷ ଦକ୍ଷିଣ ହସ୍ତରେ ଏବଂ ଯଦି ନାରୀ ବାମ ହସ୍ତରେ ଧାରଣ କରନ୍ତୁ। ଦେଖିବେ ଧାରଣ କରିବା ପରଠାରୁ ଆଗକୁ ଆଗକୁ ଆପଣଙ୍କର ସବୁ ମାଙ୍ଗଳିକ କାର୍ଯ୍ୟ ହେବାକୁ ଲାଗିବ। ଜୀବନଟି ମଧୁର ହୋଇଯିବ। ଧନର ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ।

ଅରଖ ଗଛର ଚେର। ଆପଣ ମାନେ ଜାଣିଛନ୍ତି ଅରଖ ଗଛରେ ସ୍ୱୟଂ ମା କାଳୀଙ୍କର ସ୍ୱରୁପ ବିଦ୍ୟମାନ ଥାଏ। ଆପଣ ଏହି ଗଛର ଚେର ସହାୟତାରେ ଅତ୍ୟନ୍ତ ସହଜରେ ବିନା ବାଧାରେ ସମୁହୁନ ବସିକରଣ ଶକ୍ତିକୁ ଆମନ୍ତ୍ରଣ କରିପାରିବେ। ଆପଣଙ୍କୁ ଯିଏ ଦେଖିବ ତତ୍କାଳ ସେ ବଶୀଭୂତ ହୋଇଯିବ। ଏହା ସହିତ ଆପଣଙ୍କ ଜୀବନରୁ ଶତ୍ରୁ ମାନେ ନିପାତ ହୋଇଯିବେ। ଏହା ପାଇଁ ଆପଣ ଯେକୌଣସି ସୋମବାର ଦିନ ହେଉ କିମ୍ବା ଶନିବାର ଦିନ ହେଉ ଆପଣ ପୁରାତନ ଅରଖ ଗଛ ମାନେ ୧୦ ରୁ ୧୨ ବର୍ଷ ହେବ ସେହି ଗଛ ପାଖକୁ ଯିବେ ସେଠାରେ ଆପଣଙ୍କର ମନ କଥା ଜଣାଇବେ ଏବଂ ତାର ଚେରକୁ ପୂର୍ବ ପଟରୁ ସଂଗ୍ରହ କରିବେ ଏବଂ ତାକୁ ଆଣି ନିଜର ସ୍ନାନ କରୁଛନ୍ତି ସେହି ସ୍ନାନ ପାଣିରେ ଆପଣ ଏହାକୁ ପକେଇ ଅଧ ଘଂଟା ପରେ ଆପଣ ଚେରଟିକୁ ବାହାର କରିଦେବେ ଆଉ ସେହି ପାଣିରେ ସ୍ନାନ କରିବେ।

ନିୟମିତ ଭାବରେ ସେହି ଶନିବାର ଠାରୁ ଆରମ୍ଭ କରନ୍ତୁ ଏବଂ ଗାଧୋଇ ସରିବା ପରେ ଆପଣ ଚେରଟିକୁ ବାହାର କରି ପୁନଃରାୟ ଖରାରେ ସୁଖାଇବେ। ଏହିପରି ଭାବରେ ଗୋଟେ ମାସ ପାଇଁ ଏହାକୁ ବ୍ୟବହାର କରନ୍ତୁ। ଏକ ମାସ ସମାପ୍ତି ପରେ ଆପଣ ସେହି ଚେରଟିକୁ ନେଇ ସେହି ଅରଖ ଗଛ ମୂଳରେ ରଖି ଦେଇ ଆସିବେ ଏବଂ ଆଉ ଗୋଟିଏ ଚେର ସଂଗ୍ରହ କରି ଆଣିବେ। ଆପଣ ଏହି ଉପାୟକୁ ଏହିପରି ଭାବରେ କରନ୍ତୁ ଦେଖିବେ ଆପଣଙ୍କ ଦେହରେ ସମୂହନ ବସିକରଣ କଳାଟି ଉତ୍ପନ ହେବ। ଶତ୍ରୁ ମାନେ ଆପେ ଆପେ ଚାଲି ଯିବେ। ଯେକୌଣସି ଅପୂର୍ଣ ଇଛା ଆପଣଙ୍କର ପୂର୍ଣ୍ଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *