Excuse Me Odisha

ଯାହା କହିବୁ ସତ କହିବୁ

M ନାମର ଝିଅମାନେ ଏହି ୩ଟି କାର୍ଯ୍ୟରେ ହୋଇଥାନ୍ତି ବହୁତ ମାହିର !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ, ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ।ଆଜି ଆମେ ଆପଣ ମାନଙ୍କୁ M ନାମର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବହୁତ ଖାସ୍ ହେବା ସହିତ ନିଜ କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। ଏହି ଝିଅମାନେ ବହୁତ ବୁଦ୍ଧିମତୀ ଓ ଶିକ୍ଷିତ ହୋଇଥାନ୍ତି।ଏମାନେ ସର୍ବଦା ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କରିଥାନ୍ତି।

M ନାମ ବିଶିଷ୍ଟ ଝିଅମାନେ ସର୍ବଦା ସମ୍ପର୍କକୁ ନେଇ ଗମ୍ଭୀର ରହିଥାନ୍ତି ଏବଂ ଏମାନେ ପ୍ରେମ ମାମଲାରେ ପ୍ରକାରର ମିଛକୁ ସହି ପାରନ୍ତି ନାହିଁ। ଏମାନେ ସବୁ କାର୍ଯ୍ୟକୁ ସଠିକ ଢଙ୍ଗରେ ସମାପ୍ତ କରିଥାନ୍ତି। ଆଗକୁ ବଢିବା ପାଇଁ ଏହି ନାମ ବିଶିଷ୍ଟ ଝିଅମାନେ କାହା ଉପରେ ନିର୍ଭରଶୀଳ ହୋଇ ନଥାନ୍ତି। ଏହି ନାମର ଝିଅମାନେ, ବହୁତ ବନ୍ଧୁପ୍ରେମୀ ହୋଇଥାଆନ୍ତି।ଏମାନେ ବନ୍ଧୁତା ଯେପରି ପାଳନ କରିଥାନ୍ତି, ସେହିପରି ଶତ୍ରୁତା ରଖିଥାନ୍ତି।

ଏହି ନାମ ଥିବା ଝିଅମାନେ ନିଜ ଜୀବନସାଥୀଙ୍କ ସହିତ ପରିବାର ଲୋକଙ୍କୁ ମଧ୍ୟ ସ୍ନେହ ଓ ଭଲପାଇବା ଦେଇଥାନ୍ତି। ଏମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ଘରର ଦାୟିତ୍ଵକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ଏମାନେ ସକ୍ଷମ ହୋଇଥାନ୍ତି।

ଏହି ଝିଅମାନେ ବିବାହ କରିବା ପରେ, ଶାଶୂଘର ଲୋକଙ୍କର ଉନ୍ନତି ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଓ ଧନସଂପତ୍ତି ବୃଦ୍ଧି ହୋଇଥାଏ। ଏମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ସମସ୍ତ ପ୍ରୟାସ କରିଥାନ୍ତି।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *