Excuse Me Odisha

ଯାହା କହିବୁ ସତ କହିବୁ

ହଳଦୀରେ ଏହି ଗୋଟିଏ ଜିନିଷ ମିଶାଇ ଦିଅନ୍ତୁ,ଗୋଟିଏ ରାତି ମଧ୍ୟରେ ହୋଇଯିବେ ପୁରା ଗୋରା !

ସେୟାର୍ କରନ୍ତୁ

ଆଜିକାଲିର ଦୁନିଆରେ ଅଧିକାଂଶ ଲୋକେ ଗୋରା ହେବା ପାଇଁ ଇଛା ରଖିଥାନ୍ତି। ଏଥିପାଇଁ ଅନେକ ପ୍ରକାରର କ୍ୟମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିଥାନ୍ତି।କିନ୍ତୁ ଏହା ଚେହେରା ପାଇଁ ବହୁତ କ୍ଷତିକାରକ ଅଟେ। ଆଜି ଆମେ ଆପଣଙ୍କ ପାଇଁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କଲେ ଆପଣମାନେ ନିଶ୍ଚିତ ଭାବରେ ସୁଫଳ ପାଇବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସାଙ୍ଗମାନେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଥିବା ଘରୋଇ ପ୍ରାକୃତିକ ଉପଚାର ପ୍ରସ୍ତୁତ କରିବା ଖୁବ୍ ସହଜ ଓ ସରଳ ଅଟେ। ଏଥିପାଇଁ ଆପଣଙ୍କୁ ବିଲାତି, ଏଲୋବେରା, ଲୁଣ, ବେସନ, ହଳଦୀ ଆବଶ୍ୟକ ଅଟେ। ଏଗୁଡ଼ିକ ଆପଣଙ୍କୁ କୌଣସି ତେଜରାତି ଦୋକାନରୁ ଖୁବ୍ ସହଜରେ ମିଳିଯିବ।

ପ୍ରଥମେ ଆପଣ ଗୋଟିଏ ବଡ଼ ବିଲାତି ଆଣି ତାକୁ ଦୁଇଫାଳ କରି କାଟି ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ।ଏହାପରେ ଏଥିରେ ଅଳ୍ପ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ, ୧ ଚାମୋଚ ଏଲୋଭେରା ଜେଲ ଓ ୧ ଚାମୋଚ ବେସନ ମିଶାଇ ଏହାକୁ ଭଲଭାବରେ ଫେଣ୍ଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆମର ଘରୋଇ ପ୍ରାକୃତିକ ଉପଚାର।

ଏହି ଉପଚାରକୁ ଆପଣ ନିଜ ଆଙ୍ଗୁଳି ସାହାଯ୍ୟରେ ନେଇ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ୧୦ କିମ୍ବା ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଆପଣ ଏହି ଉପଚାରକୁ ସପ୍ତାହରେ ଦୁଇଥର କରନ୍ତୁ, ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ସୁଫଳ ମିଳିବ ଏବଂ ଆପଣଙ୍କ ଚେହେରା ଚମକିବାକୁ ଲାଗିବ।

ସାଙ୍ଗମାନେ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *