Excuse Me Odisha

ଯାହା କହିବୁ ସତ କହିବୁ

ଧନ କମେଇବାର ୬ଟି ସହଜ ଉପାୟ ! ଆଜି ହିଁ ଚେଷ୍ଟା କରନ୍ତୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଧନ ପ୍ରତ୍ୟକଙ୍କ ଜୀବନ ଯାପନ କରିବା ପାଇଁ ସବୁଠାରୁ ଆବଶ୍ୟକ ସାଧନ ହୋଇଥାଏ ଏବଂ ସମସ୍ତେ ଧନ କମେଇ ଥାନ୍ତି ମଧ୍ୟ। ଯଦି କେବଳ ଦୈନିକ ଆବଶ୍ୟକତା ପୂରଣ କରିବା ଛଡା ଆପଣଙ୍କ ଆଉ କିଛି ସ୍ୱପ୍ନ ପୂରଣ କରିବା ପାଇଁ ଚାହୁଁଛନ୍ତି ତ ଆପଣଙ୍କୁ ଆହୁରି ଇନକମ କରିବାର ଆବଶ୍ୟକତା ହୋଇଥାଏ। ଯାହାକି ଏତେ ସହଜ ନୁହେଁ। କାହିଁକିନା ଆଜିକାଲି ନିଜର ଦୈନିକ ଆବଶ୍ୟକତା ପାଇଁ କମେଇବା କଷ୍ଟକର ତା ସହିତ ଆଉ କିଛି ଅଧିକ ଆବଶ୍ୟକତା ପୁରଣ କରିବା ପାଇଁ ଆଉ ଟିକେ ଅଧିକ କଷ୍ଟକର ହୋଇପାରେ। ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କୁ ସେହି ସାମାନ୍ୟ ଚାକିରୀରେ ଆହୁରି ବେସି ଧନବାନ ବନେଇ ପାରିବ ଏବଂ ଆପଣ ଏହିସବୁ କୁ ନିଜର ପ୍ରତିଦିନ ନିୟମରେ ନେଇ ଆଣିବେ ତ ଜୀବନରେ କେବେବି ଧନର କମି ହେବନାହିଁ।

ଗୁରୁବାର ଦିନ ଶନିଦେବ ଗୁରୁ ବୃହସ୍ପତିଙ୍କୁ ମାନାଯାଏ। ଗୁରୁ ଧର୍ମ ଏବଂ ଧନର ଶନି ଗ୍ରହ ଅଟନ୍ତି। ଧନ ସମ୍ବଦ୍ଧିୟ ଅସୁବିଧା ଦୂର କରିବା ପାଇଁ ପ୍ରତ୍ୟକ ଗୁରୁବାର ଦିନ କୌଣସି ସଧବା ନାରୀଙ୍କୁ ସୁହାଗର ସାମଗ୍ରୀ ଦାନ କରନ୍ତୁ। ନିଜର ନୀତି ଦିନିଆ ଅଭ୍ୟାସରେ ଏହି ଗୋଟିଏ ଜିନିଷକୁ ଯୋଡି ଦିଅନ୍ତୁ କି ଆପଣ ଯେବେବି କୁଆଡେ ବାହାରକୁ ଯାଉଛନ୍ତି ତ ଫେରିବା ସମୟରେ କେବେବି ଖାଲି ହାତରେ ଫେରନ୍ତୁ ନାହିଁ। କିଛିନା କିଛି ନିହାତି ସାଙ୍ଗରେ ଆଣନ୍ତୁ।

ଧନର ବୃଦ୍ଧି ପାଇଁ ସୋମବାର କିମ୍ବା ଶୁକ୍ରବାର ଦିନ ନୂଆ ବସ୍ତ୍ର ଦାନ କରନ୍ତୁ। ଧଳା ବସ୍ତୁ ଯେମିତିକି କ୍ଷୀର ଶଙ୍ଖ ବସ୍ତ୍ର କିଛିବି ହୋଇପାରେ।

କଳା ହଲଦୀକୁ ନକରାତ୍ମକ ଶକ୍ତିକୁ ଦୂର କରିବାରେ ମାନାଯାଏ। ଯେକୌଣସି ଦିନ ଗୋଟିଏ କଳା ହଳଦୀ ପୂଜା ସ୍ଥାନରେ ରଖନ୍ତୁ। ପ୍ରତିଦିନ ଏହାକି ଧୂପ ଦୀପ ଦେଖାନ୍ତୁ। ଯେବେବି ଧନ ସମ୍ବଦ୍ଧିତ କୌଣସି କାମରେ ଯାଉଛନ୍ତି ତ ଏହାର ଦର୍ଶନ କରନ୍ତୁ। ପ୍ରତ୍ୟକ ଦିନ କାମରେ ଯିବା ସମୟରେ କିଛି ଧନ କେଉଁଠି ଲୁଚେଇ କି କିମ୍ବା ପୂଜା ସ୍ଥାନରେ ରଖିଦିଅନ୍ତୁ। କାମରୁ ଫେରିବା ପରେ ଏହି ଧନକୁ କୌଣସି ଦରକାର ପଡୁଥିବା ଲୋକଙ୍କୁ ଦାନ କରନ୍ତୁ।

ଶନିବାର ଦିନ କୌଣସି ସଫେଇ କର୍ମୀଙ୍କୁ ଦାନ କରିବା ଦ୍ୱାରା ମଧ୍ୟ ଆର୍ଥିକ ବାଧା ଦୂର ହୋଇଥାଏ। ଶୀଘ୍ର ଧନ ପ୍ରାପ୍ତି ପାଇଁ ଏହି ମନ୍ତ୍ର ଜପ କରନ୍ତୁ। ଓଁ ନମଃ କର ଘରୁ ରୂପେଣି ସ୍ୱାହା। ଏହି ମନ୍ତ୍ର ପ୍ରତିଦିନ ସକାଳେ ୧୧ମାଳା ଜପ କରନ୍ତୁ। ପୂଜା ସ୍ଥାନରେ ଜପ କରନ୍ତୁ। ଶୁକ୍ରବାର ଦିନ ୨୫ ଗ୍ରାମ ବାସୁମତି ଚାଉଳ ଏବଂ ୨୫ ଗ୍ରାମ ମିଶ୍ରୀକୁ ଗୋଟିଏ ଧଳା କପଡ଼ାରେ ବାନ୍ଧି ମା ଲକ୍ଷ୍ମୀଙ୍କ ପାଖରେ ନିଜର ଭୁଲର କ୍ଷମା ମାଗି ତାଙ୍କୁ ନିଜର ଘରେ ସ୍ଥାୟୀ ରୂପେ ରହିବାର ପ୍ରାର୍ଥନା କରି ସେହି କପଡାକୁ ନଦୀରେ ବା ପ୍ରବାହିତ ଜଳରେ ପ୍ରବାହିତ କରିଦିଅନ୍ତୁ। ଧୀରେ ଧୀରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ଘରର ପୂଜା ସ୍ଥାନ ଏବଂ ଟଙ୍କା ବା ଗହଣା ରଖୁଥିବା ସ୍ଥାନରେ ସବୁବେଳେ ନାଲି କପଡା ବିଛେଇ ରଖନ୍ତୁ ଏବଂ ସନ୍ଧ୍ୟାରେ ନିୟମ ପୂର୍ବକ ସେଠାରେ ୩ ଟି ଧୂପକାଠି ଜଳେଇ ନିହାତି ପୂଜା କରନ୍ତୁ। ଘରେ ତୁଳସୀ ଗଛ ଲଗାଇ ସେଠାରେ ସନ୍ଧ୍ୟା ସମୟରେ ପ୍ରତିଦିନ ଘିଅର ଦୀପ ଜଳେଇବା ଦ୍ୱାରା ମା ଲକ୍ଷ୍ମୀ ସେହି ଘରୁ କେବେ ଯାଆନ୍ତି ନାହିଁ।

କଳା ରାଶିକୁ ପରିବାରର ସବୁ ସଦସ୍ୟଙ୍କ ମୁଣ୍ଡରେ ୭ ଥର ବୁଲେଇ ଘରର ଉତ୍ତର ଦିଗରେ ଫିଙ୍ଗି ଦିଅନ୍ତୁ। ଧନ ହାନି ବନ୍ଦ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *