Excuse Me Odisha

ଯାହା କହିବୁ ସତ କହିବୁ

ଦରକାର ଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ତିନୋଟି ନାମର ଝିଅମାନେ ! ଜାଣନ୍ତୁ ସେମାନେ କିଏ କିଏ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଜୀବନରେ ସ୍ନେହ ଓ ପ୍ରେମ ରହିବା ନିହାତି ଜରୁରୀ ଅଟେ। କାହାକୁ ପ୍ରେମ କରୁଥିବା ଜୀବନସାଥୀ ମିଳିଥାଏ, ତ ଆଉ କାହାକୁ ମିଳି ପାରି ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଭାବ ତାଙ୍କ ଜୀବନ ଉପରେ ପଡ଼ିଥାଏ। ଆଜି ଆମେ ଆପଣ ମାନଙ୍କୁ ତିନୋଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅଧିକ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

N ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରେ ଉତ୍ତମ ଓ ସ୍ନେହୀ ହୋଇଥାନ୍ତି। ଏହି ନାମର ଝିଅମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ଦେଖିବାକୁ ଖୁବ୍ ବହୁତ ସୁନ୍ଦର ଓ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି। ଏମାନଙ୍କର ଭଲ ଗୁଣ ଯୋଗୁଁ ଏମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି।

S ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର S, ସେମାନେ ପ୍ରେମ ମାମଲାରେ ଉତ୍ତମ ହୋଇଥାନ୍ତି।ଏମାନେ ନିଜ ଜୀବନସାଥୀଙ୍କ ସହିତ ସର୍ବଦା ରୋମାଣ୍ଟିକ ସମୟ ଅତିବାହିତ କରିଥାନ୍ତି। ଏମାନଙ୍କ ପାର୍ଟନର ସର୍ବଦା ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି।ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି।

R ନାମ ଥିବା ଝିଅମାନେ –

R ନାମ ବିଶିଷ୍ଟ ଝିଅମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି। ଏମାନେ ପ୍ରେମ ମାମଲାରେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କ ସହିତ ପରିବାର ଲୋକଙ୍କୁ ମଧ୍ୟ ସ୍ନେହ ଓ ଭଲପାଇବା ଦେଇଥାନ୍ତି। ଏହି ନାମ ଥିବା ଝିଅମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ଘରର ଦାୟିତ୍ଵକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି। କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ଏମାନେ ସକ୍ଷମ ହୋଇଥାନ୍ତି।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *