Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ 2022 ! ଏହି ଉପାୟ କଲେ,ବର୍ଷ ସାରା ହେବ ଧନର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ନୂଆବର୍ଷରେ ଏହି ଉପାୟ କଲେ ହୋଇଯିବେ କୋଟିପତି।

ବନ୍ଧୁଗଣ ଗ୍ରହ ନକ୍ଷତ୍ରରେ ଏହି ସଂସାରଟି ମନ୍ତ୍ର ତନ୍ତ୍ର ତଥା ଜ୍ୟୋତିଷ ଉପାୟ ଦ୍ୱାରା ଆଧାରିତ। ଏବଂ ଏହି ସଂସାର ଗ୍ରହ ନକ୍ଷତ୍ରଙ୍କ ଦ୍ୱାରା ଆଧାରିତ ଅଟେ। ଭଗବାନ ମଧ୍ୟ ଏହି ସଂସାରରେ ଜନ୍ମ ନେଇ ଗ୍ରହ ନକ୍ଷତ୍ରଙ୍କର ଦ୍ୱାରା ପ୍ରଭାବିତ ହୋଇଥିଲେ। ଭଗବାନଙ୍କୁ ମଧ୍ୟ ଗ୍ରହ ନକ୍ଷତ୍ରର ଦଶା ଭୋଗିବାକୁ ପଡିଥିଲା। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣାଇବୁ କି ଯଦି ଆପଣ ୨୦୨୨ ମସିହାରେ ମାଲାମାଲ ହେବାକୁ ଚାହୁଁଛନ୍ତି ତେବେ ନୂଆବର୍ଷ ଦିନ ଖାଲି ଡ଼ବାରେ ରଖିଦିଅନ୍ତୁ ଏହି ଜିନିଷ ଆପଣ ଖୁବଶୀଘ୍ର ହୋଇଯିବେ ମାଲାମାଲ।

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଯେଉଁ ଉପାୟ ଜଣାଇବୁ ତାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ଆପଣଙ୍କୁ କେବଳ ଏତିକି କରିବାର ଅଛି କି ୨୦୨୨ ମସିହାର ଜାନୁଆରୀ୧ ତାରିଖ ଦିନ ଏହି ଜ୍ୟୋତିଷ ଉପାୟଟିକୁ ନିଶ୍ଚୟ କରନ୍ତୁ।

ଏଥିପାଇଁ ପ୍ରଥମେ ଗୋଟିଏ ଖାଲି ଡ଼ବାଟିଏ ନିଅନ୍ତୁ। ଏବଂ ଏକ ମୁଠି ଅରୁଆ ଚାଉଳ ନିଅନ୍ତୁ ଏବଂ କିଛି ହଳଦୀ ଗୁଣ୍ଡ ନିଅନ୍ତୁ। ସେହି ଅରୁଆ ଚାଉଳଟି ସଫା ସୁତୁରା ଏବଂ ନିଖୁଣ ହୋଇଥିବା ଆବଶ୍ୟକ। ଭଙ୍ଗା ବା ଖୁଦ ଚାଉଳ ଯେପରି ହୋଇନଥିବ। ସେହି ଚାଉଳକୁ ହଳଦୀରେ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ସେହି ହଳଦିଆ ଚାଉଳକୁ ସେହି ଖାଲି ଡ଼ବାରେ ରଖିଦିଅନ୍ତୁ ତାହା ଉପରେ ଏକ ଗୋଲଡ଼ କଏନ ରଖିଦିଅନ୍ତୁ।

ପ୍ରକୃତରେ ଗୋଲଡ଼ କଏନ ଅଭାବରେ ଆପଣ ଗୋଟିଏ ଗୋଲଡ଼ କଲର ହୋଇଥିବା କଏନଟିକୁ ମଧ୍ୟ ରଖିପାରିବେ। ଏହା ଦ୍ୱାରା ଆପଣଙ୍କର ବୃହସ୍ପତି ମଜବୁତ ହୋଇଥାଏ ଏବଂ ଶୁକ୍ର ମଧ୍ୟ ମଜବୁତ ହୋଇଥାଏ। ଯାହାକି ଧନବାନ କରିବାରେ ସହାୟକ ହୋଇଥାଏ କାରଣ ବୃହସ୍ପତି ଏବଂ ଶୁକ୍ରଙ୍କର ମିଳନ ଧନବାନ କରିବାରେ ସହାୟକ ହୋଇଥାଏ। କାରଣ ଚାଉଳ ଶୁକ୍ରଙ୍କର ପ୍ରତୀକ ଅଟେ ଏବଂ ହଳଦୀ ହେଉଛି ବୃହସ୍ପତିଙ୍କର ପ୍ରତୀକ। ଏଣୁ ଏହି ଦୁହିଁଙ୍କର ମିଳନ ଧନ ଆକର୍ଷଣର କାର୍ଯ୍ୟ କରିଥାଏ। ଅନେକ ମାତ୍ରାର ଉନ୍ନତି କରିଥାଏ।

ଏହି ଡ଼ବାଟିକୁ ଆପଣ ନିଜର ରୋଷେଇ ଘର କିମ୍ବା ଠାକୁର ଘର କିମ୍ବା ନିଜର କର୍ମ କ୍ଷେତ୍ରରେ ଏହାକୁ ରଖିପାରିବେ। ଅର୍ଥାତ ଆପଣଙ୍କର ଦୁକାନ ବ୍ୟବସାୟ ଅଫିସ ଏହିପରି କର୍ମ କରୁଥିବା ସ୍ଥାନରେ ରଖିଦିଅନ୍ତୁ ଏବଂ ପ୍ରତିଦିନ ଏହାକୁ ଧୂପ ଦୀପ ଦେଇ ପୂଜା କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜାତକରେ ଥିବା କୌଣସି ବି ଦୋଷକୁ ଦୂର କରିଥାଏ। ଜାତକରେ ରାଜଯୋଗ ଆଣିଥାଏ। ଅଚାନକ ଧନ ପ୍ରାପ୍ତି ହୋଇଥାଏ।ଯାହାକି ଜୀବନରେ ରାଜାଙ୍କ ଭଳି ଜୀବନ ଅତିବାହିତ କରିବାର ସୁଯୋଗ ମିଳିଥାଏ। ଆପଣଙ୍କର ମନର ଇଚ୍ଛା ପୂରଣ ହୋଇଥାଏ।

ଏହି ଚାଉଳ ଡ଼ବାକୁ ବର୍ଷ ସାରା ରଖିବାକୁ ହେବ ଏବଂ ଆସନ୍ତା ନବବର୍ଷ ଦିନ ବା ୨୦୨୩ ମସିହା ଜାନୁଆରୀ୧ ତାରିଖ ଦିନ ଏହି ଚାଉଳକୁ ପ୍ରବାହିତ ଜଳରେ ଭସେଇ ଦେବାକୁ ହେବ। ଏବଂ ଆଉ ଥରେ ସେମିତି ସଂଗ୍ରହ କରି ସେହି ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ଲାଭ ହିଁ ଲାଭ ପ୍ରାପ୍ତି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *