Excuse Me Odisha

ଯାହା କହିବୁ ସତ କହିବୁ

ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମାଆ ଲକ୍ଷ୍ମୀ କରିବେ ଧନର ବର୍ଷା !

ସେୟାର୍ କରନ୍ତୁ

ବନ୍ଧୁଗଣ ମଣିଷ ଜୀବନରେ କେବେ ସୁଖ ଆସିଥାଏ ତ ଆଉକେବେ ଦୁଃଖ ଆସିଥାଏ। ଏହିସବୁ ସାମ୍ନା କରି ମଣିଷ ଆଗକୁ ବଢ଼ିଥାଏ। ବେଳେବେଳେ ମଣିଷ ଜୀବନରେ ଏଭଳି ପରିସ୍ଥିତି ଆସିଯାଇଥାଏ, ଯାହାଦ୍ଵାରା ମଣିଷକୁ ଏହାର ସାମ୍ନା କରିବାକୁ ପଡ଼ିଥାଏ। ମଣିଷକୁ ସୁଖରେ ରହିବା ପାଇଁ ଟଙ୍କାର ଆବଶ୍ୟକତା ହୋଇଥାଏ। କିଛି ଲୋକଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖା ଯାଇଥାଏ।

ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଅଧିକାଂଶ ଲୋକେ ଅନେକ ଉପାୟ କରିଥାନ୍ତି। କିନ୍ତୁ ସେଥିରୁ ବିଶେଷ ଲାଭ ମିଳି ନଥାଏ। ଆଜି ଆମେ ଆପଣ ମାନଙ୍କୁ ଏକ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ, କାହାକୁ ପ୍ରୟୋଗ କଲେ ନିଶ୍ଚିତ ଭାବରେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସାଙ୍ଗମାନେ ପ୍ରାୟତଃ ସମସ୍ତଙ୍କ ଘରେ ହଳଦୀ ବ୍ୟବହାର କରାଯାଇଥାଏ। ହଳଦୀକୁ ପ୍ରାୟତଃ ରୋଷେଇ କରିବା ସମୟରେ ପ୍ରୟୋଗ କରାଯାଇଥାଏ। ଏହା ଖାଦ୍ୟର ରଙ୍ଗ ବଦଳି ଦେଇଥାଏ। ହଳଦୀ ଆମ ଜୀବନର ସମସ୍ତ ସମସ୍ୟାକୁ ଦୂର କରି ଦେଇଥାଏ। ଏହାସହିତ ହଳଦୀ ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ଅଟେ।

ପ୍ରତ୍ୟେକଦିନ ଗାଧୋଇ ସାରିବା ପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ତଳେ ହଳଦୀକୁ ରଖନ୍ତୁ। ତାପରେ ଠାକୁର ପୂଜା ସାରି ଏହାକୁ ତିଳକ କରି ନିଜ ମଥାରେ ଲଗାନ୍ତୁ। ହଳଦୀ ବିଜୟର ପ୍ରତୀକ ଅଟେ। ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ ମନ ଶାନ୍ତ ରହିବା ସହିତ ଆପଣଙ୍କ ଉପରେ ଥିବା ସମସ୍ତ ନକାରାତ୍ମକ ପ୍ରଭାବ ଦୂର ହୋଇଯିବ। ଏହାସହିତ ଆପଣ ଘରର ଚାରିପଟେ ହଳଦୀର ରେଖା ଟାଣି ପାରିବେ, ଏହାଦ୍ବାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ।

ଜୀବନରେ ସୁଖରେ ଅତିବାହିତ କରିବା ପାଇଁ ଚାହୁଁଥିଲେ, ଆପଣ ନିଜ ଘରର ଦୁଆର ମୁହଁରେ ହଳଦୀ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *